କରୋନା ଡର ନାହିଁ: ତୁର୍କମେନିସ୍ତାନରେ ଆରମ୍ଭ ହେବ ଫୁଟବଲ ସେସନ
ଅଶଗାବାଟ୍, ୧୯।୪ (ଏଏଫ୍ପି): ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି। ଅଲିମ୍ପିକ୍ ଓ ୟୁରୋକପ୍ ଫୁଟବଲ୍ ସମେତ ବହୁ ବଡ଼ ତଥା ଛୋଟ ଇଭେଣ୍ଟ ଏହି କାରଣରୁ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। କିନ୍ତୁ ତ୍ୁର୍କମେନିସ୍ତାନରେ...
କୋଭିଡ୍-୧୯: ଆଫ୍ରିକାନ୍ କ୍ଲବ ଫାଇନାଲ୍ସ ସ୍ଥଗିତ
କାଏରୋ,୧୯।୪(ଏଏଫ୍ପି): ଆଫ୍ରିକାନ୍ ଚାମ୍ପିୟନ୍ସ ଲିଗ୍ ଓ ଆଫ୍ରିକାନ କନ୍ଫେଡେରେଶନ କପ୍ ଫାଇନାଲ୍ସକୁ ସ୍ଥଗିତ ରଖାଯାଇଛି। କୋଭିଡ୍-୧୯ ମହାମାରୀ ରୂପ ନେଇଥିବା ବେଳେ ଏହି ଦୁଇଟି ଟୁର୍ନାମେଣ୍ଟକୁ ନିର୍ଦ୍ଧାରିତ ସମୟରେ ଆୟୋଜନ ହୋଇପାରିବ ନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ମେ’ରେ...
ରାଇନାଙ୍କୁ ଧୋନୀ ସମର୍ଥନ କରୁଥିଲେ: ଯୁବରାଜ
ନୂଆଦିଲ୍ଲୀ, ୧୯।୪ (ପିଟି): ସବୁ ଅଧିନାୟକଙ୍କର ଦଳରେ ଜଣେ ପ୍ରିୟ ଖେଳାଳି ରହିଥାନ୍ତି। ଏହି ଖେଳାଳିଙ୍କୁ ଅଧିନାୟକମାନେ ସମର୍ଥନ କରିବା ସହ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଥାନ୍ତି। ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରିୟ...
ଆସେସମେଣ୍ଟ ଟେଷ୍ଟ ପାଇଁ ବ୍ୟସ୍ତ ଟପ୍ ବ୍ୟାଡ୍ମିଣ୍ଟନ ଖେଳାଳି
ନୂଆଦିଲ୍ଲୀ, ୧୮ା୪ (ପି.ଟି.)-କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍ଡାଉନ୍ ଚାଲିଛି। ଏହି ସମୟରେ ଭାରତର କେତେଜଣ ଟପ୍ ବ୍ୟାଡ୍ମିଣ୍ଟନ ଖେଳାଳି ସେମାନଙ୍କ ନିଯୁକ୍ତିଦାତା ଇଣ୍ଡିଆନ ଅଏଲ୍ କର୍ପୋରେଶନ (ଆଇଓସି) ପକ୍ଷରୁ ହେବାକୁ ଥିବା ଅନ୍ଲାଇନ୍ ଟେଷ୍ଟ ଦେବାକୁ...
ପଦବୀ ଉଚ୍ଛେଦ କରିବ ଆଇଟା
ନୂଆଦିଲ୍ଲୀ, ୧୮ା୪ (ପି.ଟି.)-କ୍ରୀଡ଼ା ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା) କେତୋଟି ପଦବୀ ଉଚ୍ଛେଦ କରିବାକୁ ରାଜି ହୋଇଛି। ଏହି ଅବେଅତନିକ ପଦବୀଗୁଡ଼ିକ ହେଲା ଆଜୀବନ ସଭାପତି, ଆଜୀବନ ଉପସଭାପତି ଓ ଆଜୀବନ କନସେଲର। ଏହି ପଦବୀଗୁଡ଼ିକ ନ୍ୟାଶନାଲ...
ଟୋକିଓ: ଗୃହହୀନ ଅଲିମ୍ପିକ୍ କ୍ରୀଡ଼ାଗ୍ରାମରେ ଆଶ୍ରୟ ନେବାକୁ ଚାହୁଁଛନ୍ତି
ଟୋକିଓ,୧୮।୪(ଏପି): କରୋନା ଭାଇରସ୍ ମହାମାରୀ ରୂପ ନେଇ ସାରିଥିବା ବେଳେ ଟୋକିଓରେ ଗୃହହୀନଙ୍କ ଏକ ବର୍ଗ ତଥା ସମୁଦାୟ ଏକ ଭିନ୍ନ ପ୍ରକାର ଦାବି ଉପସ୍ଥାପନା କରିଛନ୍ତି। ଏମାନେ ଅଲିମ୍ପିକ୍ କ୍ରୀଡ଼ାଗ୍ରାମରେ ଆଶ୍ରୟ ନେବାକୁ ପିଟିଶନ ଦାୟର କରିଛନ୍ତି। ଏହି...
ବିସିସିଆଇର ‘ଟିମ୍ ମାସ୍କ ଫୋର୍ସ’ ଭିଡିଓରେ କୋହଲି, ସଚିନଙ୍କ ବାର୍ତ୍ତା
ନୂଆଦିଲ୍ଲୀ,୧୮।୪(ପି.ଟି.)- ବର୍ତ୍ତମାନ ସାରା ଦେଶ କୋଭିଡ୍-୧୯ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସରକାରଙ୍କୁ ସାହାଯ୍ୟ ସମର୍ଥନ କରିବାରେ ପଛରେ ପଡିନାହିଁ। ଘରୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧି ବାହାରନ୍ତୁ ବୋଲି ସରକାରଙ୍କ ତରଫରୁ...
୨୦୨୨ ପିଫା ବିଶ୍ୱକପ୍: ସେପ୍ଟେମ୍ବରରେ ଦକ୍ଷିଣ ଆମେରିକାରେ କ୍ୱାଲିଫାଇଙ୍ଗ୍ ଆରମ୍ଭ ହେବ
ଅସୁନ୍ସିଅନ,୧୮।୪(ଏଏଫ୍ପି)- ଖୁବ୍ଶୀଘ୍ର ଦକ୍ଷିଣ ଆଫ୍ରିକାରେ ୨୦୨୨ ଫିଫା ବଶ୍ୱକପ୍ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବରରେ କାତାରରେ ଆୟୋଜନ ହେବାକୁ ଥିବା ଫୁଟବଲ ବିଶ୍ୱକପ୍ର କ୍ୱାଲିଫାଇଙ୍ଗ ଆରମ୍ଭ ହେବ ବୋଲି ଦକ୍ଷିଣ ଆମେରିକା ଫୁଟବଲର ସର୍ବୋଚ୍ଚ...
ଏନ୍ଏସ୍ଏଫ୍ଗୁଡିକର ସ୍ବାୟତ୍ତତା ବଜାୟ ରହିବ: ରିଜିଜୁ
ନୂଆଦିଲ୍ଲୀ, ୧୮।୪(ପି.ଟି.)- ଦେଶରେ ଥିବା ସବୁ ଜାତୀୟ କ୍ରୀଡ଼ା ଫେଡେରେଶନ (ଏନ୍ଏସ୍ଏଫ୍) ପରିଚାଳନାରେ ସରକାର ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏନ୍ଏସ୍ଏଫ୍ଗୁଡିକର ସ୍ବାୟତ୍ତତା ପୂର୍ବପରି ବଜାୟ ରହିବ ବୋଲି ସେ ସ୍ପଷ୍ଟ...
ଧୋନୀ ବିଶ୍ୱରେ ଶ୍ରେଷ୍ଠ ଅଧିନାୟକ: ପିଟରସନ
ମୁମ୍ବାଇ,୧୮।୪ (ପି.ଟି.)- ଇଂଲଣ୍ଡ ପୂର୍ବତନ ତାରକା ବ୍ୟାଟ୍ସମ୍ୟାନ କେଭିନ ପିଟରସନ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଧୋନୀ ବିଶ୍ୱରେ ଶ୍ରେଷ୍ଠ ଅଧିନାୟକ ବୋଲି ସେ ମତ ଦେଇଛନ୍ତି। ଦୁଇଟି ବିଶ୍ୱକପ୍ ଜିତିଥିବା ଧୋନୀଙ୍କୁ...
ଠିକଣା ସମୟରେ ନିଷ୍ପତ୍ତି ନିଆଯିବ: ଆଇସିସି
ମେଲବୋର୍ନ, ୧୮ା୪ (ପି.ଟି.)- କୋଭିଡ୍-୧୯ ଯୋଗୁ ଟି୨୦ ବିଶ୍ୱକପ୍ ନିର୍ଦ୍ଧାରିତ ସମୟରେ ହେବ ନା ଆସନ୍ତାବର୍ଷକୁ ଘୁଞ୍ଚତ୍ବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କହୁଛି ଏ ସମ୍ପର୍କରେ ଠକିଣା ସମୟରେ ନିଷ୍ପତ୍ତି...
ଝିଅକୁ କିିକ୍ବକ୍ସିଂ ଶିଖାଉଛନ୍ତି ବିଭୂତି
ଭୁବନେଶ୍ୱର, ୧୮।୩(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ସବୁଠାରୁ ସଫଳ କିକ୍ ବକ୍ସର ହେଉଛନ୍ତି ବିଭୂତି ଭୂଷଣ ବେହେରା। କ୍ୟାରିୟରରେ ଅତିକମ୍ରେ ୧୦ଥର ଜାତୀୟ ଚାମ୍ପିୟନ ହୋଇଥିବା ବିଭୂତି ନବେ ଦଶକରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କୃତିତ୍ୱ ଦେଖାଇ ଦେଶ ଓ ରାଜ୍ୟକୁ...
Archives


