ଆଇପିଏଲ୍ ଅକ୍ଶନରେ ଭାଗ ନେବେ ଓ୍ବାର୍ନର
ମେଲବୋର୍ନ,୨୮।୧୦ : ପରବର୍ତ୍ତୀ ଆଇପିଏଲ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦ୍ ଫ୍ରାଞ୍ଚାଇଜ ଅଷ୍ଟ୍ରେଲିଆନ ଓପନର ଡେଭିଡ୍ ଓ୍ବାର୍ନରଙ୍କୁ ରିଟେନ କରିବାର ସମ୍ଭାବନା କ୍ଷୀଣ। ଏଣୁ ସେ ଆଗାମୀ ଅକଶନରେ ଭାଗ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଧିନାୟକ ଥିଲା...
ନିଜ ପକ୍ଷ ରଖିଲେ ଡି’କକ୍
ଶାରଜା, ୨୮।୧୦ : ଚଳିତ ଟି୨୦ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ମ୍ୟାଚ୍ ଲାଗି ନିଜକୁ ଉପଲବ୍ଧ କରିଛନ୍ତି କୁଇଣ୍ଟନ ଡି’କକ୍। ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ ମଙ୍ଗଳବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଖେଳି ନ ଥିଲେ। ‘ବ୍ଲାକ ଲାଇଫ୍...
ଶେଷରେ ଓହରିଲେ ଗାଙ୍ଗୁଲି
ନୂଆଦିଲ୍ଲୀ, ୨୮।୧୦ : ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ) କ୍ଲବ ଏଟିକେ ମୋହନ ବାଗାନର ବୋର୍ଡ ଅଫ୍ ଡିରେକ୍ଟର୍ସରୁ ଗୁରୁବାର ଓହରି ଯାଇଛନ୍ତି। ଏଟିକେ ମୋହନ ବାଗାନ କ୍ଲବ...
ନୀରଜଙ୍କ ହୃଦୟ ଜିତିଲେ ଏହି କୁନି ବାଳିକା; ଏପରି କଥା କହିଲେ ଯେ…
ନୂଆଦିଲ୍ଲୀ,୨୮।୧୦: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରଠାରୁ ଚର୍ଚ୍ଚାରେ ଆଥ୍ଲେଟ ନୀରଜ ଚୋପ୍ରା। ପ୍ରାୟତଃ ତାଙ୍କର ଫଟୋ ଭାଇରାଲ ହେଉଥିବା ବେଳେ ଏବେ ଏକ ଭିଡିଓ ସମସ୍ତଙ୍କ ହୃଦୟ ଜିତୁଛି। ଭିଡିଓରେ ନୀରଜ ଜଣେ ବାଳିକା ସହ କଥା...
ଇତିହାସ ରଚିଲେ ଏହି କ୍ରିକେଟର୍
ଆବୁଧାବି,୨୮।୧୦: ନାମ୍ବିଆର ପେସର୍ ରୁବେନ ଟ୍ରମ୍ପେଲମ୍ୟାନ ଟି -୨୦ ବିଶ୍ୱକପ ୨୦୨୧ରେ ଇତିହାସ ସୃଷ୍ଟି କରିଛନ୍ତି। ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ସ୍କଟଲ୍ୟାଣ୍ଡ ବିପକ୍ଷ ଇନିଂସର ପ୍ରଥମ ଓଭରରେ ସେ ୩ ଉଇକେଟ ନେଇଥିଲେ। ଏହା ପ୍ରଥମ ଥର ପାଇଁ...
ଭାରତଠାରୁ ୨ ବିଶ୍ୱକପ୍ ଟାଇଟଲ୍ ଛଡାଇ ନେଇଛି ନ୍ୟୁଜିଲାଣ୍ଡ
ଦୁବାଇ,୨୮।୧୦: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ହାରିଛି ଭାରତୀୟ ଦଳ। ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚରେ ଦଳକୁ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡର ସାମ୍ନା କରିବାକୁ ପଡିବ। ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନଠାରୁ ପ୍ରଥମ ମ୍ୟାଚ ହାଇଛି। ଏହାସତ୍ତ୍ୱେ ଭାରତକୁ ନ୍ୟୁଜିଲାଣ୍ଡ ପ୍ରତି ସତର୍କ...
ବୀରେନ୍ଦ୍ର ସେହ୍ବାଗଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୮।୧୦: ଟି -୨୦ ବିଶ୍ୱକପ ୨୦୨୧ ଏବେ ଏକ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। ଏହି ଟୁର୍ନାମେଣ୍ଟର ସୁପର ୧୨ ଲିଗରେ ପ୍ରତ୍ୟେକ ଦଳ ସେମିଫାଇନାଲରେ ସ୍ଥାନ ପାଇବାକୁ କଠିନ ଚେଷ୍ଟା କରୁଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ହାରିବା...
ଟି-୨୦ ମ୍ୟାଚ୍ରେ କେବେ ହାରିନାହାନ୍ତି ଏହି ଦୁଇ ଦଳ
ଦୁବାଇ,୨୮।୧୦: କ୍ରିକେଟ ପ୍ରେମୀମାନେ ଆଜିକାଲି ଟି -୨୦ ବିଶ୍ୱକପ ୨୦୨୧ ଉପଭୋଗ କରୁଛନ୍ତି। ୟୁଏଇ ଏବଂ ଓମାନରେ ଖେଳାଯାଉଥିବା ଟି -୨୦ ବିଶ୍ୱକପରେ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଏଥିମଧ୍ୟରୁ ୪ ଟି ଦଳ ପରାଜୟ ପରେ ଟୁର୍ନାମେଣ୍ଟରୁ...
ନେଟ୍ସରେ ବୋଲିଂ କଲେ ହାର୍ଦ୍ଦିକ
ଦୁବାଇ,୨୮।୧୦: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ମାସରେ ପ୍ରଥମ ଥର ନେଟ୍ସରେ ବୋଲିଂ କରିଛନ୍ତି। ଏଥିଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ତାଙ୍କ ଖେଳିବାର ସମ୍ଭାବନା ବୃଦ୍ଧି ପାଇଛି। କାରଣ ତାଙ୍କର ଉପସ୍ଥିତି ଦଳକୁ ୬ଷ୍ଠ ବୋଲିଂ ବିକଳ୍ପ ଦେଉଛି। ପ୍ରଥମ...
ଶୋ ମଝିରୁ ଉଠି ପଳାଇଲେ ଅଖତର
କରାଚୀ,୨୭।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନ ୫ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ବିଜୟ ପରେ ଏକ ଟିଭି ପ୍ରୋଗ୍ରାମରେ ଉପସ୍ଥାପକଙ୍କ ସହ କଥା କଟାକଟି ପରେ ଶୋ ମଧ୍ୟରୁ ପଳାଇଥିଲେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର।...
କୋହଲିଙ୍କ ପାଇଁ ଆଉ ଏକ ଖରାପ ଖବର
ନୂଆଦିଲ୍ଲୀ,୨୭।୧୦: ଟିମ ଇଣ୍ଡିଆକୁ ଟି -୨୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ବିପକ୍ଷରେ ୧୦ ଉଇକେଟ୍ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ ବିଶେଷ କିଛି କରିପାରି...
୧୫ ବର୍ଷ ପୁରୁଣା ମ୍ୟାଚ୍କୁ ନେଇ ହରଭଜନଙ୍କୁ କଟାକ୍ଷ କଲେ ପାକିସ୍ତାନ ବୋଲର; ରାଗରେ ଲାଲ ହୋଇ ଏଭଳି…
ନୂଆଦିଲ୍ଲୀ,୨୭।୧୦: ଭାରତ-ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ୍ର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏଥିରେ ୧୦ ଉଇକେଟରେ ପରାଜିତ ହୋଇଥିଲା ଭାରତୀୟ ଟିମ୍। ପାକିସ୍ତାନ ଭାରତର ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ହୋଇଥିବାରୁ ବିଜୟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଜୋରଦାର କଥା କଟାକଟି...
Archives


