ଭାଜପାରେ ସାମିଲ ହେଲେ ଏହି ପୂର୍ବତନ କ୍ରିକେଟର: ୧୭ ବର୍ଷରେ ଖେଳିଥିଲେ ପ୍ରଥମ ଟେଷ୍ଟ
ଭାରତୀୟ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍ ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶିବରାମ ଭାଜପାରେ ଯୋଗ ଦେଇଛନ୍ତି। ତାମିଲନାଡୁର ଭାଜପା ଇନ୍ଚାର୍ଜ ସିଟି ରବିଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ୧୭ ବର୍ଷ ବୟସରେ...
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ଦ୍ୱିତୀୟ ସ୍ଥାନ ବଜାୟ ରଖିଲା ଭାରତ
ଦୁବାଇ,୩୦ା୧୨- ଆଗାମୀ ବର୍ଷ ହେବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ମ୍ୟାଚ୍ ଖେଳିବା ଦୌଡ଼ରେ ରହିଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷରେ ମେଲବୋର୍ନ ଟେଷ୍ଟ ଜିତିବା ପରେ ଭାରତୀୟ ଦଳ ଅଙ୍କ ତାଲିକାର ଦ୍ୱିତୀୟ ସ୍ଥାନ ବଜାୟ...
ନିଜକୁ ସମ୍ମାନିତ କଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୩୦।୧୨: ଅଷ୍ଟ୍ରେଲିଆ ତାରକା ଓପନର୍ ଡେଭିଡ ୱାର୍ନର ବର୍ଷ ଶେଷରେ ନିଜକୁ ଏକ ସୱତନ୍ତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଅଷ୍ଟ୍ରେଲୀୟ କ୍ରିକେଟର ନିଜକୁ ଦଶକର ଶ୍ରେଷ୍ଠ ପୁରୁଷ ଟିକ୍ଟକ୍ର ବୋଲି ଅଭିହିତ କରିଛନ୍ତି।...
ଏହି କ୍ରିକେଟର୍ଙ୍କୁ ଡରି ତାଙ୍କ ପାଖ ମାଡୁ ନ ଥିଲେ ଝିଅ, ଜାଣନ୍ତୁ କାହିଁକି
ମୁମ୍ବାଇ,୩୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଝିଅ ସମାଇରା ଆଜି ଦ୍ୱିତୀୟ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ରୋହିତ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି। ରୋହି ସମାଇରାଙ୍କୁ ନିଜ ଲକି ଷ୍ଟାର ମାନନ୍ତି। କାରଣ ଝିଅ...
ରାହାନେଙ୍କ ନେତୃତ୍ୱକୁ ନେଇ ଏମିତି କହିଦେଲେ ବିରାଟ କୋହଲି
ମେଲବୋର୍ନ,୨୯।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ଦଳ ୮ ଉଇକେଟ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ସିରିଜ୍ ୧-୧ ବରାବର ରହିଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ନେତୃତ୍ୱ ନେଉଥିବା ଅଜିଙ୍କେ ରାହାନେ ପୂରା ମ୍ୟାଚରେ ଚମତ୍କାର ଅଧିନାୟକ ଦାୟିତ୍ୱ...
ଅନ୍ନଦାତାଙ୍କୁ ସମର୍ଥନ: ପୁରସ୍କାର ଫେରାଇଲେ ନବ ଭାଟିଆ
ଟରୋଣ୍ଟୋ,୩୦।୧୨: ଭାରତରେ ଜାରି ରହିଥିବା ଅନ୍ନଦାତାଙ୍କୁ ସମର୍ଥନ ବିଦେଶରୁ ମଧ୍ୟ ମିଳିବାରେ ଲାଗିଛି। ଏହି ସମର୍ଥନ ତାଲିକାରେ ବ୍ରିଟେନ୍ ଏବଂ କାନାଡ଼ା ଶୀର୍ଷରେ ରହିଛନ୍ତି। ଭାରତୀୟ ବଂଶୋଭବ ନବ ଭାଟିଆ ଗ୍ଲୋବାଲ ଇଣ୍ଡିଆନ୍ ଆଓ୍ବାର୍ଡ ଗ୍ରହଣ କରିବାର ଗୋଟିଏ ଦିନ...
ଆର ଅଶ୍ୱିନଙ୍କୁ ନେଇ ବଡ ଖୁଲାସା କଲେ ସ୍ତ୍ରୀ
ମେଲବୋର୍ନ,୨୯।୧୨: ଐତିହାସିକ ମେଲବୋର୍ନ ଟେଷ୍ଟରେ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଚାରି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ବିଜୟ ହାସଲ କରିଛି। ପ୍ରଥମ ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆଠାରୁ ଏକ ଲଜ୍ଜାଜନକ ପରାଜୟ ପରେ ଟିମ ଇଣ୍ଡିଆ ଦ୍ୱିତୀୟ...
ଏହି ଭାରତୀୟ କ୍ରିକେଟର୍ ରଚିଲେ ଇତିହାସ
ମେଲବୋର୍ନ,୨୯।୧୨: ମେଲବୋର୍ନରେ ଖେଳାଯାଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆର ବିଜୟରେ ରବିନ୍ଦ୍ର ଜାଡେଜା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ଇନିଂସରେ ୫୭ ରନ ସଂଗ୍ରହ କରିଥିବା ଜାଡେଜା ମଧ୍ୟ ଏହି...
ନ୍ୟୁଜିଲାଣ୍ଡ ବିଜୟ ନିକଟତର: ସୌଦିଙ୍କୁ ୩୦୦ତମ ଟେଷ୍ଟ ଉଇକେଟ
ମାଉଣ୍ଟ ମଙ୍ଗାନୁଇ, ୩୦ା୧୨ (ଏପି)-ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ବିଜୟ ନିକଟତର ହୋଇଛି। ପ୍ରଥମ ଇନିଂସରେ ୧୯୨ରନ ଅଗ୍ରଣୀ ଲାଭ କରିବାପରେ ଘରୋଇ ଦଳ ମଙ୍ଗଳବାର ଚତୁର୍ଥ ଦିବସ ଖେଳରେ ୧୮୦/୫ରେ ଏହାର ଦ୍ୱିତୀୟ ଇନିଂସ ଘୋଷଣା...
ଇଣ୍ଡିଆନ ସୁପର ଲିଗ୍: ଚେନ୍ନାଇନ୍-ଏଟିକେ ମ୍ୟାଚ ଡ୍ର
ବାମ୍ବୋଲିମ୍, ୩୦।୧୨-ଇଣ୍ଡିଆନ ସୁପରଲିଗ୍ରେ ମଙ୍ଗଳବାର ଚେନ୍ନାଇନ୍ ଏଫ୍ସି-ଏଟିକେ ମୋହନବାଗାନ ମ୍ୟାଚ ଡ୍ର ରହିଛି। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ଫଳରେ ମ୍ୟାଚଟି ଗୋଲଶୂନ୍ୟଭାବେ ଶେଷ ହୋଇଛି। ପଏଣ୍ଟ ଭାଗ...
ଦକ୍ଷିଣ ଆଫ୍ରିକାର ଇନିଂସ ବିଜୟ
ସେଞ୍ଚୁରିଅନ, ୩୦ା୧୨- ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧ ଇନିଂସ ଓ ୪୫ ରନରେ ବିଜୟ ହାସଲ କରିଛି। ମ୍ୟାଚବେଳେ ଶ୍ରୀଲଙ୍କାର ୫ ବୋଲରଙ୍କ ମଧ୍ୟରୁ ୪ଜଣ ଆଘାତପ୍ରାପ୍ତ...
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ଲାୟନ୍ସକୁ ହରାଇଲା ପାନ୍ଥର୍ସ
ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ପାନ୍ଥର୍ସ ୭ ଉଇକେଟରେ ଲାୟନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସ ୨୦ ଓଭରରେ...
Archives


