ବ୍ରିସ୍ବେନରେ ମୌଳିକ ସୁବିଧାକୁ ନେଇ ବିସିସିଆଇର ହସ୍ତକ୍ଷେପ
ନୂଆଦିଲ୍ଲୀ, ୧୩ା୧ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ଓ ଫାଇନାଲ ଟେଷ୍ଟ ଖେଳିବା ଲାଗି ଭାରତୀୟ କ୍ରିକେଟ ଦଳ ବ୍ରିସ୍ବେନ୍ରେ ପହଞ୍ଚତ୍ଛି। ହୋଟେଲରେ ମୌଳିକ ସୁବିଧାର ଅଭାବ ଥିବା ଟିମ୍ ଇଣ୍ଡିଆ ଅଭିଯୋଗ କରିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଦ୍ୱିତୀୟ ସ୍ଥାନ ହରାଇଲେ କୋହଲି
ଦୁବାଇ, ୧୩।୧(ପି.ଟି.)- ମଙ୍ଗଳବାର ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ର ବ୍ୟାଟ୍ସମ୍ୟାନ ତାଲିକାରେ ଦ୍ୱିତୀୟ ସ୍ଥାନ ହରାଇଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ମାତ୍ର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଚେତେଶ୍ୱର...
ଅଙ୍କିତା ଫାଇନାଲ ରାଉଣ୍ଡରେ
ମେଲବୋର୍ନ, ୧୩ା୧ (ପି.ଟି.)-ଭାରତର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ଖେଳାଳି ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନ୍ କ୍ୱାଲିଫାୟର୍ସ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏକ ୩ ସେଟ୍ବିଶିଷ୍ଟ ମ୍ୟାଚରେ ସେ ବିଶ୍ୱର ୧୧୮ ର଼୍ୟାଙ୍କିଙ୍ଗପ୍ରାପ୍ତ କାଟାରିନା ଜାଭାତ୍ସ୍କାଙ୍କୁ ହରାଇ ଦେଇଛନ୍ତି। କିନ୍ତୁ...
ବାହାରିନ୍ରେ ଆରମ୍ଭ ହେବ ଫର୍ମୁଲା ଓ୍ବାନ ସିଜନ
ଲଣ୍ଡନ, ୧୩ା୧ (ଏପି)-ଚଳିତବର୍ଷ ଫର୍ମୁଲା ଓ୍ବାନ ସିଜନ ଗୋଟିଏ ସପ୍ତାହ ବିଳମ୍ବ ଘଟିଛି। କୋଭିଡ୍ ଯୋଗୁ ଅଷ୍ଟ୍ରେଲିଆନ ଗ୍ରାଁପ୍ରି ମାର୍ଚ୍ଚରୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଥିବାରୁ ଏଥର ଫର୍ମୁଲା ଓ୍ବାନ ସିଜନ ବାହାରିନରେ ଆରମ୍ଭ ହେବ। ମାର୍ଚ୍ଚ ୨୧ରେ ମେଲବୋର୍ନରେ ଅଷ୍ଟ୍ରେଲିଆନ...
ସାଇନା, ପ୍ରଣୟ ପଜିଟିଭ, ପରେ ନେଗେଟିଭ
ବ୍ୟାଙ୍କକ୍, ୧୩ା୧ (ପି.ଟି.)-ଭାରତର ଟପ୍ ବ୍ୟାଡ୍ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ଏଚଏସ୍ ପ୍ରଣୟଙ୍କର ମଙ୍ଗଳବାର ହୋଇଥିବା କୋଭିଡ୍ ଟେଷ୍ଟରେ ଫଳାଫଳ ନେଗେଟିଭ ଆସିଛି। ଫଳରେ ଦୁହେଁ ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଉଭୟ ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ...
କ୍ଷମା ମାଗିଲେ ପେନ୍
ସିଡ୍ନୀ,୧୩।୧(ପି.ଟି.): ତୃତୀୟ ଟେଷ୍ଟରେ ପଡିଆରେ ନିଜର ବିବାଦୀୟ ବ୍ୟବହାର ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ତଥା ଉଇକେଟକିପର ଟିମ୍ ପେନ୍ କ୍ଷମା ମାଗିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସେ ସ୍ଲେଜିଂ କରିଥିଲେ। ଏହାଠିକ୍ ନ ଥିଲା। ମୋର ନେତୃତ୍ୱ ଆଦୌ ଭଲ ନ...
ସୟଦ୍ ମୁସ୍ତାକ ଅଲି ଟ୍ରଫି: ଓଡ଼ିଶାକୁ ହରାଇଲା ହାଇଦ୍ରାବାଦ
ଭୁବନେଶ୍ୱର,୧୩।୧(ସ୍ପୋଟର୍ସ ବ୍ୟୁରୋ): ସୟଦ୍ ମୁସ୍ତାକ ଅଲି ଟ୍ରିଫିରେ ଓଡ଼ିଶା ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ମାତ୍ର ୬ ରନରେ ହାଇଦ୍ରାବାଦଠାରୁ ପରାସ୍ତ ହୋଇଛି। ଏହି ବିଜୟ ସହ...
ଚିନ୍ତା ବଢ଼ାଇଲା ଆହତ ସମସ୍ୟା: ବ୍ରିସ୍ବେନ୍ ଟେଷ୍ଟରୁ ବୁମ୍ରା ଆଉଟ୍
ସିଡ୍ନୀ,୧୩।୧(ପି.ଟି.): ଖେଳାଳିଙ୍କ ଆହତ ସମସ୍ୟା ଭାରତୀୟ କ୍ରିକେଟ ଦଳର ସମସ୍ୟା ବଢ଼ାଇବାରେ ଲାଗିଛି। ମଙ୍ଗଳବାର ଭାରତକୁ ଆଉଏକ ଜବରଦସ୍ତ ଝଟ୍କା ଲାଗିଛି। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆବ୍ଡୋମିନାଲ ଷ୍ଟ୍ରେନ୍ ଅର୍ଥାତ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ବ୍ରିସ୍ବେନ୍ରେ...
କେବଳ କୋହଲି ନୁହେଁ, ପ୍ରଥମେ କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି ଏହି ୧୦ ପ୍ରସିଦ୍ଧ କ୍ରିକେଟର୍
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କନ୍ୟା ସନ୍ତାନର ଜନକ ହୋଇଛନ୍ତି। ଏହାପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। କେବଳ କୋହଲି ନୁହଁନ୍ତି ପୂର୍ବରୁ ମଧ୍ୟ ଅନେକ ଭାରତୀୟ କ୍ରିକେଟର୍ ଅଛନ୍ତି, ଯେଉଁମାନଙ୍କ ପ୍ରଥମ ସନ୍ତାନ କନ୍ୟା...
ସାଇନା, ପ୍ରଣୟଙ୍କ ରିପୋର୍ଟ ନେଗେଟିଭ, ଖେଳିବେ ଦ୍ୱିତୀୟ ରାଉଣ୍ଡରେ
ବ୍ୟାଙ୍କକ୍, ୧୨ା୧ (ପି.ଟି.)- ଭାରତର ଟପ୍ ବ୍ୟାଡ୍ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ଏଚ. ଏସ୍. ପ୍ରଣୟଙ୍କ ମଙ୍ଗଳବାର ହୋଇଥିବା କୋଭିଡ୍ ଟେଷ୍ଟର ରିପୋର୍ଟ ନେଗେଟିଭ ଆସିଛି। ଫଳରେ ଦୁହେଁ ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏ...
କୋଭିଡ୍ ପରୀକ୍ଷଣ ପରେ ନାକରୁ ବୋହିଲା ରକ୍ତ, ରାଗିଗଲେ ଏହି ବ୍ୟାଡ୍ମିଣ୍ଟନ ତାରକା
ବ୍ୟାଙ୍କକ୍,୧୨।୧: କୋଭିଡ-୧୯ ପରୀକ୍ଷଣ ପରେ ନାକରୁ ରକ୍ତ ବାହାରିବାର ଅଭିଯୋଗ କରିଛନ୍ତି ବ୍ୟାଡମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ। ମ୍ୟାଚ୍ ପାଇଁ ନିଜର ଧ୍ୟାନ ରଖୁଛୁ। ହେଲେ ଏଥିପାଇଁ ରକ୍ତ ବୁହାଇବା ପାଇଁ ଆସିନାହୁଁ ବୋଲି ସେ କହିବା ସହ ଥାଇଲାଣ୍ଡ...
ବ୍ରିସ୍ବେନ ହୋଟେଲରେ କୌଣସି ବ୍ୟବସ୍ଥା ନ ଥିବା ଟିମ୍ ଇଣ୍ଡିଆର ଅଭିଯୋଗ ପରେ ହସ୍ତକ୍ଷେପ କଲା ବିସିସିଆଇ
ନୂଆଦିଲ୍ଲୀ,୧୨।୧: ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ମଙ୍ଗଳବାର ବ୍ରିସବେନରେ ପହଞ୍ଚିଛି। ରହଣୀ ବ୍ୟବସ୍ଥା ହୋଇଥିବା ହୋଟେଲରେ ପହଞ୍ଚତ୍ବା ପରେ ଖେଳାଳିମାନଙ୍କୁ ସୂଚନା ଦିଆଯାଇଥିଲା ଯେ, ସେମାନଙ୍କୁ କୌଣସି ରୁମ୍ ସର୍ଭିସ ଓ...
Archives


