୭ ମାସ ପରେ ଘରକୁ ଫେରିଲେ ୟୁନୁସ
ଇସଲାମାବାଦ, ୧୪।୧(ଏପି)- ଦୀର୍ଘ ୭ ମାସ ବିଶ୍ୱର ବିଭିନ୍ନ ସ୍ଥାନରେ ଜୈବ ସୁରକ୍ଷିତ ପରିବେଶରେ କଟାଇବାପରେ ପାକିସ୍ତାନ ବୋଲିଂ କୋଚ୍ ଓ୍ବାକର ୟୁନୁସ ଘରକୁ ଫେରିଛନ୍ତି। ୪୮ ବର୍ଷୀୟ ଓ୍ବାକର ଏହି ସମୟ ମଧ୍ୟରେ ପାକିସ୍ତାନ ଦଳସହ ଇଂଲଣ୍ଡ, ଜିମ୍ବାଓ୍ବେ...
ଶୁଭ୍ରାଂଶୁଙ୍କ ସ୍ଥାନରେ ବିପ୍ଳବ ଅଧିନାୟକ
ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ସୟଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଦଳର ଅତ୍ଧନାୟକ ପରିବର୍ତ୍ତନ କରାଯାଇଛି। ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଓଡ଼ିଶା ୨ଟି ମ୍ୟାଚ ଖେଳିବାପରେ ଏବେ ବିପ୍ଳବ ସାମନ୍ତରାୟଙ୍କୁ ଅଧିନାୟକ କରାଯାଇଛି। ଶୁଭ୍ରାଂଶୁ ନିଜେ...
ପୁକୋଭସ୍କି ଫିଟ୍ ନ ହେଲେ ହାରିସ୍ ଖେଳିବେ: ଲାଙ୍ଗର
ବ୍ରିସ୍ବେନ,୧୪।୧(ପି.ଟି.): ଯୁବ ଓପନର ଓ୍ବିଲ୍ ପୁକୋଭସ୍କି ଫିଟ୍ ନ ହେଲେ ତାଙ୍କ ସ୍ଥାନରେ ମାର୍କସ ହାରିସ୍ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଇନିଂସ ଓପନ କରିବେ ବୋଲି ଅଷ୍ଟ୍ରେଲିଆ ହେଡ୍ କୋଚ୍ ଜଷ୍ଟିନ ଲାଙ୍ଗର କହିଛନ୍ତି। ସିଡ୍ନୀ ଟେଷ୍ଟ ଖେଳିବା...
ଥାଇଲାଣ୍ଡ ଓପନ୍: ସାଇନା, ଶ୍ରୀକାନ୍ତଙ୍କ ଅଗ୍ରଗତି; କାଶ୍ୟପ ଓହରିଲେ
ବ୍ୟାଙ୍କକ୍,୧୪।୧(ପି.ଟି.): ଏଠାରେ ଆରମ୍ଭ ହୋଇଥିବା ଥାଇଲାଣ୍ଡ ଓପନ୍ ସୁପର ୧୦୦୦ ଟୁର୍ନାମେଣ୍ଟରେ ଭାରତର କିଡାମ୍ବୀ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ମହିଳା ସିଙ୍ଗଲ୍ସରେ ଅଭିଜ୍ଞ ସାଇନା ନେହ୍ବାଲ ମଧ୍ୟ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ତେବେ...
ଏମ୍ଜିଏମ୍ ଟି୨୦ ଲିଗ୍: ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ
ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ରେ ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ପାନ୍ଥର୍ସ ୬ ଉଇକେଟରେ ଓଡ଼ିଶା ଲାୟନ୍ସକୁ ପରାସ୍ତ...
ବ୍ରିସ୍ବେନ୍ରେ ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ଅଭ୍ୟାସ
ବ୍ରିସ୍ବେନ୍,୧୪।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ କ୍ରିକେଟ ଦଳ ବୁଧବାର ବ୍ରିସ୍ବେନ୍ରେ ଅଭ୍ୟାସ କରିଛି। ସ୍ଥାନୀୟ ଗାବା ଗ୍ରାଉଣ୍ଡରେ ଦଳର ପ୍ରଥମ ଟ୍ରେନିଂ ସେସନରେ ଭାରତୀୟ ଖେଳାଳିମାନେ ବେଶ୍ ଝାଳ ବୁହାଇଥିଲେ। ଚଳିତ ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ...
ଇଣ୍ଡିଆନ ସୁପର ଲିଗ୍: ଚେନ୍ନାଇନ୍ଠାରୁ ହାରିଲା ଓଡ଼ିଶା
ବାମ୍ବୋଲିମ୍,୧୪।୧: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ଏଫ୍ସି ୨-୧ ଗୋଲରେ ଚେନ୍ନାଇନ୍ ଏଫ୍ସିଠାରୁ ପରାସ୍ତ ହୋଇଛି। ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ବିସାଉ- ଗୁନିଆ ସେଣ୍ଟର ଫରଓ୍ବାର୍ଡ ଇସ୍ମାଏଲ ଗନ୍କାଲ୍ଭ୍ସଙ୍କ ଡବଲ...
ଅଷ୍ଟ୍ରେଲିଆନ୍ ଓପନ୍ କ୍ୱାଲିଫାୟର୍ସ: ଫାଇନାଲରେ ହାରିଲେ ଅଙ୍କିତା
ମେଲବୋର୍ନ,୧୪।୧(ପି.ଟି.): ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନାଙ୍କର ଅଷ୍ଟ୍ରେଲିଆନ୍ ଓପନ୍ ମୁଖ୍ୟ ଟୁର୍ନାମେଣ୍ଟ ଖେଳିବା ଆଶା ପୁଣି ଥରେ ଧୂଳିସାତ୍ ହୋଇଛି। ଅଷ୍ଟ୍ରେଲିଆନ୍ ଓପନ୍ କ୍ୱାଲିଫାଇଂ ଇଭେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ପରାସ୍ତ ହୋଇଛନ୍ତି। ଫଳରେ ତାଙ୍କର...
୪ ମାସରେ ୧୦ କିଲୋ ଓଜନ କମାଇଲେ ଏହି କ୍ରିକେଟର
ବ୍ରିସ୍ବେନ୍, ୧୪।୧: ଭାରତୀୟ କ୍ରିକେଟ୍ ଦଳର ଯୁବ ଉଇକେଟ୍କିପର ରିଷଭ ପନ୍ତ ଗତ କିଛି ମାସ ହେବ ନିଜ ଫିଟ୍ନେସ୍ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ ପିଲାଦିନର କୋଚ ତାରକ ସିହ୍ନାଙ୍କ ମୁତାବକ, କରୋନା ଯୋଗୁ ରିଷଭଙ୍କ ଓଜନ ବଢି...
ପ୍ରି କ୍ୱାର୍ଟର ଫାଇନାଲରେ ସାଇନା, କିଡ଼ାମ୍ବୀ
ବ୍ୟାଙ୍କକ୍,୧୩।୧: ବ୍ୟାଙ୍କକ୍ଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ଥାଇଲାଣ୍ଡ ଓପନ ୧୦୦୦ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ମହିଳା ଷ୍ଟାର ଶଟଲର ସାଇନା ନେହ୍ବାଲ। ତାଙ୍କ ବ୍ୟତୀତ ପୁରୁଷ ସିଙ୍ଗଲ୍ସ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ସାତ୍ୱିକସାଇରାଜ ରାନକୀ...
ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି ବିରୁଷ୍କା, ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ମିଳୁନି ଏଣ୍ଟ୍ରି
ନୂଆଦିଲ୍ଲୀ,୧୩।୧: ଭାରତୀୟ କ୍ରିକେଟର ଦଳର ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବ୍ୟକ୍ତିଗତ ଜୀବନକୁ ସର୍ବଦା ଗଣମାଧ୍ୟମଠାରୁ ଦୂରେଇ ରଖୁଥିବା ଏହି ଦମ୍ପତ୍ତି ଏବେ ନିଜ ପ୍ରାଇଭେସି...
ବିରୁଷ୍କାଙ୍କୁ ନିଆରା ବଧେଇ ଜଣାଇଲା ଅମୁଲ ଇଣ୍ଡିଆ, କାର୍ଟୁନ୍ କରି ଲେଖିଲା..
ନୂଆଦିଲ୍ଲୀ, ୧୩।୧: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲୀ ପିତା ହୋଇଛନ୍ତି। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଏହାକୁ ନେଇ ଉଭୟ ବିରାଟ ଏବଂ ପତ୍ନୀ ଅନୁଷ୍କାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି କ୍ରମରେ...
Archives


