ଖେଳ

ଆଜିର ଦିନରେ କ୍ରିକେଟ୍‌ ପଡିଆରେ ସୃଷ୍ଟି ହୋଇଥିଲା ଏମିତି ରେକର୍ଡ,ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି

କ୍ରୀଡା କ୍ଷେତ୍ରରେ ଅନେକ ରେକର୍ଡ ତିଆରି ଏବଂ ଭାଙ୍ଗିଥାଏ। କିନ୍ତୁ ଏପରି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା କଷ୍ଟକର। ଏହିପରି ଗୋଟିଏ ରେକର୍ଡ ୯ ଜୁଲାଇ ସୃଷ୍ଟି ହୋଇଥିଲା। ୧୯୬୫ ମସିହାରେ ଆଜିର ଦିନରେ ଇଂଲଣ୍ଡର ଜନ ଏଡରିଚ...

୫୫ ବର୍ଷ ପରେ ଫାଇନାଲରେ ଇଂଲଣ୍ଡ

ଲଣ୍ଡନ,୯।୭: ଦୀର୍ଘ ୫୫ ବର୍ଷ ପରେ ଇଂଲଣ୍ଡ କୌଣସି ମେଜର ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ଡେନ୍‌ମାର୍କକୁ ହରାଇ ଫାଇନାଲରେ...

ପୋଲିଟ୍‌ ଜିତିଲେ ଦ୍ୱାଦଶ ଷ୍ଟେଜ୍‌

ପ୍ୟାରିସ,୯ା୭ : ଜର୍ମାନୀର ବୋରା ହାନ୍ସଗ୍ରୋ ଟିମ୍‌ର ନିଲ୍ସ ପୋଲିଟ୍‌ ଟୁର ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ଦ୍ୱାଦଶ ଷ୍ଟେଜ୍‌ ଜିତିଛନ୍ତି। ୧୫୯.୪ କିଲୋମିଟର ବିଶିଷ୍ଟ ରେସ୍‌କୁ ସେ ୩ ଘଣ୍ଟା ୨୨ ମିନିଟ୍‌ ୧୨ ସେକେଣ୍ଡରେ ଶେଷ କରିଥିଲେ।...

ଆଇସିସି ସିଇଓ ମନୁ ସାହାନେଙ୍କ ଇସ୍ତଫା

ଦୁବାଇ, ୯ା୭ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ମନୁ ସାହାନେ ଗୁରୁବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ସହକର୍ମୀମାନଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗର ତଦନ୍ତ ଚାଲିଥିବାରୁ ତାଙ୍କୁ ମାର୍ଚ୍ଚ...

ଗଲ୍ଫ ଖେଳାଳି କାବ୍ରେରାଙ୍କୁ ୨ବର୍ଷ ଜେଲ

ବୁଏନ୍ସଏୟାର୍ସ, ୯ା୭(ଏପି)-ପୂର୍ବତନ ମାଷ୍ଟର୍ସ ଓ ୟୁଏସ୍‌ ଓପନ୍‌ ଚାମ୍ପିୟନ ଆର୍ଜେଣ୍ଟିନା ଗଲ୍ଫ ଖେଳାଳି ଆଞ୍ଜେଲ କାବ୍ରେରାଙ୍କୁ ୨ ବର୍ଷ ଜେଲଦଣ୍ଡ ହୋଇଛି। ୫୧ ବର୍ଷୀୟ କାବ୍ରେରା ୨୦୧୬ରୁ ୨୦୧୮ ମଧ୍ୟରେ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଟୋରେସ୍‌ ମାନାଙ୍କୁ ଆକ୍ରମଣ କରିବା...

ଟୋକିଓରେ ଜରୁରିକାଳୀନ ପରିସ୍ଥିତି, ବିନା ଦର୍ଶକରେ ଅଲିମ୍ପିକ୍ସ

ଟୋକିଓ, ୯ା୭ (ଏପି)- ଟୋକିଓ ଅଲିମ୍ପିକ୍ସରେ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଗୁରୁବାର ଜରୁରିକାଳୀନ ପରିସ୍ଥିତି ଜାରି ପରେ ଅଲିମ୍ପିକ ମନ୍ତ୍ରୀ ତାମାୟୋ ମାରୁକାଓ୍ବା ଏକ ଜାପାନିଜ ନ୍ୟୁଜ ଏଜେନ୍ସିକୁ ଏହା କହିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ଜାପାନର...

ବାର୍ଟି-ପ୍ଲିସ୍‌କୋଭା ଫାଇନାଲ

ଲଣ୍ଡନ, ୯।୧-ଅଷ୍ଟ୍ରେଲିଆର ଆଶ୍‌ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭାଙ୍କୁ ଭେଟିବେ। ଗୁରୁବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବାର୍ଟି ଜର୍ମାନୀର ଆଞ୍ଜେଲିକ୍‌ କର୍ବରଙ୍କୁ ୬-୩,...

ହଠାତ୍‌ ଅଧିନାୟକ ହେବା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏହି ଗଲେ ଏହି କ୍ରିକେଟର୍‌

ଲଣ୍ଡନ,୮।୭: ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପାଇଁ ହଠାତ୍‌ ଇଂଲଣ୍ଡ ଅଧିନାୟକ ନିଯୁକ୍ତ ହେବାପରେ ବେନ ଷ୍ଟୋକ୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ସବୁକିଛି ଏତେ ଶୀଘ୍ର ଘଟିଛି ଯେ, ନିଜ ପାଇଁ କେବଳ ତିନି ଦିନର...

ମୋ ଯୋଗୁ ଦେଶ ବଦ୍‌ନାମ ହୋଇଛି, କ୍ଷମା ମାଗୁଛି: କାହିଁକି ଏମିତି କହିଲେ କ୍ରିକେଟର୍‌

ଇସଲାମାବାଦ୍‌,୮।୭: ପାକିସ୍ତାନୀ କ୍ରିକେଟର ଉମର ଅକମଲ ତାଙ୍କ ପରିବାର, ପ୍ରଶଂସକ ଏବଂ ପାକିସ୍ତାନୀ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଅକମଲ କ୍ୟାମେରା ସାମ୍ନାକୁ ଆସି ସ୍ବୀକାର କରିଛନ୍ତି ଯେ, ୨୦୨୦ରେ ସେ ଏକ ଭୁଲ କରିଛନ୍ତି, ଯେଉଁ କାରଣରୁ...

ଅଶ୍ୱିନଙ୍କ ପାଇଁ ବିସିସିଆଇର ସ୍ବତନ୍ତ୍ର ବ୍ୟବସ୍ଥା

ମୁମ୍ବାଇ,୮।୭: ଭାରତୀୟ ଦଳର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ବିସିସିଆଇ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଅଶ୍ୱିନ ସରେ ପାଇଁ ଏକ କାଉଣ୍ଟି ମ୍ୟାଚ୍‌ ଖେଳିବେ। ସମରସେଟ ବିପକ୍ଷରେ ଖେଳାଯିବାକୁ ଥିବା ୪...

ଟିମ୍‌ ଇଣ୍ଡିଆକୁ ମିଳିବ ନାହିଁ ଶୁବମାନ ଗିଲଙ୍କ ବଦଳ ଖେଳାଳି

ମୁମ୍ବାଇ,୮।୭: ଆହତ ସମସ୍ୟା କାରଣରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ଶୁବମାନ ଗିଲଙ୍କ ବଦଳରେ କୌଣସି ଖେଳାଳିଙ୍କୁ ୟୁକେ ପଠାଯିବ ନାହିଁ। ଫଳରେ ଟିମ୍‌ ଇଣ୍ଡିଆ ପାଖରେ ଉପଲବ୍ଧ ଥିବା ୨୩ ଖେଳାଳିଙ୍କ ମଧ୍ୟରୁ ଚୂଡ଼ାନ୍ତ ଏକାଦଶ...

ଏକଦା ଧୋନୀଙ୍କୁ ନେଇ ଅବାନ୍ତର ପ୍ରଶ୍ନ ପଚାରିଥିଲେ ମୁସାରଫ୍‌: ଏଭଳି ଜବାବ ଦେଇ ଚୁପ୍‌ କରାଇ ଦେଇଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୮।୭: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେଲେ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଯାଏ। ସେଭଳି ଜଣେ ହେଲେ ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରଭେଜ ମୁସାରଫ। ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବା ସମୟରେ ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri