କୋହଲିଙ୍କ ପାଇଁ କାଳ
ଲିଡ୍ସ,୨୫।୮ : ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପୁଣି ଥରେ ପାଇଁ କାଳ ପାଲଟିଛନ୍ତି ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନ। ଏହାକୁ ମିଶାଇ ଟେଷ୍ଟ କ୍ରିକେଟରେ କୋହଲି ୭ମ...
ପୂରା ସେସନରେ ପେସରଙ୍କ ରାଜୁତି
ଲିଡ୍ସ,୨୫।୮ : ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ହେଡିଂଲେ ଟେଷ୍ଟରେ ପ୍ରଥମ ସେସନରେ ଅତ୍ୟନ୍ତ ସଙ୍କଟରେ ପଡ଼ି ଯାଇଛି ଭାରତୀୟ ଦଳ। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ପ୍ରଥମ ସେସନ ସୁଦ୍ଧା ୪ ପ୍ରମୁଖ...
୩୦୦ ଷ୍ଟ୍ରାଇକ୍ ରେଟ୍ରେ ରନ୍; ହେଲିକପ୍ଟର ଶଟ୍ ଖେଳି ଦଳକୁ ସେମିଫାଇନାଲରେ ପହଞ୍ଚାଇଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୨୫।୮: ଆଫଗାନିସ୍ତାନର ଅଭିଜ୍ଞ ସ୍ପିନର ରସିଦ ଖାନ୍ ଇଂଲଣ୍ଡରେ ଖେଳାଯାଉଥିବା ଟି-୨୦ ବ୍ଲାଷ୍ଟରେ ଉଲ୍ଲେଖନୀୟ ବ୍ୟାଟିଂ କରି ସମସ୍ତଙ୍କୁ ଚମକାଇଛନ୍ତି। ସେ ୯ ବଲ୍ରେ ଅପରାଜିତ ୨୭ରନ୍ କରିଛନ୍ତି। ସସେକ୍ସ ଶାର୍କ ତରଫରୁ ରସିଦ ଏହି ବିସ୍ଫୋରକ ପାଳି ଖେଳିଛନ୍ତି।...
ସ୍ମ୍ରିତି ମନ୍ଧାନାଙ୍କ ପ୍ରଥମ ପସନ୍ଦ ଟେଷ୍ଟ କ୍ରିକେଟ; ଆଣ୍ଡରସନଙ୍କ ସହ କୋହଲିଙ୍କ କଥା କଟାକଟିକୁ ନେଇ କହିଲେ ଏଭଳି
ନୂଆଦିଲ୍ଲୀ,୨୫।୮: ଭାରତୀୟ ମହିଳା କ୍ରିକେଟ ଟିମ୍ର ଓପନର ସ୍ମ୍ରିତି ମନ୍ଧାନା ନିଜ ଖେଳ ସହ ଲୁକ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିପାଇଁ ତାଙ୍କୁ ‘ନ୍ୟାଶନାଲ କ୍ରସ୍’ ବି କୁହାଯାଏ। ଏବେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ତାଙ୍କର ଏକ ସାକ୍ଷାତକାରର ଭିଡିଓ...
ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଟସ୍ ଜିତିଲା ଭାରତ
ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ଟେଷ୍ଟରେ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି।...
୩ ଇନିଂସ ଆଧାରରେ କୋହଲିଙ୍କୁ ବାଦ୍ ଦିଆଯାଇପାରିବ ନାହିଁ; ଅଧିନାୟକଙ୍କ ସମର୍ଥନରେ ବାହାରି କିଛି ଏପରି କହିଲେ…
ଲଣ୍ଡନ,୨୫।୮: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମ ଟେଷ୍ଟ ଡ୍ର ହୋଇଥିବା ବେଳେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍କୁ ଭାରତ ୧୫୧ ରନ୍ରେ ଜିତିଥିଲା। ଏହି ସିରିଜରେ ବିରାଟ କୋହଲିଙ୍କ...
ଛକା ବର୍ଷା କଲେ ଧୋନୀ; ପରେ ସାଥୀ ଖେଳାଳିଙ୍କ ସହ ମିଶି ବଣରେ ଖୋଜିଲେ ବଲ୍: ଦେଖନ୍ତୁ ଭିଡିଓ
ଦୁବାଇ,୨୫।୮: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ । ଦଳ ମଧ୍ୟ ସେଠାରେ ଅଭ୍ୟାସ ଆରମ୍ଭ କରିଛି। ନେଟ ଅଧିବେଶନରେ କ୍ୟାପଟେନ ଧୋନୀ ମଧ୍ୟ ବହୁତ ଝାଳ...
ନିଜ ସହ ଏହି କ୍ରିକେଟର୍ଙ୍କୁ ତୁଳନା କଲେ କୋହଲି
ଲିଡ୍ସ,୨୫।୮: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସଫଳତାରେ ଅଧିନାୟକ ବିରାଟ କୋହଲି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସିରାଜଙ୍କ ଆତ୍ମବିଶ୍ୱାସ ଯେଉଁ ସ୍ତରରେ ପହଞ୍ଚିଛି ସେ ବିଶ୍ୱର ଯେକୌଣସି ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିପାରିବେ। ଏହାସହ କୋହଲି ନିଜ ସହ ସିରାଜଙ୍କୁ ତୁଳନା...
ହୃଦୟ ଜିତିଲେ ଆଫଗାନିସ୍ତାନ କ୍ରିକେଟର୍
ଲଣ୍ଡନ,୨୫।୮: ଆଫଗାନିସ୍ତାନ କ୍ରିକେଟର୍ ରସିଦ ଖାନଙ୍କ ଚମତ୍କାର ବ୍ୟାଟିଂ ହେତୁ ସସେକ୍ସ ଦଳ ୨୦୧୮ପରେ ଟି -୨୦ ବ୍ଲାଷ୍ଟରେ ପ୍ରଥମଥର ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। କ୍ୱାର୍ଟର ଫାଇନାଲରେ ସସେକ୍ସ ୟର୍କସାୟାରକୁ ୫ ଉଇକେଟରେ ପରାସ୍ତ କରିଛି। ୭...
ଗୁମର ଖୋଲିଲେ ଈଶାନ: କ’ଣ ପାଇଁ ତାଙ୍କ ପ୍ରତିଟି ବ୍ୟାଟ୍ରେ ଲେଖାଯାଇଥାଏ ଏହି ମନ୍ତ୍ର
ଦୁବାଇ,୨୫।୮: ୨୦୨୦ରେ ୟୁଏଇରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍ ଚାମ୍ପିୟନ ହୋଇଥିଲା। ଚଳିତ ୨୦୨୧ ସିଜିନର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ ଭାରତରେ ଖେଳାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପୁନର୍ବାର ୟୁଏଇରେ ଖେଳାଯିବ। ମୁମ୍ବାଇ ଏବଂ ଚେନ୍ନାଇର ଖେଳାଳିମାନେ...
ଚେତାବନୀ ଦେଲେ ବିରାଟ କୋହଲି
ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ବୁଧବାରଠାରୁ ଲିଡ୍ସର ହେଡିଙ୍ଗଲେ ଗ୍ରାଉଣ୍ଡରେ ଆରମ୍ଭ ହେବ। ମ୍ୟାଚ ପୂର୍ବରୁ ବିରାଟ କୋହଲି ପୁଣି ଥରେ ଖେଳୁଥିବା ଏକାଦଶ ଘୋଷଣା କରିନାହାଁନ୍ତି। ତୃତୀୟ ମ୍ୟାଚ୍ରେ ବିରାଟ କୋହଲି ଲର୍ଡସ ଖେଳିଥିବା...
ଲିଡ୍ସ ପିଚ୍ ଦେଖି କୋହଲି ଆଶ୍ଚର୍ଯ୍ୟ
ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଆଜିଠାରୁ ହେଡିଙ୍ଗଲେରେ ଖେଳାଯିବ। ଲର୍ଡସରେ ଜବରଦସ୍ତ ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ ଏହି ସିରିଜରେ ୧-୦ ଆଗରେ ରହିଛି। ତୃତୀୟ ଟେଷ୍ଟ ମ୍ୟାଚ୍ରେ ମଧ୍ୟ...
Archives


