ଖେଳ

ଅଧିନାୟକ କୋହଲି ପିଅନ୍ତି ଫ୍ରାନ୍ସରୁ ଆସୁଥିବା ଏହି ବୋତଲ ପାଣି: ଲିଟର ପିଛା ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ଫିଟ୍‌ନେସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହାକୁ ନେଇ ସେ ଅନ୍ୟ କ୍ରିକେଟରଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କୋହଲିଙ୍କ ଫିଟ୍‌ନେସ୍‌ ପଛରେ ଏକ ଗୁପ୍ତ କଥା ରହିଛି। ସେଇଟି ହେଲା ସେ...

ପଠାନକୋଟରେ ସୁରେଶ ରାଇନାଙ୍କ ପରିବାର ଉପରେ ଆକ୍ରମଣ: ପିଉସା ମୃତ, ଜୀବନମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପିଉସୀ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଘଟଣାରେ ତାଙ୍କର ପିଉସାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସଦସ୍ୟ ଗୁରୁତର ଅଛନ୍ତି। ଅଗଷ୍ଟ ୧୯ ତାରିଖରେ ପଠାନକୋଟର ଧରିୟାଲ ଗ୍ରାମରେ ଏହି...

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସକୁ ଝଟକା: ଭାରତ ଫେରିଲେ ଟିମ୍‌ର ଏହି ପ୍ରମୁଖ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୯।୮: ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସକୁ ଆଉ ଏକ ଝଟକା ଲାଗିଛି। ଟିମ୍‌ର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଆଇପିଏଲ୍‌ରୁ ବାହାର ହୋଇଛନ୍ତି। ଦଳ ପାଇଁ ସବୁଠୁ ଅଧିକ ରନ୍‌ ଏବଂ ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍‌ କରିଥିବା...

ଜାତୀୟ କ୍ରୀଡ଼ା ଦିବସ: ଧ୍ୟାନଚାନ୍ଦଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୨୯।୮: ସମଗ୍ର ଦେଶରେ ଅଗଷ୍ଟ ୨୯ ଆର୍ଥତ୍‌ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହେଉଛି। ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ରୀଡ଼ା ଦିବସର ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ମଧ୍ୟ ଟୁଇଟ...

ଦରଦୀ ମଣିଷ ଧ୍ୟାନଚାନ୍ଦ

ଅପୂର୍ବ କ୍ରୀଡ଼ା ଦକ୍ଷତା ସହ ଦୟା, ପରୋପକାର ଏବଂ ସହୃଦୟତା ଆଦି ଅନେକ ଗୁଣ ଧ୍ୟାନଚାନ୍ଦଙ୍କଠାରେ ଭରି ରହିଥିଲା। ନିଜର ସରଳ ନିଷ୍କପଟତା ଏବଂ ସତ୍ୟବାଦିତା ଗୁଣ ଯୋଗୁ ସାମାଜିକ ଜୀବନରେ ଅନେକବାର ସେ ପ୍ରତାରିତ ହୋଇଥିଲେ ହେଁ ନିଜ...

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌ ସହ ନିଜସ୍ବ ହକି ଇଣ୍ଡିଆ ଲିଗ୍‌ର ଆୟୋଜନ ଭଳି ସକାରାତ୍ମକ ପଦକ୍ଷେପ ଭାରତୀୟ...

ବାହାରିନ୍‌ରେ ହେବ ଦୁଇ ଫର୍ମୁଲା ଓ୍ବାନ୍‌ ରେସ୍‌

ସ୍ପା-ଫ୍ରାଙ୍କୋରଚାମ୍ପ୍ସ, ୨୯ (ଏପି)-ଚଳିତବର୍ଷ ପରବର୍ତ୍ତୀ ଭାଗରେ ବାହାରିନର ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁଇଟି ଫର୍ମୁଲା ଓ୍ବାନ ରେସ୍‌ ଆୟୋଜନ କରିବ। ନଭେମ୍ବର ୨୯ରେ ବାହାରିନ୍‌ ଗ୍ରାଁ ପ୍ରି ଚିରାଚରିତ ୫.୪ କିମି (୩.୩ ମାଇଲ) ବିଶିଷ୍ଟ ସର୍କିଟରେ ଆୟୋଜନ ହେବ।...

ଫର୍ମୁଲା ଓ୍ବାନ ବର୍ଜନ କରିବେ ନାହିଁ ହାମିଲଟନ୍‌

ସ୍ପା-ଫ୍ରାଙ୍କୋରଚାମ୍ପ୍ସ (ବେଲଜିୟମ), ୨୯ା୮ (ଏପି)-ଜାତିବାଦକୁ ନେଇ ଫର୍ମୁଲା ଓ୍ବାନ୍‌ ଚାମ୍ପିୟନ ଲୁଇସ୍‌ ହାମିଲଟନ ରବିବାର ହେବାକୁଥିବା ବେଲଜିଆନ ଗ୍ରାଁପ୍ରିକୁ ବର୍ଜନ କରିବେ ନାହିଁ। ଓ୍ବିସ୍‌କନ୍‌ସିନଠାରେ ପୋଲିସ ଅଫିସରଙ୍କ ଜାକବ ବ୍ଲେକ୍‌ଙ୍କୁ ଗୁଳିର ପ୍ରତିବାଦ ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ରେ ଅନ୍ୟ...

ଚୁକ୍ତିରୁ ଓହରିଯିବା ଲାଗି ଚ୍ୟାନେଲ ସେଭେନ୍‌ର ଧମକ

ମେଲବୋର୍ନ, ୨୯ା୮ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ୨୦୨୦-୨୧ ସିଜନ ପାଇଁ ଏହାର ଘରୋଇ ଓ ଅନ୍ତର୍ଜାତୀୟ କ୍ୟାଲେଣ୍ଡରକୁ ଠିକଣା ରୂପେ ହାତେଇ ପାରୁ ନ ଥିବା କୁହାଯାଉଛି। ଏହି କାରଣରୁ ଚ୍ୟାନେଲ ସେଭେନ ୪୫୦ ନିୟୁତ ଡଲାର ମୂଲ୍ୟର କରିଥିବା...

ରେସ୍‌ଲର ଭିନେଶ ଫୋଗତ୍‌ଙ୍କୁ କରୋନା

ନୂଆଦିଲ୍ଲୀ,୨୮ା୮ (ପି.ଟି.)-ଭାରତର ଟପ୍‌ ମହିଳା ରେସ୍‌ଲର ଭିନେଶ ଫୋଗତ କରୋନା ସଂକ୍ରମିତ ବୋଲି ସେ ଶୁକ୍ରବାର ପ୍ରକାଶ କରିଛନ୍ତି। ଏସିଆ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଚଳିତ ବର୍ଷ ଖେଳରନତ୍ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେ...

ଭର୍ଚୁଆଲ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବ ଆୟୋଜନ: ସରକାରଙ୍କ ପ୍ରୟାସକୁ ଆଥଲେଟ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୮।୮(ପି.ଟି.): ସିଧାସଳଖ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ନିଶ୍ଚିତ ଭାବେ ସନ୍ତୋଷଜନକ। କିନ୍ତୁ କୋଭିଡ୍‌-୧୯ ମହାମାରୀ କାରଣରୁ ଏଥର ଏହା ସମ୍ଭବ ହୋଇପାରିନି। ମହାମାରୀ ପାଇଁ ସରକାର ଭର୍ଚୁଆଲ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବର ଆୟୋଜନ କରୁଛନ୍ତି। ଅତିକମ୍‌ରେ ଏହି...

କ୍ୟାରିବିୟାନ ପ୍ରିମିୟର ଲିଗ୍‌: ତ୍ରିନବାଗୋର କ୍ରମାଗତ ପଞ୍ଚମ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୨୮।୮(ପି.ଟି.): କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ତ୍ରିନବାଗୋ ନାଇଟ୍‌ ରାଇଡର୍ସ ତା’ର ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ତ୍ରିନବାଗୋ କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଗୁରୁବାର ତ୍ରିନବାଗୋ ୭ ଉଇକେଟରେ ଗୁୟାନା ଅମାଜନ ଓ୍ବାରିୟର୍ସକୁ ପରାସ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri