ଖେଳ

ଆଇସିସି ଧୋନୀଙ୍କୁ ଦେଲା ବଡ଼ ସମ୍ମାନ

ନୂଆଦିଲ୍ଲୀ,୨୭।୧୨: ଅନ୍ତର୍ଜାତୀୟ କ୍ରିକେଟ୍‌ ବୋର୍ଡ (ଆଇସିସି) ପୂର୍ବତନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଏକ ବଡ଼ ସମ୍ମାନ ଦେଇଛି। ଧୋନୀଙ୍କୁ ଦଶକର ଆଇସିସି ଟି୨୦ ଏବଂ ଏକଦିବସୀୟ ଦଳର ଅଧିନାୟକ ଚୟନ କରାଯାଇଛି। ଆଇସିସି ଟି...

ଦ୍ୱିତୀୟ ଟେଷ୍ଟରେ ଶତକ କରି ରେକର୍ଡ କଲେ ରାହାଣେ

ମେଲବୋର୍ନ,୨୭।୧୨: ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଗସ୍ତ ଛାଡ଼ି ସ୍ବଦେଶ ଫେରିଛନ୍ତି ଭାରତୀୟ ଟିମ୍‌ର ନିୟମିତ ଅଧିନାୟକ ବିରାଟ କୋହଲି। ଏଣୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ନେତୃତ୍ୱ ନେଇଛନ୍ତି ଅଜିଙ୍କ୍ୟ ରାହାଣେ। ଅଧିନାୟକ ଭାବେ ରାହାଣେ ଦମ୍‌ଦାର ବ୍ୟାଟିଂ...

ମେଲବୋର୍ନ ଟେଷ୍ଟରେ ଅଧିନାୟକ ରାହାଣେଙ୍କ ଦମ୍‌ଦାର ବ୍ୟାଟିଂ: ଅଷ୍ଟ୍ରେଲିଆଠାରୁ ୮୨ ରନ୍‌ ଆଗରେ ଭାରତ

ମେଲବୋର୍ନ,୨୭।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ୍‌ ଟେଷ୍ଟର ଦ୍ୱିତୀୟ ମ୍ୟାଚ୍‌ ଜାରି ରହିଛି। ରବିବାର ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ ଦଳ ପ୍ରଥମ ପାଳିରେ ୯୧.୩ ଓଭର ଖେଳି ୨୭୭ ରନ୍‌ କରିନେଇଛି। ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୦୪ ଏବଂ...

ଏମ୍‌ଜିଏମ୍‌ ଓସିଏଲ୍‌ ଟି୨୦ ଲିଗ୍‌: ୬ ଦଳ ଅଂଶଗ୍ରହଣ କରିବେ, ଜାନୁୟାରୀ ୧୩ରେ ଫାଇନାଲ

ଭୁବନେଶ୍ୱର,୨୭।୧୨(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଏକ ଟି୨୦ ଲିଗ୍‌। ଏହାର ନାମ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌) ଟି୨୦ । ଭାରତର ଅନ୍ୟତମ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ କମ୍ପାନୀ ଟିସିଏମ୍‌...

ପୂର୍ବତନ ଇଂଲଣ୍ଡ କ୍ରିକେଟର ରବିନ ଜ୍ୟାକ୍‌ମ୍ୟାନଙ୍କ ପରଲୋକ

ଲଣ୍ଡନ,୨୭।୧୨(ଏପି): ଇଂଲଣ୍ଡର ପୂର୍ବତନ କ୍ରିକେଟର ରବିନ୍‌ ଜ୍ୟାକ୍‌ମ୍ୟାନ ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ଇଂଲଣ୍ଡ ପାଇଁ ୧୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ସେ ଅତ୍ୟନ୍ତ ସଫଳ ପ୍ରଦର୍ଶନ କରିଥିଲେ। ୩୯୯ଟି ପ୍ରଥମଶ୍ରେଣୀ ମ୍ୟାଚ...

ରାହାନେଙ୍କୁ ଗାଭାସ୍କରଙ୍କ ପ୍ରଶଂସା

ମେଲବୋର୍ନ,୨୭ା୧୨(ପି.ଟି.)-ଅଜିଙ୍କ୍ୟ ରାହାନେଙ୍କ ଫିଲ୍‌ଡିଂ ସଜ୍ଜାକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ରାହାନେଙ୍କର ଅଧିନାୟକତ୍ୱ ଦକ୍ଷତାକୁ ନେଇ ସେ ଏବେଠାରୁ କୌଣସି ମନ୍ତବ୍ୟ ଦେବାକୁ ଚାହାନ୍ତି ନାହିଁ। କାରଣ ସେ ନିଜେ ମୁମ୍ବାଇର ହୋଇଥିବାରୁ ଅନେକେ...

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- ଚେନ୍ନାଇନ୍‌ ମ୍ୟାଚ୍‌ ଡ୍ର

ଭାସ୍କୋଡାଗାମା, ୨୭।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଇଷ୍ଟ ବେଙ୍ଗଲ ଓ ଚେନ୍ନାଇନ୍‌ ଏଫ୍‌ସି ମଧ୍ୟରେ ଖେଳଯାଇଥିବା ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଏହି ୩୯ତମ ମ୍ୟାଚରେ ଜବରଦସ୍ତ ସଂଘର୍ଷ...

କୁରୁଭିଲ୍ଲାଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ

ମୁମ୍ବାଇ, ୨୭ା୧୨ (ପି.ଟି.)- ନବ ନିଯୁକ୍ତ ଜାତୀୟ ଚୟନକର୍ତ୍ତା ଆବେ କୁରୁଭିଲ୍ଲାଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନର ପୂର୍ବତନ ସଦସ୍ୟ ସଞ୍ଜୀବ ଗୁପ୍ତା। କୁରୁଭିଲ୍ଲା ବର୍ତ୍ତମାନ ଦୁଇଟି ପଦବୀରେ ରହିଥିବା ସେ ଉଲ୍ଲେଖ...

ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ୩୪୦/୬

ସେଞ୍ଚୁରିଅନ୍‌, ୨୭ା୧୨ – ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭ୍ରମଣକାରୀ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଦଳ ଶନିବାର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମ...

ନ୍ୟୁଜିଲାଣ୍ଡ ୨୨୨/୩

ମାଉଣ୍ଟ ମଙ୍ଗାନୁଇ, ୨୭ା୧୨ (ଏପି)-ସ୍ଥାନୀୟ ବେ’ ଓଭାଲଠାରେ ଘରୋଇ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଶନିବାରଠାରୁ ଆରମ୍ଭ ହୋଇଛି। ଏଥିରେ ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଦିନ ଖେଳ...

ମୁସ୍ତାକ ଅଲୀ ଟ୍ରଫି : ଦିଲ୍ଲୀ ଦଳରେ ଧାଓ୍ବନ, ଈଶାନ୍ତ

ନୂଆଦିଲ୍ଲୀ ୨୬ା୧୨- ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ପାଇଁ ଘୋଷଣା କରାଯାଇଥିବା ଦିଲ୍ଲୀ ଦଳରେ ସ୍ଥାନ ପାଇଛନ୍ତି ଭାରତୀୟ ପେସର ଈଶାନ୍ତ ଶର୍ମା। କିନ୍ତୁ ସେ ଦିଲ୍ଲୀ ଦଳର ସମସ୍ତ ମ୍ୟାଚ ପାଇଁ ଉପଲବ୍ଧ ହେବେ ନାହିଁ। ସିନିୟର...

ଓ୍ବିଲିୟମସନଙ୍କ ଶତକ ରୋକିଦେଲେ ଫ୍ୟାନ୍‌

ମାଉଣ୍ଟ ମାଉଙ୍ଗାନୁଇ,୨୬।୧୨: ଏଠାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ୯୪ ରନ୍‌ କରି ଅପରାଜିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri