ପାଓ୍ବର ପ୍ଲେ’ରେ ଭାରତ ହାତ ଖାଲି
ଦୁବାଇ,୨୪।୧୦: ପାକିସ୍ତାନ ଆଗରେ ୧୫୨ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଥିବା ଟିମ୍ ଇଣ୍ଡିଆ ପାଓ୍ବର ପ୍ଲେ’ରେ ଗୋଟିଏ ହେଲେ ଉଇକେଟ ନେବାକୁ ସକ୍ଷମ ହୋଇନାହିଁ। ଅଧିନାୟକ ବିରାଟ କୋହଲି ୬ ଓଭର ମଧ୍ୟରେ ୪ ବୋଲରଙ୍କୁ ବ୍ୟବହାର କରିଥିଲେ।...
ସାମ୍ନାରୁ ଲଢ଼ିଲେ କ୍ୟାପଟେନ କୋହଲି
ଦୁବାଇ,୨୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍ରେ ଯାହା ଆଶା କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ପାକିସ୍ତାନ ପେସରଙ୍କ ଚମତ୍କାର ବୋଲିଂ କାରଣରୁ ୩୧ ରନ୍ ମଧ୍ୟରେ ଟପ୍ ୩ ବ୍ୟାଟରଙ୍କୁ ହରାଇ ସାରିଥିଲା ଭାରତ। ଏଭଳି ସଙ୍କଟ ଜନକ ପରିସ୍ଥିତିରେ ସାମ୍ନାରୁ...
୬ ରନ୍ରେ ଚାଲିଗଲେ ଦୁଇ ଓପନର
ଦୁବାଇ,୨୪।୧୦: ଆରମ୍ଭରୁ ସଙ୍କଟରେ ପଡ଼ିଯାଇଛି ଭାରତୀୟ ଦଳ। ମାତ୍ର ୬ ରନ୍ ମଧ୍ୟରେ ଦୁଇ ଓପନର ଆଉଟ୍ ହୋଇ ପ୍ୟାଭିଲିଅନ୍ ଫେରିଛନ୍ତି। ଉପଅଧିନାୟକ ରୋହିତ ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ସେହିଭଳି ମାତ୍ର ୩ ରନ୍...
ଋତୁୁପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର
ଭୁବନେଶ୍ୱର,୨୪।୧୦: ବ୍ୟାଡମିଣ୍ଟନ ଷ୍ଟାର ଖେଳାଳି ଋତୁୁପର୍ଣ୍ଣା ପଣ୍ଡା ଚଳିତବର୍ଷ ଏକଲବ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପୁରସ୍କାର ବାବଦରେ ତାଙ୍କୁ ୫ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଏ ନେଇ ରବିବାର ଏକଲବ୍ୟ ପୁରସ୍କାର ଜୁରୀ କମିଟି...
ପ୍ରଥମେ ବ୍ୟାଟିଂ କରିବ ଭାରତ
ଦୁବାଇ,୨୪।୧୦: ଚଳିତ ଟି୨୦ ବିଶ୍ୱକପ୍ରେ କିଛି କ୍ଷଣରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ। ଭାରତ ବିପକ୍ଷ ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ। ବ୍ୟାଟିଂ ଉପଯୋଗୀ ପିଚ୍ ଓ କାକରକୁ...
ମ୍ୟାଚ୍ ପୂର୍ବରୁ ପ୍ରାର୍ଥନା କଲେ ଦୁଇ ଦେଶର ପ୍ରଶଂସକ
ଦୁବାଇ,୨୪।୧୦: ଶନିବାର ସନ୍ଧ୍ୟାରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଟି୨୦ ବିଶ୍ୱକପ୍ର ବହୁ ପ୍ରତିକ୍ଷିତ ମ୍ୟାଚ୍ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରାର୍ଥନା କରିଛନ୍ତି ପ୍ରଶଂସକ। ଯାହା ଫଳରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡ଼ୋଶୀ ଦେଶ ମଧ୍ୟରେ...
କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ଏହି ପାକିସ୍ତାନ କ୍ରିକେଟର୍ଙ୍କ ସ୍ତ୍ରୀ
ଭାରତର ଅଧିନାୟକ ବିରାଟ କୋହଲି ଏବେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ପ୍ରତ୍ୟେକ ଫର୍ମାଟରେ ତାଙ୍କର ରେକର୍ଡ ହେଉଛି ତାଙ୍କର ପ୍ରାଧାନ୍ୟର ପ୍ରମାଣ। ‘ରନ ମେସିନ’ ଭାବରେ ଜଣାଶୁଣା ବିରାଟ କୋହଲିଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି।...
ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଏହି କଥା ଶୁଣି ପ୍ରବଳ ରାଗିଗଲେ କୋହଲି: କହିଲେ…
ଦୁବାଇ,୨୪।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱରୁ ଇସ୍ତଫା ଦେବେ। ତେବେ କୋହଲି ଏବେ ଏହି ପ୍ରସଙ୍ଗରେ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି। ଭାରତ ଏବଂ...
ମହାଲଢେଇ ପୂର୍ବରୁ ଆତ୍ମସମର୍ପଣ କଲେ ଏହା ମହାନ ପାକିସ୍ତାନ କ୍ରିକେଟର୍
ନୂଆଦିଲ୍ଲୀ,୨୪।୧୦: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ସା ୭.୩୦ ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଖେଳାଯିବ। ଏହି ବଡ ମ୍ୟାଚ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ପରାଜୟ ସ୍ବୀକାର କରିଛନ୍ତି...
‘୧୨-୦’ କିଛି ମାନେ ରଖେ ନାହିଁ: କୋହଲି
ନୂଆଦିଲ୍ଲୀ,୨୪।୧୦: ବିଶ୍ୱକପ୍ ଇତିହାସରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ପୁରୁଣା ରେକର୍ଡ କିଛି ମାନେ ରଖେ ନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏଭଳି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଶନିବାର ସନ୍ଧ୍ୟାରେ ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ...
ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍
ଦୁବାଇ,୨୪।୧୦: ଭାରତ ଏବଂ ପାକିସ୍ତାନର ଦଳ ଟି -୨୦ ବିଶ୍ୱକପ ୨୦୨୧ରେ ପରସ୍ପର ବିରୋଧରେ ରବିବାର ଅଭିଯାନ ଆରମ୍ଭ କରିବେ। ସୁପର -୧୨ ପର୍ଯ୍ୟାୟରେ ଉଭୟଙ୍କ ଏହା ପ୍ରଥମ ମ୍ୟାଚ ହେବ। ଗ୍ରୁପ ୧ରେ ଭାରତ ଏବଂ ପାକିସ୍ତାନ ସ୍ଥାନ...
ଡିଫେଣ୍ଡିଂ ଚାମ୍ପିୟନ ପାଇଁ ଅଭୁଲା ଦିନ
ଦୁବାଇ,୨୩।୧୦: ୨୦୧୬ରେ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ୍ ଜିତିଥିବା ଓ୍ବେଷ୍ଟଇଣ୍ଡିଜକୁ ପ୍ରଥମ ମ୍ୟାଚ୍ରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଚଳିତ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡର ସ୍ପିନରଙ୍କୁ ନ ଖେଳିପାରି ଡିଫେଣ୍ଡିଂ ଚାମ୍ପିୟନ ଅଲଆଉଟ୍ ହୋଇଯାଇଥିଲା ମାତ୍ର...
Archives


