ଧୋନୀଙ୍କ ନିଷ୍ପତ୍ତିରେ ଖୁସି ଆଇସିସି
ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି। ମ୍ୟାଚ୍ ପୂର୍ବରୁ ଧୋନୀ ଚେନ୍ନାଇ ପାଇଁ ଏହା ତାଙ୍କର ଶେଷ ମ୍ୟାଚ ନୁହେଁ...
ଆସନ୍ତାବର୍ଷ ମଧ୍ୟ ଆଇପିଏଲ୍ ଖେଳିବେ ଧୋନୀ
ଆବୁଧାବି: ଆସନ୍ତା ବର୍ଷ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବେ ମହେନ୍ଦ୍ର ସିଂ ଧୋନୀ। ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ଚଳିତ ସିଜନର ଶେଷ ମ୍ୟାଚ ଖେଳିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ଏହା...
ପାକିସ୍ତାନ ସିରିଜ ବିଜୟୀ
ରାଓ୍ବଲପିଣ୍ଡି: ଅନ୍ତର୍ଜାତୀୟ ଦିନିକିଆରେ ଇଫ୍ତିଖର ଅହମ୍ମଦଙ୍କ ପ୍ରଥମ ୫ଉଇକେଟ ସଫଳତା ଏବଂ ବାବର ଆଜାମଙ୍କ ଆକର୍ଷଣୀୟ ଅପରାଜିତ ୭୭ରନ ସହାୟତାରେ ପାକିସ୍ତାନ ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଜିମ୍ବାଓ୍ବେକୁ ୬ ଉଇକେଟରେ ପରାସ୍ତ କରିଛି।...
ହାମିଲଟନଙ୍କ ୯୩ତମ ଫର୍ମୁଲା ଓ୍ବାନ ବିଜୟ
ଇମୋଲା (ଇାଟାଲୀ):ମର୍ସିଡିଜ୍ର ଲୁଇସ୍ ହାମିଲଟନ ରବିବାର ଇମିଲିଆ ରୋମାଗ୍ନା ଫର୍ମୁଲା ଓ୍ବାନ ମୋଟର ରେସ୍ ଗ୍ରାଁ ପ୍ରି ଜିତିଛନ୍ତି। ଫଳରେ ସବୁଠାରୁ ଅଧିକ ଫର୍ମୁଲା ଓ୍ବାନ ରେସ୍ ଜିତିବାରେ ତାଙ୍କ ନାମରେ ଯେଉଁ ରେକର୍ଡ ରହିଛି ତାହା ୯୩କୁ ବୃଦ୍ଧି...
ଶଫିଲ୍ଡ ଶିଲ୍ଡରେ ରେକର୍ଡ ପାର୍ଟନରଶିପ୍
ଆଡିଲେଡ: ଅଷ୍ଟ୍ରେଲିଆର ପ୍ରଥମଶ୍ରେଣୀ ଘରୋଇ କ୍ରିକେଟ ପ୍ରତିଯୋଗିତା ଶେଫିଲ୍ଡ ଶିଲ୍ଡରେ ରେକର୍ଡ ପାର୍ଟନରଶିପ୍ ସୃଷ୍ଟି କରିଛନ୍ତି ଟେଷ୍ଟ ବ୍ୟାଟ୍ସମ୍ୟାନ ମାର୍କୁସ ହାରିସ ଓ ପ୍ରତିଭା ସମ୍ପନ୍ନ ଓ୍ବିଲ ପୁକୋଭସ୍କି। ସାଉଥ ଅଷ୍ଟ୍ରେଲିଆ ବିପକ୍ଷରେ ଏ ଦୁହେଁ ଭିକ୍ଟୋରିଆ ପକ୍ଷରୁ ଓପନିଂ...
ସର୍ବାଧିକ ଦିନିକିଆ ମ୍ୟାଚ୍ ପରିଚାଳନାରେ ଦାର୍ଙ୍କ ରେକର୍ଡ
ରାଓ୍ବଲପିଣ୍ଡି : ପାକିସ୍ତାନ ଅମ୍ପାୟର ଆଲିମ ଦାର ଆଉ ଏକ ରେକର୍ଡ କରିଛନ୍ତି। ଜଣେ ଅନ୍ଫିଲ୍ଡ ଅମ୍ପାୟର ଭାବେ ସେ ସର୍ବାଧିକ ଦିନିକିଆ ମ୍ୟାଚ୍ ପରିଚାଳନା କରି ଏହି ସଫଳତା ପାଇଛନ୍ତି। ଏଠାରେ ରବିବାର ଖେଳାଯାଇଥିବା ପାକିସ୍ତାନ- ଜିମ୍ବାଓ୍ବେ ଦ୍ୱିତୀୟ...
ରୟାଲ୍ସ ବିଦା, ଆଶାରେ କୋଲକାତା
ଦୁବାଇ : ଇଅନ ମୋର୍ଗାନଙ୍କ ଅଧିନାୟକ ଇନିଂସ ପରେ ପ୍ୟାଟ୍ କୁମିନ୍ସଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ ରାଇଡର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ରବିବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୬୦ ରନରେ ପରାସ୍ତ କରିଛି। ପ୍ରଥମେ...
ଶେଷ ମ୍ୟାଚ୍ ଜିତି ଟୁର୍ନାମେଣ୍ଟରୁ ବିଦାୟ ନେଲା ଚେନ୍ନାଇ
ଦୁବାଇ,୧।୧୧: ଆଇପିଏଲ ୨୦୨୦ର ୫୩ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୯ ଉଇକେଟ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ୧୫୪ ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ମାତ୍ର ଏକ ଉଇକେଟ ହରାଇ ଟାର୍ଗେଟରେ ପହଞ୍ଚି ଯାଇଥିଲା। ରୁତୁରାଜ...
ଚେନ୍ନାଇକୁ ୧୫୪ ରନ୍ର ଟାର୍ଗେଟ ଦେଲା ପଞ୍ଜାବ
ଦୁବାଇ,୧।୧୧:ଆଇପିଏଲ ୨୦୨୦ର ୫୩ତମ ମ୍ୟାଚରେ ଦୀପକ ହୁଡାଙ୍କ ଚମତ୍କାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମୁଖରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୫୪ ରନ ବିଜୟ ଲକ୍ଷ୍ୟ ରଖିଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୬...
ଭାଙ୍ଗିଲା ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ
ସିଡନୀ,୧।୧୧: ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ ଭାଙ୍ଗିଛି। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ସାଉଥ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର ଦୁଇ ଓପନର ୱିଲ ପୁକୋଭସ୍କି ଓ ମାର୍କସ ହାରିସ ଏହି ରେକର୍ଡ ଭାଙ୍ଗିଛନ୍ତି।...
ମୋ ବିସ୍ଫୋରକ ବ୍ୟାଟିଂର ରାଜ୍ ହେଉଛି ମା’ ହାତରନ୍ଧା ଖାଦ୍ୟ
ଆଇପିଏଲ୍ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ଟକୁ ୯ ଉଇକେଟରେ ପରାସ୍ତ କରି ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଏହି ବିଜୟରେ ମୁଖ୍ୟ ଭୂମିକା ଥିଲା ଓପନର୍ ଇଶାନ କିଶାନ। ସେ ୭୨ ରନ ସଂଗ୍ରହ କରିଥିଲେ। ଇଶାନ ପ୍ରଥମ...
ଟସ୍ ଜିତିଲା ସିଏସ୍କେ, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ
ଦୁବାଇ,୧।୧୧: ରବିବାର ଚଳିତ ଆଇପିଏଲ୍ର ଶେଷ ମ୍ୟାଚ୍ ଖେଳୁଛି ଚେନ୍ନାଇ ସୁପର କିଙ୍ଗସ। କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ଏହି ମ୍ୟାଚ୍ରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ପଞ୍ଜାବ ପାଇଁ କର ବା...
Archives


