ସୟଦ ମୁସ୍ତାକ ଅଲୀ ଟି୨୦: ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ
ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ପ୍ରତିଯୋଗିତାରେ ଓଡ଼ିଶା କ୍ରମାଗତ ତୃତୀୟ ପରାଜୟ ବରଣ କରିଛି। କୋଲକାତାର ଇଡେନ ଗାର୍ଡେନରେ ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୮ ଉଇକେଟରେ ତାମିଲନାଡ଼ୁଠାରୁ ପରାଜିତ ହୋଇଛି। ଓଡ଼ିଶା...
ରାଜ ଅଥଓ୍ବାଲ ଓଡ଼ିଶା ଏଫ୍ସିର ନୂଆ ସଭାପତି
ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ସଂଘର୍ଷ ଜାରି ରଖିଥିବା ଓଡ଼ିଶା ଏଫ୍ସି କ୍ଲବର ନୂଆ ସଭାପତି ହୋଇଛନ୍ତି ରାଜ ଅଥଓ୍ବାଲ। ପୂର୍ବରୁ ସେ ଗ୍ଲାସ୍ଗୋ ରେଞ୍ଜର୍ସ, କୋଭେଣ୍ଟ୍ରି ସିଟି ଏବଂ ଓ୍ବାଟଫୋର୍ଡ...
ଖେଲୋ ଇଣ୍ଡିଆ ଜୁଡ଼ୋ ପ୍ରତିଭା ବାଛିବେ କନ୍ଦନ
ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ଜୁଡୋ ପ୍ରତିଭା ଅନ୍ବେଷଣ ଦାୟିତ୍ୱ ପାଇଛନ୍ତି ଓଡ଼ିଶାର କନ୍ଦନ ମୁର୍ମୁ। ସେ ଖେଲୋ ଇଣ୍ଡିଆର ପୂର୍ବାଞ୍ଚଳ (ପଶ୍ଚିମବଙ୍ଗ, ଓଡ଼ିଶା, ବିହାର,...
ଇଣ୍ଡିଆନ ସୁପରଲିଗ୍: ଜାମସେଦପୁରକୁ ହରାଇ ତୃତୀୟରେ ଗୋଆ
ଫତୋର୍ଦା, ୧୫।୧: ଜର୍ଜ ଓର୍ଟିଜ୍ଙ୍କ ଡବଲ ଗୋଲ ବଳରେ ଗୋଆ ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫ୍ସିକୁ ୩-୦ରେ ପରାସ୍ତ କରିଛି। ଓର୍ଟିଜ ମ୍ୟାଚର ୧୯ ଓ ୫୨ତମ ମିନିଟରେ ୨ଟି ଗୋଲ ଦେଇଥିଲେ।...
ଅଷ୍ଟ୍ରେଲିଆନ୍ ଓପନ ପୂର୍ବରୁ ଆଣ୍ଡି ମୁରେଙ୍କୁ କରୋନା
ଲଣ୍ଡନ, ୧୫ା୧ (ଏପି)-ଅଷ୍ଟ୍ରେଲିଆନ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ହେବାକୁ ଆଉ କିଛିଦିନ ବାକି ରହିଥିବାବେଳେ ବ୍ରିଟିଶ ଖେଳାଳି ଆଣ୍ଡି ମୁରେ କରୋନାରେ ପୀଡ଼ିତ ହୋଇଛନ୍ତି। ୩ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ବର୍ତ୍ତମାନ ନିଜ ଘରେ ଆଇସୋଲେଶନରେ ରହିଛନ୍ତି। ଯଦି ସେ...
କବାଡି ଟୁର୍ନାମେଣ୍ଟ: ରାଉରକେଲା, ଝାରସୁଗୁଡ଼ା ବିଜୟୀ
ସୁନ୍ଦରଗଡ଼,୧୪।୧: ସୁନ୍ଦରଗଡ଼ ଗାନ୍ଧୀ କ୍ଲବ ଆନୁକୂଲ୍ୟରେ ଆନ୍ତଃଜିଲା କବାଡି ଟୁର୍ନାମେଣ୍ଟ ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି, ଭାରପ୍ରାପ୍ତ ପୌରନିର୍ବାହୀ ଅଧିକାରୀ ଜୟନ୍ତ ନାରାୟଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଟୁର୍ନାମେଣ୍ଟର...
ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କୁ ନୋଟିସ୍
ମୁମ୍ବାଇ, ୧୪ା୧ -ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ଉପ ସଭାପତି ରାଜୀବ ଶୁକ୍ଳାଙ୍କ ବିରୋଧରେ ଆସିଛି ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍ ମୋଶନ)ଅଭିଯୋଗ। ବିସିସିଆଇ ଏଥିକ୍ସ ଅଫିସର ଗୁରୁବାର ତାଙ୍କ ବିରୋଧରେ ଏକ ନୋଟିସ୍ ଜାରି...
ବୁମ୍ରାହଙ୍କୁ ନେଇ ବିସିସିଆଇଙ୍କୁ ଏଭଳି ପରାମର୍ଶ ଦେଲେ ଗମ୍ଭୀର: କହିଲେ-ଇଂଲଣ୍ଡ ବିପକ୍ଷ..
ନୂଆଦିଲ୍ଲୀ,୧୪।୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ଠାରୁ ଲଗାତାର ୫ ମାସ ଧରି ଖେଳୁଥିବା ବୋଲର୍ ଜସପ୍ରିତ ବୁମ୍ରା ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସ୍ବେନ୍ରେ ଖେଳାଯିବାକୁ ଥିବା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ରେ ଖେଳିପାରିବେ ନାହିଁ। ତେବେ ବିସିସିଆଇ ବୁମରାଙ୍କ ଯତ୍ନ ନେବା...
ବୁମରାଙ୍କ ସମ୍ପର୍କରେ ବଡ଼ ଅପଡେଟ୍ ଦେଲେ ବ୍ୟାଟିଂ କୋଚ୍
ବ୍ରିସବେନ,୧୪।୧- ଭାରତୀୟ ପେସର ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଖେଳିବା ନେଇ ଦେଖାଦେଇଥିବା ଅନିଶ୍ଚିତତା ଜାରି ରହିଛି। କିନ୍ତୁ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଗୁରୁବାର ବୁମରାଙ୍କ ସମ୍ପର୍କରେ ଏକ ବଡ଼...
ଶେଷ ବଲ୍ରେ ୧୨ ରନ୍, କିଛି ଏଭଳି ଖେଳି ମ୍ୟାଚ୍ ଜିତାଇଲେ ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୧୪।୧: କ୍ରିକେଟ ଇତିହାସରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁଠି ମ୍ୟାଚ୍ ଶେଷରେ କର ବା ମର ସ୍ଥିତି ଉପୁଜିଛି। ହେଲେ ବ୍ୟାଟ୍ସମ୍ୟାନ୍ମାନେ ଶେଷ ବଲ୍ରେ ଚଉକା ନଚେତ ଛକା ମାରି ମ୍ୟାଚ୍କୁ ଜିତିନେଇଛନ୍ତି। ଏଭଳି ଏକ ଘଟଣାକ୍ରମରେ ଏକ...
ବିରାଟ-ଅନୁଷ୍କା ମା’ ବାପା ହେବାପରେ ଏହି ଲୋକଙ୍କୁ ଦେଲେ ଉପହାର
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ବିରାଟ ଏହା ପ୍ରଶଂସକଙ୍କୁ ଜଣାଇଥିଲେ। ବ୍ୟକ୍ତିଗତ...
ଅଷ୍ଟ୍ରେଲିଆ ଅଧିନାୟକଙ୍କୁ ସମାଲୋଚନା କରିଥିଲେ ଗାଭାସ୍କର, ପେନ୍ ଦେଲେ ଏଭଳି ଜବାବ
ବ୍ରିସବେନ୍,୧୪।୧: ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଟିମ୍ ପେନ୍ଙ୍କୁ ଭାରତର ପୂର୍ବ ଖେଳାଳି ସୁନିଲ ଗାଭାସ୍କର କଟୁ ଟିପ୍ପଣୀ କରିଥିଲେ। ଗୁରୁବାର ଏହାର ଜବାବ ରଖିଛନ୍ତି ପେନ୍। ଗାଭାସ୍କର ନିଜର ରାୟ ଦେବାକୁ ସ୍ବତନ୍ତ୍ର। ତାଙ୍କର ମନ୍ତବ୍ୟ ଅଷ୍ଟ୍ରେଲିଆ ଦଳ ଉପରେ...
Archives


