Posted inଖେଳ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ବାଦ୍‌ ପଡିଲେ ରୋହିତ ଶର୍ମା

ମୁମ୍ବାଇ,୨୭।୧୦: ଆଇପିଏଲ ପରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ଏଥିପାଇଁ ବିସିସିଆଇ ଚୟନ କମିଟି ଖେଳାଳି ଚୟନ କରିଛି। ଅଷ୍ଟ୍ରେଲିଆ ଗସ୍ତରୁ ଆହତ ରୋହିତ ଶର୍ମାଙ୍କୁ ଟେଷ୍ଟ, ଦିନିକିଆ ଓ ଟି-୨୦ରୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ଦିନିକିଆ ଓ ଟି-୨୦ରେ କେଏଲ ରାହୁଲ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ନଭେମ୍ବର ୨୭ରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଆରମ୍ଭ ହେବ। ପ୍ରଥମେ ଦିନିକିଆ, ଏହାପରେ ଟି-୨୦ ଓ ଏହାରେ ଟେଷ୍ଟ ସିରିଜ ଆରମ୍ଭ ହେବ।

ଦିନିକିଆ ଟିମ: ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ(ଉପଅଧିନାୟକ), ଶିଖର ଧୱନ, ଶୁବମନ ଗିଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜଭେନ୍ଦର ଚହଲ, ଯଶପ୍ରୀତ ବୁମ୍‌ରା, ନଭଦୀପ ସଇନି, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର।

ଟି-୨୦ ଟିମ: ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ(ଉପଅଧିନାୟକ), ଶିଖର ଧୱନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ, ସଞ୍ଜୁ ସମାସନ, ୱାଶିଂଟନ ସୁନ୍ଦର, ଦୀପକ ଚହର, ବରୁଣ ଚକ୍ରବର୍ତ୍ତୀ, ୟୁଜଭେନ୍ଦର ଚହଲ, ଯଶପ୍ରୀତ ବୁମ୍‌ରା, ନଭଦୀପ ସଇନି, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି।

ଟେଷ୍ଟ ଟିମ: ବିରାଟ କୋହଲି(ଅଧିନାୟକ), ଅଜିଙ୍କେ ରାହଣେ(ଉପଅଧିନାୟକ), ଚେତେଶ୍ୱର ପୂଜାରା, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ, ପୃଥ୍ବୀ ଶ’, ହନୁମା ବିହାରୀ, ଶୁବମାନ ଗିଲ, ରିଦ୍ଧିମାନ ସାହା, ଋଷଭ ପନ୍ତ, ଯଶପ୍ରୀତ ବୁମ୍‌ରା, ଉମେଶ ଯାଦବ, ନଭଦୀପ ସଇନି, ମହମ୍ମଦ ଶିରାଜ, ମହମ୍ମଦ ଶାମି, ରବି ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୫୭ ରନ୍‌ ଆଗରେ ଟିମ୍‌ ଇଣ୍ଡିଆ

ବର୍ମିଂହାମ, ୪।୭: ସ୍ଥାନୀୟ ଏଜ୍‌ବାଷ୍ଟନଠାରେ ଚାଲିଥିବା ପୁନଃ ନିର୍ଦ୍ଧାରିତ ୫ମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନ୍‌ କରି ଅଲ୍‌ଆଉଟ ହୋଇଯାଇଛି। ଜବାବରେ...

ମୁମ୍ବାଇ ସିଟି ଏଫ୍‌ସି ଖେଳାଳି ଜାହୋଙ୍କୁ ଚେତାବନୀ

ବାମ୍ବୋଲିମ୍‌ (ଗୋଆ), ୨୫ା୧୧ (ପି.ଟି.)-ବିପଜ୍ଜନକ ଖେଳ ପାଇଁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଏଫ୍‌)ର ଶୃଙ୍ଖଳା କମିଟି ମୁମ୍ବାଇ ସିଟି ଏଫ୍‌ସି ଖେଳାଳି ଅହମ୍ମଦ ଜାହୋଙ୍କୁ ଚେତାବନୀ...

୪୪୬ ରନ୍‌ର ଅଗ୍ରଣୀ ପରେ ପାଳି ଘୋଷଣା କଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୧୩।୩: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ୪୪୬ ରନ୍‌ରେ ଆଗୁଆ ରହିବା ପରେ ବ୍ୟାଟିଂ ସମାପ୍ତି ଘୋଷଣା...

ଜନ୍ତର ମନ୍ତରେ ଟିକେଟ ବଣ୍ଟା ଯାଉନି ଯାହାକୁ ନେଇ ରାଜନୀତି ହେବ: ରାକେଶ ଟିକାଏତ

ନୂଆଦିଲ୍ଲୀ,୭।୫: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ରେସଲର ପ୍ରୋଟେଷ୍ଟ ଜାରି ରହିଛି। ଦେଶର ଏହି ମହିଳା ଖେଳାଳିଙ୍କ ସମର୍ଥନରେ ଧିରେ ଧିରେ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି।...

ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ୨୪ରୁ

ଭୁବନେଶ୍ୱର, ୨୨ା୧ (ସ୍ପୋର୍ଟ୍ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ୭ମ ଅଲ୍‌ ଓଡ଼ିଶା ଓପନ ଟେନିସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୨୪ରୁ ୨୬ ତାରିଖ...

୧୨୭ କିଲୋ ଓଜନର କ୍ରିକେଟ୍‌ର ଏକ କ୍ୟାଚ୍‌ ଧରି ରାତାରାତି ପାଲଟିଥିଲେ ସୁପର୍‌ଷ୍ଟାର୍‌

୨୦୦୭ ଦିନିକିଆ ବିଶ୍ୱକପ ଭାରତୀୟ ଦଳ ପାଇଁ ଏକ ଦୁଃସ୍ବପ୍ନଠାରୁ କମ ନୁହେଁ। ଦଳ ପ୍ରଥମ ରାଉଣ୍ଡରୁ ବାହାରେ ଥିଲା। ତେବେ ଏହି ବିଶ୍ୱକପରେ ବରମୁଣ୍ଡାର...

ପବ୍‌ଜୀ ମୋବାଇଲ କପ୍‌ ଓପନ: ବିଜେତାଙ୍କୁ ମିଳିବ ୧.୨୮ କୋଟି

କୁଆଲଲାମ୍ପୁର,୨୯।୧୧- ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବା ପରେ ପବଜୀ ମୋବାଇଲ କ୍ଲବ ଓପନ ଫଲ ସ୍ପିଲ୍ଟର ଫାଇନାଲ ଆରମ୍ଭ ହେବାକୁ ଯାଉଛି। ଏବେ ୧.୨୮ କୋଟି...

ଗଲ୍ଫ ସିଜନ ଆରମ୍ଭରୁ ଲଖିଙ୍କୁ ସଫଳତା

ଭୁବନେଶ୍ବର, ୨୧ା୧(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ଏକ ନମ୍ବର ମହିଳା ଗଲ୍ଫର ଲଖି ସ୍ବାଇଁ ଚଳିତ ସିଜନ ଆରମ୍ଭରୁ ସଫଳତା ପାଇଛନ୍ତି। ଭୁବନେଶ୍ବର ଗଲ୍ଫ କୋର୍ସର ନୂଆ...

Advertisement
Archives

Model This Week