କୋଭିଡ୍-୧୯ ମହାମାରୀ: ଡବ୍ଲ୍ୟୁଟିଏ ଫାଇନାଲ୍ସ, ୧୦ ଅନ୍ୟ ଟେନିସ ଟୁର୍ନାମେଣ୍ଟ ବାତିଲ
ଓ୍ବାଶିଂଟନ,୨୪।୭(ଏପି): ଚାଇନାରେ ରେକର୍ଡ ସଂଖ୍ୟକ ଟେନିସ୍ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। କୋଭିଡ୍-୧୯ ମହାମାରୀ କାରଣରୁ ଚାଇନାରେ ୧୧ଟି ପୁରୁଷ ଓ ମହିଳା ଟୁର୍ନାମେଣ୍ଟ ବାତିଲ ହୋଇଛି। ଏଥିରେ ଡବ୍ଳ୍ୟଟିଏ ଫାଇନାଲ୍ସ ସାମିଲ ରହିଛି। ଏହି ଟୁର୍ନାମେଣ୍ଟଗୁଡିକର କାର୍ଯ୍ୟସୂଚୀକୁ ପୁନଃ ନିର୍ଦ୍ଧାରିତ...
ଲିଜେଣ୍ଡ ଅଫ୍ ଚେସ୍ ଟୁର୍ନାମେଣ୍ଟ: ଆନନ୍ଦଙ୍କ ହ୍ୟାଟ୍ରିକ ପରାଜୟ
ଚେନ୍ନାଇ,୨୪।୭(ପି.ଟି.): ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍ ଚେସ୍ ଅନ୍ଲାଇନ୍ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ସେ କ୍ରମାଗତ ତୃତୀୟ ପରାଜୟ ବରଣ...
ସେପ୍ଟେମ୍ବର ୧୯ରୁ ଆଇପିଏଲ୍: ନଭେମ୍ବର ୮’ ରେ ଫାଇନାଲ
ନୂଆଦିଲ୍ଳୀ,୨୪।୭(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆହେୟାଜନ ହେବା ସ୍ପଷ୍ଟ ହୋଇଛି। ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ। ଏ ନେଇ...
ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍
କରୋନା ମହାମାରୀ ଯୋଗୁ ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍(ଆଇପିଏଲ୍) ଅନୁଷ୍ଠିତ ହେବା ଆଶଙ୍କା ବଢି ବଢି ଯାଉଛି। ଆଇସିସି ଦ୍ୱାରା ଟି-୨୦ ବିଶ୍ୱକପ୍ ସ୍ଥଗିତ ହେବା ପରେ ଆଇପିଏଲ୍ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏବେ ଭାରତରେ ଆଇପିଏଲ୍ ହେବା...
ଦୃଷ୍ଟି ଶକ୍ତି କମ୍ ଥିଲେ ମଧ୍ୟ ଏସିଆର ବ୍ରାଡ୍ମ୍ୟାନ୍ ହୋଇଥିଲେ ଏହି ଖେଳାଳି
ପ୍ରଥମ ଶ୍ରେଣୀ କ୍ରିକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ବ୍ୟାଟ୍ସମ୍ୟାନ ଶତକରୁ ଶତକ ପୂରଣ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ୧୦୦ କିମ୍ବା ଅଧିକ ଶତକ ହାସଲ କରିଥିବା ବ୍ୟକ୍ତିଙ୍କ ତାଲିକାରେ କେବଳ ଜଣେ ଏସୀୟ ବ୍ୟାଟ୍ସମ୍ୟାନଙ୍କ ନାମ ଅନ୍ତର୍ଭୁକ୍ତ...
ଅମିର ନେଗେଟିଭ୍, ପାକିସ୍ତାନ ଦଳରେ ଯୋଗଦେବ
କରାଚୀ, ୨୪।୭ (ପି.ଟି.)-କରୋନା ଭାଇରସ୍ ପାଇଁ ପାକିସ୍ତାନର ବାମହାତୀ ପେସ୍ ବୋଲର ମହମ୍ମଦ ଅମିରଙ୍କ ହୋଇଥିବା ଦ୍ୱିତୀୟ ଟେଷ୍ଟ ନେଗେଟିଭ୍ ଆସିଛି। ଫଳରେ ସେ ଇଂଲଣ୍ଡ ଯାଇ ସେଠାରେ ପାକିସ୍ତାନ କ୍ରିକେଟ ଦଳରେ ଯୋଗଦେବା ସ୍ପଷ୍ଟ ହୋଇଛି। ଅମିର ବର୍ତ୍ତମାନ...
ଡୋପିଂ ମାମଲାରେ ମନଙ୍ଗୋଇ ସସ୍ପେଣ୍ଡ
ମୋନାକୋ, ୨୪ା୭ (ଏପି)- ଡୋପ୍ ଟେଷ୍ଟ ପାଇଁ ହାଜର ହୋଇ ନ ଥିବାରୁ ପୂର୍ବତନ ୧,୫୦୦ ମିଟର ବିଶ୍ୱଚାମ୍ପିୟନ ଇଲିଜା ମନଙ୍ଗୋଇ ସାମୟିକ ସସ୍ପେଣ୍ଡ ହୋଇଛନ୍ତି। କେନିଆର ଏହି ଆଥଲେଟ୍ ‘ହୋୟାରଏବାଉଟ୍ସ’ ନିୟମ ଉଲ୍ଲଂଘନ କରିଥିବାରୁ ଏହି ପଦକ୍ଷେପ ନିଆଯାଇଥିବା...
ଫିଡେ ଅନଲାଇନ୍ ଚେସ୍ ଅଲିମ୍ପିଆଡ୍ ୨୫ରୁ
ଚେନ୍ନାଇ, ୨୪ା୭ (ପି.ଟି.)-ଚଳିତ ମାସ ୨୫ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଫିଡେ ଅନ୍ଲାଇନ୍ ଅଲିମ୍ପିଆଡ୍ ହେବ। ଏଥିରେ ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଡିଙ୍ଗ୍ ଲିରେନ୍ ଏବଂ ଭାରତର ବିଶ୍ୱନାଥନ ଆନନ୍ଦଙ୍କ ଭଳି ଟପ୍ ଖେଳାଳିମାନେ ଅଂଶଗ୍ରହଣ କରିବେ। ପ୍ରଥମଥର...
ରୌପ୍ୟ ବିଜୟୀ ଭାରତୀୟ ରିଲେ ଦଳକୁ ସ୍ବର୍ଣ୍ଣ
ନୂଆଦିଲ୍ଲୀ, ୨୪।୭(ପି.ଟି.): ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ୪x୪୦୦ ମିଟର ମିକ୍ସଡ ରିଲେ ଦଳ ଏବେ ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ବାହାରିନ ଦଳର ଜଣେ...
ଲଭ ଷ୍ଟୋରୀ: କୋଚ୍ଙ୍କ ଝିଅକୁ ବିବାହ କରିଥିଲେ ଏହି ଭାରତୀୟ କ୍ରିକେଟର୍
ନୂଆଦିଲ୍ଲୀ, ୨୩।୭: ସୁରେଶ ରାଇନା। ଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ସାଙ୍ଗକୁ ଚମତ୍କାର ଫିଲ୍ଡିଂ ଲାଗି ବିଶ୍ୱ କ୍ରିକେଟ୍ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କରୋନା...
ବିଶ୍ୱକପ୍ ସ୍ଥଗିତ ଲାଗି ବିସିସିଆଇକୁ ଦାୟୀ କଲେ ଅଖତର୍
କରାଚୀ, ୨୩।୭: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍ ସ୍ଥଗିତ ହୋଇଛି। ଏହା ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାର କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ କରୋନା ଭାଇରସ୍ର ପ୍ରକୋପକୁ ଦୃଷ୍ଟିରେ ରଖି...
ଭାରତ ଗସ୍ତରେ ଆସିବନି ଏହି କ୍ରିକେଟ୍ ଟିମ୍
ନୂଆଦିଲ୍ଲୀ, ୨୩।୭(ପି.ଟି.): କୋଭିଡ୍- ୧୯ ମହାମାରୀ କାରରରୁ ନ୍ୟୁଜିଲାଣ୍ଡ-ଏ’ ଦଳର ଭାରତ ଗସ୍ତ ମଧ୍ୟ ବାତିଲ ହୋଇଛି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ମୁଖପାତ୍ର ରିଚାର୍ଡ ବୁକ୍ କହିଛନ୍ତି। ପୂର୍ବରୁ ମଧ୍ୟ ଏହି ଗସ୍ତ ନେଇ ଆଶଙ୍କା ପ୍ରକାଶ ପାଇଥିଲା।...
ଟୋକିଓ ଅଲିମ୍ପିକ୍ସ ଆଉ ବର୍ଷେ ରହିଲା
ଟୋକିଓ,୨୩।୭(ଏପି): କୋଭିଡ୍-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଟୋକିଓ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି। ଆଉ ବର୍ଷେ ପରେ ଅଲିମ୍ପିକ୍ସ ଆରମ୍ଭ ହେବ। କିନ୍ତୁ ବର୍ଷେ ପୂର୍ବରୁ ମଧ୍ୟ ଅଲିମ୍ପିକ୍ସର ଏଭଳି କାଉଣ୍ଟ ଡାଉନ୍ ଆରମ୍ଭ ହୋଇଥିଲା। ସେତେବେଳେ...
ଏହି ଖେଳାଳିଙ୍କୁ ‘ମିଷ୍ଟର ଚୁହା’ ଆଖ୍ୟା ଦେଲେ ଯୁବରାଜ ସିଂ
ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଶୁଭେଚ୍ଛା ଜଣାଉଛନ୍ତି। ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଏକ ମଜାଦାର ପୋଷ୍ଟ କରି ଚହଲଙ୍କୁ ଜନ୍ମଦିନ ଶୁଭେଚ୍ଛା...
ଘରେ ଖାଇବାକୁ ନାହିଁ, ମାତ୍ର ୩୦୦ ଟଙ୍କାରେ ମୂଲ ଲାଗୁଛନ୍ତି ଏହି ଗୋଲ୍ଡ ମେଡାଲିଷ୍ଟ
ନୂଆଦିଲ୍ଲୀ,୨୩ା୭: ଦୌଡ଼ର ବାଦ୍ଶାହା କରୋନା ସମୟରେ ଏତେ ଅସହାୟ ହୋଇପଡ଼ିଛନ୍ତି ଯେ, ତାଙ୍କୁ ଘର ଚଳାଇବା ପାଇଁ ଟଙ୍କାଟିଏ ମିଳିଲାନି। ସେଥିପାଇଁ ଦିନକୁ ୩୦୦ ଟଙ୍କାରେ ମୂଲ ଲାଗିବାକୁ ଯାଉଛନ୍ତି। ଯାହାଙ୍କୁ ଲୋକମାନେ ଦିନେ କରତାଳି ମଧ୍ୟରେ ଉତ୍ସାହିତ କରୁଥିଲେ,...
ଓ୍ବାଲର୍ଡ ଲିଗ୍ସ ଫୋରମରେ ଆଇଏସଏଲ ସାମିଲ
ନୂଆଦିଲ୍ଲୀ, ୨୩।୭(ପି.ଟି.)- ସମ୍ମାନଜନକ ଓ୍ବାଲର୍ଡ ଲିଗ୍ସ ଫୋରମ(ଡବ୍ଲ୍ୟୁଏଲଏଫ)ରେ ସାମିଲ ହୋଇଛି ଇଣ୍ଡିଆନ ସୁପରଲିଗ୍ (ଆଇଏସଏଲ)। ପ୍ରିମିୟର ଲିଗ୍, ଲା ଲିଗା ଓ ବୁନ୍ଦେସଲିଗାପରି ପ୍ରଫେଶନାଲ ଫୁଟବଲ ଲିଗ୍ କ୍ଲବ ଗୁଡ଼ିକ ଏଥିରେ ପୂର୍ବରୁ ରହିଛନ୍ତି। ଦକ୍ଷିଣ ଏସିଆର ପ୍ରଥମ ଏବଂ...
ଭାରତର ଅଲିମ୍ପିକ୍ ପ୍ରସ୍ତୁତିକୁ ଶକ୍ତ ଝଟ୍କା
ନୂଆଦିଲ୍ଲୀ,୨୩।୭(ପି.ଟି.): ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ଦେଶର ନ୍ୟାଶନାଲ ଡୋପ୍ ଟେଷ୍ଟିଂ ଲାବରେଟୋରି (ଏନ୍ଡିଟିଏଲ୍) ଉପରେ ଜାରି କରିଥିବା ବାସନ୍ଦାଦେଶକୁ ଆଉ ୬ ମାସକୁ ବୃଦ୍ଧି କରିଛନ୍ତି। ଏନ୍ଡିଟିଏଲ୍ ଅନ୍ତଃରାଷ୍ଟ୍ରୀୟ ସ୍ତରର ଅନୁରୂପ ହୋଇ ନ ଥିବାରୁ ଓ୍ବାଡା...
ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିପାରନ୍ତି ଷ୍ଟୋକ୍ସ
ମାଞ୍ଚେଷ୍ଟର, ୨୩।୭(ପି.ଟି.)- ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ଆରମ୍ଭ ହେବ। ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ରହିଛି। ଓ୍ବେଷ୍ଟଇଣ୍ଡିଜ ସାଉଥାମ୍ପଟନ ଟେଷ୍ଟ ଜିତିଥିବାବେଳେ ଇଂଲଣ୍ଡ ମାଞ୍ଚେଷ୍ଟରରେ ବିଜୟ ହାସଲ କରିଛି।...