ଖେଳ

କବାଡ଼ି ଖେଳାଳିଙ୍କୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ

ଚଣ୍ଡିଗଡ଼,୫।୧୧: ପଞ୍ଜାବରେ କବାଡି ଖେଳାଳିଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ଗତକାଲି ବିଳମ୍ବିତ ରାତିରେ ଲୁଧିଆନା ଜିଲାର ସମରାଲା ବ୍ଲକ ଅନ୍ତର୍ଗତ ମାନକି ଗାଁରେ ଆଉ ଏକ ବଡ଼ ଘଟଣା ଘଟିଛି, ଯେଉଁଠାରେ ୨୩ ବର୍ଷୀୟ କବାଡି ଖେଳାଳି ଗୁରବିନ୍ଦର ସିଂହଙ୍କୁ…

ହରମନପ୍ରୀତ କୌର ହାତରେ କଲେ ବିଶ୍ୱକପ ଟ୍ରଫିର ଟାଟୁ, ଭାବପ୍ରବଣ ପୋଷ୍ଟ ଶେୟାର କରି କହିଲେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌର ତାଙ୍କ ଜୀବନରେ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ଯାହାର ସ୍ବପ୍ନ ପ୍ରତ୍ୟେକ କ୍ରିକେଟର ଦେଖିଥାନ୍ତି। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୨୦୨୫ ମହିଳା ବିଶ୍ୱକପ ଜିତିଛି। ଏହି ମୁହୂର୍ତ୍ତକୁ ଜୀବନ୍ତ ରଖିବା…

ପିରିଅଡ୍‌ସ ସମୟରେ ପଡ଼ିଆରେ କେମିତି ଖେଳନ୍ତି ମହିଳା ଟିମ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନିକଟରେ ମହିଳା ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ଶେଷ ହୋଇଛି। ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ପଡ଼ିଆରେ କ୍ୟାମେରାଗୁଡ଼ିକ ବ୍ୟାଟ ଏବଂ ବଲ୍‌ର ଟକ୍କର ଉପରେ ଧ୍ୟାନ ଦେଉଥିବା ବେଳେ, ଦର୍ଶକମାନେ କେବଳ ଷ୍ଟ୍ରାଇକ ରେଟ କିମ୍ବା ଉଇକେଟ…

ମୋଦିଙ୍କୁ ଭେଟିବେ ବିଶ୍ୱ ବିଜେତା ଟିମ୍‌

ନୂଆଦିଲ୍ଲୀ,୫।୧୧: ମହିଳା ବିଶ୍ୱକପ ୨୦୨୫ ଜିତିବା ପରେ, ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବୁଧବାର, ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସମ୍ପୂର୍ଣ୍ଣ ମହିଳା ଦଳ ମଙ୍ଗଳବାର ରାତିରେ, ନଭେମ୍ବର ୪ରେ ଦିଲ୍ଲୀରେ ପହଞ୍ଚିଥିଲା। ହୋଟେଲକୁ…

୮୭ ଶତକ, ୨୭ ହଜାରରୁ ଅଧିକ ରନ୍‌: କୋହଲିଙ୍କ ଜନ୍ମଦିନରେ ଏମିତି କଥା କହିଦେଲୋ BCCI

ନୂଆଦିଲ୍ଲୀ,୫।୧୧:ଭାରତୀୟ କ୍ରିକେଟ ଦଳର ଷ୍ଟାର ବିରାଟ କୋହଲି ଆଜି ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ବିରାଟଙ୍କୁ କେବଳ ଭାରତରେ ନୁହେଁ ବରଂ ବିଶ୍ୱ କ୍ରିକେଟରେ ମଧ୍ୟ ସବୁଠାରୁ ସଫଳ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। କୋହଲି ତାଙ୍କ କ୍ୟାରିୟରରେ…

ସାହାଯ୍ୟ ପାଇଁ ଗୁହାରି କଲେ ସୂର୍ଯ୍ୟକୁମାର: ଜାଣନ୍ତୁ କ’ଣ ହୋଇଗଲା ଏମିତି

ନୂଆଦିଲ୍ଲୀ,୫।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତର ଟି-୨୦ ଦଳ ଭଲ ପ୍ରଦର୍ଶନ କରୁଛି। ଟିମ ଇଣ୍ଡିଆ ସମ୍ପ୍ରତି ୨୦୨୫ରେ ଟି-୨୦ ଏସିଆ କପ ଜିତିଛି। କିନ୍ତୁ ଦଳର ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ, ସୂର୍ଯ୍ୟକୁମାର ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେ…

ଭାରତକୁ ଭୟ କରୁଛନ୍ତି ନକ୍‌ଭି! ICC ବୈଠକରେ ଯୋଗ ନ ଦେବାକୁ କଲେ ଏମିତି ବାହାନା…

ନୂଆଦିଲ୍ଲୀ,୫।୧୧: ଭାରତ ପାକିସ୍ତାନକୁ ପରାସ୍ତ କରି ୨୦୨୫ ଏସିଆ କପ ଜିତିଥିଲା, କିନ୍ତୁ ଟିମ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ଟ୍ରଫି ପାଇନାହିଁ। କାରଣ ହେଉଛନ୍ତି ଏସୀୟ କ୍ରିକେଟ ପରିଷଦ (ACC)ର ଅଧ୍ୟକ୍ଷ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ମୁଖ୍ୟ ମୋହସିନ…

ଗୌରବ ଆଣିଲେ ମହିଳା କ୍ରିକେଟର: ହଟିବ କି ପୁରୁଷ ଓ ମହିଳା ଖେଳାଳିଙ୍କ ଆୟ ଭିତରେ ତାରତମ୍ୟ

ମୁମ୍ବାଇ,୪।୧୧: ଯଦି ୧୯୮୩ ମସିହା ଜୁନ୍ ୨୫ ଭାରତୀୟ ପୁରୁଷ କ୍ରିକେଟ୍ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ଼ ଥିଲା, ତେବେ ନଭେମ୍ବର ୨, ୨୦୨୫ ଦିନଟି ଭାରତୀୟ ମହିଳା କ୍ରିକେଟ୍ ପାଇଁ ସର୍ବତୋଭାବେ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିବ। ହରମନପ୍ରୀତ କୌର…

ଏସିଆ କପ୍ ବିବାଦ: ହାରିସ୍ ରୌଫ୍‌ ୨ ମ୍ୟାଚ୍‌ ସସପେଣ୍ଡ, ସୂର୍ଯ୍ୟକୁମାର ଯାଦବ ମଧ୍ୟ…

ନୂଆଦିଲ୍ଲୀ,୪।୧୧: ଚଳିତ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ସମୟରେ ଉତ୍ତେଜନାପୂର୍ଣ୍ଣ ଆଚରଣ ଯୋଗୁଁ ଆଇସିସି ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନର ଦ୍ରୁତ ବୋଲର ହାରିସ୍ ରୌଫ୍‌ଙ୍କୁ ୨ଟି ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଥିବା ବେଳେ ଭାରତୀୟ ଅଧିନାୟକ…

ମ୍ୟାଚ୍‌ ଚାଲିଥିବା ବେଳେ ଟଳି ପଡ଼ିଲେ କୋଚ୍‌

ଲକାନି, ୪ା୧୧- ମ୍ଲାଡଷ୍ଟ ଲୁକାନି ଓ ଏଫ୍‌କେ ରଡନିକି -୧୯୨୩ ମଧ୍ୟରେ ଖେଳାଯାଇଥିବା ସର୍ବିଆନ ସୁପରଲିଗ୍‌ ମ୍ୟାଚ୍‌ରେ ଏକ ଦୁଃଖଦ ଘଟଣା ଘଟିଛି। ମ୍ୟାଚ୍‌ ବେଳେ ରଡନିକି କ୍ଳବର ମୁଖ୍ୟ କୋଚ୍‌ ମ୍ଲାଦେନ ଜିଜୋଭିକ୍‌ଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୪୪ ବର୍ଷ…

ବିଶ୍ୱକପ ବିଜୟ ପରେ ରାଙ୍କିଙ୍ଗ୍‌ରେ ନମ୍ବର-୧ ସ୍ଥାନ ହରାଇଲେ ସ୍ମୃତି ମନ୍ଧାନା, ଶୀର୍ଷରେ ସମସ୍ତଙ୍କ ମନ ଜିତିଥିବା ଖେଳାଳି

ମୁମ୍ବାଇ,୪।୧୧: ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ଦଳର ବିଶ୍ୱକପ୍ ବିଜୟ ପରେ ପ୍ରକାଶିତ ନୂତନ ତାଲିକାରେ ସ୍ମୃତି ମନ୍ଧାନା ଏକ ସ୍ଥାନ ତଳକୁ ଖସି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେପଟେ ଦକ୍ଷିଣ ଆଫ୍ରିକାର ଅଧିନାୟିକା…

ICC ଘୋଷଣା କଲା ମହିଳା କ୍ରିକେଟ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ‘ଟିମ ଅଫ ଦ ଟୁର୍ନାମେଣ୍ଟ’, ଅଧିନାୟିକା ହରମନପ୍ରୀତ କୌରଙ୍କୁ ଅଣଦେଖା କରି…

ନୂଆଦିଲ୍ଲୀ,୪।୧୧: ICC ମହିଳା ବିଶ୍ୱକପ ୨୦୨୫ ପାଇଁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଦଳ ଘୋଷଣା କରିଛି। ଏହି ଦଳରେ ଟାଇଟଲ ବିଜେତା ଭାରତୀୟ ମହିଳା ଦଳର ତିନି ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଉପବିଜେତା ଦକ୍ଷିଣ ଆଫ୍ରିକା ଦଳର ତିନି ଜଣ ଖେଳାଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri