ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ବାଦ୍ ପଡିଲେ ରୋହିତ ଶର୍ମା
ମୁମ୍ବାଇ,୨୭।୧୦: ଆଇପିଏଲ ପରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ଏଥିପାଇଁ ବିସିସିଆଇ ଚୟନ କମିଟି ଖେଳାଳି ଚୟନ କରିଛି। ଅଷ୍ଟ୍ରେଲିଆ ଗସ୍ତରୁ ଆହତ ରୋହିତ ଶର୍ମାଙ୍କୁ ଟେଷ୍ଟ, ଦିନିକିଆ ଓ ଟି-୨୦ରୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ...
ଭାବପ୍ରବଣ ପୋଷ୍ଟ ଲେଖିଲେ ଧୋନୀଙ୍କ ସ୍ତ୍ରୀ
ଆଇପିଏଲ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉପରେ ରାଜସ୍ଥାନ ରୟାଲ୍ସ ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ‘ପ୍ଲେ ଅଫ’କୁ ଯିବାର ସମ୍ଭାବନା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ଏଥିରେ ଭାଙ୍ଗିପଡିଛନ୍ତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ...
ଆଉ ଯନ୍ତ୍ରଣାଦାୟକ ୧୨ ଘଣ୍ଟା ବାକି ଅଛି, କାହିଁକି ଏମିତି କହିଲେ ଧୋନୀ
ଦୁବାଇ,୨୬।୧୦:ଆଇପିଏଲର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେଅଫ୍ ଦୌଡରୁ ବାଦ୍ ପଡିଛି। ଦଳକୁ ଆଉ ମାତ୍ର ଦୁଇଟି ମ୍ୟାଚ୍ ଖେଳିବାର ଅଛି। ଚେନ୍ନାଇ ଯଦି ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତିବ କେବଳ ୧୨ ପଏଣ୍ଟ ନେଇ ଚଳିତ ଆଇପିଏଲ୍...
ସମୁଦ୍ରକୂଳରେ ଜବରଦସ୍ତ ଡ୍ୟାନ୍ସ କରି ଚର୍ଚ୍ଚାରେ ଏହି କ୍ରିକେଟର୍ଙ୍କ ପ୍ରେମିକା
କରୋନା ଯୋଗୁ ଚଳିତ ବର୍ଷ ୟୁଏଇରେ ଆଇପିଏଲ ୨୦୨୦ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ପାଇଁ ଅଧିକାଂଶ ଖେଳାଳି ସେମାନଙ୍କ ପରିବାରକୁ ସାଙ୍ଗରେ ନେଇ ନାହାନ୍ତି। ତଥାପି, କିଛି ଖେଳାଳିଙ୍କ ପରିବାର ସେମାନଙ୍କୁ ଏବଂ ଦଳକୁ ସମର୍ଥନ କରିବାକୁ ସେଠାରେ ଅଛନ୍ତି।...
ଆଇପିଏଲ୍ ଇତିହାସରେ ପ୍ରଥମଥର ପାଇଁ ଏପରି ଘଟିଲା
ଆଇପିଏଲ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉପରେ ରାଜସ୍ଥାନ ରୟାଲ୍ସ ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ‘ପ୍ଲେ ଅଫ’କୁ ଯିବାର ସମ୍ଭାବନା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି।ଅବଶ୍ୟ ଗତ ଅକ୍ଟୋବର ୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୧୦ ଉଇକେଟ ପରାଜୟ...
ଧୋନୀ ଦେଲେ କୋହଲିଙ୍କୁ ଝଟ୍କା
ଦୁବାଇ,୨୫।୧୦: ଆଇପିଏଲର ୪୪ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଉଇକେଟ୍ରେ ପରାସ୍ତ କରିଛି। ବେଙ୍ଗାଲୁରୁ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବେଙ୍ଗାଲୁରୁ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୬ଟି...
ପିତାଙ୍କ ଖବର ଶୁଣି ଏମିତି ପଡିଆକୁ ଓହ୍ଲାଇଲେ ଏହି ଖେଳାଳି
ଆଇପିଏଲର ୪୩ତମ ମୁକାବିଲାରେ କିଙ୍ଗସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପଞ୍ଜାବ ମ୍ୟାଚ ଜିତି ଥିଲା ସତ, କିନ୍ତୁ ଦଳର ଜଣେ ଖେଲାଳି ବେଶ୍ ଦୁଃଖି ଥିଲେ। ସେ ହେଉଛନ୍ତି ଓପନିଂ ବ୍ୟାଟ୍ସମ୍ୟାନ୍ ମନଦୀପ...
ଦ୍ୱିଶତକ ପୂରଣ କଲେ ବିରାଟ କୋହଲି
ଦୁବାଇ,୨୫।୧୦: ଚଳିତ ଆଇପିଏଲର ୪୪ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ୍। ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ଏକ ବିରାଟ ରେକର୍ଡ ହାସଲ କରିଛନ୍ତି। ସେ ଆଇପିଏଲର ପଞ୍ଚମ ବ୍ୟାଟ୍ସମ୍ୟାନ୍...
ସୁସ୍ଥ ହେଲେ କପିଲ: ଚେତନ ଶର୍ମା
ନୂଆଦିଲ୍ଲୀ,୨୫ ।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହ୍ପିଟାଲରୁ ଡିସଚାର୍ଜ ହୋଇଥିବା କହିଛନ୍ତି ଚେତନ ଶର୍ମା । ଶର୍ମା ଏକ ଟୁଇଟ୍ କରି ଲେଖିଛନ୍ତି, ଖୁସି ଖବର କପିଲ ପାଜି...
କ୍ରିକେଟରୁ ତନ୍ମୟ ଶ୍ରୀବାସ୍ତବଙ୍କ ଅବସର
ମୁମ୍ବାଇ, ୨୫ା୧୦ (ପି.ଟି.)- ୧୯ ବର୍ଷରୁ କମ୍ ବିଶ୍ୱକପ୍ ୨୦୦୮ ବିଜୟୀ ଦଳର ଅନ୍ୟତମ ବ୍ୟାଟ୍ସମ୍ୟାନ ତନ୍ମୟ ଶ୍ରୀବାସ୍ତବ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୩୦ ବର୍ଷୀୟ ବାମହାତୀ ଖେଳାଳି କିନ୍ତୁ ତାଙ୍କ ଭବିଷ୍ୟତ ଯୋଜନା...
ଏସିଆନ ଅନ୍ଲାଇନ୍ ଟିମ୍ ଚେସ୍: ମହିଳା ଓ ପୁରୁଷ ଦଳ ଫାଇନାଲରେ
ଚେନ୍ନାଇ, ୨୫ା୧୦ (ପି.ଟି.)-ଆର୍. ବୈଶାଳୀ ଓ ବି. ଅଧିବନଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଟପ୍ ସିଡ୍ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଏସିଆନ ଅନ୍ଲାଇନ୍ ଟିମ୍ ଚେସ୍ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସେମାନେ ଯଥାକ୍ରମେ...
ରୋଡ୍ରିଗୁଏଜ୍ ମହମ୍ମଡାନ ସ୍ପୋର୍ଟିଂର ମୁଖ୍ୟ କୋଚ୍
କୋଲକାତା, ୨୫ା୧୦ (ପି.ଟି.)- ମହମ୍ମଡାନ ସ୍ପୋର୍ଟିଂ କ୍ଲବ ଆସନ୍ତା ଆଇ-ଲିଗ୍ ସିଜନ ପାଇଁ ସ୍ପେନର ଜୋସ୍ କାର୍ଲୋସ ରୋଡ୍ରଗୁଏଜ୍ଙ୍କୁ ସେମାନଙ୍କ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି। ପୂର୍ବରୁ ଏହି ପଦବୀରେ ରହିଥିବା ୟାନ୍ ଲ’ କ୍ୱାଲିଫାୟର୍ସ ଶେଷ ହେବା...
Archives


