ଖେଳ

ଚାମ୍ପିୟନଙ୍କ ସ୍ବାଗତ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଉତ୍ସବ

ଢାକା,୧୦।୨(ପି.ଟି.)- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ୩ ଉଇକେଟରେ ହରାଇ ବାଂଲାଦେଶ ଚାମ୍ପିୟନ ହୋଇଛି। ଯେକୌଣସି ସ୍ତରରେ ବାଂଲାଦେଶ ପାଇଁ ଏହା ପ୍ରଥମ ଆଇସିସି ଟାଇଟଲ। ଚାମ୍ପିୟନ ଦଳକୁ ସ୍ବାଗତ କରିବା ପାଇଁ ବାଂଲାଦେଶ ସରକାର ଏକ...

ବାଂଲାଦେଶ ଖେଳାଳିଙ୍କ ପ୍ରତିକ୍ରିୟାକୁ ଗୁରୁତର ସହ ନେଲା ଆଇସିସି

ପୋଚେଫ୍ସଷ୍ଟ୍ରୁମ,୧୦।୨(ପି.ଟି.)- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ୩ ଉଇକେଟରେ ହରାଇ ଚାମ୍ପିୟନ ହେବା ପରେ ବାଂଲାଦେଶ ଦଳର ଖେଳାଳିମାନେ ଭାବପ୍ରବଣ ହୋଇ ଅତ୍ୟଧିକ ଆକ୍ରମଣାତ୍ମକ ଆଚାରଣ ପ୍ରଦର୍ଶନ କରିଥିଲେ। ଏହାକୁ ଗୁରୁତର ସହ ନେଇଛି ଅନ୍ତର୍ଜାତୀୟ କ୍ରିକେଟ...

ମହିଳା କ୍ରିକେଟର ଡେଭିନଙ୍କ ବିଶ୍ୱ ରେକର୍ଡ

ଓ୍ବେଲିଂଟନ,୧୦।୨- ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା ସୋଫି ଡେଭିନ ସୋମବାର ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ କ୍ରମାଗତ ୫ ଟି୨୦ ମ୍ୟାଚ୍‌ରେ ଅତିକମ୍‌ରେ ୫୦ କିମ୍ବା ତା’ଠାରୁ ଅଧିକ ରନ୍‌...

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ରାହାନେଙ୍କ ଅପରାଜିତ ଶତକ

ଲିନ୍‌କନ,୧୦।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟରେ ଅପରାଜିତ ଶତକ ହାସଲ କରିଛନ୍ତି। ୪ଦିନିଆ ମ୍ୟାଚ୍‌ରେ ରାହାନେ ୧୦୧ ରନ୍‌ର ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଏ’...

କ୍ରିକେଟ ପାଇଁ ବିଷ୍ଣୋଇ ଛାଡ଼ିଥିଲେ ଦ୍ୱାଦଶ ବୋର୍ଡ ପରୀକ୍ଷା

ଜୟପୁର,୧୦।୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତୀୟ ଦଳ ପାଇଁ ସଫଳ ପ୍ରଦର୍ଶନ କରିଥିବା ବୋଲର ରବି ବିଷ୍ଣୋଇଙ୍କ ସମ୍ପର୍କରେ କିଛି ରୋଚକ କଥା ଜଣାପଡ଼ିଛି। ୧୬ ବର୍ଷରୁ କମ୍‌ ବୟସ ବର୍ଗରେ ସେ ଚୟନ ହୋଇ ନ...

ଅନ୍ତିମ ଦିନିକିଆ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳରେ ପରିବର୍ତ୍ତନ

ଓ୍ବେଲିଂଟନ,୧୦।୨- ଟିମ୍‌ ଇଣ୍ଡିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଆଗୁଆ ଜିତି ନେଇଥିବା ନ୍ୟୁଜିଲାଣ୍ଡ ଦଳ ଅନ୍ତିମ ମ୍ୟାଚ୍‌ ପୂର୍ବରୁ ଦଳରେ ପରିବର୍ତ୍ତନ କରିଛି। ଲେଗ୍‌ ସ୍ପିିନର ଇଶ ସୋଧି ଓ ପେସର ବ୍ଲେର ଟିକନରଙ୍କୁ ଦଳରେ ସାମିଲ...

ପାକିସ୍ତାନରେ ଅନଅଫିସିଆଲ ଭାରତୀୟ କବାଡ଼ି ଦଳ

ଅମ୍ରିତସର,୧୦।୨- ଭାରତରୁ ୬୦ ଜଣିଆ ସର୍କଲ କବାଡ଼ି ଦଳ ପାକିସ୍ତାନ ଦ୍ୱାରା ଆୟୋଜିତ ପ୍ରଥମ କବାଡ଼ି ବିଶ୍ୱକପ୍‌ ୨୦୨୦ରେ ଭାଗ ନେଇଛନ୍ତି। ଏହି ଇଭେଣ୍ଟ ସର୍କେଲ ଫର୍ମାଟରେ ଖେଳାଯାଏ। କ୍ରୀଡ଼ା ମନ୍ତ୍ରଣାଳୟଠାରୁ କୌଣସି ଅନୁମତି ନ ନେଇ ପାକିସ୍ତାନ ଗସ୍ତ...

୬ ମ୍ୟାଚ୍‌ରୁ ୪ ଅର୍ଦ୍ଧଶତକ, ୧ ଶତକ; ଏହି ଖେଳାଳି ହେଉଛନ୍ତି ଭାରତୀୟ ଦଳର ଆଗାମୀ ଷ୍ଟାର୍‌

ପୋଚେଫଷ୍ଟ୍ରୁମ,୧୦।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ରବିବାର ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ ଭାରତକୁ ୩ ଉଇକେଟରେ ହରାଇ ପ୍ରଥମଥର ଟାଇଟଲ ଜିତିଛି। ଯଦିଓ ଏହି ମ୍ୟାଚରେ ଭାରତ ପରାଜିତ ହୋଇଛି କିନ୍ତୁ ଷ୍ଟାର୍‌ ଓପନର...

‘ଅନେକ ଶିଖିବାର ଅଛି’

ଭୁବନେଶ୍ୱର, ୧୦।୨(କ୍ରୀଡ଼ା ପ୍ରତିନିଧି)- ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ରବିବାର ବେଲଜିୟମଠାରୁ ୨-୩ ଗୋଲରେ ପରାଜୟରେ ଦୁଃଖିତ ହୋଇଛନ୍ତି ଅଧିନାୟକ ମନପ୍ରୀତ ସିଂ। ଆମେ ଗୋଲ ଦେବାପାଇଁ ଅନେକ ସୁଯୋଗ ପାଇଥିଲୁ। ମାତ୍ର ତା’ର ସଦୁପଯୋଗ କରିପାରି ନ ଥିଲୁ।...

ପାଗ ବଦଳିଲା, ମ୍ୟାଚର ମଜାନେଲେ ଦର୍ଶକ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଶନିବାର ଭାରତ-ବେଲଜିୟମ ପ୍ରଥମ ମ୍ୟାଚ ଅବସରରେ ବର୍ଷା ଓ କୋହଲା ପାଗ ଯୋଗୁ ଅଳ୍ପ ଦର୍ଶକ ବର୍ଷାରେ ଭିଜି ମ୍ୟାଚ ଉପଭୋଗ କରିଥିଲେ। ମାତ୍ର ରବିବାର ଦ୍ୱିତୀୟ ମ୍ୟାଚ ବେଳକୁ...

ପଣ୍ଡିଚେରୀ ଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୦ା୨-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ୨୩ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫିର ଏକ ଲିଗ ମ୍ୟାଚ୍‌ରେ ଓଡ଼ିଶା ୬୭ରନରେ ପଣ୍ଡିଚେରୀଠାରୁ ହାରିଛି। ଦ୍ୱିତୀୟ ଇନିଂସରେ ଓଡ଼ିଶା ସମ୍ମୁଖରେ ୧୭୨ରନର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ୧୦୫ରନରେ ଅଲଆଉଟ...

ବିଶ୍ୱକପ୍‌ କବାଡ଼ି ଚାମ୍ପିୟନଶିପ୍‌: ପାକିସ୍ତାନରେ ଅନୌପଚାରିକ ଭାରତୀୟ ଦଳ ପହଞ୍ଚିବା ନେଇ ବିବାଦ

ନୂଆଦିଲ୍ଲୀ,୧୦।୨(ପି.ଟି.)- ପାକିସ୍ତାନରେ ଆରମ୍ଭ ହୋଇଥିବା ବିଶ୍ୱ କବାଡ଼ି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଏକ ଅନୌପଚାରିକ ଭାରତୀୟ ଦଳ ସେଠାରେ ପହଞ୍ଚିବା ନେଇ ବିବାଦ ସୃଷ୍ଟି ହୋଇଛି। କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ କବାଡ଼ି ଫେଡେରେଶନ କୌଣସି ଆଥ୍‌ଲେଟଙ୍କୁ ଏଥିରେ ଅଂଶଗ୍ରହଣ...

ବିଶ୍ୱର ଏକମାତ୍ର ଅମ୍ପାୟାର: କ୍ରିକେଟ ସହ ଫୁଟବଲ ବିଶ୍ୱକପ୍‌ରେ ମ୍ୟାଚ୍‌ ରେଫରୀ ଭୂମିକା ତୁଲାଇଛନ୍ତି

ସାଧାରଣତଃ କ୍ରିକେଟ ଏବଂ ଫୁଟବଲ ସହ କୌଣସି ସମ୍ପର୍କ ନ ଥାଏ। ଉଭୟ ଖେଳର ନିୟମ ଭିନ୍ନ। ଏସବୁ ଭିତରେ ଯଦି ଜଣେ ଫୁଟବଲ୍‌ ରେଫରୀଙ୍କୁ କ୍ରିକେଟ ଅମ୍ପାୟାର ଦାୟିତ୍ୱ ଦିଆଯାଏ ତେବେ ଏହା ନିହାତି ଆଶ୍ଚର୍ଯ୍ୟ ଲାଗିପାରେ। ପ୍ରସିଦ୍ଧ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ବାଂଲାଦେଶକୁ ପ୍ରଥମ ଟାଇଟଲ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଅଣ୍ଡରଡଗ୍‌ କୁହାଯାଉଥିବା ବାଂଲାଦେଶ ଏଥର ୧୯ ବର୍ଷରୁ କମ୍‌ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶ ଡକ୍‌ଓ୍ବର୍ଥ ଲୁଇସ୍‌...

ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପରାଜୟ: ବେଲଜିୟମଠାରୁ ୨-୩ ଗୋଲରେ ହାରିଲା

ଭୁବନେଶ୍ୱର ୯।୨(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ପ୍ରଥମ ପରାଜୟ ସ୍ବାଦ ଚାଖିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ବିଶ୍ୱ ଚାମ୍ପିୟନ ବେଲଜିୟମଠାରୁ ୨-୩ ଗୋଲରେ ପରାସ୍ତ ହୋଇଛି। ଏଥିସହ...

ପ୍ରଥମ ଟେଷ୍ଟ: ନସିମ୍‌ଙ୍କ ହ୍ୟାଟ୍ରିକ୍‌: ବାଂଲାଦେଶର ସଂଘର୍ଷ ଜାରି

ରାଓ୍ବଲପିଣ୍ଡି,୯।୨-ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇନିଂସ ପରାଜୟ ଏଡାଇବାକୁ ବାଂଲାଦେଶ ସଂଘର୍ଷ ଜାରି ରଖିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ପ୍ରଥମ ଇନିଂସରେ ୮୨.୫ ଓଭରରେ ୨୩୩ ରନ କରି ଅଲଆଉଟ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପାଇଁ ବାଂଲାଦେଶକୁ ୧୭୮ ରନ୍‌ ଦରକାର

ପୋଚଫ୍ସଷ୍ଟ୍ରୁମ,୯।୨- ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ମାତ୍ର ୧୭୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଥର କୌଣସି ଆଇସିସି ଇଭେଣ୍ଟର ଫାଇନାଲ ଖେଳୁଥିବା ବାଂଲାଦେଶକୁ ଇତିହାସ ରଚିବା ପାଇଁ ୧୭୮ ରନ୍‌ ଦରକାର।...

ବୁଶଫାୟାର ମ୍ୟାଚ୍‌ ଜିତିଲା ପଣ୍ଟିଂ ଏକାଦଶ

ମେଲବୋର୍ନ,୯।୨- କ୍ରିକେଟର ବହୁ କିମ୍ବଦନ୍ତୀ ପୂର୍ବତନ ଖେଳାଳି ଏକାଠି ହୋଇଥିଲେ। ରବିବାର ଜଙ୍କଶନ ଓଭାଲରେ ଅନୁଷ୍ଠିତ ବୁଶଫାୟାର ଚ୍ୟାରିଟି ମ୍ୟାଚ୍‌ରେ ପଣ୍ଟିଂ ଏକାଦଶ ୧ ରନ୍‌ରେ ଗିଲଖ୍ରିଷ୍ଟ ଏକାଦଶକୁ ହରାଇ ଦେଇଛି। କ୍ୟାରିୟରରେ ପ୍ରାୟତଃ ବୋଲିଂ କରି ନ ଥିବା...