ଖେଳ

ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୨।୪: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ହସ୍ପିଟାଲରେ ଭର୍ତ୍ତି। ନିକଟରେ କରୋନା ସଂକ୍ରମିତ ହୋଇଥିବା ସଚିନ ନିଜେ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହୋଇଛିି। ଖୁବ୍‌ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବି ବୋଲି ସଚିନ...

ଆଇସିସି ନେଲା ବଡ଼ ନିଷ୍ପତ୍ତି: କ୍ରିକେଟର୍‌ ଏହି ୩ ନିୟମରେ ହେଲା ପରିବର୍ତ୍ତନ

ଭାରତ ଏବଂ ଇଂଲଣ୍ଡ ସିରିଜ ସମୟରେ ଅମ୍ପାୟାରଙ୍କ କଲ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଏହି ଡିଆରଏସ୍‌ର ନିୟମକୁ ପୁନର୍ବିଚାର କରିବାକୁ ଦାବି ଉଠିଥିଲା। ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ(ଆଇସିସି) ଏକ ବୈଠକ ଡକାଇ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲା ଏବଂ...

ସେଦିନ ଭାରତୀୟ କ୍ରିକେଟରଙ୍କ ଆଖିରେ ଥିଲା ଲୁହ

ଏପ୍ରିଲ ୨, ୨୦୧୧ ଭାରତୀୟ କ୍ରିକେଟ୍‌ ଇତିହାସରେ ଏକ ସ୍ମରଣୀୟ ଦିନ। ଏହି ଦିନ ଭାରତ ଦ୍ୱିତୀୟଥର ବିଶ୍ୱବିଜୟୀ ହେବାରେ ସୌଭାଗ୍ୟ ହାସଲ କରିଥିଲା। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ପରାସ୍ତ କରି ଦୀର୍ଘ ୨୮ ବର୍ଷ ପରେ ମହେନ୍ଦ୍ର...

କଥା ଦେଇ ରଖିଲେ ଆନନ୍ଦ ମହିନ୍ଦ୍ରା: କ୍ରିକେଟର୍‌ଙ୍କୁ ଦେଲେ ଏମିତି ଉପହାର

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି। ସେ ଭାରତୀୟ ବୋଲର ଟି ନଟରାଜନଙ୍କୁ ଉପହାର ସ୍ବରୂପ ଏକ ଏସୟୁଭି କାର ଦେଇଛନ୍ତି। ଏଭଳି ଉତ୍ସାହ ପାଇଁ ନଟରାଜନ ଆନନ୍ଦଙ୍କୁ ଧନ୍ୟବାଦ ଦେଇଛନ୍ତି। ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ଟେଷ୍ଟ...

ଇନ୍ଦୁମତୀ ମହିଳା ଫୁଟ୍‌ବଲ ଦଳର ଅଧିନାୟିକା

ନୂଆଦିଲ୍ଲୀ, ୨ା୪ (ପି.ଟି.)-ଉଜବେକିସ୍ତାନ ଓ ବେଲାରୁଷ ବିପକ୍ଷ ମ୍ୟାଚ ପାଇଁ ଇନ୍ଦୁମତୀ କାଥିରିସାନଙ୍କୁ ଭାରତୀୟ ମହିଳା ଫୁଟ୍‌ବଲ ଦଳର ଅଧିନାୟିକା ମନୋନୟନ କରାଯାଇଛି। ଭାରତୀୟ ଦଳ ଇତିମଧ୍ୟରେ ବହୁ ମାସ ଧରି ଉଜ୍‌ବେକିସ୍ତାନରେ ଟ୍ରେନିଂ ନେଇସାରିଛି। ଦଳ ଆୟୋଜକ ଦେଶ...

ଟି୨୦ ସିରିଜ୍‌: ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଅକଲାଣ୍ଡ,୨।୪(ଏପି): ବାଂଲାଦେଶ ବିପକ୍ଷ ବର୍ଷା ବାଧାପ୍ରାପ୍ତ ତୃତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୬୫ ରନରେ ବିଜୟୀ ହୋଇଛି। ୩ଟି ଯାକ ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ସିରିଜ କ୍ଲିନ୍‌ସୁଇପ୍‌ କରିଛି। ବର୍ଷା ଯୋଗୁ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ପାଖାପାଖି ୨...

ହାଜଲେଉଡ୍‌ ଓହରିଲେ

ମେଲବୋର୍ନ, ୨।୪(ପି.ଟି.)-ଚେନ୍ନାଇ ସୁପରକିଙ୍ଗ୍ସର ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୋଶ ହାଜଲେଉଡ୍‌ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ଓହରି ଯାଇଛନ୍ତି। ଆଗାମୀ ଦିନରେ ଖେଳାଯିବାକୁ ଥିବାଆଶେସ ସିରିଜ ଏବଂ ଟି୨୦ ବିଶ୍ୱକପ ପାଇଁ ସତେଜ ରହିବାକୁ ସେ ବିଶ୍ରାମ ନେବା...

ଆୟାର ପୂରା ପାଉଣା ପାଇବେ

ଚେନ୍ନାଇ, ୨।୪-ଆହତ ସମସ୍ୟା ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାର ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଖେଳିପାରିବେ ନାହିଁ। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଅବସରରେ ସେ କାନ୍ଧରେ ଆଘାତ ପାଇଥିଲେ। ଚଳିତ ମାସ ୮ ତାରିଖରେ...

ଆଇପିଏଲ୍‌ରେ ସର୍ବାଧିକ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଜିତିଥିବା ଖେଳାଳି କିଏ ଜାଣନ୍ତି କି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ତଥା ଆଇପିଏଲର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ। ଏହି ମ୍ୟାଚ ଆଇପିଏଲର...

ଟି୨୦ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଖେଳାଳିଙ୍କୁ ଦିଆଯିବ ଭିଜା : ବିସିସିଆଇ

ନୂଆଦିଲ୍ଲୀ,୧।୪: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ଭାରତରେ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହି ଆଇସିସି ଇଭେଣ୍ଟ ଲାଗି ପାକିସ୍ତାନ ଖେଳାଳିଙ୍କୁ ନିଶ୍ଚିତ ଭିଜା ପ୍ରଦାନ କରାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଆଶ୍ୱାସନା ଦେଇଛି ଭାରତୀୟ କ୍ରିକେଟ...

ପଜିଟିଭ ନୁହେଁ ନେଗେଟିଭ ଆସିଛି ନୀତିଶ ରାଣାଙ୍କ କୋଭିଡ୍‌ ରିପୋର୍ଟ

କୋଲକାତା,୧।୪: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଷ୍ଟାର ବ୍ୟାଟ୍ସମ୍ୟାନ ନୀତିଶ ରାଣାଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏ ନେଇ ଗୁରୁବାର ବିବୃତି ଜାରି କରିଛି କେକେଆର। ମାର୍ଚ୍ଚ ୧୯...

ଡି ଭିଲିୟର୍ସଙ୍କ ଆଇପିଏଲ ଦଳର ଅଧିନାୟକ ଧୋନୀ

ବାଙ୍ଗାଲୋର,୧।୪: ଆଇପିଏଲର ୧୪ତମ ସଂସ୍କରଣ ପୂର୍ବରୁ ସର୍ବକାଳୀନ ଆଇପିଏଲ ଦଳ ଘୋଷଣା କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ। ଦଳରେ ୭ ଭାରତୀୟ ଓ ୪ ବିଦେଶୀ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ଆଉ ମହେନ୍ଦ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri