ଖେଳ

ଏହି କ୍ରିକେଟର୍‌ଙ୍କ ସଫଳତାର ରାଜ୍‌ ହେଉଛି ଜୋତା, ବୋତଲ: ଜାଣନ୍ତୁ କେମିତି

ୟୁଏଇ,୧।୧୦: ଆଇପିଏଲ ୨୦୨୧ରେ ନିଜର ସଠିକ ୟର୍କର୍ସ ବୋଲିଂ ସହିତ ଲାଇମ ଲାଇଟକୁ ଆସିଛନ୍ତି ଫାଷ୍ଟ ବୋଲର ଆଭେଶ ଖାନ। ଏହି ସଫଳତାଙ୍କୁ ସେ ବେଶ୍‌ ସଂଘର୍ଷ କରିଛନ୍ତି। କ୍ୟାରିଅର୍‌କୁ ଭଲ କରିବା ପାଇଁ ଏକ ବୋତଲ କିମ୍ବା ଜୋତା...

ନିଜ ଷ୍ଟାଇଲରେ ମ୍ୟାଚ୍‌ ଶେଷ କଲେ ଧୋନୀ, ପ୍ଲେ-ଅପ୍‌ରେ ସିଏସ୍‌କେ

ଶାରଜା,୩୦।୯: ମହେନ୍ଦ୍ର ସିଂ ଧୋନୀ ନିଜ ଷ୍ଟାଇଲରେ ଛକା ମାରି ମ୍ୟାଚ୍‌ ଶେଷ କରିଛନ୍ତି। ଏହି ବିଜୟ ସହ ସିଏସ୍‌କେ ପଏଣ୍ଟ ସଂଖ୍ୟା ପହଞ୍ଚିଛି ୧୮ରେ। ଚଳିତ ଆଇପିଏଲ୍‌ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରଥମ ଦଳ ଭାବେ...

ସିଏସ୍‌କେ ଆଗରେ ୧୩୫ ରନ୍‌ର ଟାର୍ଗେଟ

ଶାରଜା,୩୦।୯: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହି ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲରମାନେ। ଜୋଶ ହାଜେଲଉଡ୍‌ (୩ ଉଇକେଟ), ଡ୍ବେନ ବ୍ରାଭୋ (୨), ଶାର୍ଦ୍ଦୁଳ ଠାକୁର...

ଅଶ୍ୱିନଙ୍କ ସପକ୍ଷରେ ବାହାରିଲା ପୂରା ଦଳ

ଦୁବାଇ,୩୦।୯: ନିକଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ଆଇପିଏଲ ମ୍ୟାଚ୍‌ ଖେଳାଯାଇଥିଲା। ମ୍ୟାଚ୍‌ରେ ଦିଲ୍ଲୀ ବ୍ୟାଟିଂ କରୁଥିବା ବେଳେ ଫିଲ୍ଡରଙ୍କ ଥ୍ରୋ ନନ୍‌ ଷ୍ଟାଇକର ଏଣ୍ଡରେ ଛିଡ଼ା ହୋଇଥିବା ରିଷଭ ପନ୍ତଙ୍କ ହାତରେ...

‘ମୋତେ ଟ୍ୟାଗ୍‌ କରିବା ବନ୍ଦ କର, ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ’

ନୂଆଦିଲ୍ଲୀ,୩୦।୯: “ମୁଁ ଅମରିନ୍ଦର ସିଂ। ଭାରତୀୟ ଫୁଟବଲ ଦଳର ଗୋଲକିପର। ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ। ଏଣୁ ଦୟାକରି ମୋତେ ଟ୍ୟାଗ କରନ୍ତୁ ନାହିଁ”। ଏଭଳି ଟୁଇଟ୍‌ କରିଛନ୍ତି ଭାରତୀୟ ଫୁଟବଲ ଦଳର ସଦସ୍ୟ ଅମରିନ୍ଦର ସିଂ। ତାଙ୍କ ନାମ...

ଏଣିକି ଅର୍ଜୁନ ତେନ୍ଦୁଲକରଙ୍କ ସ୍ଥାନରେ ମୁମ୍ବାଇ ପାଇଁ ଖେଳିବେ ଏହି ଧୁରନ୍ଧର; ଜାଣନ୍ତୁ କିଏ ସେ …

ଦୁବାଇ,୩୦।୯: ଆଇପିଏଲ୍‌ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ କିଛି ପରିବର୍ତ୍ତନ କରିଛି। ପୂର୍ବ ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆହତ ହୋଇଥିବା କାରଣରୁ ତାଙ୍କ ସ୍ଥାନରେ ସିମରଜିତ୍‌ ସିଂହଙ୍କୁ ସୁଯୋଗ ମିଳିଛି। ଦିଲ୍ଲୀର...

‘କୋହଲିଙ୍କ ବିରୋଧରେ କେହି ଅଭିଯୋଗ କରି ନାହାନ୍ତି’

ମୁମ୍ବାଇ,୩୦।୯: ଭାରତୀୟ ଦଳର କିଛି ସିନିୟର ଖେଳାଳି ବିସିସିଆଇର ସମ୍ପାଦକ ଜୟ ଶାହଙ୍କୁ ଫୋନ କରି ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ କରିଥିବା ନେଇ କିଛି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ହେଲେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି...

ଲଗାତାର ଦ୍ୱିତୀୟ ମ୍ୟାଚ୍‌ ଜିତିବା ପରେ ବଦଳିଗଲା ବିରାଟଙ୍କ ମନୋଭାବ; ଦଳକୁ ନେଇ କହିଲେ…

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ଦ୍ୱିତୀୟ କ୍ରମାଗତ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲିଙ୍କ ମନୋଭାବରେ ପରିବର୍ତ୍ତନ ଘଟିଛି। ବୁଧବାର ଅନୁଷ୍ଠିତ ମ୍ୟାଚ୍‌ ପରେ ସେ ଅତ୍ୟନ୍ତ ଦୃଢ଼ ମନା ସହ ବିବୃତ୍ତି...

ଆମ ପାଖରେ ଆଉ ହରାଇବାକୁ କିଛି ନାହିଁ: ସଞ୍ଜୁ ସାମସନ

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ କରିଥିଲା। ଏହି ପରାଜୟ ପରେ ରାଜସ୍ଥାନ ଦଳ ପଏଣ୍ଟ ତାଲିକାରେ ୭ମ ସ୍ଥାନରେ ରହିଥିବା ବେଳେ ନେଟ୍‌ ରନ୍‌ ରେଟ୍‌...

ପୁଣି ଚମକିଲେ କୋହଲିଙ୍କ ଏହି ପ୍ରିୟ ସ୍ପିନର; ଭାରତୀୟ ଟି୨୦ ଟିମ୍‌ରେ ସାମିଲ ନ କରି ଭୁଲ କରିଦେଲେ କି…

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜେତା ହୋଇଛି। ଏଥିଯୋଗୁ ଦଳ ପ୍ଲେ ଅଫ୍‌ରେ ସ୍ଥାନ ସୁନିଶ୍ଚିତ କରିବାର ଆଶା ଦେଖାଦେଇଛି। ବିରାଟ କୋହଲୀଙ୍କ ଟିମ୍‌ ବିଜେତା ହେବା ପଛରେ ପ୍ରମୁଖ ଯୋଗଦାନ...

ଆଇପିଏଲ୍‌ କ୍ୟାରିୟର୍‌ ଶେଷ ହେବା ଉପରେ ଥିଲା, କୋହଲିଙ୍କ ଗୋଟିଏ ଫୋନ୍‌ କଲ୍‌ ବଦଳିଗଲା କ୍ୟାରିୟର୍‌

ଦୁବାଇ,୩୦।୯: ଆଇପିଏଲ ୨୦୨୧ର ୪୩ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରିଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କ ଚମତ୍କାର ଇନିଂସ ଖେଳି...

ହର୍ଷଲଙ୍କ ହ୍ୟାଟ୍ରିକ ସେଲିବ୍ରେଶନ କୋହଲିଙ୍କୁ ଦେଇଥିଲା ଆଘାତ

ୟୁଏଇ,୩୦।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦ୍ରୁତ ବୋଲର ହର୍ଷଲ ପଟେଲ ମୁମ୍ବାଇ ଇଣ୍ଡିଆନ୍ସ (ଏମମଆଇ) ବିପକ୍ଷରେ ଜବରଦସ୍ତ ବୋଲିଂ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଏହି ମ୍ୟାଚର ୧୭ ତମ ଓଭରରେ ପଟେଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri