ଖେଳ

କେକେଆର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେ ଓପନର

ମୁମ୍ବାଇ,୨୧।୪: କୋଲକାତା ନାଇଟ୍‌ ରାଇଜଡର୍ସ (କେକେଆର)ର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେର ବ୍ୟାଟ୍ସମ୍ୟାନ। ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଛକା ଓ ଚୌକାର ବର୍ଷା କଲେ। ଏହାପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ମୋଇଲ ଅଲି ଓ...

ଉଦୟ ହେଲା ସନରାଇଜର୍ସର ସୂର୍ଯ୍ୟ

ଚେନ୍ନାଇ,୨୧।୪: କ୍ରମାଗତ ୩ ପରାଜୟ ପରେ ଉଦୟ ହୋଇଛି ସନରାଇଜର୍ସ ହାଇଦ୍ରାବାଦ୍‌ର ସୂର୍ଯ୍ୟ। ଦଳୀୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଯୋଗୁ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ଦଳ ବୁଧବାର ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇଛି। ଏଠାରେ ପଞ୍ଜାବ ବିପକ୍ଷ ମ୍ୟାଚ୍‌କୁ...

ଏହି ଉପାୟରେ ରୋହିତଙ୍କୁ ଆଉଟ୍‌ କରନ୍ତି ଦକ୍ଷ ସ୍ପିନର

ଚେନ୍ନାଇ,୨୧।୪: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କୁ କେଉଁ ଭଳି ଆଉଟ୍‌ କରି ହେବ, ତାହା ପ୍ରକାଶ କରିଛନ୍ତି ବରିଷ୍ଠ ଲେଗ୍‌ ସ୍ପିନର ଅମିତ୍‌ ମିଶ୍ରା। ଏହି ସ୍ପିନର (୨୪/୪)ଙ୍କ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ...

ଆଇପିଏଲ୍‌ରେ ଚତୁର୍ଥ ଥର ପାଇଁ ଡେବ୍ୟୁ କଲେ ଏହି କ୍ରିକେଟର; ମ୍ୟାଚ୍‌ ବିଜେତା ହେବେ କି ବୋଲି…

ଚେନ୍ନାଇ,୨୧।୪: ସନରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ପାଇଁ ଚଳିତ ଆଇପିଏଲ୍‌ ସେତେଟା ଭଲ ସାବ୍ୟସ୍ତ ହେଉନାହିଁ। ପ୍ରଥମ ତିନୋଟି ମୁକାବିଲାରେ ଦଳ ପରାଜିତ ହୋଇଛି। ଖେଳାଳି ପରିବର୍ତ୍ତନ କଲେ ସୁଦ୍ଧା ସେତେଟା ସୁଫଳ ମିଳୁନାହିଁ। ଏବେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧିନ ହାଇଦ୍ରାବାଦ ଚତୁର୍ଥ...

ଏକଦା ସେହ୍ବାଗଙ୍କୁ କହିଥିଲେ ‘ଭାଇ ମୋ ଦରମା ବଢ଼ାଇଦିଅ’; ଏବେ ଆଇପିଏଲ୍‌ର ଶ୍ରେଷ୍ଠ ବୋଲର୍‌

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ କ୍ୟାପିଟାଲ୍ସର ଅନୁଭବୀ ଲେଗ୍‌ ସ୍ପିନର ଅମିତ ମିଶ୍ରା ମଙ୍ଗଳବାର ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ନିଜର ସ୍ପେଲ୍‌ରେ ସେ ୨୪ରନ୍‌ ଦେଇ ୪ ଉଇକେଟ ନେଇଥିଲେ। ଏହି ପ୍ରଦର୍ଶନ...

ରୋହିତ ଶର୍ମା ମାରିଲେ ଏମିତି ଛକା: ଡରିଗଲେ ଖେଳାଳିଙ୍କ ସ୍ତ୍ରୀ

ଚେନ୍ନାଇ,୨୧।୪: ଆଇପିଏଲର ୧୩ତମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରୁଥିବାବେଳେ ମୁମ୍ବାଇ ରିଷଭ ପନ୍ତଙ୍କ ଦଳକୁ ୧୩୮ ରନ୍‌ର ଟାର୍ଗେଟ ଦେଇଥିଲା। ଜବାବରେ ଦିଲ୍ଲୀ ଚାରି...

୩୮ ବର୍ଷ ବୟସରେ ପ୍ରଥମ ଭାରତୀୟ ଭାବେ ଏମିତି କାରନାମା କଲେ ଅମିତ ମିଶ୍ର

ମୁମ୍ବାଇ, ୨୧।୪: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୩୮ ବର୍ଷୀୟ ଲେଗ ସ୍ପିନର ଅମିତ ମିଶ୍ର ୪ ଉଇକେଟ ନେଇ ୧୩୭ ରନରେ ମୁମ୍ବାଇକୁ ଅଟକାଇଥିଲେ। ଏହା ପରେ ଦିଲ୍ଲୀ ୧୯.୧ ଓଭରରେ ୪...

ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମନା

ଚେନ୍ନାଇ,୨୧।୪: ଆଇପିଏଲର ୧୪ତମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ମୁମ୍ବାଇ ଉପରେ ଏହି ଚମତ୍କାର ବିଜୟ ସହିତ ଦିଲ୍ଲୀ ଡିଫେଣ୍ଡିଂ ଚାମ୍ପିଅନ୍ସ ଦଳ ମୁମ୍ବାଇ ବିପକ୍ଷରେ କ୍ରମାଗତ...

ଧୋନୀଙ୍କ ବାପା-ମା’ଙ୍କୁ କରୋନା

ରାଞ୍ଚି,୨୧।୪: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ-ମା’ ଦେବକୀ ଦେବୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ରାଞ୍ଚିର ପ୍ଲସ ସୁପର୍‌ ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧୋନୀ ଏବେ ଆଇପିଏଲ୍‌...

ଆହୁରି ୭ ଭାରତୀୟ ବକ୍ସର ସେମିଫାଇନାଲରେ

ନୂଆଦିଲ୍ଲୀ, ୨୧ା୪ (ପି.ଟି.)-ବେବିରୋଜିସାନା ଚାନୁ ୟୁରୋପିଆନ ଚାମ୍ପିୟନ ଆଲେକ୍ସାସ କୁବିକାଙ୍କୁ ହରାଇଦେବା ଫଳରେ ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ପୁରୁଷ ଓ ମହିଳା ୟୁଥ୍‌ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ଭାରତର ଆଉ ୭ ବକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରତିଯୋଗିତାର ୭ମ ଦିବସରେ...

ଓ୍ବାଶିଂଟନ ଓ ପଡିକାଲଙ୍କୁ ଅନୁବନ୍ଧିତ କଲା ପୁମା

ନୂଆଦିଲ୍ଲୀ, ୨୧।୪ (ପି.ଟି.)- ଗ୍ଲୋବାଲ ସ୍ପୋଟର୍‌ସ ବ୍ରାଣ୍ଡ୍‌ ପୁମା ଭାରତର ଦୁଇ ଉଦୀୟମାନ କ୍ରିକେଟର ଓ୍ବାଶିଂଟନ ସୁନ୍ଦର ଓ ଦେବଦୂତ ପଡ଼ିକାଲଙ୍କୁ ଅନୁବନ୍ଧିତ କରିଛନ୍ତି। ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି, ଉଇକେଟକିପର-ବ୍ୟାଟ୍ସମ୍ୟାନ କେ.ଏଲ୍‌. ରାହୁଲ, ଜାତୀୟ ମହିଳା ଦଳର...

ଆଇପିଏଲ୍‌- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୨୧।୪ (ପି.ଟି.): କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଏବେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ବୁଧବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ହାଇଦ୍ରାବାଦ ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri