ଖେଳ

ଅନ୍‌ଲାଇନ ଗାଳିଗୁଲଜ ବିରୋଧରେ ଫିଫା, ୟୁଇଏଫ୍‌ଏ ଏକାଠି

ନୟନ,୧।୫(ପି.ଟି.): ଅନ୍‌ଲାଇନରେ ଚାଲିଥିବା ଗାଳିଗୁଲଜ ବିରୋଧରେ ପୂରା ଇଂଲିଶ ଫୁଟ୍‌ବଲ ଜଗତ ଏକାଠି ହୋଇଛି। ଅନ୍‌ଲାଇନରେ ଚାଲିଥିବା ଗାଳିକୁ ବିରୋଧ କରି ଇଂଲିଶ ଫୁଟ୍‌ବଲ ବିଭିନ୍ନ ସୋସିଆଲ ମିଡିଆକୁ ବୟକଟ୍‌ କରିଛି। ଏବେ ଫିଫା ଓ ୟୁଇଏଫ୍‌ଏ ଏହି ୪...

କୋଭିଡ୍‌-୧୯ ଲଢ଼େଇ: ଧାଓ୍ବନ, ପୁରନ, ଉନାଡକଟଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୧।୫(ପି.ଟି.)-କୋଭିଡ୍‌-୧୯ ମହାମାରୀ ଲଢ଼େଇରେ ଏବେ ଜଣକ ପରେ ଜଣେ କ୍ରିକେଟର ସାମିଲ ହେବାକୁ ଆଗକୁ ବାହରିଛନ୍ତି। ପଞ୍ଜାବ କିଙ୍ଗ୍ସ ତଥା ଓ୍ବେଷ୍ଟ ଇଣ୍ଡିଜ ବ୍ୟାଟ୍ସମ୍ୟାନ ନିକୋଲା ପୁରନ କୋଭିଡ୍‌ ମୁକାବିଲା ପାଇଁ ନିଜ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଉଣାର...

ଆଇପିଏଲ୍‌-୧୪ ମୁମ୍ବାଇ- ଚେନ୍ନାଇ ହେଭିଓ୍ବେଟ୍‌ ଲଢ଼େଇ

ନୂଆଦିଲ୍ଲୀ,୧।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୭ତମ ମ୍ୟାଚ୍‌ରେ ଏକ ଦମ୍‌ଦାର ଲଢ଼େଇ ଦେଖିବାକୁ ମିଳିବ। ଶନିବାର ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମୁକାବିଲରେ ଦୁଇ ହାଇପ୍ରୋଫାଇଲ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର...

ମୁମ୍ବାଇ- ଚେନ୍ନାଇ ମହାମୁକାବିଲା

ନୂଆଦିଲ୍ଲୀ,୧।୫: ଚଳିତ ଆଇପିଏଲ୍‌ରେ ଶନିବାର ଦେଖିବାକୁ ମିଳିବ ଏଲ୍‌ କ୍ଲାସିକୋ (ମହାମୁକାବିଲା)। ଗୋଟିଏ ପଟେ ୩ ଥର ଚାମ୍ପିୟନ ସିଏସ୍‌କେ ଥିବା ବେଳେ ଅନ୍ୟପଟେ ରହିଛି ଡିଫେଣ୍ଡିଂ ତଥା ଗତ ୨ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ। ମ୍ୟାଚଟି ଦିଲ୍ଲୀର ଅରୁଣ...

ପୁଣି ଥରେ ପଦାରେ ପଡ଼ିଲା ଆରସିବିର ଦୁର୍ବଳତା

ଅହମ୍ମଦାବାଦ,୩୦।୪ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଦୁର୍ବଳତା ପୁଣି ଥରେ ପଦାରେ ପଡ଼ିଛି। ଟପ୍‌ ଅର୍ଡର ଉପରେ ହିଁ ଆର୍‌ସିବି ସମ୍ପୂର୍ଣ୍ଣ ନିର୍ଭରଶୀଳ। ଉପର କ୍ରମର ଷ୍ଟାର ବ୍ୟାଟ୍ସମ୍ୟାନ ଫେଲ୍‌ ମାରିଲେ, କଥା ଶେଷ। ସେଭଳି କିଛି ଦୃଶ୍ୟ...

ଅଶ୍ୱିନଙ୍କ ପରିବାରରେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୩୦।୪ : ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଚଳିତ ଆଇପିଏଲ ମଧ୍ୟରୁ ଓହରିବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି। ତାଙ୍କ ପରିବାରର ୧୦ ଜଣ କୋଭିଡ୍‌-୧୯ରେ ଆକ୍ରାନ୍ତ। ଏ ନେଇ ଅଶ୍ୱିନଙ୍କ ସ୍ତ୍ରୀ ପ୍ରିଥୀ ନାରାୟଣ ଶୁକ୍ରବାର...

ପଞ୍ଜାବକୁ ଭଲ ଫିନିଶିଂ ଦେଲେ ରାହୁଲ-ହରପ୍ରୀତ

ଅହମ୍ମଦାବାଦ,୩୦।୪ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଗରେ ୧୮୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି କିଙ୍ଗ୍ସ ପଞ୍ଜାବ। ଅଧିନାୟକ ଲୋକେଶ ରାହୁଲ ଓ ହରପ୍ରୀତ ବ୍ରାରଙ୍କ ଯୋଡ଼ି ପଞ୍ଜାବକୁ ଦେଇଥିଲା ଭଲ ଫିନିଶିଂ। ଦୁହେଁ...

ମିଶନ ଅକ୍ସିଜେନ ପାଇଁ ଆଗେଇ ଆସିଲେ ଧାଓ୍ବନ

ଅହମ୍ମଦାବାଦ,୩୦।୪ : ଟିମ୍‌ ଇଣ୍ଡିଆ ଓ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ମିଶନ ଅକ୍ସିଜେନ ପାଇଁ ୨୦ ଲକ୍ଷ ଟଙ୍କା ଓ ଆଇପିଏଲ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମିଳୁଥିବା ଅର୍ଥ ରାଶିକୁ ଦାନ କରିବେ। ଗୁରୁତର କୋଭିଡ୍‌-୧୯...

ସାହାଯ୍ୟ ପାଇଁ ହାତ ବଢ଼ାଇଲେ ପଞ୍ଜାବ ଖେଳାଳି

ଅହମ୍ମଦାବାଦ,୩୦।୪ : ଦେଶରେ କୋଭିଡ୍‌-୧୯ ଯୋଗୁ ଅତି ଭୟଙ୍କର ସ୍ଥିତି ସୃଷ୍ଟି ହୋଇ ଥିବାବେଳେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ବିଦେଶୀ ଖେଳାଳି। କିଙ୍ଗ୍ସ ପଞ୍ଜାବ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ନିଜ ଆଇପିଏଲ ଦରମାର କିଛି...

ଆଇପିଏଲ୍‌ର ନୂଆ ସଂଯୋଗ: ଯାହା ପୂର୍ବରୁ କେବେ ଘଟି ନ ଥିଲା

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୧ର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବିପକ୍ଷରେ ୧୭୧ ରନ ସଂଗ୍ରହ କରିଥିଲା। ଏହି ସ୍କୋରରେ ଅଜବ କିଛି ନାହିଁ, ଏହା ଏକ ସାଧାରଣ କଥା। କିନ୍ତୁ ଆଇପିଏଲ୍‌ ଟି -୨୦ ଲିଗର...

କୋହଲିଙ୍କ ଏମିତି କାର୍ଯ୍ୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ମୁମ୍ବାଇ,୩୦।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଜଣାଶୁଣା। କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଉଭୟଙ୍କ ପ୍ରେମ କାହାଣୀ ବିଷୟରେ...

ପ୍ରଥମ ଓଭରରେ୍‌ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶ’

ଅହମଦାବାଦ,୩୦।୪: ଆଇପିଏଲ ୨୦୨୧ ରେ ୨୧ ବର୍ଷ ବୟସ୍କ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ନିଜ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବାବେଳେ କେକେଆର ବିପକ୍ଷରେ ୧୮ଟି ବଲରେ ଅର୍ଦ୍ଧଶତକ ଖେଳିଥିଲେ। ଏହା ହେଉଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri