Posted inଖେଳ

ଜିଆଓଜୁନ୍‌ ସବୁଠାରୁ ବୟସ୍କ ଭାରୋତ୍ତୋଳନ ଚାମ୍ପିୟନ

ଟୋକିଓ, ୧ା୮ (ଏପି)- ଚାଇନାର ଲିୟୁ ଜିଆଓଜୁନ୍‌ ସବୁଠାରୁ ବୟସ୍କ ଭାବେ ଅଲିମ୍ପିକ୍ସ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ପୁରୁଷ ୮୧ କେ.ଜି. ଶ୍ରେଣୀରେ ସେ ସ୍ନାଚ୍‌ରେ ୧୭୦କେଜି, କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୨୦୪କେଜି ଏବଂ ମୋଟ ୩୭୪ କେଜି ଉତ୍ତୋଳନ କରିଛନ୍ତି। ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଡୋମିନିସିଆନ ରିପବ୍ଲିକର ଜ୨ାକାରିଆସ୍‌ ବୋନାଟଙ୍କଠାରୁ ୭ କେଜି ଏବଂ ବ୍ରୋଞ୍ଜ ଜିତିଥିବା ଆଣ୍ଟୋନିଓ ପିଜୋଲାଟୋଙ୍କଠାରୁ ସେ ୯ କେଜି ଅଧିକ ଉତ୍ତୋଳନ କରିଥିଲେ। ଲିୟୁ ୫ ବର୍ଷ ପୂର୍ବେ ୨୦୧୬ ରିଓ ଡି’ ଜେନିରୋ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ। ସେ ଆହୁରି ମଧ୍ୟ ୨୦୧୨ରେ ସ୍ବର୍ଣ୍ଣ ଜିତିଥିଲେ। କିନ୍ତୁ ସେ ବର୍ତ୍ତମାନ ଅବସର କଥା ଚିନ୍ତା କରି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ମଧ୍ୟ ଦିନିକିଆ ସିରିଜରୁ ବାଦ୍‌; ସଂଯୋଗ ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର? ଜାଣନ୍ତୁ…

ନୂଆଦିଲ୍ଲୀ,୪।୬: ଜୁନ ୧୩ ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ସମୟରେ,…

ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟ୍‌କା: କୋହଲି ବିଦା

ନୂଆଦିଲ୍ଲୀ,୪।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସିରିଜ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଜୁନ ୬ରୁ ଏକ ଟେଷ୍ଟ ମ୍ୟାଚ ଖେଳାଯିବ। ଏହା ପରେ ଜୁନ ୧୩ରୁ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

IND vs AFG: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ମହମ୍ମଦ ସିରାଜ! ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୩।୬: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଖେଳିବା ସମ୍ଭାବନା ବହୁତ କମ୍ ରହିଛି । ଏହି ଟେଷ୍ଟ ମ୍ୟାଚ୍ ଜୁନ୍…

ଇନଷ୍ଟାଗ୍ରାମରେ କାହିଁକି କୌଣସି ଝିଅକୁ ଫଲୋ କରନ୍ତିନି ବୈଭବ? ପଛରେ ରହିଛି ସବୁଠୁ ବଡ଼ କାରଣ…

ନୂଆଦିଲ୍ଲୀ, ୩।୬: ୨୦୨୬ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରି ଖବର ଶିରୋନାମାରେ ସ୍ଥାନ ପାଇଥିବା ରାଜସ୍ଥାନ ରୟାଲ୍ସର ଯୁବ ଷ୍ଟାର ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ କେବଳ…

ବୈଭବଙ୍କ ପାଇଁ ବଡ଼ ବଡ଼ କମ୍ପାନୀର ଲାଇନ୍‌, ଆକାଶଛୁଆଁ ହେଲା ବ୍ରାଣ୍ଡ ଭାଲ୍ୟୁ; ଜାଣନ୍ତୁ ଏବେ କେତେ ଟଙ୍କା କରୁଛନ୍ତି ଚାର୍ଜ

ନୂଆଦିଲ୍ଲୀ,୩।୬: ଯେତେବେଳେ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା, ସେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ବୟସ ଥିଲା ଏବଂ ତାଙ୍କ ବୟସ ହିଁ କେବଳ ଚର୍ଚ୍ଚା…

ବୈଭବଙ୍କୁ ମିଳିବା ଉଚିତ୍‌ ନୁହେଁ ଅନ୍ତର୍ଜାତୀୟ ଡେବ୍ୟୁ, ଏମିତି କାହିିଁକି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ, ୩।୬: ବୈଭବ ସୂର୍ଯ୍ୟବଂଶୀଙ୍କ IPL ୨୦୨୬ଏକ ଚମତ୍କାର ପ୍ରଦର୍ଶନ ଥିଲା। ସେ IPL ଇତିହାସରେ ୭୭୬ ରନ ସହିତ ଅରେଞ୍ଜ କ୍ୟାପ ଜିତିଥିବା ସବୁଠାରୁ କମ…

ବିଶ୍ୱକପ୍‌ ଓ୍ବାର୍ମ ଅପ୍‌ ମ୍ୟାଚ୍‌: ଉଜ୍‌ବେକିସ୍ତାନକୁ ୨-୦ ହରାଇଲା କାନାଡା

ଏଡ୍‌ମଣ୍ଟନ,୨ା୬: ବିଶ୍ୱକପ୍‌ ପୂର୍ବରୁ ସୋମବାର ଅନୁଷ୍ଠିତ ଏକ ଓ୍ବାର୍ମଅପ୍‌ ମ୍ୟାଚରେ ଉଜ୍‌ବେକିସ୍ତାନକୁ ୨-୦ ଗୋଲ୍‌ରେ ପରାସ୍ତ କରି କାନାଡ଼ା। କାନାଡ଼ା ଜାତୀୟ ଦଳ ସହିତ ତାଙ୍କ ୯୦ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri