ଖେଳ

ଭାରତଠାରୁ ବିଶ୍ୱକପ ଛଡାଇ ନେଇପାରନ୍ତି ଏହି ୪ ଅଷ୍ଟ୍ରେଲିଆ ଖେଳାଳି, ସତର୍କତା ଜରୁରୀ…

ଅହମଦାବାଦ,୧୮।୧୧ : ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ମ୍ୟାଚ ପୂର୍ବରୁ ଉଭୟ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଭାରତୀୟ ଦଳ ଏହି ଟାଇଟଲ ଜିତିବାକୁ ଯାଉଛି ବୋଲି ଆଶା କରାଯାଉଛି। ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳର ଉଭୟ ବ୍ୟାଟିଂ ଏବଂ...

ଶ୍ରେୟସ ଆୟରଙ୍କ ଖୁଲମଖୁଲା ପ୍ରେମ, କିଏ ସେହି ମିଷ୍ଟ୍ରିଏସ ଗାର୍ଲ?

ନୂଆଦିଲ୍ଲୀ,୧୮।୧୧: ୨୦୨୩ ବିଶ୍ୱକପରେ ଧୂଆଁଧାର ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି। ବିରାଟ କୋହଲି, ରୋହିତ ଶର୍ମା, ମହମ୍ମଦ ଶାମିଙ୍କ ପରି ଶ୍ରେୟସ ଆୟର ମଧ୍ୟ ତାଙ୍କ ଜବରଦସ୍ତ ଫର୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ନିକଟରେ ଶତକର...

ଟିମ୍‌ ଇଣ୍ଡିଆକୁ ବାଲୁକା କଳାରେ ଶୁଭେଚ୍ଛା ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ, ବେଳାଭୂମିରେ ଆଙ୍କିଲେ ୫୬ ଫୁଟର ବିଶ୍ୱକପ୍‌

ପୁରୀ,୧୮।୧୧: ଆସନ୍ତା ନଭେମ୍ବର ୧୯ ଅର୍ଥାତ ରବିବାର ଦିନ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବିଶ୍ୱକପ୍‌ ୨୦୨୩। ଏହି ରୋମାଞ୍ଚକର ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ତେବେ ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ...

ବିଶ୍ୱକପ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ, ଭଡା ମାତ୍ର…

ନୂଆଦିଲ୍ଲୀ,୧୮।୧୧: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ହାଇ ପ୍ରୋଫାଇଲ ମ୍ୟାଚର ସିଧା ପ୍ରସାରଣ କେବଳ ଭାରତ ନୁହେଁ ସାରା ବିଶ୍ୱ ଦେଖିବ।...

‘ଶାମି ଜଣେ ଭଲ ବୋଲର୍‌ ସତ, ହେଲେ ସେତିକି ଭଲ ସ୍ବାମୀ ଏବଂ ବାପା ହୋଇଥାନ୍ତେ କି…’

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ବୋଲର ମହମ୍ମଦ ଶାମି ଜବରଦସ୍ତ ଫର୍ମରେ ଅଛନ୍ତି। ଏଯାବତ ସେ ୨୩ ଉଇକେଟ ନେଇସାରିଛନ୍ତି। ଗୋଟିଏ ପଟେ ସେ ଅନେକ ରେକର୍ଡ ନିଜ ନାମରେ କରୁଥିବା ବେଳେ ଅପରପକ୍ଷେ ସ୍ତ୍ରୀ ହସିନ ଜହାଁ ତାଙ୍କୁ...

ଶାମିଙ୍କୁ ନେଇ ଭୟରେ ଅଛନ୍ତି ଅଷ୍ଟ୍ରେଲିୟ ଅଧିନାୟକ, ଫାଇନାଲ ପୂର୍ବରୁ ଖେଳାଳିଙ୍କୁ କରାଇଲେ ସତର୍କ…

ଅହମ୍ମଦାବାଦ,୧୮।୧୧: ବିଶ୍ୱକପ୍‌ ୨୦୨୩ର ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଟିମ୍‌ର ଖେଳାଳିମାନେ ଫର୍ମରେ ଥିବାରୁ ମ୍ୟାଚ୍‌ଟି ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ତେବେ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଖବରଦାତା ସମ୍ମିଳନୀରେ ଦଳର...

ବିଶ୍ୱକପ ମ୍ୟାଚ ଦେଖିଯିବା ପାଇଁ ମାଗଣାରେ ମିଳୁଛି ହେଲିକପ୍ଟର ସେବା! ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ଫାଇନାଲ ମ୍ୟାଚ ନଭେମ୍ବର ୧୯କୁ ଅହମ୍ମଦବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଫାଇନାଲରେ କଙ୍ଗାରୁ ଟିମ୍‌ ଓ ଇଣ୍ଡିଆ ଟିମ୍‌ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତ ଜିତିବା ନେଇ ସାରା ଭାରତୀୟ ଆଶାବାନ୍ଧି ବସିଥିବାବେଳେ...

ବାପା ହେଲେ ‘ଦ ଗ୍ରେଟ୍‌ ଖଲି’

ନୂଆଦିଲ୍ଲୀ,୧୮।୧୧: ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦିଲୀପ ସିଂହ ରାଣା ଓରଫ ‘ଦ ଗ୍ରେଟ୍‌ ଖଲି’ ବାପା ହୋଇଛନ୍ତି। ତାଙ୍କ ଘରକୁ କୁନି ରାଜକୁମାର ଆସିଛନ୍ତି। ସୋସିଆଲ ମିଡିଆରେ ଖଲି ଶେୟାର କରିଥିବା ଏକ ରିଲ୍‌ରେ ପୁଅକୁ କଙ୍ଗାରୁ କେୟାର ଦେଉଥିବା ଦେଖାଯାଇଛି।...

ଏହି ଅମ୍ପାୟର ରହିଲେ କେବେ ଜିତିନି ଭାରତ

ନୂଆଦିଲ୍ଲୀ,୧୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ରନ ସଂଗ୍ରହ କରି ଫାଇନାଲରେ ଏଣ୍ଟ୍ରି କରିଛି ଭାରତ। ରବିବାର ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି। ଟିମ୍‌ ଇଣ୍ଡିଆର ପାଓ୍ବାର ପ୍ୟାକ୍‌ ଖେଳାଳୀ ବିରାଟ କୋହଲ, ଶ୍ରେୟସ ଆୟର ଓ ମହମ୍ମଦ...

ଯଦି ଏଭଳି ହୁଏ, ତେବେ ଭାରତ-ଅଷ୍ଟ୍ରେଲିଆ ଉଭୟ ହେବେ ଚାମ୍ପିୟନ , ଜାଣନ୍ତୁ କ’ଣ ରହିଛି ଆଇସିସିର ନିୟମ

ନୂଆଦିଲ୍ଲୀ,୧୮।୧୧: ବର୍ତ୍ତମାନ ପ୍ରଶଂସକମାନେ ବିଶ୍ୱକପ ଫାଇନାଲ ମ୍ୟାଚକୁ ଅପେକ୍ଷା କରିଛନ୍ତି। ରବିବାର ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ତୃତୀୟ ଥର ପାଇଁ ଟାଇଟଲ ଜିତିବା ପାଇଁ ଟିମ ଇଣ୍ଡିଆ ନିଜର ସମସ୍ତ ଶକ୍ତି ବ୍ୟବହାର କରିବ। ତାଙ୍କୁ...

ବିଶ୍ୱକପରେ ଆଇସିସି-ବ୍ରୋଡକାଷ୍ଟର୍‌ କରୁଛି ବିପୁଳ ଆୟ, ୨୦ ହଜାର କୋଟି ଟଙ୍କା ବୃଦ୍ଧି ପାଇପାରେ ଦେଶର ଅର୍ଥନୀତି

ନୂଆଦିଲ୍ଲୀ,୧୮।୧୧: ଏଥର କ୍ରିକେଟ ବିଶ୍ୱକପ ଅନେକ ରେକର୍ଡ ସୃଷ୍ଟି କରୁଛି। ପ୍ରସାରଣ ଦର୍ଶକଙ୍କ ସଂଖ୍ୟା ହେଉ କିମ୍ବା ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ସଂଖ୍ୟା ହେଉ କିମ୍ବା ପ୍ରଯୋଜକ ଏବଂ ଟିଭି ରାଇଟ୍ସରୁ ଟଙ୍କା ରୋଜଗାର ହେଉ … ଏହି ଘଟଣା...

ଟ୍ରଫି ସହ ଆକାଶରେ ନାଁ ଲେଖି ବିଶ୍ୱକପ ବିଜେତାଙ୍କୁ ଦିଆଯିବ ଅଭିନନ୍ଦନ, ପୂର୍ବତନ ବିଶ୍ୱବିଜେତା କ୍ୟାପଟେନଙ୍କର ହେବ ପରେଡ

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ଇତିହାସରେ ଏମିତି ପ୍ରଥମ ଥର ହେବାକୁ ଯାଉଛି ଟ୍ରଫି ସହିତ ଆକାଶରେ ବିଶ୍ୱ ଚାମ୍ପିୟନର ନାମ ଲେଖାଯିବ। ୧୨୦୦ ଡ୍ରୋନ ଦ୍ୱାରା ଫିଙ୍ଗାଯାଇଥିବା ଆଲୋକ ମାଧ୍ୟମରେ ଏହା ସମ୍ଭବ ହେବ। ଟ୍ରଫି ବିଜେତାଙ୍କୁ ଦିଆଯିବା ପରେ ସମଗ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri