ଖେଳ

ଅଶ୍ୱିନଙ୍କୁ ନ ଖେଳାଇବା ପାଗଳାମୀ

ଲଣ୍ଡନ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତ ଦଳରେ ସ୍ଥାନ ମିଳିନାହିଁ। ଟିମ୍‌ ମ୍ୟାନେଜମେଣ୍ଟର ଏଭଳି ନିଷ୍ପତ୍ତିକୁ ବହୁ ପ୍ରାକ୍ତନ ଖେଳାଳି ସମାଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି...

କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି; କିଛି ଏପରି ରହିଛି କାରଣ…

ଲଣ୍ଡନ,୨।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲଷଣ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛି। ତେବେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ...

ମହାନ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇଲେ କୋହଲି

ଓଭାଲ,୨।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଚୌକା ଲଗାଇ ଖାତା ଖୋଲିଛନ୍ତି। ଏଥିସହ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ପୂରଣ ହୋଇଛି ୨୩ ହଜାର ରନ୍‌। ସେ ବିଶ୍ୱ ଇତିହାସର ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ...

ଶସ୍ତାରେ ଚାଲିଗଲେ ଓପନର

ଓଭାଲ,୨।୯: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଖୁବ୍‌ ଶସ୍ତାରେ ଦୁଇ ଓପନରଙ୍କ ଉଇକେଟ ହରାଇଛି। ରୋହିତ ଶର୍ମା (୧୧) ଓ ଲୋକେଶ ରାହୁଲ (୧୭)ଙ୍କ ଓପନିଂ ଯୋଡ଼ି ୨୮ ରନ୍‌ର ଭଗୀଦାରି କରିଥିଲେ। ପ୍ରଥମେ ରୋହିତ,...

ଟସ୍‌ ଜିତିଲା ଇଂଲଣ୍ଡ

ଓଭାଲ,୨।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଓଭାଲରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଏହି...

କୋହଲିଙ୍କୁ ଆଉଟ୍‌ କରିବା ପରେ ସବୁଠୁ ଅଧିକ ଖୁସି ହୁଅନ୍ତି ଆଣ୍ଡରସନ୍‌, କାରଣ କଲେ ଖୁଲାସା

କ୍ରିକେଟ ପଡ଼ିଆରେ ବିରାଟ କୋହଲି ଏବଂ ଜେମ୍ସ ଆଣ୍ଡରସନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ। ୨୦୧୪ ପରଠାରୁ ବିରାଟ ଏବଂ ଆଣ୍ଡରସନଙ୍କ ମଧ୍ୟରେ ଟକ୍କର ଚାଲିଛି। ଆଣ୍ଡରସନ ୨୦୧୪ରେ କୋହଲିଙ୍କୁ ଆଉଟ୍‌ କରିଥିଲେ, ୨୦୧୮ରେ ଭାରତୀୟ ଅଧିନାୟକ କୋହଲି ପ୍ରାଧାନ୍ୟ...

ହଠାତ୍‌ ସନ୍ୟାସ ଘୋଷଣା କରି ଚମକାଇଥିଲେ ଧୋନୀ; ଶାସ୍ତ୍ରୀ କହିଲେ ‘କ’ଣ ହୋଇଥିଲା ସେଦିନ’…

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ ବିଦାୟ ନେବା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨୦୧୪ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ହେଁ ସୀମିତ ଓଭର କ୍ରିକେଟରେ ସେ ସକ୍ରିୟ...

୨୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିବା ବୋଲର୍‌ ଭାରତୀୟ ଦଳରେ ସାମିଲ୍‌: ବିଜୟ ଆଶାରେ ବିରାଟବାହିନୀ

ଓଭାଲ,୨।୯: ଚତୁର୍ଥ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି। ଦ୍ରୁତ ବୋଲର ପ୍ରସାଦ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି। ଏ ପର୍ଯ୍ୟନ୍ତ ସେ ରିଜର୍ଭ ଖେଳାଳି ଭାବରେ ଦଳ ସହିତ ଥିଲେ।...

ଲମ୍ବା କେଶ ପାଇଁ ଜୋରିମନା ଦେଉଥଲେ ଏହି ପ୍ରସିଦ୍ଧ କ୍ରିକେଟ୍‌ର: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି ଏବଂ ଚତୁର୍ଥ ଟେଷ୍ଟ ଗୁରୁବାରଠାରୁ ଓଭାଲରେ ଆରମ୍ଭ ହେବ। ଏହି ଗସ୍ତରେ ଇଶାନ୍ତ ଶର୍ମା ମଧ୍ୟ ଟିମ ଇଣ୍ଡିଆ ସହିତ ଅଛନ୍ତି। ଲିଡ୍ସରେ ତୃତୀୟ ଟେଷ୍ଟ ଛାଡି ସେ ବାକି...

ଚେତାବନୀ ଦେଲେ ରବି ଶାସ୍ତ୍ରୀ

ଲଣ୍ଡନ,୧।୯: ଆଜିଠାରୁ ଓଭାଲରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଲିଡ୍ସରେ ଲଜ୍ଜାଜନକ ପରାଜୟ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ଲର୍ଡସ ମ୍ୟାଚ୍‌ ବିଜୟରୁ ପ୍ରେରଣା ନେବାକୁ ରବି ଶାସ୍ତ୍ରୀ କହିଛନ୍ତି। ଶାସ୍ତ୍ରୀ ସ୍ବୀକାର କରିଛନ୍ତି...

ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ: ଜାଣନ୍ତୁ କେଉଁଠି, କେମିତି ଦେଖିପାରିବେ ମ୍ୟାଚ୍‌

ଓଭାଲ,୧।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୨ଠାରୁ ଓଭାଲରେ ଖେଳାଯିବ। ଉଭୟ ଦଳ ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଗୋଟି ଗୋଟିଏ ମ୍ୟାଚ୍‌ ଜିତିଛନ୍ତି। ବର୍ଷା ହେତୁ ପ୍ରଥମ ମ୍ୟାଚ ଡ୍ର...

ସୁପରଓଭରରେ ୬ ରନ୍‌ ରୋକି ଦେଲେ

ସେଣ୍ଟ କିଟ୍ସ,୨।୯: ମ୍ୟାଚ୍‌କୁ ଜିତିବା ପାଇଁ ଟ୍ରିନବାଗୋ ନାଇଟ୍‌ ରାଇଡର୍ସ (ଟିକେଆର୍‌)କୁ ସୁପରଓଭରରେ ଦରକାର ଥାଏ ୭ ରନ୍‌। ଗୁଏନା ଆମାଜନ ଓ୍ବାରିଅର୍ସ ପାଇଁ ବୋଲିଂ କରିଥିଲେ ରୋମାରିଓ ଶେଫର୍ଡ। ପ୍ରଥମ ବଲରେ କିରନ ପୋଲାର୍ଡଙ୍କୁ ଆଉଟ୍‌ କରିଥିଲେ। ପରବର୍ତ୍ତୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri