ଖେଳ

ଭାରତୀୟ କ୍ରିକେଟ ଟିମ୍‌ର ଭବିଷ୍ୟତ ଉଜ୍ଜ୍ୱଳ: ମ୍ୟାଚ୍‌ ଜିତିବା ପରେ ଦଳର ଶକ୍ତିକୁ ନେଇ କୋହଲି କହିଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ଦଳ ପାଖରେ ଭରପୂର ବିକଳ୍ପ ରହିଛି। ଶୀର୍ଷ କ୍ରମରେ ଖେଳିବା ପାଇଁ ଏକରୁ ବଳି ଏକ ପ୍ରତିଭାବାନ କ୍ରିକେଟର ଅଛନ୍ତି। କିଛି ବାହାରେ ନିଜ ପାଳିର ଅପେକ୍ଷାରେ ଥିବା ବେଳେ କିଛି ବେଞ୍ଚରେ ବସି ଏକାଦଶରେ ସାମିଲ...

ଯଦି କେଏଲ୍‌ଙ୍କୁ ସୁଯୋଗ ମିଳୁଛି, ଚହଲଙ୍କୁ କାହିଁକି ନୁହେଁ: ବିସିସିଆଇର ଚୟନକୁ ପକ୍ଷପାତ ବୋଲିି କହିଲେ ସେହଓ୍ବାଗ

ନୂଆଦିଲ୍ଲୀ,୨୪।୩: ଭାରତୀୟ ଦଳ ପାଇଁ ଖେଳାଳି ଚୟନ କରାଯାଉଥିବା ବେଳେ ପକ୍ଷପାତ କରାଯାଉଥିବା କହିଛନ୍ତି ପୂର୍ବ ଓପନର ବିରେନ୍ଦ୍ର ସେହଓ୍ବାଗ୍‌। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ଟିମ୍‌ରେ କେଏଲ୍‌ ରାହୁଲଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଥିବା ଦେଖି ସେ ଏଭଳି...

କେବଳ ଖେଳ ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ଏହି ଖେଳାଳି

କର୍ନାଟକର ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପଦାର୍ପଣ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ସେ ୮.୧ ଓଭର ବୋଲିଂ କରି ୫୪ ରନ୍‌ ଦେଇ ୪ ଉଇକେଟ୍‌ ନେଇଥିଲେ। ୨୫ ବର୍ଷୀୟ କ୍ରିଷ୍ଣା...

ଜୋକୋଭିକ୍‌ଙ୍କ ସହ ଅଶ୍ଳୀଳ ଭିଡିଓ କରିବାକୁ ଏହି ମଡେଲଙ୍କୁ ୫୦ ଲକ୍ଷ ଟଙ୍କାର ଅଫର!

ସର୍ବିୟାର ମଡେଲ ନତାଲିଜା ସ୍କେକିକ୍‌ ଏକ ସମ୍ବେଦନଶୀଳ ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି, ବିଶ୍ୱର ୧ ନଂ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ଙ୍କ ସହ ଅଶ୍ଳୀଳ ଭିଡିଓ କରିବା ପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କାର ଅଫର ଦିଆଯାଇଥିଲା।...

ଆଇପିଏଲ୍‌ ଖେଳିପାରିବେନି ଶ୍ରେୟସ ଆୟାର! ଏହି କାରଣରୁ ବଢ଼ିଲା ଆଶଙ୍କା

ନୂଆଦିଲ୍ଲୀ,୨୪।୩: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛି ଭାରତ। ଦଳ ବିଦେଶୀ ଟିମ୍‌କୁ ୬୬ରନ୍‌ରେ ପରାସ୍ତ କରିଥିଲେ ହେଁ ମ୍ୟାଚ୍‌ ବେଳେ ଦୁଇଜଣ ଖେଳାଳି ଆହତ ହୋଇଛନ୍ତି। ସେଥିରୁ ଜଣେ...

ବାପା, ଆଶା କରୁଛି ଆପଣ ମୋତେ ନେଇ ଗର୍ବ ଅନୁଭବ କରିଥିବେ: କ୍ରୁଣାଲ

ପୁଣେ,୨୪।୩: ନିଜର ଦିନିକିଆ ଡେବ୍ୟୁ ମ୍ୟାଚ୍‌ରେ ଚମକିଛନ୍ତି କ୍ରୁଣାଲ ପାଣ୍ଡ୍ୟା। ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ଅପରାଜିତ ୫୮ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏଥିଯୋଗୁ ଭାରତ ବଡ଼ ସ୍କୋର କରିପାରିଥିଲା। ସାଥୀ ଖେଳାଳିଙ୍କଠାରୁ ଆରମ୍ଭ...

ପ୍ରସିଦ୍ଧଙ୍କ ପାଇଁ ଅନ୍‌ଲକି କୋହଲି

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଫିଟ କ୍ରିକେଟ ମଧ୍ୟରୁ ଅନ୍ୟତମ। ଏଥିସହ ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ହାରାହାରି ୫୦ରୁ ଅଧିକ ପ୍ରତ୍ୟେକ ଫର୍ମାଟରେ ରନ ସ୍କୋର କରିଛନ୍ତି, କିନ୍ତୁ ଫିଲ୍ଡର ଭାବରେ ତାଙ୍କର...

ପଡ଼ିଆରେ ନାଚିଲେ କୋହଲି, ରୋହିତ

ଆଇପିଏଲ ୨୦୨୧ର ଗୀତ ପ୍ରକାଶ ପାଇଛି। ‘ଇଣ୍ଡିଆ କା ଆପ୍‌ନା ମନ୍ତ୍ର’ ନାମକ ଏହି ଗୀତ ଏକ ମିନିଟ ତିରିଶ ସେକେଣ୍ଡର ହୋଇଛି। ଆନ୍ଥେମର ଭିଡିଓ ଆଇପିଏଲର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରଯାଇଛି। ଏହା ସହିତ କ୍ୟାପସନରେ ଲେଖାଯାଇଛି...

୩ଥର ମ୍ୟାଟ୍ରିକ୍‌ ଫେଲ୍‌ ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ସରକାରୀ ଚାକିରି ଛାଡି ଧରିଥିଲେ ବ୍ୟାଟ୍‌‌

ଭାରତୀୟ କ୍ରିକେଟ୍‌ ଖେଳାଳି କ୍ରୁନାଲ ପାଣ୍ଡ୍ୟା ଆସି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ମାର୍ଚ୍ଚ ୨୪, ୧୯୯୧ରେ ସେ ଗୁଜରାଟର ବରୋଦାରେ ଜନ୍ମଗ୍ରହଣ କରିଥିଲେ। ବରୋଦା ଦଳର ଅଧିନାୟକ ୩୦ ବର୍ଷୀୟ କ୍ରୁନାଲ ଭାରତର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

ମାତ୍ର ୩ ବର୍ଷରେ ବଦଳିଗଲା ଏହି କ୍ରିକେଟର୍‌ଙ୍କ ଭାଗ୍ୟ: ଡେବ୍ୟୁ ମ୍ୟାଚ୍‌ରେ ଭାଙ୍ଗିଲେ ୨୪ ବର୍ଷର ରେକର୍ଡ

ଅହମଦାବାଦ,୨୪।୩: କର୍ନାଟକର ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ବପ୍ନ ଶେଷରେ ପୂରଣ ହୋଇଛି। ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ର୍‌ଥମ ଏକଦିବସୀୟରେ କ୍ରିଷ୍ଣାଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ସେ ଏହାର ଭରପୂର ଫାଇଦା ଉଠାଇ ୨୪...

ଭାରତୀୟ ମହିଳା କ୍ରିକେଟ ଦଳ ବିଜୟୀ

ଲକ୍ଷ୍ନୌ, ୨୪।୩ – ଭାରତୀୟ ମହିଳା କ୍ରିକେଟ ଦଳ ଚଳିତ ଟି୨୦ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଦଳକୁ ୯ ଉଇକେଟରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୧୧୩ ରନର...

ନରଓ୍ବାଲଙ୍କ ନୂଆ ବିଶ୍ୱ ରେକର୍ଡ

ଅଲ୍‌ ଏନ୍‌ (ୟୁଏଇ), ୨୪ା୩ (ପି.ଟି.)-ଏଠାରେ ଚାଲିଥିବା ପାରା ଶୁଟିଂ ବିଶ୍ୱକପ୍‌ରେ ପି୪ ମିକ୍ସଡ ୫୦ମିଟର ପିସ୍ତଲ ଏସ୍‌ଏଚ୍‌୧ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ ସହ ନୂଆ ବିଶ୍ୱ ରେକର୍ଡ କରିଛନ୍ତି ଉଦୀୟମାନ ଶୁଟର ମନୀଷ ନରଓ୍ବାଲ। ଇଭେଣ୍ଟରେ ଭାରତର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri