ଖେଳ

୪୧ ବର୍ଷ ପରେ କ୍ୱାର୍ଟରରେ ଭାରତୀୟ ମହିଳା ହକି ଦଳ

ଟୋକିଓ,୧ା୮: ଭାରତୀୟ ମହିଳା ହକି ଦଳ ଇତିହାସ ରଚିଛି। ମହିଳା ଦଳ ଦୀର୍ଘ ୪୧ ବର୍ଷ ପରେ ପ୍ରଥମଥର ପାଇଁ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଚଳିତ ଟୋକିଓ ଅଲିମ୍ପିକ୍ସରେ ରାଣୀ ରାମପାଲଙ୍କ ନେତୃତ୍ୱାଧୀନ ଭାରତ ଏହି ଐତିହାସିକ...

ମହିଳା ସିଙ୍ଗଲ୍ସରେ ବେନ୍‌ସିକ୍‌ଙ୍କୁ ସ୍ବର୍ଣ୍ଣ

ଟୋକିଓ,୧ା୮ (ଏପି)-ସୁଇଜରଲାଣ୍ଡର ବେଲିଣ୍ଡା ବେନ୍‌ସିକ୍‌ ଅଲିମ୍ପିକ ଟେନିସ ମହିଳା ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ୧୨ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ବେନ୍‌ସିକ୍‌ ଚେକ୍‌ ରିପବ୍ଲିକର ମାର୍କେଟା ଭୋନ୍ଦ୍ରୋସୋଭାଙ୍କୁ ୭-୫, ୨-୬, ୬-୩ ସେଟ୍‌ରେ ପରାସ୍ତ କରି ତାଙ୍କ କ୍ୟାରିୟରର ପ୍ରଥମ ପ୍ରମୁଖ...

ମହିଳା ୧୦୦ମିଟର ରେକର୍ଡ ଭାଙ୍ଗିଲେ ଥମ୍ପସନ ହେରାଥ୍‌

ଟୋକିଓ, ୧ା୮ (ଏପି)-ଜାମାଇକାର ଇଲେନ୍‌ ଥମ୍ପସନ ହେରାଥ୍‌ ଅଲିମ୍ପିକ୍ସ ମହିଳା ୧୦୦ ମିଟର ଦୌଡ଼ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଦୂରତାକୁ ୧୦.୬୧ ସେକେଣ୍ଡରେ ଅତିକ୍ରମ କରିଥିଲେ। ଏହାଦ୍ୱାରା ସେ ମହିଳା ୧୦୦ ମିଟରରେ ଫ୍ଲୋରେନ୍ସ ଗ୍ରିଫିଥ୍‌ଙ୍କ...

ଡୋପିଂ ଅଭିଯୋଗରେ ନାଇଜେରିଆନ ସ୍ପ୍ରିଣ୍ଟର ସସ୍‌ପେଣ୍ଡ

ଟୋକିଓ, ୧ା୮ (ଏପି)-ଡୋପିଂ ପାଇଁ ନାଇଜେରିଆନ ସ୍ପ୍ରିଣ୍ଟର ବ୍ଲେସିଂ ଓକାଗବାରେଙ୍କୁ ଶନିବାର ସାମୟିକ ସସ୍‌ପେଣ୍ଡ କରାଯାଇଛି। ଅଲିମ୍ପିକ୍ସ ମହିଳା ୧୦୦ମିଟର ସେମିଫାଇନାଲ ପୂର୍ବରୁ ତାଙ୍କ ଡୋପ୍‌ ଟେଷ୍ଟ ଫଳାଫଳ ଖବର ଆସିଥିଲା। ଜୁଲାଇ ୧୯ରେ ପ୍ରତିଯୋଗିତା ବାହାରେ ଓକାଗବାରେଙ୍କ ଡୋପ୍‌...

ଜିଆଓଜୁନ୍‌ ସବୁଠାରୁ ବୟସ୍କ ଭାରୋତ୍ତୋଳନ ଚାମ୍ପିୟନ

ଟୋକିଓ, ୧ା୮ (ଏପି)- ଚାଇନାର ଲିୟୁ ଜିଆଓଜୁନ୍‌ ସବୁଠାରୁ ବୟସ୍କ ଭାବେ ଅଲିମ୍ପିକ୍ସ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ପୁରୁଷ ୮୧ କେ.ଜି. ଶ୍ରେଣୀରେ ସେ ସ୍ନାଚ୍‌ରେ ୧୭୦କେଜି, କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୨୦୪କେଜି ଏବଂ ମୋଟ...

ହଠାତ୍‌ ଅବସର ଘୋଷଣା କରି ଚମକାଇଲେ ବିରାଟ କୋହଲିଙ୍କ ଏହି ପ୍ରମୁଖ ବୋଲର୍‌; ଖେଳିନାହାନ୍ତି ଗୋଟିଏ ବି ଟେଷ୍ଟ

କଲମ୍ବୋ, ୩୧।୭: ଶ୍ରୀଲଙ୍କାର ପ୍ରମୁଖ ଅଲରାଉଣ୍ଡର ଇସୁରୁ ଉଦାନା ଶନିବାର ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି କ୍ରିକେଟଜଗତକୁ ଚକିତ କରିଦେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଟୁଇଟ୍‌ କରାଯାଇଥିବାରୁ ଏହା ସ୍ପଷ୍ଟ ହୋଇଛି। ଉଦାନା ଦଳ ପକ୍ଷରୁ ୨୭ଟି...

ସେମିରେ ହାରିବା ପରେ ବ୍ରୋଞ୍ଜ ପାଇଁ ଲଢିବେ ସିନ୍ଧୁ

ଟୋକିଓ,୩୧।୭: ଟୋକିଓ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଭାରତ ପାଇଁ ଆସିଛି ନିରାଶ ଖବର। ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଛନ୍ତି ପିଭି ସିନ୍ଧୁ। ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଚୀନର ତାଇ ଜୁ-ୟିଙ୍ଗଙ୍କ...

ଭାରତ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା; ଅନିଶ୍ଚିତକାଳ ପାଇଁ କ୍ରିକେଟରୁ ବିରତି ନେଲେ…

ନୂଆଦିଲ୍ଲୀ,୩୧।୭: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ଠିକ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଇଂଲଣ୍ଡ ଟିମ୍‌ର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିରତି ନେଉଥିବା ଘୋଷଣା କରିଛନ୍ତି। ମାନସିକ...

ଏହି ୩ ଖେଳାଳିଙ୍କ ବିନା ଶ୍ରୀଲଙ୍କାରୁ ଫେରିଲା ଭାରତୀୟ କ୍ରିକେଟ ଟିମ୍‌; ୨ ଜଣ ଯିବେ ଇଂଲଣ୍ଡ

ନୂଆଦିଲ୍ଲୀ,୩୧।୭: ଶ୍ରୀଲଙ୍କା ଗସ୍ତରୁ ଫେରିଛି ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଟିମ୍‌। ହେଲେ କରୋନା ସଂକ୍ରମିତ ହୋଇଥିବା କୃଷ୍ଣପା ଗୌତମ, ୟୁଜବେନ୍ଦ୍ର ଚହଲ ଏବଂ କ୍ରୁନାଲ ପାଣ୍ଡ୍ୟା ନ ଆସି ଶ୍ରୀଲଙ୍କାରେ ଅଛନ୍ତି। ନିୟମ ଅନୁଯାୟୀ ସେମାନଙ୍କୁ ସାତ...

ରବି ଶାସ୍ତ୍ରୀ-ବିରାଟ କୋହଲିଙ୍କୁ ଏହି କ୍ଷେତ୍ରରେ ସର୍ବାଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି: ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ,୩୧।୭: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଦଳକୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଷ୍ଟାର ସ୍ପୋଟ୍ସର ଶୋ’ ଗେମ୍‌ ପ୍ଲାନ ସହ କଥାବାର୍ତ୍ତାରେ ଲକ୍ଷ୍ମଣ କହିଛନ୍ତି, ଭାରତୀୟ ଦଳର ମାନସିକତା ସମ୍ପୂର୍ଣ୍ଣ...

ସିମୋନ ବାଇଲ୍ସଙ୍କ ନିଷ୍ପତ୍ତିକୁ ପ୍ରାୟୋଜକଙ୍କ ପ୍ରଶଂସା

ଓ୍ବାଶିଂଟନ,୩୧ା୭(ଏପି)-ମାନସିକ ସ୍ବାସ୍ଥ୍ୟ କାରଣରୁ ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସ ଟିମ୍‌ ଇଭେଣ୍ଟରୁ ଓହରିଯିବା ଲାଗି ଆମେରିକାର ଷ୍ଟାର ଜିମ୍ନାଷ୍ଟ ସିମୋନ ବାଇଲ୍ସ ନେଇଥିବା ନିଷ୍ପତ୍ତିକୁ ଆଥ୍‌ଲେଟା ଓ ଭିସା ସମେତ ତାଙ୍କ ପ୍ରାୟୋଜକଗଣ ପ୍ରଶଂସା କରିଛନ୍ତି। ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗରେ ପ୍ରାୟୋଜକମାନଙ୍କ...

୧୦୦ ମିଟରରୁ ଦୂତୀଙ୍କ ଅଭିଯାନ ଶେଷ

ଭୁବନେଶ୍ୱର, ୩୧।୭(କ୍ରୀଡ଼ା ପ୍ରତିନିଧି)- ଟୋକିଓରେ ଚାଲିଥିବା ଅଲିମ୍ପିକ୍ସର ମହିଳା ୧୦୦ ମିଟର ହିଟ୍‌ରୁ ଓଡ଼ିଶାର ଦୂତୀ ଚାନ୍ଦଙ୍କ ଅଭିଯାନ ଶେଷ ହୋଇଛି। ଏହି ଇଭେଣ୍ଟରେ ଭାରତକୁ ଏକମାତ୍ର ପ୍ରତିନିଧିତ୍ୱ କରିଥିବା ଦୂତୀ ହିଟ୍‌-୫ରେ ନୈରାଶ୍ୟଜନକ ଭାବେ ୭ମ ସ୍ଥାନରେ ରହିଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri