ଆମାଜନ ଡେଲିଭରି ବୟରୁ ଷ୍ଟାର ଅଲ୍ରାଉଣ୍ଡର
ମୁସ୍କଟ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ଆରମ୍ଭରୁ ବାଂଲାଦେଶକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛି ସ୍କଟଲାଣ୍ଡ। ଅଲରାଉଣ୍ଡର କ୍ରିସ ଗ୍ରେଭେସଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଏହା ସମ୍ଭବ ହୋଇପାରିଛି। କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ସେ ଆମାଜନ ପାଇଁ ପାର୍ସଲ...
ଆଜି ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ ଭାରତ; ଜାଣନ୍ତୁ କେବେ, କେଉଁଠି ଆଉ କେମିତି ଦେଖିବେ ସିଧା ପ୍ରସାରଣ
ଦୁବାଇ,୧୮।୧୦: ଭାରତ-ଇଂଲଣ୍ଡ ମଧ୍ୟରେ ସୋମବାର ଟି-୨୦ ବିଶ୍ୱକପ୍ର ଅଭ୍ୟାସ ମ୍ୟାଚ୍ ଅନୁଷ୍ଠିତ ହେବ। ଉଭୟ ଟିମ୍ ସୁପର-୧୨ରେ ଅଛନ୍ତି। ଚଳିତ ସପ୍ତାହରୁ ଦଳଗୁଡ଼ିକ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ତେବେ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ଭାରତ ବିଶ୍ୱକପ୍ର...
୪ ବଲରେ ନେଲେ ୪ ଉଇକେଟ
ଆବୁଧାବି,୧୮।୧୦: ଆୟର୍ଲାଣ୍ଡ ପେସର କର୍ଟିସ କାମଫେର ସୋମବାର ନେଦରଲାଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ରେ ୪ ବଲରେ ୪ ଉଇକେଟ ନେଇଛନ୍ତି। ୧୦ମ ଓଭରରେ କାମଫେର କ୍ରମାଗତ ବଲରେ କଲିନ ଅକରମ୍ୟାନ, ରିଆନ ଟେନ ଡେସଚେଟ, ସ୍କଟ ଏଡଓ୍ବାଡର୍ସ ଓ ରୋଲଫ...
ଅଷ୍ଟ୍ରେଲୀୟ ଖେଳାଳିଙ୍କ ସ୍ବୀକାରୋକ୍ତି: ଆଇପିଏଲ୍ ପାଇଁ ଟି-୨୦ ବିଶ୍ୱକପ୍ରେ…
ଦୁବାଇ,୧୮।୧୦: ଟି-୨୦ ବିଶ୍ୱକପ୍କୁ ନେଇ ବେଶ ଆଶାବାଦୀ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହାଜଲେଉଡ୍। ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ମ୍ୟାଚ୍ ଖେଳିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିଥିଲା। ଏହା ବିଶ୍ୱକପ୍ ପାଇଁ ଭଲ ପ୍ରସ୍ତୁତି ଥିଲା। ଏହାଦ୍ୱାରା...
ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଚର୍ଚ୍ଚାରେ ହରଭଜନ; ଶୋଏବ ଅଖତରଙ୍କୁ ଜବାବ ଦେଇ…
ନୂଆଦିଲ୍ଲୀ,୧୮।୧୦: ଟି-୨୦ ବିଶ୍ୱକପ୍ରେ ଭାରତ ତାର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ହାଇଭୋଲ୍ଡେଜ୍ ମ୍ୟାଚ୍କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ...
ଖାଲି ନେଟ୍ସରେ ବୋଲିଂ କଲେ ହେବନି, ଏହି ଗୋଟିଏ ସର୍ତ୍ତରେ ହାର୍ଦ୍ଦିକଙ୍କୁ ଟିମ୍ରେ ସାମିଲ କରାଯାଉ: ଗମ୍ଭୀର
ନୂଆଦିଲ୍ଲୀ,୧୮।୧୦: ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ବିଶ୍ୱକପରେ ଭାରତ ଏକାଦଶ ଟିମ୍ରେ ସୁଯୋଗ ମିଳିବା ଉଚିତ। ହେଲେ ଉଭୟ ଅଭ୍ୟାସ ମ୍ୟାଚ୍ରେ ବୋଲିଂ କରିପାରିଲେ ତାଙ୍କୁ ଏହି ସୁଯୋଗ ଦିଆଯିବା ଉଚିତ ବୋଲି ପୂର୍ବ ଓପନର୍ ଗୌତମ ଗମ୍ଭୀର...
କୋହଲିଙ୍କ ବିରୋଧରେ ଟୁଇଟ୍ରରେ ଟ୍ରେଣ୍ଡ କରୁଛି #sunokohli: ପଛରେ ରହିଛି ଏହି କାରଣ
ନୂଆଦିଲ୍ଲୀ,୧୮।୧୦: ଆଗାମୀ କିଛି ସପ୍ତାହ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଜବରଦସ୍ତ ରହିବାକୁ ଯାଉଛି। କାରଣ ଦୀପାବଳି ପୂର୍ବରୁ ଟିମ ଇଣ୍ଡିଆ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ମିଶନ ଆରମ୍ଭ କରିବ। ସାଧାରଣତଃ ପ୍ରତିବର୍ଷ ସେଲିବ୍ରିଟିମାନେ ଲୋକମାନଙ୍କୁ ନିବେଦନ...
ଏହି କ୍ରିକେଟର୍ଙ୍କ ପରଲୋକ
କଲମ୍ବୋ,୧୮।୧୦: ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଅଧିନାୟକ ବାନ୍ଦୁଲା ଓ୍ବର୍ଣ୍ଣପୁରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସୁଗାର ସ୍ତର ବଢିବା ପରେ ୬୮ ବର୍ଷୀୟ ଓ୍ବର୍ଣ୍ଣପୁରାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ, ଓ୍ବର୍ଣ୍ଣପୁରାଙ୍କ ଶରୀରରେ ସୁଗାର ସ୍ତର ଅଧିକ ଥିବାରୁ...
ଟଙ୍କା ମୋ ପାଇଁ ସବୁକିଛି, କାହିଁକି ଏମିତି କହିଲେ ପାଣ୍ଡ୍ୟା
ଦୁବାଇ,୧୮।୧୦: ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍ କ୍ୟାରିୟର୍ ବେଶ୍ ରୋଚକ। ବରୋଦାରେ ଏକ ଛୋଟ ଆକାରର ଆପାର୍ଟମେଣ୍ଟ ରହିବା ଠାରୁ ମୁମ୍ବାଇରେ ବିଳାସପୂର୍ଣ୍ଣ ସମ୍ପତ୍ତି ପାଇବା ପର୍ଯ୍ୟନ୍ତ ତାଙ୍କ କାହାଣୀ ଏକ ଅସାଧାରଣ କାହାଣୀ ପରି ମନେ ହୁଏ।...
ଭାରତୀୟ ଦଳରେ ‘ରାଜା’ଙ୍କୁ ଭବ୍ୟ ସ୍ବାଗତ
ଦୁବାଇ,୧୮।୧୦:ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ମହେନ୍ଦ୍ର ସିଂ ଧୋନୀ ପୁଣିଥରେ ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ଏଥର ସେ ଟି -୨୦ ବିଶ୍ୱକପରେ ବିରାଟ ବ୍ରିଗେଡଙ୍କ ସହ ମେଣ୍ଟର ଭାବରେ କାର୍ଯ୍ୟ କରିବେ। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)...
୧୧ ବର୍ଷ ହେବ ଏହି ରେକର୍ଡକୁ ଚାତକ ପରି ଚାହିଁ ରହିଛନ୍ତି କୋହଲି
ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଟେଷ୍ଟ କ୍ରିକେଟ ଠାରୁ ଦିନିକିଆ ଏବଂ ପରେ ଟି -୨୦ରେ ସେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୨୩ ହଜାରରୁ...
ଇତିହାସ ରଚିଲେ ଏହି କ୍ରିକେଟର୍
ଓମାନ,୧୮।୧୦: ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଏହି ମ୍ୟାଚରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରବିବାର ସ୍କଟଲ୍ୟାଣ୍ଡ ବିପକ୍ଷ ଟି -୨୦ ବିଶ୍ୱକପ ମ୍ୟାଚରେ...
Archives


