ଖେଳ

ପଛରେ ପଡ଼ିଗଲେ କୋହଲି, ମାତ୍ର ୨୧ ଇନିଂସରେ ବଡ଼ ମାଇଲଖୁଣ୍ଟ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୪।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ସ୍ଥାପନ କରିଛନ୍ତି। ବିରାଟ ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟରୁ ଅବସର ଘୋଷଣା କରିଛନ୍ତି, କିନ୍ତୁ ସେ ଦିନିକିଆ କ୍ରିକେଟ ଖେଳୁଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ…

୨୦୨୫ ମହିଳା ବିଶ୍ୱକପ ପାଇଁ ପାକିସ୍ତାନକୁ କେତେ ଟଙ୍କା ମିଳିଲା? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ନୂଆଦିଲ୍ଲୀ,୪।୧୧: ଭାରତ ୨୦୨୫ ମହିଳା ଏକଦିବସୀୟ ବିଶ୍ୱକପରେ ଇତିହାସ ରଚିଥିଲା। ହରମନପ୍ରୀତ କୌରଙ୍କ ନେତୃତ୍ୱରେ, ଟିମ ଇଣ୍ଡିଆ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ପ୍ରଥମ ବିଶ୍ୱକପ ଟାଇଟଲ ଜିତିଥିଲା। ଏହି ବିଜୟ କେବଳ ଖେଳାଳିମାନଙ୍କ ମୁହଁରେ ହସ…

ଏସିଆ କପ୍‌ ପାଇଁ ଟିମ ଇଣ୍ଡିଆ ଏ ଘୋଷଣା, ଯୁବ ଖେଳାଳିଙ୍କ ନା ସାମିଲ, ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୪।୧୧: ଭାରତ ନିକଟରେ ଏସିଆ କପ ୨୦୨୫ ଜିତି ଇତିହାସ ରଚିଛି, କିନ୍ତୁ ଏବେ ଟିମ ଇଣ୍ଡିଆ ଆଉ ଏକ ଏସୀୟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ। ଯଦିଓ ACC ଏବଂ PCB ସଭାପତି ଏ ପର୍ଯ୍ୟନ୍ତ ପୂର୍ବ ଏସିଆ କପ୍‌ ଟ୍ରଫି…

ବିଶ୍ୱକପ ବିଜୟ ପରେ ମହିଳା କ୍ରିକେଟରଙ୍କ ବ୍ରାଣ୍ଡ ଭେଲ୍ୟୁ ହେଲା ଦ୍ୱିଗୁଣିତ, କମ୍ପାନୀଗୁଡିକର ଲାଗୁଛି ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୪।୧୧: ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଶ୍ୱକପ ବିଜୟ ଦେଶ ପାଇଁ କେବଳ ଗର୍ବ ଆଣିନାହିଁ ବରଂ ଖେଳାଳିଙ୍କ ବ୍ରାଣ୍ଡ ମୂଲ୍ୟକୁ ମଧ୍ୟ ବୃଦ୍ଧି କରିଛି। ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ…

ବଡ଼ ଘୋଷଣା କଲେ ନକ୍‌ଭି: ଏସିଆ କପ୍‌ରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଏହି ଦିନ ଖେଳାଯିବ ମ୍ୟାଚ

ନୂଆଦିଲ୍ଲୀ,୪।୧୧: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମ୍ୟାଚ ୨୦୨୫ ଟି୨୦ ଏସିଆ କପ ଫାଇନାଲରେ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଥିଲା। ଏସିଆ କପ୍‌ରେ ଭାରତ ଏବଂ ପାକିସ୍ତାନ ତିନି ଥର ମୁହାଁମୁହିଁ…

ମୋହସିନ ନକଭିଙ୍କୁ BCCIର ଅଲ୍ଟିମେଟମ୍‌: ଟ୍ରଫି ଦିଅ, ନଚେତ୍‌…

ନୂଆଦିଲ୍ଲୀ,୪।୧୧: ଏସିଆ କପ ୨୦୨୫ ଫାଇନାଲ ପରେ ଗୋଟିଏ ମାସ ବିତିଗଲାଣି, କିନ୍ତୁ ଏହାକୁ ନେଇ ବିବାଦ ଏବେ ବି ଚାଲିଛି। ଏସିଆ କପ ଜିତିବା ପରେ ଭାରତ ଏପର୍ଯ୍ୟନ୍ତ ଟ୍ରଫି ପାଇନାହିଁ। ଏହି ଅସାଧାରଣ ପରିସ୍ଥିତି ଭାରତୀୟ କ୍ରିକେଟ ନିୟନ୍ତ୍ରଣ…

ପ୍ରଥମେ ଧୋନି ଏବେ ହରମନପ୍ରୀତ, ଗେଟ ଓ୍ବେ ଅଫ ଇଣ୍ଡିଆ ସାମ୍ନାରେ ଫଟୋ ଉଠାଇବାର କ’ଣ ରହିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୧୧: ହରମନପ୍ରୀତ କୌର ଭାରତୀୟ ମହିଳା ଦଳକୁ ୨୦୨୫ ମହିଳା ବିଶ୍ୱକପ ଟାଇଟଲ ଜିତିବା ସହିତ ଏହି ସଫଳତା ହାସଲ କରିଥିବା ପ୍ରଥମ ମହିଳା ଅଧିନାୟକ ହୋଇଥିଲେ। ତାଙ୍କ ପୂର୍ବରୁ କେହି ଭାରତୀୟ ମହିଳା ଦଳକୁ ଟାଇଟଲ ଦେଇପାରି ନଥିଲେ। ଏହା…

ଟିମ ଇଣ୍ଡିଆର ଏହି ଏକମାତ୍ର ଖେଳାଳିଙ୍କୁ ଦିଆଗଲାନି ବିଜୟୀ ପଦକ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୪।୧୧: ମହିଳା ବିଶ୍ୱକପ ୨୦୨୫ ଜିତି ଟିମ ଇଣ୍ଡିଆ ଇତିହାସ ରଚିଛି। ସାରା ବିଶ୍ୱରେ ଭାରତୀୟ ଖେଳାଳିଙ୍କ ବିଷୟରେ ଆଲୋଚନା ହେଉଛି। ବିଶ୍ୱକପ ଜିତିବା ପରେ, ସମସ୍ତ ଖେଳାଳିଙ୍କୁ କେବଳ ପୁରସ୍କାର ରାଶି ନୁହେଁ ବରଂ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା।…

ମହିଳା ବିଶ୍ୱକପ୍ ବିଜୟ ପରେ ‘ଚକ୍ ଦେ ଇଣ୍ଡିଆ ୨ ଦାବି’

ମୁମ୍ବାଇ,୩।୧୧: ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ବିଶ୍ୱକପ୍ ବିଜୟ ପରେ, ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ ଏହି କାହାଣୀକୁ ନେଇ ଶାହାରୁଖ ଖାନ୍‌ଙ୍କ ଅଭିନୀତ ହିଟ୍ ଚଳଚ୍ଚିତ୍ର ‘ଚକ୍ ଦେ! ଇଣ୍ଡିଆ’ର ଦ୍ୱିତୀୟ ଭାଗ (Sequel) ନିର୍ମାଣ…

ଦଳକୁ ଚାମ୍ପିୟନ କରିବାରେ ଏହି ବ୍ୟକ୍ତିଙ୍କ ପାଦ ଛୁଇଁଲେ ହରମନପ୍ରୀତ: ଜାଣନ୍ତୁ ଭାରତ ବିଜୟ ପଛର ହିରୋଙ୍କ ବିଷୟରେ…

ନଭି ମୁମ୍ବାଇ,୩।୧୧: ଭାରତ ମହିଳା ବିଶ୍ୱକପ ୨୦୨୫ ଜିତିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ମହିଳା ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି। ଏହି ବିଜୟ ପାଇଁ ମୁଖ୍ୟ କୋଚ ଅମୋଲ ମଜୁମଦାରଙ୍କୁ ମଧ୍ୟ ଶ୍ରେୟ ଦିଆଯିବ। ଅମୋଲ ମଜୁମଦାର…

ଟିମ୍‌ ଇଣ୍ଡିଆକୁ ବିଶ୍ୱ ଚାମ୍ପିୟନ କରିଥିବା ହରମନପ୍ରୀତଙ୍କ ସମ୍ପତ୍ତି କେତେ, ଜାଣନ୍ତୁ…

ନୂଆଦିଲ୍ଲୀ,୩।୧୧: ଦୀର୍ଘ ୪୭ ବର୍ଷ ପରେ, ରବିବାର ରାତିରେ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ, ଭାରତ ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ ଜିତି ଦେଶକୁ ଗର୍ବିତ କରିଛି। ନଭି ମୁମ୍ବାଇର ଡିୱାଇ…

World Cup Trophy ନେବା ପୂର୍ବରୁ ଏମିତି ଇଚ୍ଛା ପ୍ରକାଶ କରିଥିଲେ ହରମନପ୍ରୀତ, ଏହାକୁ ପୂରଣ କଲେନି ଜୟ ଶାହା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩।୧୧: ଭାରତୀୟ ମହିଳା କ୍ରିକେଟ ଦଳ ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ୨୦୨୫ ODI ବିଶ୍ୱକପ ଜିତିଥିଲା। ଦଳର ଅଧିନାୟକ ହରମନପ୍ରୀତ କୌର, ଯାହାଙ୍କ ଅଧିନାୟକତ୍ୱ ଉପରେ ଲଗାତାର ତିନୋଟି ପରାଜୟ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri