ପୋପିରିନଙ୍କୁ ସିଙ୍ଗାପୁର ଏଟିପି ଟାଇଟଲ
ସିଙ୍ଗାପୁର,୧।୩: ଅଷ୍ଟ୍ରେଲିଆର ଆଲେକ୍ସେଇ ପୋପିରିନ୍ ସିଙ୍ଗାପୁର ଏଟିପି ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ସେ କାଜାଖସ୍ତାନର ଆଲେକଜାଣ୍ଡର ବଲବିକ୍ଙ୍କୁ ୪-୬, ୬-୦, ୬-୨ସେଟ୍ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ପ୍ରଥମ ସେଟ୍ରେ ପରାସ୍ତ ହୋଇଥିଲେ ମଧ୍ୟ...
ସ୍ବର୍ଣ୍ଣ ସହ ମ୍ୟାଟ୍କୁ ଫେରିଲେ ଭିନେଶ
କିଭ୍(ୟୁକ୍ରେନ୍),୨୮ା୨: ଭାରତର ଷ୍ଟାର ରେସ୍ଲର ଭିନେଶ ଫୋଗତ୍ ଏଠାରେ ଚାଲିଥିବା ଆଉଟଷ୍ଟାଣ୍ଡିଂ ୟୁକ୍ରେନିଆନ ରେସଲର୍ସ ଆଣ୍ଡ୍ କୋଚେସ ମେମୋରିଆଲ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। କରୋନାଭାଇରସ ଯୋଗୁ ଦୀର୍ଘ ଦିନ ପରେ ମ୍ୟାଟ୍କୁ ଫେରିଥିବା ଫୋଗତ୍ ରବିବାର ୫୩କେଜି...
୫ଟି ନୁହେଁ ୬ଟି ଭେନ୍ୟୁରେ ଖେଳାଯିବ ଆଇପିଏଲ
ମୁମ୍ବାଇ,୨୮।୨ : ଚଳିତ ବର୍ଷ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଲାଗି ବିସିସିଆଇ ୬ଟି ଭେନ୍ୟୁ ଚୂଡ଼ାନ୍ତ କରିଛି। ବାଙ୍ଗାଲୋର, ଚେନ୍ନାଇ, କୋଲକାତା, ଅହମ୍ମଦାବାଦ ଓ ଦିଲ୍ଲୀ ପରେ ମୁମ୍ବାଇରେ ଆଇପିଏଲ ମ୍ୟାଚ୍ ଆୟୋଜନ କରିବାକୁ ମିଳିଛି...
ଭାରତ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କଲେ ବାତିଲ ହେବ ଏସିଆ କପ୍
କରାଚୀ,୨୮।୨ : ଆସନ୍ତା ୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୪ ମ୍ୟାଚ୍ ଟେଷ୍ଟ ସିରିଜ୍ର ଅନ୍ତିମ ମ୍ୟାଚ୍। ଏହି ମ୍ୟାଚ୍କୁ ଅତିକମ୍ରେ ଡ୍ର’ ରଖିବାକୁ ସକ୍ଷମ ହେଲେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ...
ଭାଇ ଡେବ୍ୟୁ କରିବାକୁ ନେଇ ଖୁସିରେ ଆତ୍ମହରା ହେଲେ ଏହି କ୍ରିକେଟର୍
କୋଲକତା,୨୮।୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଭାଇ ମହମ୍ମଦ କୈଫ ବଙ୍ଗଳା ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ଡେବ୍ୟୁ କରୁଛନ୍ତି। ସେ ଜମ୍ମୁ-କଶ୍ମୀର ବିରୋଧରେ ନିଜର ଜଲଓ୍ବା ଦେଖାଇବେ। ବେଙ୍ଗଲ ସିନିୟର ଦଳରେ ମନୋନୀତ ହେବା ପୂର୍ବରୁ କୈଫ...
ଜୀବନର ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ହାସଲ କଲେ ରୋହିତ ଶର୍ମା
ଅହମଦାବାଦ,୨୮।୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି ଭାରତୀୟ ଓପନର୍ ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପ୍ରକାଶିତ ସର୍ବଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ରୋହିତ। ସେ ୬ଟି ସ୍ଥାନ...
ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ସ୍ତ୍ରୀଙ୍କୁ ମିଳୁଛି ଧମକ
ସିଡନୀ,୨୮।୨: ଅଷ୍ଟ୍ରେଲିଆର ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ ଟି -୨୦ରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ସେ ମାତ୍ର ୧୩ ରନ ସ୍କୋର କରିବାରେ ସକ୍ଷମ...
ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ ଫେରିଲେ ଗେଲ୍
ସେଣ୍ଟଜନ୍ସ, ୨୮ା୨ (ପି.ଟି.)-ମାର୍ଚ୍ଚ ୩ରୁ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଭେଟେରାନ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ ପାଖାପାଖି ଦୁଇ ବର୍ଷ ପରେ ପ୍ରଥମ ଥର ଦଳରେ...
ସ୍ବଦେଶ ଫେରିଲେ କ୍ରିସ୍ ଓକ୍ସ
ଅହମଦାବାଦ, ୨୮ା୨(ପି.ଟି.)- ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)ର ରୋଟେଶନ ନିୟମ ଅନୁସାରେ ଅଲରାଉଣ୍ଡର କ୍ରିସ୍ ଓକ୍ସ ଭାରତରୁ ସ୍ବଦେଶ ଫେରିଛନ୍ତି। ୩୧ ବର୍ଷୀୟ ଏହି ଖେଳାଳି ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ଭାରତ ଟୁର୍ ପାଇଁ ଇଂଲଣ୍ଡ ଦଳରେ ସାମିଲ...
ବିନା ଦର୍ଶକରେ ଦିନିକିଆ ସିରିଜ ଖେଳାଯିବ
ପୁଣେ,୨୮।୨(ପି.ଟି.): ପୁଣେରେ ଇଂଲଣ୍ଡ ଓ ଭାରତ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ତେବେ ସିରିଜର ମ୍ୟାଚ୍ଗୁଡିକ ବିନା ଦର୍ଶକରେ ଖେଳାଯିବ। ମହାରାଷ୍ଟ୍ରରେ କୋଭିଡ୍-୧୯ କେସ୍ରେ ବୃଦ୍ଧି ଘଟିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ କ୍ରିକେଟ...
ଭୁବନେଶ୍ୱରରେ ହୋଇପାରେ ଇଣ୍ଡିଆନ ଓମେନ୍ସ ଲିଗ୍
ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ସରକାର କ୍ରୀଡ଼ାକୁ ଅଗ୍ରାଧିକାର ଦେଇ ଆସିଛନ୍ତି। ରାଜ୍ୟରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଉପଲବ୍ଧ କରାଯାଉଥିବାବେଳେ ହକି ପରି ଜାତୀୟ ଦଳର ପ୍ରାୟୋଜକ ରହିଛନ୍ତି। କୌଣସି ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ସୀମିତ ନ ରହି ବିଭିନ୍ନ କ୍ରୀଡ଼ା...
ଓଡ଼ିଶା ଓମେନ୍ସ ଲିଗ୍ରେ ୬ ଦଳ
ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- * ପ୍ରତିଯୋଗିତାରେ ୩୦ ମ୍ୟାଚ * ଡବଲ୍ ହେଡର ଲିଗ୍ଭିତ୍ତିରେ ଖେଳ ହେବ * ଅଂଶଗ୍ରହଣକାରୀ ଦଳ: ସ୍ପୋଟର୍ସ ହଷ୍ଟେଲ, ସାଇ-ଏସ୍ଟିସି, ଓଡ଼ିଶା ସରକାରୀ ପ୍ରେସ୍ (ଓଜିପି), ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ଇଷ୍ଟକୋଷ୍ଟ ରେଲଓ୍ବେ, ଓଡ଼ିଶା...
Archives


