ଖେଳ

ଇଣ୍ଡିଆନ ସୁପରଲିଗ୍‌: ଶେଷ ମୁହୂର୍ତ୍ତ ଗୋଲରେ ହାରିଲା ଓଡ଼ିଶା

ଫତୋର୍ଡା, ୪।୧୨- ୯୦ ମିନିଟରେ କଡ଼ା ଟକ୍କର। ଉଭୟ ଓଡ଼ିଶା ଏଫ୍‌ସି ଓ ଏଟିକେ ମୋହନବାଗାନ ଗୋଲଶୂନ୍ୟଭାବେ ୪ ମିନିଟ ଇଞ୍ଜୁରି ଟାଇମ୍‌ ଖେଳିଲେ। ଏହାର ୩ ମିନିଟ ପର୍ଯ୍ୟନ୍ତ ମଧ୍ୟ ଗୋଲ ନାହିଁ। ମାତ୍ର ଶେଷ ମୁହୂର୍ତ୍ତରେ ଗୋଲ...

ଏନ୍‌ବିଏ: ୪୮ ଖେଳାଳି କରୋନା ପଜିଟିଭ

ନ୍ୟୁୟର୍କ, ୪ା୧୨ (ପି.ଟି.)-ଗତ ସପ୍ତାହରେ ପୁନର୍ବାର ଟେଷ୍ଟ ଆରମ୍ଭ ହେବାପରେ ୪୮ ଜଣ ଖେଳାଳି କରୋନା ପଜିଟିଭ ବୋଲି ଜଣାପଡ଼ିଛି। ଟିମ୍‌ ମାର୍କେଟକୁ ଫେରିବା ନଭେମ୍ବର ୨୪ରୁ ୩୦ ମଧ୍ୟରେ ୫୪୬ ଖେଳାଳିଙ୍କ ଟେଷ୍ଟ କରାଯାଇଥିବା ଲିଗ୍‌ ଓ ନ୍ୟାଶନାଲ...

ଭାରତୀୟ ଜାଭେଲିନ୍‌ ଥ୍ରୋ ଦଳ ଭୁବନେଶ୍ୱରରେ

ଭୁବନେଶ୍ୱର, ୪ା୧୨ (ସ୍ପୋଟର୍‌ସ ବ୍ୟୁରୋ)-ଭାରତୀୟ ଜାଭେଲିନ୍‌ ଥ୍ରୋ ଦଳର ଏଲିଟ ସଦସ୍ୟମାନେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଉତ୍ତରଭାରତରେ ଶୀତ ଲହରି ଯୋଗୁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପଟିଆଲାସ୍ଥିତ ଏହାର ଟ୍ରେନିଂବେସ୍‌ରୁ ଜାଭେଲିନ୍‌ ଥ୍ରୋ ଦଳକୁ ଭୁବନେଶ୍ୱର ସ୍ଥାନାନ୍ତର...

ଚାମ୍ପିୟନ୍ସ ଲିଗ୍‌: ୩୪ ବର୍ଷୀୟ ଗିରୋଡ୍‌ ଦେଲେ ୪ ଗୋଲ୍‌

ସେଭିଲି (ସ୍ପେନ୍‌), ୪ା୧୨ (ଏପି)-ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ସବୁଠାରୁ ବୟସ୍କ ଖେଳାଳି ଭାବେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଚେଲ୍‌ସି ଷ୍ଟ୍ରାଇକର ଅଲିଭର ଗିରୋଡ୍‌। ସେଭିଲା ବିପକ୍ଷରେ ମ୍ୟାଚରେ ୪ ଗୋଲ ସ୍କୋର କରି ତାଙ୍କ ଦଳକୁ ୪-୦ ଗୋଲରେ...

‘ପ୍ରକୃତ ହିରୋଙ୍କୁ ଅଣଦେଖା କରା ନ ଯାଉ’

ଭୁବନେଶ୍ୱର, ୪।୧୨(କ୍ରୀଡ଼ା ପ୍ରତିନିଧି)-”ଧ୍ୟାନଚାନ୍ଦ ହେଉଛନ୍ତି ବିଶ୍ୱର ରନତ୍। ଖେଳ ଦୁନିଆର ରନତ୍, ଆମ ରାଜ୍ୟ ଏବଂ ଦେଶର ରନତ୍। ଧ୍ୟାନଚାନ୍ଦ ଥିଲେ ହକି ଜଗତର ମାର୍ଗଦର୍ଶକ। ହକିକୁ ବିଶ୍ୱସ୍ତରରେ ଯଦି କେହି ପରିଚିତ କରାଇ ପାରିଛନ୍ତି ତେବେ ସେ ହେଉଛନ୍ତି...

କଙ୍ଗନାଙ୍କ ବିରୋଧରେ ମାନହାନି ମକଦ୍ଦମା: ଜାଭେଦ ଅଖତରଙ୍କ ଷ୍ଟେଟମେଣ୍ଟ ରେକର୍ଡ

ମୁମ୍ବାଇ,୩ା୧୨- ବିଶିଷ୍ଟ ଲେଖକ ଓ ଗୀତିକାର ଜାଭେଦ ଅଖତର ଗୁରୁବାର ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇଛନ୍ତି। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ନାମରେ ଆଣିଥିବା ମାନହାନି ମକଦ୍ଦମା ସମ୍ପର୍କରେ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି ଅଖତରଙ୍କ ଷ୍ଟେଟମେଣ୍ଟ।...

କୋଚ୍‌ଙ୍କ ଜନ୍ମବାର୍ଷିକୀରେ ହୃଦୟସ୍ପର୍ଶୀ ଫଟୋ ଶେୟାର କଲେ ସଚିନ

ମୁମ୍ବାଇ,୩ା୧୨- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ବ୍ୟାଟ ଧରିବା ଶିଖାଇଥିବା କୋଚ୍‌ ରମାକାନ୍ତ ଆଚରେକରଙ୍କ ଗୁରୁବାର ୮୮ତମ ଜନ୍ମବାର୍ଷିକୀ। ଏହି ଅବସରରେ ଏକ ହୃଦୟସ୍ପର୍ଶୀ ଫଟୋ ଟୁଇଟ୍‌ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ବ୍ୟାଟିଂ ରେକର୍ଡଧାରୀ ସଚିନ। ମୋ ହୃଦୟର...

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଫସିଲେ ମେସି

ବାର୍ସିଲୋନା,୩ା୧୨- କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଅକାଳ ବିୟୋଗ ପରେ ବିଶ୍ୱର ବିଭିନ୍ନ କ୍ରୀଡ଼ାବିତ୍‌ମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ହେଲେ ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲିଓନେଲ ମେସି ଓ ତାଙ୍କ କ୍ଲବ ବାର୍ସିଲୋନାକୁ ମହଙ୍ଗା ପଡ଼ିଛି। ଓସାସୁନା ବିପକ୍ଷରେ...

ଟି-୨୦ ସିରିଜରେ ଧଓ୍ବନଙ୍କ ସହ ପଡ଼ିଆକୁ ଓହ୍ଲାନ୍ତୁ କେ.ଏଲ୍‌ ରାହୁଲ: ଗାଭାସ୍କର

ନୂଆଦିଲ୍ଲୀ,୩।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଏବେ ଟି-୨୦ ସିରିଜ ଉପରେ ସମସ୍ତଙ୍କ ନଜର। ୨-୧ରେ ଭାରତ ସିରିଜ ହାରିବା ପରେ ଏବେ ଟି-୨୦ରେ ଜିତ୍‌ ହାସଲ କରୁ ବୋଲି ଆଶା ରଖିଛନ୍ତି ପ୍ରଶଂସକ। ଏପରିସ୍ଥଳେ...

ଆସନ୍ତା ବର୍ଷ ଆଇପିଏଲ୍‌ରେ ଏଣ୍ଟ୍ରି କରିବେ ୨ ନୂଆ ଟିମ୍‌ ! ବିସିସିଆଇ ବୈଠକରେ ନିଆଯାଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଆଇପିଏଲରେ ୨ ନୂତନ ଦଳ ଭାଗ ନେଇପାରନ୍ତି। ବିସିସିଆଇ ନିଜର ବାର୍ଷିକ ବୈଠକ(ଏଜିଏମ୍‌)ର ଏଜେଣ୍ଡାରେ ନୂଆ ଦଳକୁ ସାମିଲ କରିବାର ମୁଦ୍ଦା ସ୍ଥାନିତ କରିଛି। ଏଥିନେଇ ୨୪ ଡିସେମ୍ବରରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ...

ଲଙ୍କା ପ୍ରିମିୟର ଲିଗ୍‌କୁ ଅଧାରୁ ଛାଡ଼ି ପାକିସ୍ତାନ ଫେରିଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ,୩।୧୨: ପାକିସ୍ତାନର ପୂର୍ବ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଲଙ୍କା ପ୍ରିମିୟର ଲିଗ୍‌(ଏଲ୍‌ପିଏଲ୍‌)କୁ ଅଧାରୁ ଛାଡ଼ି ଦେଶକୁ ଫେରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏପରି କରୁଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତେବେ ଶାହିଦଙ୍କ ଝିଅ ଅସୁସ୍ଥ ଥିବା ବେଳେ ଡାକ୍ତରଖାନାରେ...

ଅଲିମ୍ପିକ୍‌ରେ ସାମିଲ୍‌ ହୋଇପାରେ କ୍ରିକେଟ: ୨୪ରେ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୧୨:: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଡିସେମ୍ବର ୨୪ ତାରିଖରେ ହେବ। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହା ରାଜ୍ୟ କ୍ରିକେଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri