ଖେଳ

ବିଡବ୍ଲ୍ୟୁଏଫ୍‌ ଜୁନିୟର ର଼୍ୟାଙ୍କିଙ୍ଗ୍‌: ଟପ୍‌ ଟେନ୍‌ ରେ ୬ ଭାରତୀୟ

ନୂଆଦିଲ୍ଲୀ, ୧୬ା୧ (ପି.ଟି.)- ସଦ୍ୟ ପ୍ରକାଶିତ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ(ବିଡବ୍ଲ୍ୟୁଏଫ୍‌) ଜୁନିୟର ବିଶ୍ୱ ର଼୍ୟାଙ୍କିଙ୍ଗ ଟପ୍‌ ଟେନ୍‌ରେ୬ଜଣ ଭାରତୀୟ ରହିଛନ୍ତି। ଯୁବ ବ୍ୟାଡ୍‌ମିଣ୍ଟନ ଖେଳାଳି ବରୁଣ କପୁର ଓ ସାମିୟା ଇମାଦ ଫାରୁକି ସେମାନଙ୍କ କାଟେଗୋରୀରେ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ...

ମୁମ୍ବାଇ ସିନିୟର ଦଳରୁ ପଦାର୍ପଣ ମ୍ୟାଚ ଖେଳିଲେ ଅର୍ଜୁନ

ମୁମ୍ବାଇ, ୧୬ା୧ (ପି.ଟି.)-ଆଇକନିକ ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଉଦୀୟମାନ ବାମହାତୀ ପେସ୍‌ ବୋଲର ଅର୍ଜୁନ ତେନ୍ଦୁଲକର ଶୁକ୍ରବାର ମୁମ୍ବାଇ ସିନିୟର ଦଳରୁ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଛନ୍ତି। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିର ହରିୟାଣା...

ପ୍ରଥମ ଟେଷ୍ଟ: ରୁଟ୍‌ଙ୍କ ବୃହତ୍‌ ଶତକ: ଇଂଲଣ୍ଡ ପ୍ରଭାବୀ

ଗାଲେ,୧୬।୧(ପି.ଟି.): ଅଧିନାୟକ ଜୋ ରୁଟ୍‌ଙ୍କ ଅପରାଜିତ ଶତକ (୧୬୮*, ୨୫୪ ବଲ, ୧୨ ଚୌକା) ବଳରେ ଇଂଲଣ୍ଡ ଘରୋଇ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ବୃହତ୍‌ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ କରିଛି। ଟସ୍‌ ଜିତ ଶ୍ରୀଲଙ୍କା ପ୍ରଥମ...

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- କେରଳ ମ୍ୟାଚ୍‌ ଡ୍ର

ଭାସ୍କୋ,୧୬।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଶୁକ୍ରବାର ଇଷ୍ଟ ବେଙ୍ଗଲ୍‌ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ତେବେ...

ସୁଧୁରୁ ନାହାନ୍ତି ଅଷ୍ଟ୍ରେଲିଆ ଦର୍ଶକ: ଗାବାରେ ସିରାଜ, ସୁନ୍ଦରଙ୍କୁ ଗାଳି

ବ୍ରିସ୍‌ବେନ, ୧୬।୧(ପି.ଟି.): ଅଷ୍ଟ୍ରେଲୀୟ ଦର୍ଶକ ନିଜ ପ୍ରକୃତି ଛାଡିପାରି ନାହାନ୍ତି। ପୁଣି ଥରେ ସେମାନେ ଭାରତୀୟ କ୍ରିକେଟରଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଷ୍ଟାଡିୟମର କିଛି ଦର୍ଶକ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ...

ଆଉ ଏକ ଇଞ୍ଜୁରି: ସଇନୀ ଆହତ

ବ୍ରିସ୍‌ବେନ୍‌,୧୬।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ସମସ୍ୟା ବଢିବାରେ ଲାଗିଛି। ଆଉ ଜଣେ ଖେଳାଳି ଆହତ ହୋଇ ପଡିଆ ବାହରକୁ ଯାଇଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟରେ ଭାରତୀୟ ଯୁବ ଦ୍ରୁତ ବୋଲର ନବଦୀପ ସଇନୀ ପ୍ରଥମ...

ନଟରାଜନଙ୍କ ରେକର୍ଡ

ବ୍ରିସ୍‌ବେନ୍‌,୧୬।୧(ପି.ଟି.): ୟର୍କର ସ୍ପେଶାଲିଷ୍ଟ ଥଙ୍ଗାରାସୁ ନଟରାଜନ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ପଦାର୍ପଣ କରି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ନେଟ୍‌ ବୋଲର ହିସାବରେ କୌଣସି ଗସ୍ତରେ ଯାଇ ସବୁ ୩ଟି ଯାକ...

ବ୍ରିସବେନରେ ମଧ୍ୟ ସିରାଜଙ୍କୁ ଛାଡ଼ିଲେ ନାହିଁ ଅଷ୍ଟ୍ରେଲିଆ ଦର୍ଶକ

ବ୍ରିସ୍‌ବେନ, ୧୫।୧ : କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଅଷ୍ଟ୍ରେଲିଆ ଦର୍ଶକଙ୍କ ଭାରତୀୟ କ୍ରିକେଟରଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରୁଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଷ୍ଟାଡିୟମର କିଛି ଦର୍ଶକ ପେସର ମହମ୍ମଦ ସିରାଜ ଓ ପ୍ରଥମ ମ୍ୟାଚ୍‌ ଖେଳୁଥିବା ସ୍ପିନ ଅଲରାଉଣ୍ଡର...

କିମ୍ବଦନ୍ତୀ ଫୁଟ୍‌ବଲର ରୁନିଙ୍କ ଅବସର

ଲଣ୍ଡନ,୧୫।୧: ନିଜ ସମୟର ଶ୍ରେଷ୍ଠ ଇଂଲିଶ ଖେଳାଳି ବିବେଚିତ ହେଉଥିବା ଓ୍ବେନ ରୁନି ନିଜ ଜାଜ୍ଜୁଲ୍ୟମୟ କ୍ୟାରିୟରରେ ଟାଣିଛନ୍ତି ପୂର୍ଣ୍ଣଛେଦ। ଦ୍ୱିତୀୟ ସ୍ତରର କ୍ଲବ ଡର୍ବି କାଉଣ୍ଟି ମ୍ୟାନେଜର ପଦରେ ନିଯୁକ୍ତ ହେବା ପରେ ଶନିବାର ଏହି ଘୋଷଣା କରିଛନ୍ତି...

ଭାଇରାଲ ହେଉଛି ମହମ୍ମଦ ଆଝାରୁଦ୍ଦିନଙ୍କ ବକେଟ୍‌ ଲିଷ୍ଟ

ମୁମ୍ବାଇ,୧୫।୧: ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ୩୭ ବଲରେ ବିସ୍ଫୋରକ ଶତକ ହାସଲ କରିଥିବା କେରଳ ଓପନର ମହମ୍ମଦ ଆଝାରୁଦ୍ଦିନ ବେଶ୍‌ କିଛି ଦିନ ହେଲା ଚର୍ଚ୍ଚାରେ କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଏହି ୨୬ ବର୍ଷୀୟ ବ୍ୟାଟ୍ସମ୍ୟାନ...

ଆଇପିଏଲ ନିଲାମ ପ୍ରକ୍ରିୟା ଲାଗି ଯୋଗ୍ୟତା ହାସଲ କଲେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ,୧୫।୧:କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଘରୋଇ କ୍ରିକେଟରେ ପଦାର୍ପଣ କରିବାର ପ୍ରାୟ ୩୨ ବର୍ଷ ପରେ ମୁମ୍ବାଇ ପାଇଁ ସିନିୟର ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି ପୁଅ ଅର୍ଜନ ତେନ୍ଦୁଲକର। ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ହରିୟାଣା...

କ୍ୟାରିୟରର ପ୍ରଥମ ବଲ୍‌ରେ ସାଙ୍ଗାକାରାଙ୍କ ଉଇକେଟ ନେଇଥିଲେ ଏହି ସ୍ପିନର: ବ୍ରିସ୍‌ବେନ୍‌ ମ୍ୟାଚ୍‌ରେ କରିପାରନ୍ତି ରେକର୍ଡ

ବ୍ରିସବେନ୍‌,୧୫।୧: ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆର ସଫଳ ବୋଲରଙ୍କ ମଧ୍ୟରୁ ନାଥନ ଲାୟନ ଅନ୍ୟତମ। ଶୁକ୍ରବାର ଭାରତ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ସେ ନିଜର ୧୦୦ତମ ମ୍ୟାଚ୍‌ ଖେଳୁଛନ୍ତି। ଏହି ସ୍ମରଣୀୟ ମ୍ୟାଚ୍‌ରେ ସେ ଅନ୍ୟଏକ ଉପଲବ୍ଧି ହାସଲ କରିପାରନ୍ତି। ଲାୟନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri