କେବଳ ଏହି କାରଣ ପାଇଁ ଝିଅର ନାମ ‘ଭାମିକା’ ରଖିଲେ ବିରୁଷ୍କା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ୨୦୨୧ ଜାନୁୟାରୀ ୧୧ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ବିରାଟ ଏବଂ ଅନୁଷ୍କା ଶର୍ମାଙ୍କ ଝିଅ ଜନ୍ମ ହେବା ଦିନଠାରୁ ପ୍ରଶଂସକମାନେ...
ଏବେ ବି ରହିଛି କ୍ରିକେଟ ନିଶା
ମୁମ୍ବାଇ, ୧।୨: ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ସୋମବାର ସେ ୫୦ ବର୍ଷ ପୂରଣ ହୋଇଛି। ସେ ୫୧ ବର୍ଷରେ ପାଦ ଦେଇଛନ୍ତି। ୧୯୭୧ ଫେବୃୟାରୀ ୧ରେ ସେ ଗୁଜରାଟର ଜାମ୍ନଗରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଅଜୟସିଂଜୀ...
ରାଜ୍ୟ ଓପନ ଚେସ୍: ସୌମ୍ୟରଞ୍ଜନଙ୍କୁ ଆଉ ଏକ ଟାଇଟଲ
ଭୁବନେଶ୍ୱର, ୧ା୨(କ୍ରୀଡ଼ା ପ୍ରତିନିଧି)-ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଆଉ ଏକ ଚେସ୍ ଟାଇଟଲ ହାସଲ କରିଛନ୍ତି। ଗତ ସପ୍ତାହରେ କ୍ୟାରିୟରର ୬୧ତମ ରାଜ୍ୟ ଓପନ ଚେସ୍ ଟାଇଟଲ ଜିତିଥିବା ସୌମ୍ୟ ଏବେ ଏହି ସଂଖ୍ୟାକୁ ୬୨ରେ ପହଞ୍ଚାଇଛନ୍ତି। ଓଡ଼ିଶା ରାଜ୍ୟ...
ତୃତୀୟ ସ୍ଥାନକୁ ଉଠିଲା ହାଇଦ୍ରାବାଦ
ଭାସ୍କୋ, ୧ା୨(ପି.ଟି.)-ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫ୍ସି ୨-୦ ଗୋଲରେ ଚେନ୍ନାଇନ ଏଫ୍ସିକୁ ପରାସ୍ତ କରିଛି। ଏହାଦ୍ୱାରା ପ୍ଲେ-ଅଫ୍ ଯୋଗ୍ୟତା ପାଇଁ ଦଳ ନିଜ ସ୍ଥିତିକୁ ଅଧିକ ସୁଦୃଢ କରିପାରିଛି। ଫ୍ରାନ୍ ସାଣ୍ଡାଜା...
ଭାରତୀୟ ଜୁନିୟର ହ୍ୟାଣ୍ଡବଲ୍ କ୍ୟାମ୍ପରେ ହେମନ୍ତ, କାମଦେବ
ଭୁବନେଶ୍ୱର, ୧ା୨(କ୍ରୀଡ଼ା ପ୍ରତିନିଧି)-ବାହାରିନର ମାନାମାଠାରେ ୧୭ତମ ପୁରୁଷ ଜୁନିୟର ହ୍ୟାଣ୍ଡବଲ ଚାମ୍ପିୟନଶିପ୍ ମାର୍ଚ୍ଚ ୨୦ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳର କ୍ୟାମ୍ପ ଏବଂ ଚୟନ ଟ୍ରାଏଲ ଚଳିତ ମାସ ୩ ଓ ୪ ତାରିଖରେ ଜୟପୁରଠାରେ...
ସୟଦ ମୁସ୍ତାକ ଅଲୀ ଟ୍ରଫି ଜିତିଲା ତାମିଲନାଡୁ
ଅହମ୍ମଦାବାଦ, ୧ା୨ (ପି.ଟି.)-ବରୋଦାକୁ ୭ ଉଇକେଟରେ ପରାସ୍ତ କରି ତାମିଲନାଡୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିଛି। ବରୋଦା ଦ୍ୱାରା ଧାର୍ଯ୍ୟ ୧୨୧ ରନର ବିଜୟ ଲକ୍ଷ୍ୟକୁ ତାମିଲନାଡୁ ୧୮ ଓଭରରେ ୩ ଉଇକେଟ...
ତାମିଲନାଡୁ ଜିତିଲା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି
ଅହମ୍ମଦାବାଦ୍,୨।୧: ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ତାମିଲନାଡୁ ଚଳିତ ଥର ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ହାତେଇଛି। ଅହମ୍ମଦାବାଦଠାରେ ରବିବାର ଅନୁଷ୍ଠିତ ଫାଇନାଲରେ ତାମିଲନାଡୁ ୭ ଉଇକେଟରେ ବଦୋଦରାକୁ ହରାଇ ହାସଲ କରିଛି ଏହି ସଫଳତା। ଚଳିତ ସିଜନରେ ପ୍ରଥମ...
ଏଥର ଭାରତରେ ଖେଳାଯିବ ଆଇପିଏଲ୍
ମୁମ୍ବାଇ,୨।୧: ଏଥର ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ଭାରତରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଯୋଜନା ପ୍ରସ୍ତୁତ କରିଛି। ଆଇପିଏଲ୍ ପାଇଁ ବୋର୍ଡ ମୁମ୍ବାଇ ଓ...
ଟିମ୍ ଇଣ୍ଡିଆକୁ ଆହୁରି ଶକ୍ତିଶାଳୀ କରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶବ୍ଦ
ନୂଆଦିଲ୍ଲୀ,୩୧ା୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ରେ ଅଷ୍ଟ୍ରେଲିଆରେ ଭାରତୀୟ ଦଳର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଏହା ଟିମ୍ ଇଣ୍ଡିଆକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଟୁଇଟ୍ କରିଛନ୍ତି ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ।...
ଜାତୀୟ ମହିଳା କୁସ୍ତି ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ମଇଁଷି
ଆଗ୍ରା,୩୧ା୧- ଆମ ଦେଶରେ କ୍ରିକେଟକୁ ଆଗ୍ରାଧ୍ୟକାର ଦିଆଯାଏ। ଏକଥା କାହାକୁ ଅଛୁପା ନୁହେଁ। କିନ୍ତୁ ଅନ୍ୟ ଖେଳ ପ୍ରତି ଭାରତୀୟମାନେ ବିମୁଖ ହେଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆରେ ସିରିଜ୍ ଜିତିବା ପରେ ଭାରତୀୟ ଦଳର ଯୁବ...
ଅଷ୍ଟ୍ରେଲିଆ ସଫଳତା ପରେ ମୁଣ୍ଡନ ହେଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୩୧ା୧- ଅଷ୍ଟ୍ରେଲିଆରେ ମିଳିଥିବା ସଫଳତା ପରେ ଭାରତୀୟ ପେସର ଟି. ନଟରାଜନ ରବିବାର ନଣ୍ଡା ହୋଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି, ଯେଉଁଥିରେ ମନ୍ଦିର ଆଗରେ ଛିଡ଼ା ହୋଇଥିବା ତାମିଲନାଡୁର...
୯ ବଲ୍ରେ ୫୦ ରନ୍ର ବିସ୍ଫୋରକ ପାଳି ଖେଳି ଇତିହାସ ରଚିଲେ ଏହି କ୍ରିକେଟର
ଆବୁଧାବି,୩୧।୧: ଆବୁଧାବି ଟି୧୦ ଲିଗ୍ରେ ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସ୍ ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ। ମୁମ୍ବାଇ ଇଣ୍ଡିଆନ୍ସର ଏହି ପୂର୍ବ ଖେଳାଳି ଲିଗ୍ର ୫ମ ମ୍ୟାଚ୍ରେ କେବଳ ୯ ବଲ୍ରେ ୫୦ ରନ୍ କରି ରେକର୍ଡ କରିଛନ୍ତି। ଦିଲ୍ଲୀ...
Archives


