ଖେଳ

ବ୍ୟାଟ୍ସମ୍ୟାନଙ୍କ ଲାଗି ହେଲମେଟ୍‌ ବାଧ୍ୟତାମୂଳକ ହେଉ

ନୂଆଦିଲ୍ଲୀ, ୪ା୧୧(ପି.ଟି.)-ପ୍ରଫେସନାଲ ସ୍ତରରେ ଖେଳିବାବେଳେ ବ୍ୟାଟ୍ସମ୍ୟାନଙ୍କ ଲାଗି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଉ ବୋଲି ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ କହିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କ ମୁଣ୍ଡରେ ବଲ୍‌ ବାଜିବା...

ସନ୍‌ରାଇଜର୍ସ-ଆରସିବି ଏଲିମିନେଟର

ଶାରଜା, ୪।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୧୦ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅସଲ ମୁଖା ଖୋଲିଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ,୩।୧୧: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସରଫରାଜ ନୱାଜ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ଅଧିନାୟକ ଇମ୍ରାନ ଖାନଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି। ସରଫରାଜ ଦାବି କରିଛନ୍ତି ଯେ ଇମ୍ରାନ କୋକେନ (ଡ୍ରଗ୍ସ) ଖାଉଥିଲେ। ସେ ଏହା ମଧ୍ୟ...

ସ୍ବାମୀଙ୍କ ନାମରେ ଟାଟୁ କରିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲର ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚରେ ୩୭୪ ରନ ସଂଗ୍ରହ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ତାଙ୍କ ସ୍ତ୍ରୀ ଦେଭିଶା...

ମୃତ୍ୟୁକୁ ନେଇ ଗୁଜବ, ମୁହଁ ଖୋଲିଲେ ମହାନ ଅଲରାଉଣ୍ଡର

ଆଜିକାଲି ସୋସିଆଲ ମିଡିଆରେ ନକଲି ଖବର ପ୍ରତି ସତର୍କ ରହିବା ଆବଶ୍ୟକ। ସୋମବାର ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଦେହାନ୍ତ ହୋଇଥିବା ଖବର ଗୁଜବ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା। ଏହି ଖବର ନିଆଁ ପରି...

ଭାବବିହ୍ବଳ ହୋଇ ଆଇପିଏଲ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଲରାଉଣ୍ଡର

ଚେନ୍ନାଇ ସୁପର୍‌ କିଙ୍ଗସ ଷ୍ଟାର୍‌ ଅଲରାଉଣ୍ଡର ଶେନ ୱାଟସନ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ ପରେ ୩୯ ବର୍ଷୀୟ ୱାଟସନ ସିଏସକେର ସାଥି ଖେଳାଳିଙ୍କୁ ଭାବବିହ୍ବଳ ହୋଇ ନିଜ ଅବସର...

ଲଗାତର ୪ ମ୍ୟାଚ୍‌ ପରାଜୟ ସତ୍ତ୍ୱେ କେମିତି ଫ୍ଲେ-ଅଫ୍‌ରେ ପହଞ୍ଚିଲା ବେଙ୍ଗାଲୁରୁ, ଜାଣନ୍ତୁ ପୂରା ଗଣିତ

ଦୁବାଇ,୩।୧୧:ଆଇପିଏଲ ୨୦୨୦ ରେ ପ୍ଲେ ଅଫ ଯୋଗ୍ୟତା ପାଇଁ ଆଉ ମାତ୍ର ଗୋଟିଏ ଲିଗ୍‌ ମ୍ୟାଚ୍‌ ବାକି ଅଛି। ତେବେ ସୋମବାର ଆବୁଧାବିରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ଲେ...

ପ୍ଲେ-ଅଫ୍‌ରେ ଦିଲ୍ଲୀ, ଆର୍‌ସିବି

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ୨ଟି ଯାକ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିଛନ୍ତି। ମୁମ୍ବାଇ ୧୮ ପଏଣ୍ଟ ସହିତ ଶୀର୍ଷରେ...

ଏମ୍‌ପିଏଲ୍‌ ଭାରତୀୟ କ୍ରିକେଟ ଦଳର ନୂଆ କିଟ୍‌ ପ୍ରାୟୋଜକ

ନୂଆଦିଲ୍ଲୀ: ନାଇକ୍‌ ସ୍ଥାନରେ ଫାଣ୍ଟାସି ଗେମିଂ ପ୍ଲାଟ୍‌ଫର୍ମ ମୋବାଇଲ ପ୍ରିମିୟର ଲିଗ୍‌ର ଏକ ସହାୟକ ସଂସ୍ଥା ‘ଏମ୍‌ପିଏଲ୍‌ ସ୍ପୋଟର୍‌ସ ଆପାରେଲ ଆଣ୍ଡ୍‌ ଆସେସୋରିଜ’ ୩ବର୍ଷ ପାଇଁ ଭାରତୀୟ କ୍ରିକେଟ ଦଳର ନୂଆ କିଟ୍‌ ପ୍ରାୟୋଜକ ହୋଇଛି। ଆପେକ୍ସ କାଉନ୍‌ସିଲର ଜଣେ...

ଋତୁରାଜଙ୍କୁ ଓପନର କରାଇଥିଲେ କୋଚ୍‌ ସନ୍ଦୀପ

ପୁଣେ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଚର୍ଚ୍ଚିତ ଖେଳାଳି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଋତୁରାଜ ଗାଏକ୍ୱାଡ୍‌ଙ୍କୁ ଜଣେ ଓପନିଂ ବ୍ୟାଟ୍ସମ୍ୟାନ କରାଇବାରେ ତାଙ୍କ କୋଚ୍‌ ସନ୍ଦୀପ ଚଭନଙ୍କର ବିଶେଷ ଭୂମିକା ରହିଛି। ସନ୍ଦୀପ କହିଛନ୍ତି, ୭...

ସ୍ପ୍ରିଣ୍ଟ କୁଇନ୍‌ ଦୂତୀଙ୍କୁ ପଦୋନ୍ନତି

ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ କରୋନା ମହାମାରୀ ପାଇଁ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ପାରି ନାହାନ୍ତି। ତେବେ ଅର୍ଜୁନ ପୁରସ୍କାର ପାଇଥିବାରୁ ତାଙ୍କ ପାଇଁ ଏହି ବର୍ଷର ଶେଷଭାଗ ଖୁସି ଖବର ଆଣିଛି। ଓଡ଼ିଶା ମାଇନିଂ...

କାହିଁକି ଜର୍ସି ବାଣ୍ଟୁଥିଲେ ଧୋନୀ, କଲେ ଖୁଲାସା

ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି। ପୁରା ଟୁର୍ନାମେଣ୍ଟରେ ମହେନ୍ଦ୍ର ସିଂ ଧୋନୀ ଅନେକ ଦଳର ଖେଳାଳିଙ୍କୁ ତାଙ୍କ ଜର୍ସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri