ଖେଳ

ଦୋକାନ ଖୋଲିଲେ ଧୋନୀ, ଜମିଲା ଭିଡ

ରାଞ୍ଚି,୨୧।୩: ଭାରତର ପୂର୍ବତନ ଦଳର କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପରେ ମଧ୍ୟ ତାଙ୍କ କ୍ରେଜ୍‌ ଆଜି ବି ରହିଛି। ନିଜ ସହର ରାଞ୍ଚିରେ ସେ ବେଶ୍‌ ଲୋକପ୍ରିୟ। ଏହି କାରଣରୁ ଅବସରରେ ଧୋନୀ ଚାଷ କାର୍ଯ୍ୟକୁ...

ମାତ୍ର ୨୪ ମ୍ୟାଚ୍‌ରେ କୋହଲିଙ୍କୁ ପଛରେ ଛାଡ଼ିଲେ ଏହି ଖେଳାଳି

ଅହମ୍ମଦାବାଦ,୨୧।୩ : କ୍ୟାରିୟରର ୨୪ତମ ଟି୨୦ ମ୍ୟାଚ୍‌ରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ। ଅନ୍ତର୍ଜାତୀୟ ଟି୨୦ କ୍ୟାରିୟରର ୨୪ତମ ଇନିଂସରେ ମଲାନ ପୂରଣ କରିଛନ୍ତି ଏକ ହଜାର ରନ୍‌।...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ସ୍କୁଟିରେ ଧରି ବୁଲିଲେ ସଚିନ ତେନ୍ଦୁଲକର

ରାୟପୁର,୨୧।୩: ବିଶ୍ୱ ସୁରକ୍ଷା ରୋଡ ସିରିଜ ୨୦୨୧ର ଅନ୍ତିମ ମ୍ୟାଚ ଇଣ୍ଡିଆ ଲିଜେଣ୍ଟ୍‌ସ ଏବଂ ଶ୍ରୀଲଙ୍କା କିମ୍ବଦନ୍ତୀ ମଧ୍ୟରେ ଖେଳାଯିବ। ଏହାପୂର୍ବରୁ ଇଣ୍ଡିଆ ଲିଜେଣ୍ଡ୍‌ସ ଅଧିନାୟକ ସଚିନ ତେନ୍ଦୁଲକର ସ୍କୁଟିରେ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍‌ସ ଅଧିନାୟକ ବ୍ରାଏନ ଲାରାଙ୍କୁ ବୁଲାଉଥିବା ନଜର...

ଏକଦିବସୀୟ ସିରିଜ୍‌ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍‌କା

ପୁଣେ,୨୧।୩: ଟେଷ୍ଟ ଏବଂ ଟି -୨୦ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଅନୁଷ୍ଠିତ ହେବ। ଏଥିପାଇଁ ୧୪ ଜଣିଆ ଇଂଲଣ୍ଡ ଦଳ ଘୋଷଣା କରିଛି। ଇୟନ ମୋର୍ଗାନଙ୍କ ନେତୃତ୍ୱରେ ଏହି ଦଳକୁ ବଡ଼ ଝଟ୍‌କା ଲାଗିଛି। ଦଳର...

କୋହଲିଙ୍କ ଉପରେ ଆଇସିସି ଲଗାଇପାରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୧।୩: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ଶେଷ ମ୍ୟାଚ୍‌ରେ ଅତିଥି ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲରଙ୍କ ସହ ଯୁକ୍ତିତର୍କ କରିଥିବା ଦେଖାଯାଇଥିଲା। କିଏ ଆଗ କଟାକ୍ଷ କରିଥିଲା ଜଣାପଡ଼ି ନ ଥିଲେ ହେଁ...

‘ୟୁନିଭର୍ସ ବସ୍‌’ଙ୍କ ରେକର୍ଡ ଭାଙ୍ଗିଲେ ହିଟ୍‌ମ୍ୟାନ୍‌: ଏଭଳି କରିବାରେ ବିଶ୍ୱରେ ପ୍ରଥମ…

ଅହମ୍ମଦାବାଦ,୨୧।୩: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ରେ ବିଜୟ ସହ ସିରିଜ ହାତେଇଛି ଭାରତୀୟ କ୍ରିକେଟ ଟିମ୍‌। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଘରୋଇ ଟିମ୍‌। ପ୍ରଥମେ ଓପନିଂ କରିବାକୁ ଆସିଥିବା ରୋହିତ ଶର୍ମା ଏବଂ...

ପଡ଼ିଆ ଭିତରେ ବଟଲରଙ୍କ ସହ କୋହଲିଙ୍କ ତୁ ତୁ ମେଁ ମେଁ: ରାଗିଯାଇ…

ଅହମ୍ମଦାବାଦ,୨୧।୩: ଶନିବାର ଖେଳାଯାଇଥିବା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଓପନର ଜୋସ ବଟଲରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା। ବେଶ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ ହେଁ କେଉଁ...

ରୋହିତଙ୍କ ସହ କରିବେ ଓପନିଂ: ସିରିଜ ଜିତିବା ପରେ ପ୍ରତିକ୍ରିୟା ରଖି ଏଭଳି ସଙ୍କେତ ଦେଲେ ଅଧିନାୟକ

ଅହମ୍ମଦାବାଦ,୨୧।୩: ଇଂଲଣ୍ଡକୁ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜକୁ ୩-୨ରେ ଜିତିଛି ଭାରତ। ଦଳ ଶେଷ ତଥା ନିର୍ଣ୍ଣାୟକ ମୁକାବିଲାରେ ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୨୨୫ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ହେଲେ ଅତିଥି ଦଳ ୨୦ ଓଭରରେ ମାତ୍ର...

କୋହଲିଙ୍କ ସହ ଓପନିଂକୁ ନେଇ ଏଭଳି କହିଲେ ‘ହିଟ୍‌ମ୍ୟାନ୍‌’: ଭଲ ପରିଣାମ ଆସିଲେ…

ଅହମ୍ମଦାବାଦ,୨୧।୩: ଇଂଲଣ୍ଡ ବିପକ୍ଷ ଶେଷ ଟି୨୦ରେ ଭାରତୀୟ କ୍ରିକେଟ ଟିମ୍‌ର ଉପଅଧିନାୟକ ରୋହିତ ଶର୍ମା ଅଧିନାୟକ ବିରାଟ କୋହଲିଙ୍କ ସହ ଓପନିଂ କରିଥିବା ଦେଖାଯାଇଥିଲା। ଲଗାତାର ଭାବେ ବିଫଳ ହେବା ପରେ କେ.ଏଲ୍‌ ରାହୁଲଙ୍କ ସ୍ଥାନରେ ଖେଳିବା ପାଇଁ କୋହଲି...

୧୪ ବର୍ଷରୁ କମ୍‌ ଜାତୀୟ ଟେନିସ: ସୋହିନୀ ରନର୍ସଅପ୍‌

ଭୁବନେଶ୍ୱର,୨୧।୩(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶାର ୧୨ ବର୍ଷୀୟା ବାଳିକା ଟେନିସ୍‌ ଖେଳାଳି ସୋହିନୀ ମହାନ୍ତି ଏକ ବିରଳ ସଫଳତା ଅର୍ଜନ କରିଛନ୍ତି। ପ୍ରଥମ ଓଡ଼ିଆ ଟେନିସ ଖେଳାଳି ଭାବେ ସେ ଜାତୀୟ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ...

ରାମେଶ୍ୱରୀଙ୍କୁ ୬ ଉଇକେଟ: ଗୁଜରାଟକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର,୨୧।୩(ସ୍ପୋର୍ଟ୍ସ ବ୍ୟୁରୋ): ସୁରଟରେ ଚାଲିଥିବା ମହିଳା ସିନିୟର ଦିନିକିଆ ଟ୍ରଫିରେ ଶନିବାର ଓଡ଼ିଶା ୬ ଉଇକେଟରେ ଘରୋଇ ଗୁଜରାଟକୁ ସହଜରେ ପରାସ୍ତ କରିଛି। ସୁରଟର ଖୋଲଭାଡ ଜିମ୍‌ଖାନ୍ନା ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ଓଡ଼ିଶା...

ବାଂଲାଦେଶକୁ ୮ ଉଇକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଡୁନେଡିନ୍‌,୨୧ା୩(ଏପି)-ଭ୍ରମଣକାରୀ ବାଂଲାଦେଶ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ସହଜ ବିଜୟ ହାସଲ କରିଛି। ଏହି ବିଜୟ ଦ୍ୱାରା ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଥିଲା। ସ୍ଥାନୀୟ ୟୁନିଭର୍ସିଟି...

Ten Cric Info
Advertisement


Archives

Model This Week

Why Dharitri