ମୋ ଉପରେ ଅଯଥା ଟଙ୍କା ଖର୍ଚ୍ଚ କର ନାହିଁ: କାହିଁକି ଏମିତି କହିଲେ ଧୋନୀ
ନୂଆଦିଲ୍ଲୀ,୨।୧୧: ଆଇପିଏଲ ୨୦୨୨ ପୂର୍ବରୁ ମେଗା ନିଲାମ ଅନୁଷ୍ଠିତ ହେବ। କିଛି ମନୋନୀତ ଖେଳାଳିଙ୍କ ବ୍ୟତୀତ ସମସ୍ତଙ୍କୁ ନିଲାମରେ ସାମିଲ ହେବାକୁ ପଡିବ। ଏହି ସମୟରେ, ସିଏସକେ ଅଧିନାୟକ ଏମଏସ ଧୋନୀ ଚାହୁଁ ନାହାଁନ୍ତି ଯେ ତାଙ୍କ ଦଳ ତାଙ୍କୁ...
ଭାଙ୍ଗିଲା ଧୋନୀଙ୍କ ନେତୃତ୍ୱ ରେକର୍ଡ
ଶାରଜା,୨।୧୧: ଭାରତର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ। ଚଳିତ ଟି୨୦ ବିଶ୍ୱକପ୍ରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ଇଂଲଣ୍ଡ ୨୬ ରନ୍ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏହା ଥିଲା...
ଚାମ୍ପିୟନ ଭଳି ଖେଳୁଛି ଗତ ଥରର ରନର୍ସଅପ୍
ଶାରଜା,୧।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଟସ୍ ଜିତିବାର ଅର୍ଥ ଏକତରଫା ମ୍ୟାଚ୍ ହାତେଇ ନେବା। ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍ରେ ପ୍ରାୟତଃ ଟସ୍ ଜିତୁଥିବା ଦଳ ହିଁ ମ୍ୟାଚ୍ ଜିତୁଛନ୍ତି। କିନ୍ତୁ ଏହାକୁ ଭୁଲ କରି ଦେଖାଇଛି ଗତ ଥରର ରନର୍ସଅପ୍...
ବଟଲରଙ୍କ ଛକା, ଚୌକା ବର୍ଷା
ଶାରଜା,୧।୧୧: ଫୁଲ ଫର୍ମରେ ଥିବା ଜୋସ ବଟଲର ଚଳିତ ଟି୨୦ ବିଶ୍ୱକପ୍ରେ ପ୍ରଥମ ବ୍ୟାଟର ଭାବେ ଶତକ ହାସଲ କରିଛନ୍ତି। ତାଙ୍କର ୧୦୧ ରନ୍ର ଅପରାଜିତ ପାଳି ବଳରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଥ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଧାର୍ଯ୍ୟ...
କୋହଲିଙ୍କ ଝିଅକୁ ବଳାତ୍କାର ଧମକ
ମୁମ୍ବାଇ,୧।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଲଗାତାର ଦୁଇ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୯ ମାସିଆ ଝିଅ(ଭାମିକା)ଙ୍କୁ ବଳାତ୍କାର ଧମକ ଦିଆଯାଇଛି। ବଳାତ୍କାର ଧମକ ଦିଆଯାଇଥିବା ଟୁଇଟର ଆକାଉଣ୍ଟକୁ ଡିଲିଟ୍ କରି ଦିଆଯାଇଥିବା ସୂଚନା ମିଳିଛି।...
‘ରୋହିତଙ୍କ ବ୍ୟାଟିଂ ଉପରେ ଭରସା ନାହିଁ’
ଦୁବାଇ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ୩ୟ କ୍ରମକୁ ପଠାଯାଇଥିଲା। ଏହା ଦର୍ଶାଉଛି ଟ୍ରେଣ୍ଟ ବୋଲ୍ଟଙ୍କ ଇନ୍ ସୁଇଙ୍ଗକୁ କାଉଣ୍ଟର କରିବା ପାଇଁ ଷ୍ଟାର ଓପନରଙ୍କ ଉପରେ ଭାରତୀୟ ଦଳର ମ୍ୟାନେଜମେଣ୍ଟର ଆଉ ଭରସା ନାହିଁ।...
ଭାରତ ହାରିବା ପରେ ଲାଇଭ୍ ଶୋ’ରେ ନାଚିଲେ ପାକିସ୍ତାନ ଖେଳାଳି
ଇସଲାମାବାଦ,୧।୧୧:ଟି -୨୦ ବିଶ୍ୱକପରେ ଭାରତକୁ କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରବିବାର ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଏହାପୂର୍ବରୁ ପାକିସ୍ତାନ ଓପନିଂ ମ୍ୟାଚ୍ରେ ଭାରତକୁ ୧୦ ଉଇକେଟ୍ରେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ...
ହାରିବାର ପ୍ରକୃତ କାରଣ କହିଲେ ବୁମ୍ରା
ଦୁବାଇ,୧।୧୧: ଆଇସିସି ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍ ପରାସ୍ତ ହେବା ପରେ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। ଟି -୨୦ ବିଶ୍ୱକପ ଜିତିବା ପାଇଁ ଦୃଢ ପ୍ରତିଯୋଗୀ ଟିମ ଇଣ୍ଡିଆ ଏବେ ସେମିଫାଇନାଲ ଦୌଡ଼ରୁ ବାଦ ପଡିବା...
ସେମିଫାଇନାଲରେ ପହଞ୍ଚିପାରିବ ଭାରତ: ଜାଣନ୍ତୁ କେମିତି
ଦୁବାଇ,୧।୧୧: ଟି -୨୦ ବିଶ୍ୱକପ ୨୦୨୧ର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଭାରତର କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇନିଂସ ଖେଳି ପାରି ନ ଥିଲେ କିମ୍ବା କୌଣସି ବୋଲର ଚମତ୍କାର...
କୋହଲିଙ୍କ ଏହି ୩ ଜିଦ୍ ଯୋଗୁ ହାରିଲା ଭାରତ
ଦୁବାଇ,୧।୧୧: ଟି -୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଜିଦ ଯୋଗୁ ଦଳକୁ ପରାଜୟ ଭୋଗିବାକୁ ପଡିଛି। ତାଙ୍କର କୌଣସି ନିଷ୍ପତ୍ତି ଦଳ ପାଇଁ କାମ କରି ନାହିଁ ।...
ଶେହଜାଦଙ୍କ ରେକର୍ଡ
ଆବୁ ଧାବି,୧।୧୧: ମହମ୍ମଦ ଶେହଜାଦ ରବିବାର ପ୍ରଥମ ଆଫଗାନିସ୍ତାନ ଖେଳାଳି ଭାବେ ଟି୨୦ ଫର୍ମାଟରେ ଦୁଇ ହଜାର ରନ୍ ପୂରଣ କରିଛନ୍ତି। ରବିବାର ଖେଳାଯାଇଥିବା ନାମ୍ବିଆ ବିପକ୍ଷ ମ୍ୟାଚ୍ରେ ସେ ୩୩ ବଲରେ ୪୫ ରନ୍ର ଇନିଂସ ଖେଳିଥିଲେ। ଫଳରେ...
ଶୂନରେ ଅଟିକିଛି ଟିମ୍ ଇଣ୍ଡିଆ
ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ଆଉ ଏକ ବୃହତ୍ ପରାଜୟର ସମ୍ମୁଖୀନ ହୋଇଛି ଟିମ୍ ଇଣ୍ଡିଆ। ପାକିସ୍ତାନ ଠାରୁ ୧୦ ଉଇକେଟରେ ପରାସ୍ତ ଥିବା ଭାରତୀୟ ଦଳକୁ ୩୩ ବଲ ପୂର୍ବରୁ ୮ ଉଇକେଟରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଫଳରେ...
Archives


