Posted inଖେଳ

ଭାରତ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା; ଅନିଶ୍ଚିତକାଳ ପାଇଁ କ୍ରିକେଟରୁ ବିରତି ନେଲେ…

ନୂଆଦିଲ୍ଲୀ,୩୧।୭: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ଠିକ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଇଂଲଣ୍ଡ ଟିମ୍‌ର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିରତି ନେଉଥିବା ଘୋଷଣା କରିଛନ୍ତି। ମାନସିକ ସ୍ବାସ୍ଥ୍ୟ ଏବଂ ଆଙ୍ଗୁଠିରେ ଲାଗିଥିବା ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଷ୍ଟୋକ୍ସ ଏଭଳି ବଡ଼ ପଦକ୍ଷେପ ନେଇଥିବା କୁହାଯାଉଛି।

ଷ୍ଟୋକ୍ସ ଗତ ଏକ ବର୍ଷ ମଧ୍ୟରେ ଦେଶ ବାହାରେ ଅଧିକାଂଶ ସମୟ ବିତାଇଛନ୍ତି। ପ୍ରଥମେ ପିତାଙ୍କ ମୃତ୍ୟୁକୁ ନେଇ ସେ ପାକିସ୍ତାନ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ଖେଳି ନ ଥିଲେ। ପରେ ଆଇପିଏଲ୍‌ରେ ସେ ନଜର ଆସିଥିଲେ।

ତେବେ ଷ୍ଟୋକ୍ସଙ୍କ ନିଷ୍ପତ୍ତିଙ୍କୁ ସମର୍ଥନ କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ(ଇସିବି)। ଏଭଳି ସମୟରେ ସେ ଖେଳରୁ ଦୂରରେ ଥିଲେ ହେଁ ତାଙ୍କୁ ଇସିବି ସହାୟତା ଜାରି ରଖିବ। ଷ୍ଟୋକ୍ସ ବେଶ ସାହସର ସହ ମାନସିକ ସ୍ବାସ୍ଥ୍ୟ ଭଳି ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଥିବା ବୋର୍ଡ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଅନୁ ରାଣୀ

ନୂଆଦିଲ୍ଲୀ, ୨୧।୭: ଭାରତୀୟ ଜାଭେଲିନ ଥ୍ରୋ ଖେଳାଳି ଅନୁ ରାଣୀ ପୁଣି ଥରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୨ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ...

କୋଚ୍‌ ନିଯୁକ୍ତ କଲା ଓସିଏ

ଭୁବନେଶ୍ୱର,୨୫ା୫ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ (ଓସିଏ) ପକ୍ଷରୁ ଏହାର ପୁରୁଷ ଓ ମହିଳା ଦଳ ପାଇଁ କୋଚଙ୍କ ନାମ ଘୋଷଣା କରାଯାଇଛି। ପୁରୁଷ...

ଡୋପିଂ ଅଭିଯୋଗରେ ନାଇଜେରିଆନ ସ୍ପ୍ରିଣ୍ଟର ସସ୍‌ପେଣ୍ଡ

ଟୋକିଓ, ୧ା୮ (ଏପି)-ଡୋପିଂ ପାଇଁ ନାଇଜେରିଆନ ସ୍ପ୍ରିଣ୍ଟର ବ୍ଲେସିଂ ଓକାଗବାରେଙ୍କୁ ଶନିବାର ସାମୟିକ ସସ୍‌ପେଣ୍ଡ କରାଯାଇଛି। ଅଲିମ୍ପିକ୍ସ ମହିଳା ୧୦୦ମିଟର ସେମିଫାଇନାଲ ପୂର୍ବରୁ ତାଙ୍କ ଡୋପ୍‌...

ଅଲିମ୍ପିକ୍ସ ସ୍ବପ୍ନରେ ବିଭୋର ବିବେକ

ଭୁବନେଶ୍ୱର, ୨୪।୧୦(କ୍ରୀଡ଼ା ପ୍ରତିନିଧି)- ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଭାରତର ଉଭୟ ମହିଳା...

ୟୁରୋକପ୍‌ ଫୁଟ୍‌ବଲ:ଅଷ୍ଟ୍ରିଆକୁ ହରାଇ ନେଦରଲାଣ୍ଡ୍ସ ନକ୍‌ଆଉଟ୍‌ରେ

ଆମଷ୍ଟରଡାମ,୧୯।୬: ୟୁରୋକପ୍‌ରେ ଗୁରୁବାର ନେଦରଲାଣ୍ଡ୍ସ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ଆମଷ୍ଟରଡାମ ଏରିନାରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୨-୦ ଗୋଲରେ ଅଷ୍ଟ୍ରିଆକୁ ହରାଇଛି।...

ନିର୍ଣ୍ଣାୟକ ଦିନିକିଆ: ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ

ପୁଣେ,୨୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଦିନକିଆ ସିରିଜ ଜିତିବା ନେଇ ଏବେ ଘରୋଇ ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି...

ସମସ୍ତ ପ୍ରକାର କ୍ରିକେଟ୍‌ରୁ ଡୁମିନିଙ୍କ ଅବସର

କେପ୍‌ ଟାଉନ, ୧୪।୧- ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡ ଜେପି ଡୁମିନି ସୋମବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୧୭ରେ ଟେଷ୍ଟରୁ ଅବସର...

ଫାଇନାଲରେ ମଞ୍ଜୁ ବାଲା

ବର୍ମିଂହାମ୍‌,୪ା୮: ମହିଳା ହାମର ଥ୍ରୋ ଇଭେଣ୍ଟର ଫାଇନାଲରେ ଭାରତର ମଞ୍ଜୁ ବାଲା ପ୍ରବେଶ କରିଛନ୍ତି। ହେଲେ ସରିତା ସିଂ ଆଗକୁ ଯିବାରେ ବିଫଳ ହୋଇଛନ୍ତି। ୩୩...

Advertisement
Archives

Model This Week