ନଟରାଜନଙ୍କ ପ୍ରଶଂସକ ପାଲଟିଲେ ଇଂଲଣ୍ଡର ଏହି ଯୁବ ଅଲରାଉଣ୍ଡର: କହିଲେ…
ନୂଆଦିଲ୍ଲୀ,୩୦।୩: ଭାରତ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଇଂଲଣ୍ଡର ଯୁବ ଅଲରାଉଣ୍ଡର ସାମ କୁରାନ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ୮ମ ଖେଳାଳି ଭାବେ ସେ ପଡ଼ିଆକୁ ଓହ୍ଲାଇଥିଲେ। ନିଜର ପାଳିରେ ସେ ୮୩ ବଲ୍ରେ ୯ ଚୌକା ଏବଂ...
ପାକିସ୍ତାନର ପୂର୍ବ ଅଧିନାୟକଙ୍କ ଭବିଷ୍ୟବାଣୀ: ଧୋନୀ-ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଦେବେ ଭାରତର ଏହି ଖେଳାଳି
ନୂଆଦିଲ୍ଲୀ,୩୦।୩: ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ନିଜକୁ ପ୍ରମାଣିତ କରିବା ପରେ ଇଂଲଣ୍ଡ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ। ଦଳକୁ ଆବଶ୍ୟକତା ଥିବା ବେଳେ ସ୍ବତନ୍ତ୍ର ବ୍ୟାଟିଂ ଶୈଳୀକୁ ନେଇ ଦେଶ ତଥା...
ଶାସ୍ତ୍ରୀଙ୍କ ଯୋଗୁ ମନୋମାଳିନ୍ୟରେ ପୂର୍ଣ୍ଣଚ୍ଛେଦ: ଭାରତୀୟ ଟିମ୍ରେ ଗଢ଼ି ଉଠିଛି ନୂଆ ବନ୍ଧୁତା, ହେଉଛି ଏଭଳି…
ନୂଆଦିଲ୍ଲୀ,୩୦।୩: ବିଗତ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ସମ୍ପର୍କ ଖଟା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା। ଏକାଧିକ ଘଟଣାରେ ଉଭୟ ପରସ୍ପରର ବିଚାରକୁ ବିରୋଧ କରୁଥିଲେ। ହେଲେ ଏବେ ପରିସ୍ଥିତି...
ପୁଣି ଥରେ ଅଷ୍ଟ୍ରେଲିଆ ଅଧିନାୟକ ହେବାକୁ ଚାହେଁ: ସ୍ମିଥ୍
ନୂଆଦିଲ୍ଲୀ,୩୦।୩: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ପୁଣିଥରେ ଦଳର ନେତୃତ୍ୱ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦଳ ପାଇଁ ସେ ଶ୍ରେଷ୍ଠ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ଭାବିଲେ ସେ ଖୁସି ହେବେ। ଏପରିକି ଦାୟିତ୍ୱ...
ଆଇପିଏଲ୍ ପୂର୍ବରୁ ଗାଭାସ୍କରଙ୍କ ବଡ଼ ବୟାନ: କହିଲେ ଆସନ୍ତା ସଂସ୍କରଣରେ ଏହି ଦଳକୁ ହରାଇବା ମୁସ୍କିଲ
ନୂଆଦିଲ୍ଲୀ,୩୦।୩: ଇଂଲଣ୍ଡ ବିପକ୍ଷ ସିରିଜ ଶେଷ ହେବା ପରେ ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ପାଇଁ ଅଣ୍ଟା ଭିଡିଛନ୍ତି ଭାରତୀୟ ଖେଳାଳି। ସମସ୍ତ ଫ୍ରାଞ୍ଚାଇଜ୍ ଟୁର୍ନାମେଣ୍ଟ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଆଇପିଏଲ୍କୁ ନେଇ ପୂର୍ବ...
ଏହି ମହିଳା କ୍ରିକେଟର ହେଲେ କରୋନା ପଜିଟିଭ
ଭାରତୀୟ ମହିଳା ଟି-୨୦ ଦଳର ଅଧିନାୟିକା ହରମନପ୍ରୀତ କୌର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୨ ବର୍ଷୀୟା ଏହି ତାରକା ଅଲରାଉଣ୍ଡର ଏବେ ଘରେ ନିଜକୁ ଅଲଗାକରି କ୍ୱାରାଣ୍ଟାଇନରେ ରହୁଛନ୍ତି। ସାମାନ୍ୟ ଜ୍ୱର ହେବାରୁ ସେ ନିଜର କରୋନା ପରୀକ୍ଷା...
ଋଣ କରି ଖେଳାଳିଙ୍କୁ ଟଙ୍କା ଦେଲା କ୍ରିକେଟ୍ ବୋର୍ଡ
ଆଣ୍ଟିଗୁଆ,୩୦।୩: ମହାମାରୀ କରୋନା ସମୟରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଆର୍ଥିକ ଅବସ୍ଥାକୁ ଖରାପ କରିନେଇଛି। ଅବସ୍ଥା ଏପରି ହୋଇଛି ଯେ ଖେଳାଳିଙ୍କୁ ଦରମା ଦେବା ପାଇଁ ବୋର୍ଡକୁ ଋଣ କରିବାକୁ ପଡିଛି। ୱେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡର ସଭାପତି ରିକି ସ୍କେରିଟ...
ଭାରତ- ଇଂଲଣ୍ଡ ସିରିଜ୍ ଫଳାଫଳରେ ଖୁସି ଅଛନ୍ତି ଏହି ୪ ଆଇପିଏଲ ଟିମ୍
ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗତ ୫୨ ଦିନ ମଧ୍ୟରେ ୪ଟି ଟେଷ୍ଟ, ପାଞ୍ଚଟି ଟି-୨୦ ଏବଂ ତିନୋଟି ଏକଦିବସୀୟ ମ୍ୟାଚ୍ ଖେଳାଯାଇଥିଲା। ଟିମ ଇଣ୍ଡିଆ ସମସ୍ତ ତିନୋଟି ସିରିଜ ଜିତିବାରେ ସଫଳ ହୋଇଥିଲା। ଏହି ସିରିଜର ଫଳାଫଳକୁ...
ଆଜି ଭାରତୀୟ କ୍ରିକେଟର୍ ଏକ ସ୍ମରଣୀୟ ଦିନ: ଜାଣନ୍ତୁ କ’ଣ ହୋଇଥିଲା
କ୍ରିକେଟ ପ୍ରେମୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। ୧୪ ବର୍ଷ ପୂର୍ବେ ଆଜି, ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ ଟେଷ୍ଟ କ୍ରିକେଟର୍ରେ ଇତିହାସ ରଚିଥିଲେ। ସେହ୍ବାଗ ମାର୍ଚ୍ଚ ୨୮, ୨୦୦୪ରେ ମୁଲତାନ ଟେଷ୍ଟରେ ପାକିସ୍ତାନୀ ବୋଲରଙ୍କୁ...
ପୁଣି ଜଣେ କ୍ରିକେଟର୍ଙ୍କୁ କରୋନା
ନୂଆଦିଲ୍ଲୀ,୩୦।୩: ସଡକ ସୁରକ୍ଷା ବିଶ୍ୱ ସିରିଜ ଭାରତୀୟ ଖେଳାଳିଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଏପର୍ଯ୍ୟନ୍ତ ଏହି ସିରିଜ୍ ଖେଳିଥିବା ୪ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଚିନ ତେନ୍ଦୁଲକର, ୟୁସୁଫ ପଠାନ ଏବଂ ଏସ...
ଆଇସିସି ଡବ୍ଲ୍ୟୁସି ସୁପର ଲିଗ୍ ତାଲିକାରେ ଉଠିଲା ଭାରତ
ନୂଆଦିଲ୍ଲୀ,୨୯।୩ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୁରୁଷ ବିଶ୍ୱକପ୍ ସୁପର ଲିଗ୍ ତାଲିକାରେ ସପ୍ତମ ସ୍ଥାନକୁ ଉଠିଛି ଭାରତୀୟ ଦଳ। ଇଂଲଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍କୁ ୭ ରନ୍ରେ ଜିତିବା ସହ ଭାରତୀୟ ଦଳ ୨-୧ରେ ହାତେଇ ନେଇଛି...
ଗୋଟିଏ ଓଭରରେ ୬ ଛକା ମାରିଲେ ଏହି ବ୍ୟାଟ୍ସମ୍ୟାନ
କଲମ୍ବୋ,୨୯।୩ : ଅଲରାଉଣ୍ଡର ଥିସାରା ପେରେରା ଶ୍ରୀଲଙ୍କାର ପ୍ରଥମ ଖେଳାଳି ଭାବେ ଗୋଟିଏ ଓଭରରେ ଲଗାଇଛନ୍ତି ୬ଟି ଛକା। ୩୧ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ସୋମବାର ଖେଳାଯାଇଥିବା ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍ରେ ୧୩ଟି ବଲର ସମ୍ମୁଖୀନ ହୋଇ...
Archives


