ଖେଳ

ମିଚେଲ ଷ୍ଟାର୍କଙ୍କୁ ପ୍ରତି ବଲରେ ମିଳିବ ୭.୩ ଲକ୍ଷ, ପିଏସ୍‌ଏଲ୍‌ର ସବୁଠାରୁ ଦାମୀ ଖେଳାଳିଙ୍କଠାରୁ ଅଧିକ ଗୋଟିଏ ମ୍ୟାଚର ଫି’

ନୂଆଦିଲ୍ଲୀ,୨୦।୧୨: ଆଇପିଏଲ୍‌ ୨୦୨୪ ନିଲାମରେ କୋଲକାତା ନାଇଟ ରାଇଡର୍ସ ମିଚେଲ ଷ୍ଟାର୍କଙ୍କୁ ୨୪.୭୫ କୋଟିରେ କିଣିଛି। ଏହିପରି ଭାବରେ ମିଚେଲ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆଇପିଏଲ୍‌ରେ ମିଚେଲଙ୍କ ଏକ ବଲର...

ଜେରାଲ୍ଡଙ୍କ ଉପରେ ସର୍ବାଧିକ ଟଙ୍କା ଖର୍ଚ୍ଚ କରିଛି ମୁମ୍ବାଇ ଇଣ୍ଡିଆନ୍ସ, ନିଲାମୀରେ କିଣାଗଲା ୮ ଖେଳାଳି, ଜାଣନ୍ତୁ ଦଳରେ କିଏ କିଏ ସାମିଲ

ଦୁବାଇ,୨୦।୧୨: ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଇପିଏଲ୍‌ ୨୦୨୪ ପାଇଁ ହୋଇଥିବା ନିଲାମରେ ଦକ୍ଷିଣ ଆଫ୍ରିକାର ଜେରାଲ୍ଡ କୋଏଟଜିଙ୍କୁ ସବୁଠାରୁ ମହଙ୍ଗା ଖେଳାଳି ଭାବରେ କିଣିଛି। ଏମଆଇ ୫ କୋଟି ଟଙ୍କା ଦେଇ ସେମାନଙ୍କ ଦଳରେ ସାମିଲ କରିଛି। କୋଏଟଜିଙ୍କ ମୂଳ...

ନିଲାମୀରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ରହିଥିଲା ଦବଦବା, କେବଳ ୩ ଖେଳାଳିଙ୍କୁ ମିଳିଛି ୫୪ କୋଟିରୁ ଅଧିକ ଟଙ୍କା

ଦୁବାଇ,୨୦।୧୨: ମଙ୍ଗଳବାର ହୋଇଥିବା ଆଇପିଏଲ ନିଲାମରେ ଅଷ୍ଟ୍ରେଲୀୟ ଖେଳାଳିମାନଙ୍କର ଦବଦବା ରହିଥିଲା। କଙ୍ଗାରୁ ଖେଳାଳିଙ୍କ ପାଇଁ ନିଲାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମିଚେଲ ଷ୍ଟାର୍କଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟିରେ କିଣିଛି। ସେହିପରି ସନରାଇଜର୍ସ ହାଇଦ୍ରାବାଦ...

ଦକ୍ଷିଣ ଆଫ୍ରିକା ଜିତିଲା

ଜିକ୍ୱେବେରା, ୧୯।୧୨: ଟୋନି ଡି ଜର୍ଜିଙ୍କ ଶତକ ସହିତ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଭାରତ ୪୬.୨ ଓଭରରେ ୨୧୧ ରନକରି ଅଲ୍‌ଆଉଟ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା...

ରୋହିତଙ୍କୁ ଟ୍ରେଡ୍‌ କରାଯିବା ନେଇ ହେଉଥିଲା ଚର୍ଚ୍ଚା: ଏବେ ଆଧିକାରୀକ ଭାବେ ପ୍ରତିକ୍ରିୟା ରଖିଲା ମୁମ୍ବାଇ

ନୂଆଦିଲ୍ଲୀ,୧୯।୧୨: ଆଇପିଏଲ୍‌ ୨୦୨୪ ଲାଗି ଆୟୋଜିତ ମିନି ଅକ୍ସନର ପ୍ରାୟ ଏକ ସପ୍ତାହ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଥିଲା। ଫଳରେ ଦୀର୍ଘ ଏକ ଦଶନ୍ଧି ଧରି ଦଳର ନେତୃତ୍ୱ ନେଇଆସିଥିବା...

ନିରାଶ ହେଲେ ସ୍ମିଥ୍‌, ତ୍ରିଶତକ ମାରିଥିବା ନାୟାରଙ୍କୁ ବି କେହି କିଣିଲେ ନାହିଁ; ଦେଖନ୍ତୁ ଅନସୋଲ୍ଡ ଖେଳାଳିଙ୍କ ତାଲିକା

ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ଲାଗି ମଙ୍ଗଳବାର ମିନି ଅକ୍ସନ ଶେଷ ହୋଇଛି। ଏହି ସମୟରେ ଅନେକ ଚର୍ଚ୍ଚିତ ଖେଳାଳିଙ୍କ ଉପରେ ନିଲାମ ଡକା ଯାଇଥିଲା। ମିଚେଲ ଷ୍ଟାର୍କ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଥିଲେ। ତାଙ୍କୁ...

ଆଇପିଏଲ୍‌ ଅକ୍ସନ ପରେ ବଦଳିଲା ଚିତ୍ର: ୨୩୦ କୋଟିରେ କିଣାହେଲେ ୭୨ ଖେଳାଳି, ଦେଖନ୍ତୁ କିଏ ଗଲେ କେଉଁ ଦଳକୁ

ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ମିନି ଅକ୍ସନ ଶେଷ ହୋଇଛି। ପ୍ରଥମ ଥର ଲାଗି ବିଦେଶରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ୭୨ ଖେଳାଳିଙ୍କ ଉପରେ ୧୦ ଟିମ୍‌ ୨୩୦ କୋଟି ଟଙ୍କା ଖର୍ଚ୍ଚ କରିଛି। ବିଶେଷକରି...

ଆଇପିଏଲ୍‌ ନିଲାମୀରେ ମଲ୍ଲିକାଙ୍କ ଗୋଟିଏ ଭୁଲ ଲାଗି ୨୦ ଲକ୍ଷର କ୍ଷତି ସହିଲା ଆର୍‌ସିବି

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ଲାଗି ମିନି ଅକ୍ସନ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥର ନିଲାମୀ ପ୍ରକ୍ରିୟା ସଞ୍ଚାଳନ  ଲାଗି ପ୍ରଥମ ଥର ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମଲ୍ଲିକା ସାଗର ଏହି ଭୂମିକା ତୁଲାଇଥିଲେ। ତେବେ ତାଙ୍କ ଦ୍ୱାରା...

ଏକଦା ଅଧିନାୟକ ଭାବେ ଜିତାଇଥିଲେ ଟାଇଟଲ୍‌, ଏବେ ଓ୍ବାର୍ନରଙ୍କୁ ବ୍ଲକ୍‌ କରିଛି ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ଓପନର ଡେଭିଡ ଓ୍ବାର୍ନରଙ୍କୁ ବ୍ଲକ୍‌ କରିଛି ସନରାଇଜର୍ସ ହାଇଦ୍ରାବାଦ। ଏହାର ଅଧିନାୟକ ଭାବେ ଓ୍ବାର୍ନର ଆଇପିଏଲ୍‌ ୨୦୧୬ ଟାଇଟଲ୍‌ ଜିତିଥିଲେ। ହେଲେ ଏବେ ତାଙ୍କୁ ସମାନ ଦଳ ବ୍ଲକ କରିଥିବାରୁ ଓ୍ବାର୍ନର କ୍ଷୋଭ ପ୍ରକାଶ...

ଶାହରୁଖ ଖାନଙ୍କୁ ୭.୪୦ କୋଟିରେ କିଣିଲା ଗୁଜରାଟ ଟାଇଟାନ୍ସ,, ସମୀର ରିଜଭି ଏବଂ ଶୁଭମ୍ ଦୁବେ ହେଲେ କୋଟିପତି

ଦୁବାଇ,୧୯।୧୨: ଘରୋଇ କ୍ରିକେଟ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପାଇଁ ଗୁଜରାଟ ଟାଇଟାନ୍ସ ବିପୁଳ ଟଙ୍କା ବ୍ୟୟ କରିଛି। ତାମିଲନାଡୁର ଏହି ଷ୍ଟାର କ୍ରିକେଟର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ କିଙ୍ଗ୍ସରେ ଖେଳୁଥିଲେ। କିନ୍ତୁ ଏଥର ପଞ୍ଜାବ ତାଙ୍କୁ ରିଲିଜ...

ଅଲଜାରୀ ଜୋସେଫଙ୍କ ପାଇଁ ଟଙ୍କା ବର୍ଷା କଲା ବାଙ୍ଗାଲୋର, ଉମେଶ ଯାଦବଙ୍କୁ ଦଳରେ ସାମିଲ କଲା ଗୁଜରାଟ

ଦୁବାଇ,୧୯।୧୨: ୱେଷ୍ଟଇଣ୍ଡିଜ୍ ଖେଳାଳି ଅଲଜାରୀ ଜୋସେଫଙ୍କୁ ୧୧.୫୦ କୋଟିରେ ଦଳରେ ସାମିଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଯୋଷେଫ କିଣିବା ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୧୧.୨୫ କୋଟି ଟଙ୍କା ଡାକିଥିଲା କିନ୍ତୁ ଶେଷରେ ଆରସିବି ବାଜି ମାରି ନେଇଥିଲା।...

ସବୁଠାରୁ ମହଙ୍ଗା ଖେଳାଳି: ମିଚେଲଙ୍କୁ ୨୪.୭୫ କୋଟିରେ କିଣିଲା କୋଲକାତା

ଦୁବାଇ,୧୯।୧୨: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ମିଚେଲଙ୍କୁ ୨୪.୭୫ କୋଟିରେ କୋଲକାତା ନାଇଟ୍‌ ରାଇଡର୍ସ କିଣିଛି। ଏଥିସହିତ ଆଇପିଏଲ୍‌ ଇତିହାସରେ ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ମିଚେଲଙ୍କ ଉପରେ ଦିଲ୍ଲୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri