ଜନ୍ମଦିନରେ ଭାରତ ଏକାଦଶକୁ ଫେରିଲେ ଶ୍ରେୟସ: ଏହି କାରଣରୁ ବାହାରିଲେ ମନିଷ ପାଣ୍ଡେ
ସିଡ୍ନୀ,୬।୧୨: ସ୍ଥାନୀୟ ସିଡ୍ନୀ କ୍ରିକେଟ ପଡ଼ିଆରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଥିଲା। ଅଧିନାୟକ ବିରାଟ କୋହଲି ରବିନ୍ଦ୍ର ଜାଡେଜା, ମହମ୍ମଦ ସାମୀ...
ମାରାଡୋନାଙ୍କ ନାମରେ ଷ୍ଟାଡିୟମର ନାମକରଣ
ନାପଲ୍ସ, ୬ା୧୨ (ଏପି)-ଇଟାଲିଆନ କ୍ଲବ ନାପୋଲି ଏହାର ପୂର୍ବତନ ଅଧିନାୟକ ଡଏଗୋ ମାରାଡୋନାଙ୍କୁ ସମ୍ମାନିତ କରିବାକୁ ଯାଇ ନିଜ ଷ୍ଟାଡିୟମର ନାମ ବଦଳାଇ ଦେଇଛି। ନାପଲ୍ସ ସିଟି କାଉନ୍ସିଲର ସର୍ବସମ୍ମତି ନିଷ୍ପତ୍ତିକ୍ରମେ ଷ୍ଟାଡିଓ ସାନ୍ ପାଓଲୋର ନାମ ପରିବର୍ତ୍ତନ କରାଯାଇ...
ପ୍ରଥମ ଟେଷ୍ଟ: ଇନିଂସ ବିଜୟର ଦ୍ୱାରଦେଶରେ ନ୍ୟୁଜିଲାଣ୍ଡ
ହାମିଲଟନ,୬।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡ ଇନିଂସ ବିଜୟର ଦ୍ୱାରାଦେଶରେ ପହଞ୍ଚିଛି। ତେବେ ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜର ଦୁଇ ବ୍ୟାଟ୍ସମ୍ୟାନ ଜର୍ମେନ ବ୍ଲାକଉଡ୍ ଓ ଅଲଜାରି ଜୋଶେଫ୍ ଲଢୁଆ ବ୍ୟାଟିଂ କରି ନ୍ୟୁଜିଲାଣ୍ଡର ବିଜୟକୁ ବିଳମ୍ବିତ...
କୋରେ ଆଣ୍ଡରସନଙ୍କ ଅବସର
ଖ୍ରୀଷ୍ଟଚର୍ଚ୍ଚ, ୬ା୧୨ (ପି.ଟି.)-ବାରମ୍ବାର ଆଘାତଜନିତ ସମସ୍ୟାରେ ରହିବାପରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କୋରେ ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ)ର ମେଜର ଲିଗ୍ କ୍ରିକେଟ (ଏମ୍ସିଏଲ୍) ସହ ଏକ ୩ ବର୍ଷିଆ ଚୁକ୍ତି କରିଛନ୍ତି।...
୩୫ ବର୍ଷରେ ଧାଓ୍ବନ
ନୂଆଦିଲୀ,୬।୧୨: ଭାରତୀୟ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଶନିବାର ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଯୁବରାଜ ସିଂଙ୍କଠାରୁ ଆରମ୍ଭ କରି ବୀରେନ୍ଦ୍ର ସେହ୍ବାଗଙ୍କ ପର୍ଯ୍ୟନ୍ତ କ୍ରିକେଟ ଜଗତର ତାରକାମାନେ ତାଙ୍କୁ...
ଇଣ୍ଡିଆନ ସୁପର ଲିଗ୍: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା
ବାମ୍ବୋଲିମ(ଗୋଆ),୬।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଓଡ଼ିଶା ଏଫ୍ସି ଓ ମୁମ୍ବାଇ ସିଟି ମୁହଁାମୁହିଁ ହେବେ। ସେହିପରି ଦ୍ୱିତୀୟ ମୁକାବିଲାରେ ଗୋଆ ଓ କେରଳ ବ୍ଲାଷ୍ଟର୍ସ ପରସ୍ପରକୁ...
ଦ୍ୱିତୀୟ ଟି୨୦: ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍
ସିଡ୍ନୀ,୬।୧୨(ପି.ଟି.): ସ୍ଥାନୀୟ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍ସିଜି)ରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। କନ୍କସନ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍ ମନେହେଉଛି। ପ୍ରଥମ ମ୍ୟାଚ୍ ଜିତି...
ଇଣ୍ଡିଆନ ସୁପର ଲିଗ୍: ଇଷ୍ଟବେଙ୍ଗଲକୁ ୨-୦ ଗୋଲରେ ହରାଇଲା ନର୍ଥଇଷ୍ଟ
ଭାସ୍କୋ,୫।୧୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍ରେ ନର୍ଥଇଷ୍ଟ ୟୁନାଇଟେଡ ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମୁକାବିଲାରେ ବିଜୟୀ ହୋଇ ନର୍ଥଇଷ୍ଟ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି...
ନ୍ୟୁଜିଲାଣ୍ଡ କ୍ରିକେଟ ଛାଡ଼ିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ
ଅକ୍ଲାଣ୍ଡ, ୫।୧୨- ନ୍ୟୁଜିଲାଣ୍ଡ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ କୋରି ଆଣ୍ଡରସନ। ସେ ଆମେରିକାର ମେଜର ଲିଗ୍ କ୍ରିକେଟ ଟି୨୦ ଲିଗ୍ରେ ୩ ବର୍ଷ ଖେଳିବା ପାଇଁ ଚୁକ୍ତି କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳିବା...
ଏମ୍ଏମ୍ଏରେ ରିତୁ ଫୋଗଟଙ୍କ ଅପରାଜେୟ ଧାରା ଜାରି
ସିଙ୍ଗାପୁର, ୫।୧୨- କୁସ୍ତିଯୋଦ୍ଧାରୁ ମିକ୍ସଡ୍ ମାର୍ସିଆଲ ଆର୍ଟସ ଫାଇଟର ପାଲଟିଥିବା ରିତୁ ଫୋଗଟ ଏମ୍ଏମ୍ଏ ଚାମ୍ପିୟନ୍ସଶିପ୍ରେ ଅପରାଜେୟ ଧାରା ଜାରି ରଖିଛନ୍ତି। ସିଙ୍ଗାପୁର ଇନ୍ଡୋର ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଫାଇଟରେ ୨୬ ବର୍ଷୀୟା ଭାରତର ପୂର୍ବତନ କୁସ୍ତିଯୋଦ୍ଧା ରିତୁ ପ୍ରଥମ...
ଶୁବମନ ଗିଲଙ୍କୁ ସମାଲୋଚନା କଲେ ଯୁବରାଜ
ନୂଆଦିଲ୍ଲୀ, ୫।୧୨- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଯୁବ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଗିଲ। ତାଙ୍କୁ କେବଳ ତୃତୀୟ...
ବିରୋଧି ଟିମ୍ ବୋଲରଙ୍କ ନିଦ ହଜାଇଦିଅନ୍ତି ଭାରତୀୟ ଟିମ୍ର ଗବ୍ବର: ଏହି ୫ ପାଳିକୁ ଆଜି ବି ମନେପକାନ୍ତି ପ୍ରଶଂସକ
ନୂଆଦିଲ୍ଲୀ,୫।୧୨: ଭାରତୀୟ ଟିମ୍ର ଦ୍ରୁତ ଓପନୀ୍ ଶିଖର ଧଓ୍ବନ୍ ଶନିବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୯ ବର୍ଷ ପୂର୍ବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖେଳିବା ଆରମ୍ଭ କରିଥିଲେ ସେ। ଏବେ ସେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ବିରୋଧି ଦଳ ମଧ୍ୟରେ...
Archives


