Video: ମହିଳା ଆମ୍ପାୟାରଙ୍କ ଆଉଟ ନିଷ୍ପତ୍ତିରେ ରାଗିଗଲେ ଅଶ୍ୱିନ, ଫୋଫାଡ଼ିଦେଲେ…
ଚେନ୍ନାଇ,୯।୬: ନିକଟରେ ଶେଷ ହୋଇଥିବା ଆଇପିଏଲ ୨୦୨୫ରେ ଏକ ଭୁଲିଯିବା ଭଳି ପ୍ରଦର୍ଶନ ପରେ, ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଚଳିତ ତାମିଲନାଡୁ ପ୍ରିମିୟର ଲିଗରେ ପୁନର୍ବାର ମଇଦାନକୁ ଫେରିଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିବା ଅଶ୍ୱିନ ଫ୍ରାଞ୍ଚାଇଜି...
ସମସ୍ତ ଫର୍ମାଟରେ ଗୋଟିଏ ଅଧିନାୟକ ନିଯୁକ୍ତ କରିବ ପାକିସ୍ତାନ: ବାବର କିମ୍ବା ରିଜୱାନ ନୁହେଁ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ
ନୂଆଦିଲ୍ଲୀ,୯।୬: ପାକିସ୍ତାନ ନୂତନ ଅଲ-ଫର୍ମାଟ ଅଧିନାୟକ ନିଯୁକ୍ତ କରିବାକୁ ପ୍ରସ୍ତୁତ ହେଉଛି। ଏଥର ବାବର ଆଜମ କିମ୍ବା ମହମ୍ମଦ ରିଜୱାନ ନୁହେଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତା’ର ଜାତୀୟ ଦଳର ଗଠନରେ କିଛି ବଡ଼ ପରିବର୍ତ୍ତନ କରିବାକୁ ଯାଉଛି,...
RCB ବିଜୟ ଉତ୍ସବରେ ଦଳାଚକଟା: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟୁସନ କରିବେ ରାହୁଲ ଗାନ୍ଧୀ!
ବେଙ୍ଗାଲୁରୁ,୯।୬: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ମଙ୍ଗଳବାର, ଜୁନ ୧୦ ତାରିଖରେ ନୂଆଦିଲ୍ଲୀ ଯାତ୍ରା କରିବେ ଯେଉଁଠାରେ ସେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଘଟିଥିବା ଦୁଃଖଦ ଜନଗହଳିରେ ୧୧ ଜଣଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରିବେ।...
‘ମା ତୁଝେ ସଲାମ’, ୨ମାସର ଶିଶୁକୁ ଧରି ସାକ୍ଷାତକାର ପାଇଁ ପହଞ୍ଚିଲେ ଏହି କ୍ୟାପଟେନ, ଏବେ…
ନୂଆଦିଲ୍ଲୀ,୯।୬: ଇଂଲଣ୍ଡ ମହିଳା ଦଳ ଏବଂ ୱେଷ୍ଟଇଣ୍ଡିଜ ମହିଳା ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ନିକଟରେ ଶେଷ ହୋଇଛି। ଆୟୋଜକ ଇଂଲଣ୍ଡ ୱିଣ୍ଡିଜ ଦଳକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ୩-୦ରେ ପରାସ୍ତ କରିଛି। ପୂର୍ବରୁ, ଇଂରାଜୀ...
ବାରବାଟୀରେ ହେବ ପୁଣି ଅନ୍ତର୍ଜାତୀୟ ମ୍ୟାଚ୍: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦
କଟକ,୯।୬: ବାରବାଟୀକୁ ପୁଣି ଫେରିଛି ଟି-୨୦। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ଏ ନେଇ ବିସିସିଆଇ ପୂର୍ବରୁ ଓସିଏ ସୂଚନା ଦେଇ ସାରିଥିବା ବେଳେ...
ମୋତେ ଚାପୁଡ଼ା ମାରିବା ଉଚିତ୍ ଥିଲା… ଆୟାରଙ୍କୁ ନେଇ କାହିଁକି ଏମିତି କହିଲେ ଶଶାଙ୍କ ସିଂ
ନୂଆଦିଲ୍ଲୀ,୯।୬:IPL 2025 ଶେଷ ହୋଇସାରିଛି। କିନ୍ତୁ ମ୍ୟାଚ ସହିତ ଜଡିତ କଥା ଏବେ ବି ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଛି। କ୍ୱାଲିଫାୟର-୨ରେ ଶଶାଙ୍କ ସିଂହ ରନ ଆଉଟ ହେବା ପରେ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟାସ ଆୟର ବହୁତ ରାଗିଯାଇଥିଲେ...
ପୁଅ-ଝିଅଙ୍କ ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ କେତେ ଦରମା ଦିଅନ୍ତ ବିରୁଷ୍କା: ଜାଣିଲେ ଉଡ଼ିଯିବ ହୋଶ୍
ନୂଆଦିଲ୍ଲୀ,୯।୬: ବିରାଟ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଜଣେ ଜଣାଶୁଣା ବଲିଉଡ ଅଭିନେତ୍ରୀ। ଉଭୟଙ୍କ ଷ୍ଟାରଡମ ଯୋଗୁ, ଏହି ଦମ୍ପତିଙ୍କୁ ସୁରକ୍ଷା ପାଇଁ ଜଣେ ବ୍ୟକ୍ତିଗତ ଅଙ୍ଗରକ୍ଷୀ ନିଯୁକ୍ତ କରିବାକୁ ପଡିଥାଏ।...
ଚୌକା-ଛକା ବର୍ଷା କଲେ ବୈଭବ: ଇଂଲଣ୍ଡ ଭୟଭୀତ
ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟର ଭବିଷ୍ୟତ କୁହାଯାଉଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଜବରଦସ୍ତ ଫର୍ମରେ ଅଛନ୍ତି। ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରିଥିବା ଏହି ଯୁବ ବାମହାତୀ ଓପନର ଇଂଲଣ୍ଡ ଗସ୍ତ ପୂର୍ବରୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ...
ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୯।୬: ଫୁଟ୍ବଲ୍ ବାଦ୍ଶାହା କ୍ରିଷ୍ଟିଆନୋ ରୋନାଲ୍ଡୋ ଭାବପ୍ରବଣ ପଡ଼ିଆରେ ଭାବପ୍ରବଣ ହୋଇପଡ଼ିଛନ୍ତି। ଏହି ଲୁହ ଆନନ୍ଦର ଥିଲା। ପର୍ତ୍ତୁଗାଲ ନେସନ୍ସ ଲିଗର ଫାଇନାଲରେ ପେନାଲ୍ଟି ସୁଟଆଉଟରେ ସ୍ପେନକୁ ୫-୩ରେ ପରାସ୍ତ କରିଥିଲା। ଏହା ପୂର୍ବରୁ, ମ୍ୟାଚ ସମୟ ଶେଷ ହେବା...
ବେଙ୍ଗାଲୁରୁ ଦଳାଚକଟାକୁ ନେଇ ଏଭଳି କହିଲେ ଗାଭାସ୍କର
ନୂଆଦିଲ୍ଲୀ, ୮ା୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍ସିବି)ର ଆଇପିଏଲ୍ ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଘଟିଥିବା ଦଳାଚକଟା ଘଟଣା ସମ୍ପର୍କରେ ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ଭାଷ୍ୟକାର ସୁନୀଲ ଗାଭାସ୍କର ନିଜ ମତାମତ ଦେଇଛନ୍ତି। ଏହି...
ଇଂଲଣ୍ଡରେ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଆରମ୍ଭ
ଲଣ୍ଡନ, ୮ା୬: ଆସନ୍ତା ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ବିଶିଷ୍ଟ ଟେଷ୍ଟ ସିରିଜ୍ ଲାଗି ଶୁବମନ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ରବିବାରଠାରୁ ଟ୍ରେନିଂ ଆରମ୍ଭ କରିଛି। ଭାରତୀୟ ପେସର ଯଶ୍ପ୍ରୀତ ବୁମ୍ରା, ପ୍ରସିଦ୍ଧ...
ନେମାର କୋଭିଡ୍ ପଜିଟିଭ୍
ବ୍ରାସିଲ,୮ା୬: ବ୍ରାଜିଲ ଫର୍ଓ୍ବାର୍ଡ ଜୁନିୟର ନେମାର କୋଭିଡ୍-୧୯ରେ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ଏଥିଯୋଗୁ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିବା ତାଙ୍କ କ୍ଲବ ସାଣ୍ଟୋସ୍ ପକ୍ଷରୁ କୁହାଯାଇଛି। ୩୩ ବର୍ଷୀୟ ନେମାରଙ୍କ ନିକଟରେ ଗୁରୁବାର କୋଭିଡ୍ ଲକ୍ଷଣ...
Archives


