ଯେବେ ଯାଏ ବିରାଟ କୋହଲି ଅଛନ୍ତି, ସେବେ ଯାଏ ଟେଷ୍ଟ କ୍ରିକେଟର ଭାଗ୍ୟ ଉଜ୍ଜ୍ୱଳ
ନୂଆଦିଲ୍ଲୀ,୮।୯: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଜିତି ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ଖରାପ ଆରମ୍ଭ ସତ୍ତ୍ୱେ ଦଳ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାକୁ ନେଇ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭୂରି ପ୍ରଶଂସା...
ପ୍ରତିଶ୍ରୁତି ଦେଇ ରଖିଲେ ଏହି କ୍ରିକେଟର୍, କଲେ ଏମିତି କାମ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କ ‘ନାଗିନ ଡ୍ୟାନ୍ସ’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ନାଗିନ ଡ୍ୟାନ୍ସର ଭିଡିଓ ମହମ୍ମଦ କୈଫ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ପ୍ରଶଂସକମାନେ...
ଟି-୨୦ ବିଶ୍ୱକପ୍ ପାଇଁ ନିଜ ଦଳ ବାଛିଲେ ଗାଭାସ୍କର: ବଡ଼ ବଡ଼ ଖେଳାଳିଙ୍କୁ ଦେଲେ ବାଦ୍
ନୂଆଦିଲ୍ଲୀ,୮।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯିବ। ଦଳ ଘୋଷଣା ପୂର୍ବରୁ ଏହା କୁହାଯାଉଛି ଯେ, ଏଥିରେ ୧୩-୧୫ ଭାରତୀୟ ଖେଳାଳିଙ୍କ ସ୍ଥାନ ନିଶ୍ଚିତ ହୋଇଥିବାବେଳେ କେବଳ କିଛି ନାମ...
ପ୍ରିୟ ଖେଳାଳିଙ୍କ ହୃଦୟ ଭାଙ୍ଗିବେ କୋହଲି!
ଲଣ୍ଡନ,୮।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହି ସିରିଜରେ ଟିମ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଦୁଇ ଦଳ ମଧ୍ୟରେ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ୧୦ ସେପ୍ଟେମ୍ବରରୁ ମଞ୍ଚେଷ୍ଟରରେ...
କୋହଲି- ନୀରଜଙ୍କ ମଧ୍ୟରେ ମୁକାବିଲା!
ନୂଆଦିଲ୍ଲୀ,୮।୯:ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରା ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଚାଲିଛି ଏବଂ ଏହି ପ୍ରତିଯୋଗିତା ଖେଳ ପଡ଼ିଆରେ ନୁହେଁ, ବରଂ ବିଜ୍ଞାପନ ଆଧାରରେ ଚାଲିଛି।...
୬ ରନ୍ରେ ୪ ଉଇକେଟ ନେଇ ପ୍ରଥମ ମ୍ୟାଚ୍ରେ କମାଲ୍ କଲେ ଏହି ବୋଲର୍
ବାରବାଡୋସ୍,୮।୯: କାରିବିଆନ ପ୍ରିମିୟର ଲିଗ (ସିପିଏଲ୨୦୨୧)ର ୧୯ତମ ମ୍ୟାଚରେ ତ୍ରିନବାଗୋ ନାଇଟ ରାଇଡର୍ସ ଜାମାଇକା ଟାଲାୱାକୁ ୭୫ ରନ୍ରେ ପରାସ୍ତ କରିଛି। ପାକିସ୍ତାନରେ ଜନ୍ମିତ ଆମେରିକୀୟ ପେସର ଅଲି ଖାନ ନାଇଟ ରାଇଡର୍ସ ପକ୍ଷରୁ ଲିଗରେ ତାଙ୍କର ପ୍ରଥମ ମ୍ୟାଚ...
ଫେସବୁକ୍ରୁ ପ୍ରେମ ବିବାହ, ଇନ୍ଷ୍ଟାଗ୍ରାମରେ ଶେଷ: ଏମିତି ଥିଲା ଶିଖର ଧାଓ୍ବନଙ୍କ ପ୍ରେମ କାହାଣୀ
ଭାରତୀୟ ଓପନର୍ ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ଛାଡପତ୍ର ଖବର ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଏହି ଦମ୍ପତି ପ୍ରାୟ ୯ ବର୍ଷ ପରେ ଅଲଗା ହୋଇଯାଇଛନ୍ତି। ଛାଡପତ୍ର ଖବର ଉପରେ ଧୱନଙ୍କ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ...
ଠାକୁରଙ୍କ ଜୀବନ ବଦଳାଇ ଦେଇଥିଲେ ଧୋନୀ
ଓଭାଲ୍,୮।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ବିଜୟ ପରେ ଶାର୍ଦ୍ଦୁଳ ଠାକୁରଙ୍କ ନାମ ସବୁଆଡେ ଚର୍ଚ୍ଚା ହେଉଛି। ଓଭାଲ ଟେଷ୍ଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟରେ ଶାର୍ଦ୍ଦୁଳ ଠାକୁର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚରେ ଠାକୁର ଇଂଲଣ୍ଡ...
ଛାଡ଼ପତ୍ର ନେଲେ ଧାଓ୍ବନ
ନୂଆଦିଲ୍ଲୀ, ୮।୯: ଭାରତୀୟ ଓପନର ଶୀଖର ଧାଓ୍ବନ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ୮ ବର୍ଷର ବିବାହ ସମ୍ପର୍କ ଶେଷ ହୋଇଥିବା ସୂଚନା ଦେଇଛନ୍ତି ଆୟେଶା। ଏକ ଫଟୋ ଶେୟାର କରି ଆୟେଶା କ୍ୟାପଶନରେ ଲେଖିଛନ୍ତି, ‘ଦୁଇ...
ଟି୨୦ ବିଶ୍ୱକପ୍ରେ ନ ଖେଳିପାରନ୍ତି ଇଂଲଣ୍ଡର ଷ୍ଟାର ଖେଳାଳି
ଲଣ୍ଡନ,୭।୯: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ସମ୍ଭବତଃ ଟି୨୦ ବିଶ୍ୱକପ୍ ଅଭିଯାନର ଅଂଶବିଶେଷ ହୋଇପାରିବେ ନାହିଁ। କାରଣ ଅଲରାଉଣ୍ଡରଙ୍କ ବ୍ୟକ୍ତିଗତ ନିଷ୍ପତ୍ତିକୁ ଆଗ୍ରାଧ୍ୟକାର ଦେଉଥିବା କହିଛନ୍ତି ଦଳର ମୁଖ୍ୟ କୋଚ୍ କ୍ରିସ ସିଲଭରଉଡ୍। ୩୦ ବର୍ଷୀୟ ଷ୍ଟୋକ୍ସ ମାନସିକ...
ଅନ୍ତିମ ମୁକାବିଲାରେ ଟସ୍ ହାରିଲେ ବି ଇତିହାସ ରଚିପାରେ ଟିମ୍ ଇଣ୍ଡିଆ ! ପ୍ରଶଂସକ ଏଭଳି କରୁଛନ୍ତି ଆକଳନ
ଲଣ୍ଡନ,୭।୯: ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଚତୁର୍ଥ ମୁକାବିଲା ଜିତି ୨-୧ରେ ଅଗ୍ରଣୀ ହାସଲ କରିଛି ଭାରତ। ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୦ରୁ ମଞ୍ଚେଷ୍ଟରରେ ଖେଳାଯିବ। ଏହି ଟେଷ୍ଟ...
‘ଲର୍ଡ ଶାର୍ଦ୍ଦୁଲ’ ନାମରେ ସୁପରହିଟ୍ ହେଲେ ଏହି ଭାରତୀୟ ଅଲରାଉଣ୍ଡର; କିଛି ଏଭଳି ପ୍ରତିକ୍ରିୟା ରଖିଲେ ସେ
ନୂଆଦିଲ୍ଲୀ,୭।୯: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ପ୍ରଶଂସିତ ହେଉଛନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଉଭୟ ଇନିଂସରେ ସେ ୫୭ ଏବଂ ୬୦ ରନ୍ କରିବା ସହ ୩ ଉଇକେଟ ନେଇଥିଲେ।...
Archives


