ଖେଳ

ପାଠପଢ଼ା ସହ କ୍ରୀଡ଼ାରେ ଆଉ ପାଦେ ଆଗେଇଛି ଭଞ୍ଜନଗର କେ.ଭି., ବାଳିକା ଭଲିବଲ ଟିମ୍‌ ଚାମ୍ପିୟନ, ବାଳକ ରନର୍ସ-ଅପ୍‌

ଭଞ୍ଜନଗର,୨୯ା୪(ବାବୁଲା ପ୍ରଧାନ): ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟଠାରେ ଗତ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଞ୍ଚଳିକ ସ୍ତରୀୟ ୫୫ ତମ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର…

ହଟିଲେ ଶ୍ରୀଲଙ୍କା କ୍ରିକେଟ୍‌ ମୁଖ୍ୟ ଶାମି ସିଲ୍‌ଭା

କଲମ୍ବୋ,୨୯ା୪: ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କ ଅନୁରୋଧ ପରେ ଶ୍ରୀଲଙ୍କା କ୍ରିକେଟ୍‌(ଏସ୍‌ଏଲ୍‌ସି) ମୁଖ୍ୟ ଶାମି ସିଲ୍‌ଭା ଓ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଏକ ସ୍ବତନ୍ତ୍ର ବୈଠକରେ ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୩ ଘଣ୍ଟା ଧରି ଚାଲିଥିବା ବୈଠକରେ ଖୁବ୍‌ ବିଚାରବିମର୍ଶ…

ଡ୍ରେସିଂ ରୁମ୍‌ରେ ଇ-ସିଗାରେଟ୍‌ ଟାଣି ଚର୍ଚ୍ଚାରେ ଅଧିନାୟକ: ହେବ କି କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ,୨୯।୪: ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ପ୍ରିମିୟମ ଲିଗ ୨୦୨୬ ମ୍ୟାଚ ସମୟରେ ଏକ ନୂତନ ବିବାଦ ଦେଖାଦେଇଛି। ରାଜସ୍ଥାନର ୨୪ ବର୍ଷୀୟ ଅଧିନାୟକ ରିୟାନ ପରାଗଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ…

IPL 2026 ମଧ୍ୟରେ ବଡ଼ ଘୋଷଣା କରିପାରେ CSK

ନୂଆଦିଲ୍ଲୀ,୨୮।୪: ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଧାରାକୁ ଫେରିଥିଲା, କିନ୍ତୁ ଦଳ ପୂର୍ବ ମ୍ୟାଚରେ ପରାଜୟ ବରଣ କରିଥିଲା। CSK ପାଇଁ, ଏଠାରୁ ପରବର୍ତ୍ତୀ ପ୍ରତ୍ୟେକ ମ୍ୟାଚ କର ବା ମର ପରି ହେବ। ଏହି ସମୟରେ, ସେମାନେ ମିଡ-ସିଜନ ଟ୍ରାଏଲ…

‘ଅନ୍ୟ କାହାକୁ ଅନୁମତି ଦିଆଯିବା ଉଚିତ ନୁହେଁ…’ ଲମ୍ବା IPL ମ୍ୟାଚକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୮।୪: ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର IPL 2026 ସିଜିନରେ ମ୍ୟାଚର ଅବଧି ବୃଦ୍ଧି ସମ୍ପର୍କରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପଡ଼ିଆରେ ଅନାବଶ୍ୟକ କର୍ମଚାରୀଙ୍କ ପ୍ରବେଶ ଏବଂ ବାରମ୍ବାର ବାଧା ଯୋଗୁ ମ୍ୟାଚଗୁଡ଼ିକ…

ଚାହିଁଲେନି ବିରାଟ କୋହଲି: ଭୋ ଭୋ ହୋଇ କାନ୍ଦି ଏମିତି ନିଷ୍ପତ୍ତି ନେଲେ କୁନି ପ୍ରଶଂସକ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୪: IPL 2026 ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚମତ୍କାର ୯ ଉଇକେଟ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ଲେଅଫ ରେ ସ୍ଥାନ ପାଇବା ପାଇଁ ଏକ ଦୃଢ଼ ଦାବିଦାର ଭାବରେ ଉଭା ହୋଇଛି। ଏହି ମ୍ୟାଚରେ ମଧ୍ୟ…

ପ୍ରଶଂସକଙ୍କ ସହ ଫଟୋ ଉଠାଇବା ପାଇଁ ଟଙ୍କା ମାଗୁଛନ୍ତି ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୩:ଆଇପିଏଲ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ପଡିଆ ବାହାରେ ମଧ୍ୟ ତାଙ୍କର ଲୋକପ୍ରିୟତା ସ୍ପଷ୍ଟ ଦେଖାଯାଉଛି। ପ୍ରଶଂସକମାନେ ବୈଭବଙ୍କ ସହ ଏକ ଫଟୋ ଉଠାଇବାକୁ ଆଗ୍ରହୀ ଦେଖାଯାଉଛନ୍ତି। କିନ୍ତୁ ବୈଭବ ସେମାନଙ୍କ ସହିତ ଏକ…

ଇତିହାସ ରଚିଲେ ବିରାଟ କୋହଲି: ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ IPLରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ବିରାଟ କୋହଲି ଇତିହାସ ରଚିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମାତ୍ର ୧୧ ରନ କରି ‘କିଙ୍ଗ କୋହଲି’ ଆଇପିଏଲରେ ୯୦୦୦ ରନ ପୂରଣ କରିଛନ୍ତି। ସେ ଆଇପିଏଲ ଇତିହାସରେ ୯୦୦୦ ରନର ମାଇଲଖୁଣ୍ଟ ଛୁଇଁବାରେ…

ପ୍ରତିଶୋଧ ନେଲା RCB: ଭୁବି-ହାଜେଲଉଡ୍‌ଙ୍କ ଆଗରେ DCର ଆତ୍ମସମର୍ପଣ

ନୂଆଦିଲ୍ଲୀ,୨୭ା୪:ବେଙ୍ଗାଲୁରୁରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାଜୟର ପ୍ରତିଶୋଧ ଦିଲ୍ଲୀରେ ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ଜୋଶ୍‌ ହାଜେଲଉଡ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ପରେ ଦେବଦତ୍ତ ପଡିକାଲଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ଆରସିବି ୯ ଉଇକେଟରେ ଦିଲ୍ଲୀକୁ ପରାସ୍ତ…

ସକାଳୁ ସକାଳୁ ଧୋନୀଙ୍କ ପ୍ରଶଂସକଙ୍କୁ ଲାଗିଲା ଶକ୍ତ ଝଟକା, ଆସିଲା ଏମିତି ଖବର

ନୂଆଦିଲ୍ଲୀ,୨୭।୪: ଚେନ୍ନାଇ ସୁପର କିଙ୍ଗ୍ସ (CSK) ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ କହିଛନ୍ତି ଯେ 2026 ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବ ହେବ। ଏହି ଅଭିଜ୍ଞ ୱିକେଟକିପର-ବ୍ୟାଟସମ୍ୟାନ ଆଘାତରୁ ସୁସ୍ଥ ହେବା…

ଚେନ୍ନାଇକୁ ହରାଇଲା ଗୁଜରାଟ

ଚେନ୍ନାଇ,୨୬ା୪: ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ (ଜିଟି) ୮ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)କୁ ପରାସ୍ତ କରିଛି। ଲଗାତର ଦୁଇ ପରାଜୟ ପରେ ଏହି ବିଜୟ ସହ ଗୁଜରାଟ ତା’ର ପରାଜୟ…

ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କଲେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କୁମିନ୍ସ, କହିଲେ…

ଜୟପୁର,୨୬ା୪: ବର୍ତ୍ତମାନ ଭାରତୀୟ କ୍ରିକେଟର ସବୁଠୁ ଚର୍ଚ୍ଚିତ ନାମ ବୈଭବ ସୂର୍ଯ୍ୟବଂଶୀଙ୍କ ବୃଦ୍ଧି ପାଉଥିବା ପ୍ରଶଂସକଙ୍କ ତାଲିକାରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କୁମିନ୍ସ ସାମିଲ ହୋଇଛନ୍ତି। ୧୫ ବର୍ଷୀୟ ବୈଭବ ଶନିବାର ଖେଳାଯାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିପକ୍ଷ ମ୍ୟାଚ୍‌ରେ ୩୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?