ଖେଳ

ଶାମିଙ୍କ ହାତ ଚୁମିଲେ ଅଶ୍ୱିନ, ଟିମ୍‌ରେ ନ ଥାଇ ବି ପହଞ୍ଚିଲେ ଚହଲ; କିଛି ଏଭଳି ଢଙ୍ଗରେ…

ନୂଆଦିଲ୍ଲୀ,୧୭।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ ମହମ୍ମଦ ଶାମି। ସେହିଭଳି ବ୍ୟାଟିଂରେ ବିରାଟ କୋହଲି ନିଜର ୫୦ତମ ଦିନିକିଆ ଶତକ ସହ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ଗୋଟିଏ ପଟେ...

ବିଶ୍ୱକପ ୨୦୨୩: କେବଳ ଭାରତ-ଅଷ୍ଟ୍ରେଲିଆ ନୁହେଁ, ପାକିସ୍ତାନ ନେଦରଲ୍ୟାଣ୍ଡ ସମେତ ସମସ୍ତ ୧୦ ଟିମକୁ ମିଳିବ ବମ୍ପର ପ୍ରାଇଜ ମନି

ନୂଆଦିଲ୍ଲୀ,୧୭।୧୧: ଆଇସିସି ଦ୍ୱାରା ଆୟୋଜିତ ବିଶ୍ୱକପ ୨୦୨୩ ନଭେମ୍ବର ୧୯ରାତିରେ ଶେଷ ହେବ। ଏହି ବିଶ୍ୱକପର ଅନ୍ତିମ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଜିତିଥିବା ଦଳ ବିଶ୍ୱ ଚାମ୍ପିଅନ ହୋଇଥିବାବେଳେ ହାରିଥିବା ଦଳ ରନର୍‌...

ଫାଇନାଲ ପାଇଁ ବ୍ରହ୍ମାସ୍ତ୍ରକୁ ଲୁଚାଇ ରଖିଛନ୍ତି ରୋହିତ ଶର୍ମା, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ନିଜର ଖାସ୍‌ ଶକ୍ତିର କରିବେ ବ୍ୟବହାର

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛି। ଭାରତ ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା, ଯେଉଁଥିରେ ଭାରତ ଜିତିଥିଲା ଏବଂ ବର୍ତ୍ତମାନ ଶେଷ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଖେଳାଯିବ, ଯାହା ଏହି ବିଶ୍ୱକପର ଫାଇନାଲ...

ବ୍ରିଟିଶ ସିଙ୍ଗରଙ୍କୁ ନେଇ ବଢିଲା ବିଶ୍ୱକପ ଫାଇନାଲର ଉଷ୍ମତା

ଅହମଦାବାଦ,୧୭।୧୧: ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ଦିନଠାରୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ଏହି ଦିନକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ସେହି ଭାରତୀୟ ଯେଉଁମାନେ କ୍ରିକେଟ ପ୍ରତି ଏତେ ଆଗ୍ରହୀ ନୁହଁନ୍ତି ସେମାନେ ମଧ୍ୟ ଏହି ଦିନକୁ ଅପେକ୍ଷା କରିଛନ୍ତି।...

‘ସେ ଜଣେ ଭଲ କ୍ରିକେଟର, ଜଣେ ଭଲ ମଣିଷ ହୋଇଥାନ୍ତେ କି…: ଶାମିଙ୍କ ଘାତକ ପ୍ରଦର୍ଶନ ପରେ ପ୍ରତିକ୍ରିୟା ଦେଲେ ସ୍ତ୍ରୀ ହସିନ ଜାହାନ

ନୂଆଦିଲ୍ଲୀ,୧୭ା୧୧: ବିଶ୍ୱକପ ୨୦୨୩ ରେ ତାଙ୍କର ଭଲ ପ୍ରଦର୍ଶନ ପରେ ମହମ୍ମଦ ଶାମି ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ହସିନ ଜାହାନ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ ସେ ଜଣେ ଭଲ କ୍ରିକେଟର,...

କୋହଲିଙ୍କୁ ନେଇ ଏମିତି କହିଦେଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୭।୧୧: ନିକଟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି ପ୍ରମାଣିତ ହୋଇଥିଲା। ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଟିମ ଇଣ୍ଡିଆ ନିଶ୍ଚିତ ଭାବେ ଫାଇନାଲରେ ପ୍ରବେଶ କରିଛି। ଏହା ବ୍ୟତୀତ...

ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ପାଇଁ ବିମାନ ଟିକେଟ୍‌ ମୂଲ୍ୟ ବଢ଼ିଲା ଦୁଇ ଗୁଣା

ଅହମଦାବାଦ,୧୭।୧୧: ୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ ତାରିଖରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାମୁକାବିଲା। ଇତିମଧ୍ୟରେ ଟିମ୍‌ ଇଣ୍ଡିଆ ଖେଳାଳି ଅଭ୍ୟାସ ପାଇଁ ଅହମଦାବାଦରେ ପହଞ୍ଚି ସାରିଛନ୍ତି।...

ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବେ ନାହିଁ ଦକ୍ଷିଣ ଆଫ୍ରିକାର କୋଚ୍‌

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ ୨୦୨୩ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ତିନି ଉଇକେଟ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଏବେ ଅଷ୍ଟ୍ରେଲିଆ ଫାଇନାଲରେ ଭାରତକୁ ଭେଟିବାକୁ ଯାଉଛି। ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଦକ୍ଷିଣ ଆଫ୍ରିକା କୋଚ୍‌...

ଲିଗ୍‌ ପର୍ଯ୍ୟାୟରେ ବାହାରିଥିବା ଦଳଠାରୁ ଆରମ୍ଭ କରି ବିଶ୍ୱକପ ବିଜେତା ପର୍ଯ୍ୟନ୍ତ, ଜାଣନ୍ତୁ କିଏ କେତେ ପୁରସ୍କାର ରାଶି ପାଇବେ…

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ ୨୦୨୩ରେ ମୋଟ ୮୩ କୋଟି ଟଙ୍କା ପୁରସ୍କାର ରାଶି ବାଜି ଲଗାଯାଇଛି। ଏହି ପୁରସ୍କାର ରାଶିର ସବୁଠାରୁ ବଡ ଅଂଶ ୧୯ ନଭେମ୍ବରରେ ବିଶ୍ୱ ଚାମ୍ପିୟନ ହେବାକୁ ଥିବା ଦଳର ଆକାଉଣ୍ଟକୁ ଯିବ। ରନର୍‌ ଅପ ଦଳ...

ବିଶ୍ୱକପ ୨୦୨୩ ଫାଇନାଲ: ବିଜେତା ଟିମକୁ ଟ୍ରଫି ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମ୍ମଦାବାଦ,୧୭।୧୧: ଚାଲିଥିବା ୨୦୨୩ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି ଦେଖିବାକୁ ମିଳିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ହେବାକୁ ଯାଉଛି। ମିଡ଼ିଆ ରିପୋର୍ଟ...

ଅଷ୍ଟ୍ରେଲିଆର ଏହି ତିନି ଖେଳାଳି ଟିମ ଇଣ୍ଡିଆ ପାଇଁ ସମସ୍ୟା ହୋଇପାରନ୍ତି, ପ୍ରତି ମୁହୂର୍ତ୍ତରେ ବଦଳିପାରେ ମ୍ୟାଚ

ନୂଆଦିଲ୍ଲୀ,୧୭।୧୧: ପ୍ୟାଟ କମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିୟ ଦଳ ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ନଭେମ୍ବର ୧୯ରେ ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ...

ବିଶ୍ୱକପ ଫାଇନାଲ ପାଇଁ ଜୋରଦାର ପ୍ରସ୍ତୁତି, ଷ୍ଟାଡିୟମରେ ମୋଦିଙ୍କ ସହ ନଜର ଆସିପାରନ୍ତି ଧୋନି, ମ୍ୟାଚ ପୂର୍ବରୁ ଏୟାର ଶୋ’

ଅହମଦାବାଦ,୧୭।୧୧: ଚଳିତ ବର୍ଷ ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରବେଶ କରିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ପ୍ରବେଶ କରିବ। ଏହି ମ୍ୟାଚକୁ ଭବ୍ୟ କରିବାକୁ ପ୍ରସ୍ତୁତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri