ଏସିସି ଅଧ୍ୟକ୍ଷ ଭାବେ ଜୟ ଶାହା ନିର୍ବାଚିତ
ନୂଆଦିଲ୍ଲୀ,୩୦।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ ଆଉ ଏକ ନୂଆ ଗୁରୁଦାୟିତ୍ୱ ମଳିଛି। ସେ ଏସିଆନ୍ କ୍ରିକେଟ କାଉନସିଲ (ଏସିସି)ର ଅଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)...
ସିଡନୀରେ ଟ୍ୟାକ୍ସି ଚଳାଉଛନ୍ତି ବାପା, ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ରେ ସ୍ଥାନ ପାଇବା ପରେ ଚର୍ଚ୍ଚାରେ ଏହି ଭାରତୀୟ…
ସିଡନୀ,୩୦।୧: ଅଷ୍ଟ୍ରେଲିଆ ଯୁବ ଲେଗ୍ ସ୍ପିନର ତନବୀର ସାଂଘା ଭାରତୀୟ ବଂଶୋଦ୍ଭବ ବୋଲି ଜଣାପଡ଼ିଥିଲା। ଏବେ ତାଙ୍କ ବାପା ଜଣେ ଟ୍ୟାକ୍ସି ଡ୍ରାଇଭର ବୋଲି ଜଣାପଡ଼ିଛି। ସାଂଘାଙ୍କ ବାପା ୧୯୯୭ରେ ପଞ୍ଜାବ ଜଳନ୍ଧରରେ ରହିମପୁର ଅଞ୍ଚଳରୁ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ସେ...
ରେକର୍ଡ କଲେ ଏହି ପାକିସ୍ତାନୀ ବୋଲର୍; ୮୭ ବର୍ଷ କ୍ରିକେଟ ଇତିହାସରେ ଘଟି ନ ଥିଲା…
କରାଚି,୩୦।୧: ପାକିସ୍ତାନର ବାମହାତୀ ସ୍ପିନର ନୌମାନ ଅଲୀ ୩୪ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ ଖେଳିଥିଲେ। ପ୍ରଥମ ଟେଷ୍ଟର ଦ୍ୱିତୀୟ ପାଳିରେ ସେ ୫ ଉଇକେଟ ନେଇ ସେ ଇତିହାସ ରଚିଛନ୍ତି। ନୌମାନ ୫...
ମର୍ମନ୍ତୁଦ ଦୁର୍ଘଟଣାରେ ଓ୍ବେଷ୍ଟଇଣ୍ଡିଜ୍ର ଏହି ଲୋକପ୍ରିୟ କ୍ରିକେଟରଙ୍କ ନିଧନ! ଭିଡିଓ ଭାଇରାଲ ପରେ ଜଣାପଡ଼ିଲା…
ନୂଆଦିଲ୍ଲୀ, ୩୦।୧: ସୋସିଆଲ ମିଡିଆରେ ଅନେକ କିଛି ଗୁଜବ ଭାଇରାଲ ହୋଇଥାଏ। ଏହି କ୍ରମରେ ନିକଟରେ ଓ୍ବେଷ୍ଟଇଣ୍ଡିଜ୍ର ଅଭିଜ୍ଞ ଅଲ୍ରାଉଣ୍ଡର କିରୋନ ପୋଲାର୍ଡଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ମିଳିଥିଲା। ଏପରିକି କାର୍ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ...
ରକ୍ଷ୍ଟାର ଠାରୁ କମ୍ ନୁହନ୍ତି ଏହି ଖେଳାଳି
ଭାରତୀୟ କ୍ରିକେଟ ଦଳର ଓପନର୍ ଶିଖର ଧଓ୍ବନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ନିକଟରେ ଭାରତୀୟ ଦଳର ଏହି ଗବ୍ବର ନିଜର କିଛି ଫଟୋ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ଏଥିରେ ତାଙ୍କର ଭିନ୍ନ ଲୁକ୍ ଦେଖିବାକୁ ମିଳୁଛି। ବେକରେ...
କ୍ୱାରାଣ୍ଟାଇନ୍ରେ କୋହଲି: ଆବଶ୍ୟକ ପଡୁଛି ଏହି ୨ ଜିନିଷ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୫ରୁ ଏକ ୪ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଚେନ୍ନାଇରେ ପହଞ୍ଚିସାରିଛନ୍ତି। ଏହି ସମୟରେ ସେମାନେ କ୍ୱାରାଣ୍ଟାଇନରେ ପିଡିୟଡରେ ରହିଛନ୍ତି। ଭାରତୀୟ ଦଳର...
ସ୍ପାଇଡରମ୍ୟାନ୍ ସାଜିଲେ ଏହି ଖେଳାଳି: ପ୍ରଶଂସକ କହୁଛନ୍ତି ଏମିତି…
ଗାବା ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିରୋଧରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳି ରିଷଭ ପନ୍ତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ଏହି ଯୁବ ଖେଳାଳିଙ୍କୁ ଭାରତୀୟ ଜର୍ସି ପିନ୍ଧିବାର ଆମେ ବହୁବାର ଦେଖିଛୁ। କିନ୍ତୁ ଏବେ ତାଙ୍କର...
ଗାଙ୍ଗୁଲୀଙ୍କୁ ହସ୍ପିଟାଲରୁ ମିଳିବ ଛୁଟି
କୋଲକାତା, ୩୦।୧: ବିସିସିଆଇ ଅଧ୍ୟକ୍ଷ କ୍ରିକେଟର କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ଖୁବ୍ ଶୀଘ୍ର ଆପୋଲ ହସ୍ପିଟାଲରୁ ଛୁଟି ମିଳିବ। ଶନିବାର ଅବା ରବିବାର ଅପରାହ୍ନରେ ସେ ଘରକୁ ଫେରିପାରନ୍ତି ବୋଲି ହସ୍ପିଟାଲ ପକ୍ଷରୁ ପ୍ରକାଶ ପାଇଛି। ଛାତିରେ ଯନ୍ତ୍ରଣା ହେବାରୁ...
କ୍ରିକେଟ ଇତିହାସର ସବୁଠାରୁ ଛୋଟ ମୁକାବିଲା: ୬୧ ବଲରେ ଶେଷ ହୋଇଥିଲା ମ୍ୟାଚ୍, କାରଣ ଥିଲା…
ନୂଆଦିଲ୍ଲୀ,୨୯।୧: କ୍ରିକେଟର ଦୀର୍ଘତମ ଫର୍ମାଟରେ ଏଭଳି କିଛି ମ୍ୟାଚ୍ ଖେଳାଯାଇଛି ଯାହା ବହୁତ୍ ଛୋଟ। ସେଥିରୁ କିଛିର ଫଳାଫଳ ବାହାରିଥିବା ବେଳେ କିଛି ଡ୍ର ରହିଛି। ସେଭଳି ଏକ ସ୍ବତନ୍ତ୍ର ମ୍ୟାଚ୍ ୧୯୯୮ରେ ଖେଳାଯାଇଥିଲା। ଜାମାଇକାଠାରେ ଖେଳାଯାଇଥିବା ଟେଷ୍ଟରେ ଇଂଲଣ୍ଡ...
ମାର୍ସେଲିନୋଙ୍କ ବଦଳରେ ଓଡ଼ିଶା ଏଫ୍ସିରେ ଇନ୍ମ୍ୟାନ
ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ରେ ଖେଳାଳି ବିନିମୟ ଚୁକ୍ତି କ୍ରମରେ ଓଡ଼ିଶା ଏଫ୍ସି ଦଳରେ ଯୋଗ ଦେଇଛନ୍ତି ଅଷ୍ଟ୍ରେଲିଆ ଜନ୍ମିତ ସ୍କଟିଶ୍ ମିଡ୍ଫିଲ୍ଡର ବ୍ରାଡ୍ ଇନ୍ମ୍ୟାନ। ଚଳିତ ସିଜନ୍ରେ ସେ ପୂର୍ବରୁ ଏଟିକେ ମୋହନବାଗାନ ଦଳରେ ସାମିଲ...
ସେରେନା, ନାଡାଲ, ହାଲେପ ବିଜୟୀ
ଆଡିଲେଡ୍, ୩୦ା୧(ଏପି)-ଆଡିଲେଡ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ସେରେନା ଓ୍ବିଲିୟମ୍ସ, ରାଫାଲ ନାଡାଲ ଓ ସିମୋନା ହାଲେପ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆର କୋଭିଡ୍ ନିୟମ ଅନୁସାରେ ୧୪ ଦିନ କ୍ୱାରାଣ୍ଟାଇନ୍ରେ ରହିବା ପରେ ଏମାନେ ଏହି ଟୁର୍ନାମେଣ୍ଟରେ ଭାଗ...
ଭାରତୀୟ ମହିଳା ହକି ଦଳର ପରାଜୟ
ବୁଏନ୍ସଏୟାର୍ସ, ୩୦ା୧(ପି.ଟି.)- ଭାରତୀୟ ମହିଳା ହକି ଦଳ ବିପକ୍ଷରେ ଆର୍ଜେଣ୍ଟିନା ୨-୦ ଗୋଲରେ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳର ଏହାର କ୍ରମାଗତ ଦ୍ୱିତୀୟ ପରାଜୟ। ଦୁଇଦିନ ପୂର୍ବେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଦେଶଠାରୁ ୨-୩ ଗୋଲରେ...
Archives


