Posted inଖେଳ

ବୀରେନ୍ଦ୍ର ସେହ୍ବାଗଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୮।୧୦: ଟି -୨୦ ବିଶ୍ୱକପ ୨୦୨୧ ଏବେ ଏକ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। ଏହି ଟୁର୍ନାମେଣ୍ଟର ସୁପର ୧୨ ଲିଗରେ ପ୍ରତ୍ୟେକ ଦଳ ସେମିଫାଇନାଲରେ ସ୍ଥାନ ପାଇବାକୁ କଠିନ ଚେଷ୍ଟା କରୁଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ହାରିବା ପରେ ଭାରତ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଶ୍ଚିତ ବିଜୟର ଆବଶ୍ୟକତା କରୁଛି। ଏଭଳି ପରିସ୍ଥିତିରେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ କେଉଁ ଦଳ ଚଳିତ ବର୍ଷ ଟି -୨୦ ବିଶ୍ୱକପ ଟାଇଟଲ ଉଠାଇବ ଭବିଷ୍ୟବାଣୀ କରିଛନ୍ତି।
ସୋସିଆଲ ମିଡିଆରେ ସେହ୍ବାଗ ସର୍ବଦା ସକ୍ରିୟ ରୁହନ୍ତି। ସେ ଏହି ମାଧ୍ୟମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୁଅନ୍ତି। ଏହି ସମୟରେ ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ ତାଙ୍କ ଅନୁଯାୟୀ କେଉଁ ଦଳ ଚଳିତ ବର୍ଷ ଟି -୨୦ ବିଶ୍ୱକପ ଟାଇଟଲ ଜିତିବ। ଏହାର ଜବାବରେ ସେହ୍ବାଗ କୌଣସି ସମୟ ନଷ୍ଟ ନ କରି ଭାରତ ନାଁ ନେଇଥିଲେ। ମୋ ମତରେ କେବଳ ଟିମ ଇଣ୍ଡିଆ ଏହି ଟି -୨୦ ବିଶ୍ୱକପ ଟାଇଟଲ ଜିତିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ମ୍ୟାଚ୍‌ରେ ହୃଦୟ ଜିତିଲେ କୋହଲି: ଇଂଲଣ୍ଡ ଅଧିନାୟକ କହିଲେ ‘ଧନ୍ୟବାଦ’

ଚେନ୍ନାଇ,୬।୨: ଭାରତୀୟ ଅଧିନାୟକ ବିରାଟ କୋହଲି ମଇଦାନରେ ବେଶ ଆକ୍ରାମକ ଥାନ୍ତି। ହେଲେ ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଖେଳାଯାଉଥିବା ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍‌ର...

ବାର୍ଟି ତୃତୀୟ ରାଉଣ୍ଡରେ

ଲଣ୍ଡନ, ୪ା୭ (ଏଏଫ୍‌ପି)-୨୦୧୫ରେ ସେରେନା ଓ୍ବିଲିୟମ୍ସଙ୍କ ପରେ ଆଶଲେ ବାର୍ଟି ଦ୍ୱିତୀୟ ମହିଳା ଖେଳାଳି ହିସାବରେ ସମାନ ବର୍ଷ ଉଭୟ ଫ୍ରେଞ୍ଚ ଓପନ ଏବଂ ଓ୍ବିମ୍ବଲେଡନ...

କ୍ରୀଡ଼ାବିତ୍‌ଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୪ା୪ (ପି.ଟି.)-ଦେଶରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ କ୍ରମେ ବୃଦ୍ଧି ପାଉଛି। ଏଥିଲାଗି ସଚେତନତା ଅଭିଯାନରେ ସାମିଲ ହେବା ଲାଗି ଦେଶର ପ୍ରମୁଖ କ୍ରୀଡ଼ାବିତ୍‌ଙ୍କ ସହଯୋଗ...

ଟେବୁଲ ଟେନିସରେ ଶରଥ କମଲଙ୍କ ଚମତ୍କାର ପ୍ରଦର୍ଶନ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଟେବୁଲ ଟେନିସ ସିଙ୍ଗଲ୍ସ ଇଭେଣ୍ଟରେ ଭାରତୀୟ ଖେଳାଳି ଶରଥ କମଲ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରାରମ୍ଭରେ ପଛରେ ପଡ଼ିଯିବା ପରେ...

ପେଟ ପୋଷିବା ପାଇଁ ବାର୍‌ରେ କାମ କରୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ

ଚେନ୍ନାଇ,୧୦।୨: ଚେନ୍ନାଇ ଟେଷ୍ଟରେ ଭାରତକୁ ପରାସ୍ତ କରିଛି ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ହିରୋ ଥିଲେ ଅଧିନାୟକ ଜୋ ରୁଟ୍‌। ଭାରତ ବିପକ୍ଷରେ ୧୦୦ତମ...

ଏହି କ୍ରିକେଟରଙ୍କ ପ୍ରେମରେ ପଡିଛନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ ସାରା

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବେ ଜଣେ କ୍ରିକେଟ୍‌ରଙ୍କ ପ୍ରେମରେ ପଡିଛନ୍ତି। ସେ ହେଉଛନ୍ତି ୧୯ ବର୍ଷୀୟ ଶୁଭମନ ଗିଲ୍‌। ସେ...

ଦଣ୍ଡିତ ହେଲେ ଟିମ୍‌ ଇଣ୍ଡିଆର ଖେଳାଳି

ଦୁବାଇ, ୧୫।୩ – ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଧିମା ବୋଲିଂ ପାଇଁ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ଦଣ୍ଡିତ ହେବାକୁ...

ସଚିନ୍‌ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୮।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଆଉ ଜଣେ କ୍ରିକେଟରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ ପୂର୍ବ ଅଲ୍‌ରାଉଣ୍ଡର ୟୁସୁଫ ପଠାନ।...

Advertisement
Archives

Model This Week