ସାଇ ଭୋପାଳରେ ୩୬ କୋଭିଡ୍ ପଜିଟିଭ
ନୂଆଦିଲ୍ଲୀ,୮।୪(ପି.ଟି.): ଭୋପାଳସ୍ଥିତ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ସେଣ୍ଟରରେ ୩୬ ଜଣ କୋଭିଡ୍ ପଜିଟିଭ ବୋଲି ଟେଷ୍ଟରୁ ଜଣାପଡିଛି। ଏମାନଙ୍କ ମଧ୍ୟରେ ୨୪ଜଣ କ୍ରୀଡ଼ାବିତ୍ ଓ ୧୨ଜଣ ସପୋର୍ଟ ଷ୍ଟାଫ୍ ସାମିଲ ରହିଛନ୍ତି। ତେବେ ଏହି ଆଥ୍ଲେଟମାନେ ଆଗାମୀ...
ଚାରିବର୍ଷ ପରେ ଟପ୍ସରେ ସାନିଆ ସାମିଲ
ନୂଆଦିଲ୍ଲୀ, ୮।୪(ପି.ଟି.)- ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍ ପୋଡିୟମ ସ୍କିମ୍ (ଟପ୍ସ)ରେ ସାମିଲ ହୋଇଛନ୍ତି। ୪ ବର୍ଷ ବ୍ୟବଧାନରେ ସାନିଆ ଏହି କାର୍ଯ୍ୟକ୍ରମରେ ପୁଣି ସାମିଲ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ୫୬ତମ ମିଶନ...
ଆଇପିଏଲ୍: ସାମ୍ସନ- ସାଙ୍ଗକାରାଙ୍କ ଉପରେ ରାଜସ୍ଥାନର ଭାଗ୍ୟ ନିର୍ଭର କରେ
ନୂଆଦିଲ୍ଲୀ,୮।୪(ପି.ଟି.): ଆଉ ଗୋଟିଏ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ମଧ୍ୟ ତା’ର ପ୍ରସ୍ତୁତି ଶେଷ...
୨୦ ଲକ୍ଷ ଟଙ୍କାର ଖେଳାଳିଙ୍କ ବିସ୍ଫୋରକ ବ୍ୟାଟିଂ, ୪୯ ବଲ୍ରେ ମାରିଲେ…
ଚେନ୍ନାଇ,୮।୪: ଆଇପିଏଲ୍ ୨୦୨୧ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ଏପ୍ରିଲ ୯ରୁ ଏହି ମହାକୁମ୍ଭ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ଖେଳାଯିବ। ଉଭୟ ଦଳ...
ପ୍ରଥମ ଭାରତୀୟ ମହିଳା ସେଲର୍ ଭାବେ କୁମାନନଙ୍କୁ ଅଲିମ୍ପିକ ଯୋଗ୍ୟତା
ନୂଆଦିଲ୍ଲୀ,୮।୪(ପି.ଟି.): ପ୍ରଥମ ଭାରତୀୟ ମହିଳା ସେଲର୍ (ନାବିକ) ଭାବେ ନେଥରା କୁମାନନ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହିତ ଚେନ୍ନାଇର କୁମାନନ ବୁଧବାର ଇତିହାସ ସୃଷ୍ଟି କରିଛନ୍ତି। ଏ ନେଇ ଏସିଆନ ସେଲିଂ ଫେଡେରେଶନ (ଏଏସ୍ଏଫ୍) ଅଧ୍ୟକ୍ଷ...
୧୬ରେ ବିସିସିଆଇ ଆପେକ୍ସ କାଉନ୍ସିଲ ବୈଠକ
ନୂଆଦିଲ୍ଲୀ,୮।୪(ପି.ଟି.): ଏପ୍ରିଲ ୧୬ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନସିଲ ବୈଠକ ବସିବ। ଏହି ବୈଠକରେ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବା ସହ ବଡ଼ ନିଷ୍ପତ୍ତି ନିଆଯିବାର କାର୍ଯ୍ୟକ୍ରମ ରହିଛି। ଦେଶରେ ଆୟୋଜନ ହେଉଥିବା...
ଓସାକା ସଡ଼କରେ ଅଲିମ୍ପିକ ମଶାଲ ରାଲି ବାତିଲ
ଟୋକିଓ,୮।୪(ଏପି): କୋଭିଡ୍-୧୯ ମହାମାରୀ ପ୍ରକୋପକୁ ଦୃଷ୍ଟିରେ ରଖି ଟୋକିଓ ଅଲିମ୍ପିକ୍ସର ମଶାଲ ରାଲି ପ୍ରଭାବିତ ହୋଇଛି। ଓସାକା ସହରର ସଡକରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ ମଶାଲ ରାଲିକୁ ବାତିଲ କରାଯାଇଛି। ଫଳରେ ଅଲିମ୍ପିକ୍ସ ଆୟୋଜକଙ୍କୁ ଶକ୍ତ ଝଟକା ଲାଗିଛି।...
ଦିନିକିଆ ସିରିଜ ଜିତିଲା ପାକିସ୍ତାନ
ସେଞ୍ଚୁରିଆନ,୮।୪: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଭ୍ରମଣକାରୀ ପାକିସ୍ତାନ ୨୮ ରନରେ ବିଜୟୀ ହୋଇଛି। ସ୍ଥାନୀୟ ସୁପର ସ୍ପୋର୍ଟ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ହାରି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି...
ଗାଭାସ୍କରଙ୍କ ଆଇପିଏଲ ଦଳର ଅଧିନାୟକ ଧୋନୀ
ନୂଆଦିଲ୍ଲୀ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣ ପୂର୍ବରୁ ନିଜ ସର୍ବକାଳୀନ ଆଇପିଏଲ ଏକାଦଶ ଘୋଷଣା କରିଛନ୍ତି କିମ୍ବଦନ୍ତୀ ଭାରତୀୟ ଟେଷ୍ଟ ଓପନର ସୁନୀଲ ଗାଭାସ୍କର। ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଇଛନ୍ତି ଦଳର ନେତୃତ୍ୱ ଭାର। ନିଜ ସମୟର...
ଆଇପିଏଲ୍ ମହାକୁମ୍ଭ: ଜାଣନ୍ତୁ କେବେ, କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ଆରମ୍ଭ ହେବାକୁ ଗୋଟିଏ ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଟାଇଟଲ ହାସଲ କରିବାକୁ ଜୋରଦାର ଅଭ୍ୟାସ କରୁଛନ୍ତି। ଏଥର ବିସିସିଆଇ କାର୍ଯ୍ୟସୂଚୀ ଅନୁଯାୟୀ କୌଣସି ଆଇପିଏଲ ଦଳ ନିଜ...
ଆରସିବି ଛାଡିବେ କି କୋହଲି: ମିଳିଲା ଏମିତି ଉତ୍ତର
ଆଇପିଏଲ୍ ୨୦୨୧ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ଅଛି। ଏପ୍ରିଲ ୯ରୁ ଏହି ମହାକୁମ୍ଭ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ଖେଳାଯିବ। ଉଭୟ ଦଳ ପ୍ରତିଥର...
ଆରସିବି ଜର୍ସି ପିନ୍ଧିଲେ ଉସେନ ବୋଲ୍ଟ
ନୂଆଦିଲ୍ଲୀ, ୭ା୪ : ବିରାଟ କୋହଲି ଓ ପୂରା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଦଳ ପ୍ରତି ସମର୍ଥନ ଜଣାଇଛନ୍ତି ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟ। ପୂର୍ବତନ ଧାବକ ଆରସିବିର ଜର୍ସି ପିନ୍ଧିଥିବା ଏକ ଫଟୋ ଟୁଇଟରରେ ଶେୟାର...
Archives


