ଫାଇନାଲରେ ପହଞ୍ଚାଇଲେ ଜେମିମା
ନଭୀ ମୁମ୍ବାଇ,୩୦ା୧୦- ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍ରେ ଭାରତୀୟ ଦଳ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୩୩୯ ରନର…
ଜେମିମାଙ୍କ ଦମ୍ଦାର ଶତକ: ଅଷ୍ଟ୍ରେଲିଆକୁ ଧୂଳିଚଟେଇ ବିଶ୍ୱକପ୍ ଫାଇନାଲ୍ରେ ଭାରତ
ନଭୀ ମୁମ୍ବାଇ,୩୦ା୧୦- ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍ରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୫ ଉଇକେଟ୍ରେ ପରାସ୍ତ କରିଛି। ଫଳରେ ତୃତୀୟଥର ଭାରତ ଦିନିକିଆ ବିଶ୍ୱକପ୍ର ଫାଇନାଲ୍କୁ ଯାଇଛି। ଟସ୍ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଫୋଏବେ…
କୋହଲିଙ୍କ ଜର୍ସି ପିନ୍ଧି କମବ୍ୟାକ୍ କଲେ ରିଷଭ ପନ୍ତ! ବିରାଟଙ୍କଠୁ ନେଇଗଲେ କି ୧୮ ନମ୍ବର? ଜାଣନ୍ତୁ…
ନୂଆଦିଲ୍ଲୀ,୩୦।୧୦: ପ୍ରାୟ ତିନି ମାସ ପରେ ରିଷଭ ପନ୍ତ କ୍ରିକେଟ ମଇଦାନକୁ ଫେରିଛନ୍ତି। ଆଜି ବେଙ୍ଗାଲୁରୁରେ ଭାରତ ଏ ଏବଂ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଅନୌପଚାରିକ ଟେଷ୍ଟ ଆରମ୍ଭ ହୋଇଛି। ପନ୍ତ ଏହି ମ୍ୟାଚରେ ଭାରତ ଏ ଦଳର ଅଧିନାୟକ…
ସ୍ବାସ୍ଥ୍ୟାବସ୍ଥାକୁ ନେଇ ମୁହିଁ ଖୋଲିଲେ ଶ୍ରେୟସ: କହିଲେ…
ସିଡ୍ନୀ,୩୦ା୧୦: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ ଗୁରୁତର ଆହତ ହେବା ପରେ ଭାରତୀୟ ଦଳର ଷ୍ଟାର ବ୍ୟାଟର ଶ୍ରେୟସ ଆୟର ପ୍ରଥମ ଥର ପାଇଁ ଗୁରୁବାର ମୁହଁ ଖୋଲିଛନ୍ତି। ଏକ କ୍ୟାଚ୍ ନେବାକୁ ଉଦ୍ୟମ କଲା ବେଳେ ୩୦ ବର୍ଷୀୟ…
ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିଦେବେ ରୋହିତ ଶର୍ମା! MI ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା
ନୂଆଦିଲ୍ଲୀ,୩୦।୧୦: IPL ୨୦୨୬ରେ ଅଭିଷେକ ନାୟାର କୋଲକାତା ନାଇଟ ରାଇଡର୍ସର ମୁଖ୍ୟ କୋଚ ହେବେ। ଅଭିଷେକ ପୂର୍ବରୁ ପାଞ୍ଚ ବର୍ଷ ପାଇଁ କୋଲକାତା ନାଇଟ ରାଇଡର୍ସ ସହିତ ଜଡିତ ଥିଲେ, କିନ୍ତୁ ଏହା ପ୍ରଥମ ଥର ପାଇଁ ସେ IPL ଦଳର…
ମୁଣ୍ଡରେ ବଲ୍ ବାଜି ଏହି କ୍ରିକେଟର୍ଙ୍କ ଚାଲିଗଲା ଜୀବନ: କ୍ରିକେଟ୍ ଜଗତରେ ଖେଳିଗଲା ଶୋକର ଛାୟା
ମେଲବୋର୍ଣ୍ଣ,୩୦।୧୦: ଅଷ୍ଟ୍ରେଲିଆରୁ ଏକ ହୃଦୟବିଦାରକ ଖବର ଆସିଛି। ମେଲବୋର୍ଣ୍ଣରେ ଅଭ୍ୟାସ ସମୟରେ ମୁଣ୍ଡରେ ବଲ ବାଜିବାରୁ ୧୭ ବର୍ଷୀୟ କ୍ରିକେଟର ବେନ ଅଷ୍ଟିନଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସମଗ୍ର କ୍ରିକେଟ ଜଗତକୁ ଚକିତ କରିଛି। ବେନ ମେଲବୋର୍ଣ୍ଣର ଫର୍ନଟ୍ରି ଗଲିର…
ରୋହିତଙ୍କୁ ଫାଇଦା, କୋହଲିଙ୍କୁ କ୍ଷତି: ପ୍ରଥମ ଥର ପାଇଁ ଘଟିଲା ଏମିତି…
ନୂଆଦିଲ୍ଲୀ,୩୦।୧୦: ଆଇସିସି ଏକଦିବସୀୟ ରାଙ୍କିଙ୍ଗର ସଦ୍ୟତମ ଅପଡେଟରେ ଭାରତର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ଗୁରୁତ୍ୱପୂର୍ଣ୍ଣ ଉନ୍ନତି କରିଛନ୍ତି। ରୋହିତ ୧୮ ବର୍ଷ ଧରି କ୍ରିକେଟ ଖେଳୁଛନ୍ତି ଏବଂ ପ୍ରଥମ ଥର ପାଇଁ ଆଇସିସି ରାଙ୍କିଙ୍ଗରେ ନମ୍ବର ୱାନ ବ୍ୟାଟସମ୍ୟାନ ହୋଇଛନ୍ତି।…
ଟିମ ଇଣ୍ଡିଆରୁ ୨ ମାସ ପାଇଁ ବିଦା ହେଲେ ଏହି ଖେଳାଳି, ସାଉଥ ଆଫ୍ରିକା ବିପକ୍ଷ ଓ୍ବାନ ଡେ’ ସିରିଜରୁ OUT
ନୂଆଦିଲ୍ଲୀ,୩୦।୧୦: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ କ୍ୟାଚ ନେବା ସମୟରେ ପଡ଼ିଯାଇଥିବା ଶ୍ରେୟସ ଆୟର ଅତି କମରେ ଦୁଇ ମାସ ପାଇଁ କ୍ରିକେଟରୁ ବାହାରେ ରହିବେ। ଅକ୍ଟୋବର ୨୫ରେ ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ସମୟରେ ଆଭ୍ୟନ୍ତରୀଣ…
Shreyas Iyer ସିଡନୀ ହସ୍ପିଟାଲରୁ ନିଜ ସ୍ବାସ୍ଥ୍ୟକୁ ନେଇ ଦେଲେ ବଡ଼ ଅପଡେଟ
ସିଡନୀ,୩୦।୧୦: ଭାରତର ODI ଉପ-ଅଧିନାୟକ ଶ୍ରେୟସ ଆୟର ତାଙ୍କ ଆଘାତ ସମ୍ପର୍କରେ ଏକ ସକାରାତ୍ମକ ସୂଚନା ଦେଇଛନ୍ତି। ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ODI ସମୟରେ ତାଙ୍କର ପାଞ୍ଜରାରେ ଗମ୍ଭୀର ଆଘାତ ହୋଇଥିଲା। ଆଭ୍ୟନ୍ତରୀଣ ରକ୍ତସ୍ରାବ ଏବଂ ପ୍ଳିହାରେ କ୍ଷତ ଯୋଗୁ…
ପ୍ରଥମ ଥର ପାଇଁ ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକା: ଇଂଲଣ୍ଡଠାରୁ ନେଲା ପ୍ରତିଶୋଧ
ନୂଆଦିଲ୍ଲୀ,୨୯।୧୦: ଇତିହାସରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ଦିନିକିଆ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ACA ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ବିଶ୍ୱକପ୍ ୨୦୨୫ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୧୨୫ ରନର ବଡ଼ ବ୍ୟବଧାନରେ…
ପ୍ରଥମ T20ରେ ଅର୍ଶଦୀପଙ୍କୁ ବାଦ୍ ଦେବା ପରେ ଟାର୍ଗେଟରେ ଗମ୍ଭୀର
ନୂଆଦିଲ୍ଲୀ,୨୯।୧୦: କାନବେରାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ତେବେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଦଳ ଚୟନକୁ ନେଇ ବିବାଦ ଦେଖାଦେଇଥିଲା, ଯେଉଁଥିପାଇଁ ଭାରତର ମୁଖ୍ୟ…
ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ମହଙ୍ଗା ଭାତ, ରୁଟି; ଦାମ୍ ଏତିକି
ମୁମ୍ବାଇ: କ୍ରିକେଟ୍ ସୁପରଷ୍ଟାର୍ ବିରାଟ କୋହଲି, କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ମୁମ୍ବାଇ ଜୁହୁସ୍ଥିତ ପୂର୍ବତନ ବଙ୍ଗଳା ‘ଗୌରୀ କୁଞ୍ଜ’କୁ ତାଙ୍କ ହାଇ-ଏଣ୍ଡ୍ ରେଷ୍ଟୁରାଣ୍ଟ୍ ‘One8 Commune’ ର ଏକ ଆଉଟଲେଟରେ ପରିଣତ କରିଛନ୍ତି। ୨୦୨୨ରେ ଖୋଲାଯାଇଥିବା ଏହି ଆଉଟଲେଟ୍ ଏହାର…
Archives


