ବାଲାଦେବୀ, ମନୀଷାଙ୍କୁ ଏଆଇଏଫ୍ଏଫ୍ ପୁରସ୍କାର
ନୂଆଦିଲ୍ଲୀ, ୨୧।୭(ପି.ଟି.)- ଭାରତୀୟ ଟିମ୍ ଫରଓ୍ବାର୍ଡ ବାଲାଦେବୀ ଏଆଇଏଫ୍ଏଫ୍ (ସର୍ବଭାରତୀୟ ଫୁଟ୍ବଲ ଫେଡେରେଶନ) ଓମେନ୍ସ ଫୁଟବଲର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି। ଯୁବ ଖେଳାଳି ମନୀଷା କଲ୍ୟାଣ ୨୦୨୦-୨୧ ସିଜନ ପାଇଁ ଇମର୍ଜିଂ ପୁରସ୍କାର ହାସଲ କରିଛନ୍ତି। ବାଲାଦେବୀ...
ଭାରତୀୟ ମହିଳା ଫୁଟ୍ବଲ କୋଚ୍ ପଦ ଛାଡ଼ିଲେ ମେମୋଲ
ନୂଆଦିଲ୍ଲୀ, ୨୧।୭(ପି.ଟି.)- ମେମୋଲ ରକି ଭାରତୀୟ ମହିଳା ଫୁଟ୍ବଲ ଦଳର କୋଚ୍ ପଦ ଛାଡ଼ିଛନ୍ତି। ଗତ ୪ ବର୍ଷ ଧରି ଜାତୀୟ ଦଳ ଦାୟିତ୍ୱରେ ଥିବା ମେମୋଲ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଛନ୍ତି। ପୂର୍ବରୁ ସହକାରୀ କୋଚ୍ ଥିବା...
କିକୋ ଓଡ଼ିଶା ଏଫ୍ସିର ନୂଆ କୋଚ୍: କିନୋ ସହକାରୀ କୋଚ୍ ନିଯୁକ୍ତ
ଭୁବନେଶ୍ୱର, ୨୧।୭(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍ (ଆଇଏସଏଲ୍)ର ୮ମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫ୍ସି ମଙ୍ଗଳବାର ନୂଆ ମୁଖ୍ୟ କୋଚ୍ ଏବଂ ସହକାରୀ କୋଚ୍ ନିଯୁକ୍ତ କରିଛି। ସ୍ପେନର ଫ୍ରାନ୍ସିସ୍କୋ ରାମିରେଜ ଗୋଞ୍ଜାଲେଜ (କିକୋ) ମୁଖ୍ୟ କୋଚ୍ ଏବଂ ଜୋଆକ୍ୱିନ...
୩ ଦିନିଆ ଅଭ୍ୟାସ ମ୍ୟାଚ୍: ଭାରତ ବିପକ୍ଷରେ ଖେଳିଲେ ଆଭେସ, ଓ୍ବାଶିଂଟନ
ଡରହାମ,୨୧।୭: ଚେଷ୍ଟର-ଲି- ଷ୍ଟ୍ରିଟ୍ସ୍ଥିତ ରିଭରସାଇଡ ଗ୍ରାଉଣ୍ଡରେ ଭାରତ ଓ ଫାଷ୍ଟକ୍ଲାସ କାଉଣ୍ଟି ଏକାଦଶ ଟିମ୍ ମଧ୍ୟରେ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆଶ୍ଚର୍ଯ୍ୟଜନକ ଭାବେ ଦୁଇ ଭାରତୀୟ ଖେଳାଳି ଆଭେସ ଖାଁ ଓ ଓ୍ବାଶିଂଟନ ସୁନ୍ଦର...
ଅଭ୍ୟାସ ମ୍ୟାଚ୍: ରାହୁଲଙ୍କ ଶତକ
ଚେଷ୍ଟର-ଲି- ଷ୍ଟ୍ରିଟ୍, ୨୧।୭: ସ୍ଥାନୀୟ ରିଭରସାଇଡ୍ ଗ୍ରାଉଣ୍ଡରେ ଭାରତ ଓ କାଉଣ୍ଟି ସିଲେକ୍ଟ ଏକାଦଶ ମଧ୍ୟରେ ମଙ୍ଗଳବାରଠାରୁ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି। ଟସ୍...
ପ୍ରଥମ ଟି୨୦: ଦକ୍ଷିଣ ଆଫ୍ରିକାର ସହଜ ବିଜୟ
ଡବ୍ଲିନ,୨୧।୭: ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୩୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ମାଲାହାଇଡ୍ସ୍ଥିତ ଦି ଭିଲେଜ ଗ୍ରାଉଣ୍ଡରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଆୟର୍ଲାଣ୍ଡ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା।...
ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍: ଶୀର୍ଷ ସ୍ଥାନକୁ ଫେରିଲେ ମିଥାଲି, ମାନ୍ଧନା ନଂ. ୩
ଦୁବାଇ,୨୧ା୭ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟିକା ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୭୬୨ ପଏଣ୍ଟ ପାଇ ସେ ବ୍ୟାଟିଂ ତାଲିକାରେ ପୁଣି ଥରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ସେହିପରି...
ଅଲିମ୍ପିକ୍ସ: ଏନ୍ବିସି କମେଣ୍ଟେଟର, ଖବରଦାତା ହେବେ ଫେଲପ୍ସ
ଷ୍ଟାମଫୋର୍ଡ,୨୧।୭: ଅଲିମ୍ପିକ୍ସ ଇତିହାସର ସଫଳତମ ଆଥ୍ଲେଟ ତଥା ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସ ଏବେ ଏକ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବେ। ଟୋକିଓ ଅଲିମ୍ପିକ୍ସରେ ସେ ଆମେରିକାର ବ୍ରଡ୍କାଷ୍ଟ ଟେଲିଭିଜନ ନେଟ୍ଓ୍ବର୍କ ଏନ୍ବିସି ପାଇଁ କମେଣ୍ଟେଟର ଓ ଖବରଦାତା ଭାବେ...
ଅଲିମ୍ପିକ କମ୍ପୋଜର ଓୟାମାଡାଙ୍କ ଇସ୍ତଫା
ଟୋକିଓ,୨୧।୭: ଟୋକିଓ ଅଲିମ୍ପିକ ଉଦ୍ଘାଟନୀ ଉତ୍ସବ ପାଇଁ ସଙ୍ଗୀତକାର ଭାବେ କାର୍ଯ୍ୟ କରୁଥିବା କେଇଗୋ ଓୟାମାଡାଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଛି। ପିଲାଦିନର ଏକ ଅଭାବନୀୟ ଘଟଣା ପାଇଁ ସେ ଗତ କିଛିଦିନ ହେବ ସମାଲୋଚିତ ହୋଇ ଆସୁଥିଲେ ଓ...
ଯନ୍ତ୍ରଣା ବଖାଣିଲେ ସୂର୍ଯ୍ୟକୁମାର: କହିଲେ, ଦିନିକିଆ ଡେବ୍ୟୁ ମ୍ୟାଚ୍ ଖେଳିବା ସତ୍ତ୍ୱେ ମୁଁ ଅଛି ନିରାଶ
କଲମ୍ବୋ,୨୧।୭: ଦ୍ରୁତ ବ୍ୟାଟିଂ ପାଇଁ ପ୍ରସିଦ୍ଧ ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୧ ରନ୍ ଖେଳି ଟିମ ଇଣ୍ଡିଆର ବିଜୟରେ ସହଯୋଗ କରିଥିଲେ। ୧୫୫ର ଷ୍ଟ୍ରାଇକ ହାରରେ ସୂର୍ଯ୍ୟକୁମାର...
ଅଲିମ୍ପିକ୍ସରେ ଖେଳାଳିଙ୍କୁ ଦିଆଯିବ ‘ଆଣ୍ଟି ସେକ୍ସ ବେଡ୍’: ଜାଣନ୍ତୁ ଏହାର ବିଶେଷତ୍ୱ କ’ଣ
ଆଉ ମାତ୍ର କିଛି ଦିନର ଅପେକ୍ଷା। ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହୋଇଯିବ ଅଲମ୍ପିକ୍ସ ଗେମ୍ସ। ଏହି କ୍ରୀଡା ମହାକୁମ୍ଭ ପୂର୍ବରୁ ଏକ ବିଶେଷ ପ୍ରକାରର ଶଯ୍ୟା ବିଷୟରେ ଆଲୋଚନା ହେଉଛି। ଯାହାକୁ ଯୌନ ବିରୋଧୀ ଶଯ୍ୟା ବା ଆଣ୍ଟି...
ଶ୍ରୀଲଙ୍କା ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ଚହର
କଲମ୍ବୋ,୨୦ା୭: ସାମ୍ନାରେ ଥିଲା ୨୭୬ ରନ୍ର ଚ୍ୟାଲେଞ୍ଜିଂ ଟାର୍ଗେଟ। କିନ୍ତୁ ୧୯୩ ରନ୍ରେ ୭ ଉଇକେଟ ହରାଇ ସାରିଥିଲା ଭାରତ। ବିଜୟର ଆଶା ପ୍ରାୟ ମଉଳି ଯାଇଥିଲା। କିନ୍ତୁ ମ୍ୟାଚ୍ର ଫଳାଫଳ ବଦଳି ଦେଇଥିଲେ ଦୀପକ ଚହର। ତାଙ୍କ ସହ...
Archives


