ସଫଳତାର ରାଜ୍ ଖୋଲିଲେ କୋହଲି, ଜାଣିଲେ କରିିବେ ବାଃ ବାଃ
ମୁମ୍ବାଇ,୨୯।୧୨: କ୍ରିକେଟ ଇତିହାସରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଆଉ ଏକ ସଫଳତା ଯୋଡିଛନ୍ତି। କୋହଲିଙ୍କୁ ଆଇସିସିର ସର୍ବଶ୍ରେଷ୍ଠ କ୍ରିକେଟର୍ ଏବଂ ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ ଖେଳାଳି ଭାବେ ମନୋନୀତ କରାଯାଇଛି। ଆଇସିସି ପୁରସ୍କାର ପାଇବା ପରେ...
କୋହଲିଙ୍କୁ ଅଭିନବ ଶୈଳୀରେ ଶୁଭେଚ୍ଛା ଜଣାଇଲେ ଓ୍ବାର୍ନର : ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ହେବାର ସୌଭାଗ୍ୟ ପାଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଆଇସିସି ଦଶନ୍ଧିର ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ଦଳ ଘୋଷଣା...
ଇତିହାସ ରଚିଲେ ଏହି କ୍ରିକେଟ୍ର
ମେଲବୋର୍ନ,୨୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ଭାରତର ତାରକା ବୋଲର ଜସପ୍ରୀତ ବୁମ୍ରା ଚମତ୍କାର ବୋଲିଂ କରିଥିଲେ। ସେ ଦ୍ୱିତୀୟ ଇନିଂସରେ ଦୁଇଟି ବଡ଼ ଉଇକେଟ ନେଇଥିଲେ। ଏହାପୂର୍ବରୁ ସେ ପ୍ରଥମ ଇନିଂସରେ ୫୬ ରନ ପାଇଁ ଚାରି...
ଦେଶ ପାଇଁ ପିତାଙ୍କ ଶେଷଦର୍ଶନ କରିପାରି ନ ଥିଲେ ଏହି କ୍ରିକେଟର୍
ମେଲବୋର୍ନ,୨୯।୧୨: ପିତାଙ୍କ ଛାୟା ମୁଣ୍ଡ ଉପରୁ ଉଠିଗଲେ ଯେକୌଣସି ବ୍ୟକ୍ତି ଭାଙ୍ଗିଯାଏ। ଏହି ଦୁଃଖରୁ ମୁକ୍ତି ପାଇବା ପ୍ରାୟ ଅସମ୍ଭବ । ତଥାପି, କିଛି ବିଶେଷ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ପିତାଙ୍କ ମୃତ୍ୟୁକୁ ଭୁଲି...
ଭାରତର ଐତିହାସିକ ବିଜୟ
ମେଲବୋର୍ନ,୨୯।୧୨: ବକ୍ସିଂ ଡେ’ ଟେଷ୍ଟରେ କଙ୍ଗାରୁ ଟିମକୁ ଧୂଳି ଚଟାଇଛି ଭାରତୀୟ ଦଳ। ଟିମ ଇଣ୍ଡିଆ ଏହି ଐତିହାସିକ ଟେଷ୍ଟରେ ୮ ଉଇକେଟରେ ଅଷ୍ଟ୍ରେଲିଆକୁ ହରାଇ ହିସାବ ବରାବର କରିଛି। ଏହି ବିଜୟ ସହ ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ...
ଡୁ’ପ୍ଲେସି ୧୯୯: ଦକ୍ଷିଣ ଆଫ୍ରିକା ୬୨୧
ସେଞ୍ଚୁରିଅନ୍ (ଦକ୍ଷିଣ ଆଫ୍ରିକା), ୨୯ା୧୨ (ଏପି)-ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୨୨୫ରନର ବୃହତ୍ ଅଗ୍ରଣୀ ଲାଭ କରିଛି। ଜବାବରେ ଭ୍ରମଣକାରୀ ଦଳ ସୋମବାର ଖେଳ ଶେଷ...
ପ୍ରଥମ ଟେଷ୍ଟ:ଫଲୋଅନ ଏଡ଼ାଇଲା ପାକିସ୍ତାନ
ମାଉଣ୍ଟ ମାଉଗାନୁଇ,୨୯।୧୨(ଏପି): ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ନୂଆ ଟେଷ୍ଟ ଅଧିନାୟକ ମହମ୍ମଦ ରିଜ୍ଓ୍ବାନ ଓ ଫହିମ ଆଶ୍ରଫ ଲଢୁଆ ବ୍ୟାଟିଂ କରି ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ପାକିସ୍ତାନକୁ ଫଲୋଅନରୁ ବଞ୍ଚାଇଛନ୍ତି। ନ୍ୟୁଜିଲାଣ୍ଡ ପ୍ରଥମ...
ଇଣ୍ଡିଆନ ସୁପର ଲିଗ୍: ବେଙ୍ଗାଲୁରୁକୁ ହରାଇଲା ଜାମସେଦପୁର
ଫତୋର୍ଦା, ୨୯।୧୨-ଇଣ୍ଡିଆନ ସୁପରଲିଗ୍ର ସୋମବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫସି ୧-୦ ଗୋଲରେ ବେଙ୍ଗାଲୁରୁ ଏଫସିକୁ ପରାସ୍ତ କରିଛି। ମ୍ୟାଚର ୭୯ତମ ମିନିଟରେ ଷ୍ଟିଫେନ୍ ଏଜେ ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଅନିକେତ ଯାଦବ ତାଙ୍କୁ ଗୋଲ...
ଏସ୍ଆର ଅନ୍ଲାଇନ୍ ଓପନ ଚେସ୍: ଟାଇଟଲରେ ନିଖିଲଙ୍କ ହ୍ୟାଟ୍ରିକ
ଭୁବନେଶ୍ୱର, ୨୯।୧୨(କ୍ରୀଡ଼ା ପ୍ରତିନିଧି)- ଏସ୍ଆର ଚେସ୍ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୪ତମ ଅନ୍ଲାଇନ୍ ଚେସ୍ ପ୍ରତିଯୋଗିତାରେ ଷ୍ଟିଓ୍ବାର୍ଟ ସ୍କୁଲର ନିଖିଲ ସାହୁ ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ନିଖିଲ ୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଛି।...
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ଚିତାସ୍ର କ୍ରମାଗତ ଦ୍ୱିତୀୟ ବିଜୟ
ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ର ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ଚିତାସ ୬ ଉଇକେଟରେ ଜାଗୁଆର୍ସକୁ ପରାସ୍ତ କରିଛି। ଜାଗୁଆର୍ସ ୨୦ ଓଭରରେ ୫ ଉଇକେଟ...
ଦ୍ୱିଶତକରୁ ଅଳ୍ପକେ ବଞ୍ଚିତ ହେଲେ ଡୁ’ପ୍ଲେସି
ସେଞ୍ଚୁରିଅନ୍, ୨୮ା୧୨: ଶ୍ରୀଲଙ୍କା ବିପକ୍ଷରେ ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ମାତ୍ର ୧ ରନ୍ରେ ଦ୍ୱିଶତକରୁ ବଞ୍ଚତ୍ତ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ବରିଷ୍ଠ ବ୍ୟାଟ୍ସମ୍ୟାନ ଫାପ ଡୁ’ପ୍ଲେସି। ୧୯୯ ରନ୍ କରି ଖେଳୁଥିବାବେଳେ ଡୁ’ପ୍ଲେସି...
ବିରାଟ କୋହଲିଙ୍କୁ ଶକ୍ତ ଚାପୁଡା ମାରିଥିଲେ ଏହି ବ୍ୟକ୍ତି
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ କ୍ରିକେଟରେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରେ, କିଛି ନା କିଛି ରେକର୍ଡ ନିଜ ନାମରେ କରିଥାନ୍ତି। କିନ୍ତୁ ଜାଣିଛନ୍ତି କି, କ୍ରିକେଟରେ...
Archives


