ଖେଳ

କୋହଲି କହିଲେ ‘ମେଣ୍ଟର ସିଂହ ଧୋନୀ’ ଯୋଡ଼ି ହେବାର ଫାଇଦା, ତାଙ୍କ ଉପସ୍ଥିତି ହିଁ…

ଦୁବାଇ,୧୭।୧୦: ଟି-୨୦ ବିଶ୍ୱକପ୍‌ ଟିମ୍‌ ସହ ମେଣ୍ଟର ଭାବେ ଯୋଡ଼ି ହେବେ ମହେନ୍ଦ୍ର ସିଂହ ଧୋନୀ। ଟୁର୍ନାମେଣ୍ଟ ପୂର୍ବରୁ ଗଣମାଧ୍ୟମ ସହ ଆଲୋଚନା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଏନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିସିସିଆଇର ଏହି ନିର୍ଣ୍ଣୟ...

ପାକିସ୍ତାନ ଅଧିନାୟକଙ୍କ ଭବିଷ୍ୟବାଣୀ: ବିଶ୍ୱକପ୍‌ରେ ଚମକିବେ ଏହି ଦୁଇ ଖେଳାଳି

ଦୁବାଇ,୧୭।୧୦: ଅକ୍ଟୋବର ୧୭ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌। ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ କ୍ରିକେଟ ଟିମ୍‌ ଦ୍ୱିତୀୟ ଥର ଚାମ୍ପିୟନ ହେବା ଲକ୍ଷ୍ୟରେ ୟୁଏଇ ପହଞ୍ଚିସାରିଛି। ଟୁର୍ନାମେଣ୍ଟ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆଇସିସି ପକ୍ଷରୁ ଆୟୋଜିତ...

ଆଇପିଏଲ୍‌ରେ ଲଜ୍ଜାଜନକ ରେକର୍ଡ କଲେ କେକେଆର୍‌ର ଏହି କ୍ରିକେଟର; ଆସନ୍ତା ନିଲାମୀରେ କେହି…

ଦୁବାଇ,୧୬।୧୦: ଆଇପିଏଲ୍‌ ୨୦୨୧ ଫାଇନାଲ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ୨୭ ରନ୍‌ରେ ପରାସ୍ତ ହୋଇଛି କୋଲକାତା ନାଇଟ୍‌ ରାଇଡର୍ସ। ଜିତିବା ପାଇଁ ଚେନ୍ନାଇ କୋଲକାତାକୁ ୧୯୩ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା। ହେଲେ କୋଲକାତାର ଖେଳାଳିମାନେ ୨୦ ଓଭରରେ ୧୬୫/୯ ସ୍କୋର...

ବୁମ୍‌ରା-ହର୍ଷଲଙ୍କୁ ପଛରେ ପକାଇଲେ ‘ଲର୍ଡ ଶାର୍ଦ୍ଦୁଳ’; ହେଲେ ୟୁଏଇ କିଙ୍ଗ୍‌

ଦୁବାଇ,୧୬।୧୦: ଚେନ୍ନାଇ ସୁପର୍‌ କିଙ୍ଗ୍ସ(ସିଏସ୍‌କେ) ଏବଂ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ମଧ୍ୟରେ ଶୁକ୍ରବାର ଖେଳାଯାଇଥିଲା ଆଇପିଏଲ୍‌ ଫାଇନାଲ ମୁକାବିଲା। ଏଥିରେ ବାଜିମାତ କରିଥିଲା ଚେନ୍ନାଇ। ଦଳ କୋଲକାତାକୁ ୨୭ ରନ୍‌ରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ...

ଫାଇନାଲ ହାରି ବି ମାଲାମାଲ କେକେଆର୍‌; ଟି-୨୦ ବିଶ୍ୱକପ୍‌ ବିଜେତା ଟିମ୍‌ ବି ପାଇବନି ସେତିକି ରାଶି…

ଦୁବାଇ,୧୬।୧୦: ଶେଷ ହୋଇଛି ଆଇପିଏଲ୍‌ ୨୦୨୧। ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା। ଏଥିରେ ଟସ୍‌ ହାରିଥିଲା ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୧୯୨ ରନ୍‌...

ଦ୍ୱିଗୁଣା ହେଲା ଖୁସି, ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଧୋନୀ!

ଦୁବାଇ,୧୬।୧୦: ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଟାଇଟଲ ଜିତି ଚର୍ଚ୍ଚାରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଏସବୁ ମଧ୍ୟରେ ଧୋନୀ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଥିବା ଖବର ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।...

ଆମେ ବେଶି କଥା କହୁନାହିଁ, ଶାନ୍ତ ଥାଉ: ଧୋନୀ

ଦୁବାଇ,୧୬।୧୦: ଏଠାରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୧ର ଫାଇନାଲ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଗତ ବର୍ଷ ପ୍ଲେଅଫ୍‌ରେ ସ୍ଥାନ ପାଇବାରେ ବିଫଳ ହୋଇଥିବା ଚେନ୍ନାଇ ଚଳିତ ଥର ଭଲ...

ଆଇପିଏଲ୍‌ ୨୦୨୧: ଜାଣନ୍ତୁ ଫାଇନାଲ୍‌ ପରେ କାହାକୁ ମିଳିଲା କେଉଁ ପୁରସ୍କାର, କେତେ ରାଶି…

ଦୁବାଇ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)ର ୧୪ ତମ ସଂସ୍କରଣ ଶୁକ୍ରବାର ଦୁବାଇରେ ଶେଷ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ୨୭ ରନ୍‌ରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି।...

ଆଇପିଏଲ୍‌ର ‘ସିକ୍ସର କିଙ୍ଗ’ ପାଲଟିଲେ ଏହି କ୍ରିକେଟର; ବିଦେଶୀ ବ୍ୟାଟ୍ସମ୍ୟାନ୍‌ଙ୍କୁ ପଛରେ ପକାଇଲେ

ଦୁବାଇ,୧୬।୧୦: ଶେଷ ହୋଇଛି ଆଇପିଏଲ୍‌ ୨୦୨୧। ଦୁଇଟି ପର୍ଯ୍ୟାୟରେ ଖେଳାଯାଇଥିବା ଏହି ଲିଗ୍‌ରେ ଅନେକ କ୍ରିକେଟର ନୂଆ ନୂଆ ଉପଲବ୍ଧି ହାସଲ କରିଛନ୍ତି। ବିଶେଷଭାବେ ସବୁଠାରୁ ଅଧିକ ଛକା ମାରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍‌....

ହୃଦଘାତରେ ଆଖି ବୁଜିଲେ ଏହି ଯୁବ କ୍ରିକେଟର; ଏସ୍‌ସିଏ ସ୍ତବ୍ଧ

ନୂଆଦିଲ୍ଲୀ,୧୬।୧୦: ପୂର୍ବତନ ଭାରତ ଅଣ୍ଡର-୧୯ ଅଧିନାୟକ ତଥା ସୌରାଷ୍ଟ୍ର ପକ୍ଷରୁ ଘରୋଇ ଟୁର୍ନାମେଣ୍ଟ ଖେଳୁଥିବା ଅଭି ବାରୋତଙ୍କ ଅକାଳ ବିୟୋଗ ଘଟିଛି। ମାତ୍ର ୨୯ ବର୍ଷ ବୟସରେ ହୃଦଘାତ ଯୋଗୁ ଏହି କ୍ରିକେଟରଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ଘରେ ଥିବା...

ଟିମ୍‌ ଇଣ୍ଡିଆର୍‌ ନୂଆ କୋଚ୍‌ ହେବେ ରାହୁଲ ଦ୍ରାବିଡ ! ବିସିସିଆଇର ପ୍ରଚେଷ୍ଟା ଯୋଗୁ….

ନୂଆଦିଲ୍ଲୀ,୧୬।୧୦: ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ୍‌ ଟିମ୍‌ ଇଣ୍ଡିଆର୍‌ ନୂତନ ମୁଖ୍ୟ ପ୍ରଶିକ୍ଷକ ହେବା ପ୍ରାୟ ନିଶ୍ଚିତ। ଦ୍ରାବିଡ ଏହା ପୂର୍ବରୁ ଅନେକ ଥର ହେଡ୍‌ କୋଚ୍‌ ହେବାର ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ କ୍ରିକେଟ ବୋର୍ଡ ଅଫ୍‌...

୨୦୨୦ରେ କହିଥିଲେ ‘ଆମେ ଫେରିବୁ’

ଦୁବାଇ,୧୬।୧୦: ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି। ଗତ ବର୍ଷ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ସିଏସ୍‌କେ ପ୍ଲେ-ଅପ୍‌କୁ ଯୋଗ୍ୟତା ହାସଲ କରିପାରି ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri